Category: Sambalpur(ପଶ୍ଚିମାଞ୍ଚଳ ଖବର)

ଢେଙ୍କାନାଳରେ ଜବାବ ମାଗୁଛି ଓଡିଶାର ଶୁଭ ଉଦଘାଟନ ଅନୁଷ୍ଠିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବଳରାମ ମନ୍ଦିର ଠାରୁ ‘ଜବାବ ମାଗୁଛି ଓଡିଶା’ର ନିର୍ବାଚନ ମଣ୍ଡଳୀର ଶୁଭ ଉଦଘାଟନ ହୋଇଯାଇଛି . ଏହାକୁ ଉଦଘାଟିତ କରିଥିଲେ ପୂର୍ବତନ ବିଧାୟକ ତଥା

ଢେଙ୍କାନାଳରେ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ତହସିଲ୍‌ ଅମିନ…

ଢେଙ୍କାନାଳ(ସମୃଦ୍ଧ ଓଡିଶା )ଜାଗା ଚିହ୍ନଟ ଓ ସାର୍ଟିଫିକେଟ୍‌ ଦେବା ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଦର ତହସିଲ୍‌ କାର୍ଯ୍ୟାଳୟର ଅମିନ ଶୁଭ୍ରଜ୍ୟୋତି ସାହୁ ଆଜି ଭିଜିଲାନ୍ସ ଜାଲରେ

ଜାତୀୟ ଶ୍ରମ ସମ୍ମିଳନୀ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମାନ୍ୟତା ଦାବୀରେ ଜାନୁୟାରୀ ୮ଓ୯ ଦେଶ ବ୍ୟାପୀ ଆନ୍ଦୋଳନ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଢେଙ୍କାନାଳ ଜିଲ୍ଲା କମିଟିର ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ମଠରେ ଅନୁଷ୍ଠିତ ହୋଇ କେନ୍ଦ୍ରୀୟ

ଢେଙ୍କାନାଳରେ ନବନିର୍ମାଣ କୃଷକ ସଂଗଠନର ବୈଠକ:କାଳିଆ ଯୋଜନାକୁ ବିରୋଧ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଢେଙ୍କାନାଳ ଟାଉନ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ବୈଠକ

ଢେଙ୍କାନାଳରେ ନିଖିଳ ଓଡିଶା ଏମ ଡି ଏମ ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବୀର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସ୍ଥାନୀୟ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି

ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ତ୍ରିରଙ୍ଗା ପ୍ରତିଭା ସମ୍ମାନ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ତ୍ରିରଙ୍ଗା ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନରସିଙ୍ଗ ହୁମର ପଣ୍ଡା, ଶାନ୍ତି ଭୂଷଣ

ଢେଙ୍କାନାଳରେ ୪୭ତମ ପୋଷ୍ଟାଲ ପ୍ରତିଷ୍ଠା ଦିବସ ପାଳନ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ୪୭ତମ ପୋଷ୍ଟାଲ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ

ଢେଙ୍କାନାଳର ଜିଜ୍ଞାସା କର୍ମଶାଳାର ରୋପ୍ୟ ଜୟନ୍ତୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳର ଜିଜ୍ଞାସା କର୍ମଶାଳାର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ

ଢେଙ୍କାନାଳର ଡ଼. ଦଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ରଜତ ଜୟନ୍ତୀ ଉତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳରେ ଅବସ୍ଥିତ ଡ଼. ଦଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ

ଢେଙ୍କାନାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗଁଦିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧ୍ୟାୟକ ସରୋଜ କୁମାର ସାମଲ, ଢେଙ୍କାନାଳ

ଢେଙ୍କାନାଳରେ ବଜରଙ୍ଗ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଢେଙ୍କାନାଳରେ ବଜରଙ୍ଗ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଢେଙ୍କାନାଳ ସଦର ଉପଖଣ୍ଡ ଆରକ୍ଷୀ ଅଧିକାରୀ

ଢେଙ୍କାନାଳରେ ମହିଳା ଯୋଗଶକ୍ତି ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲେଖକ ସଂସାଦଠାରେ ଏକ ସମାରୋହ ଉତ୍ସବ ପାଳନ କରାଯାଇଥିଲା । ଗତକାଲି ଢେଙ୍କାନାଳ ଯୋଗ ଜିଲ୍ଲାର ସମସ୍ତ

ଢେଙ୍କାନାଳର କପିଳାସ ମହାବିଦ୍ୟାଳୟରେ ୨୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର କପିଳାସ ମହାବିଦ୍ୟାଳୟରେ ୨୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ସମ୍ପାଦକ କପିଳାସ ମହାବିଦ୍ୟାଳୟର

ସାଇ ବାବାଙ୍କର ୯ମ ବାର୍ଷିକ ଉତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ମିନା ବଜାର ଠାରେ ସାଇ ବାବାଙ୍କର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ସକାଳେ ଆଳତୀ କରାଯାଇଥିଲା, ମଧ୍ୟାହ୍ନରେ ଯଜ୍ଞ ଓ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣାରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସମସ୍ୟା ହେବନି ବୋଲି କହିଲେ ଜିଲ୍ଲାପାଳ….

ସମ୍ବଲପୁର(ସମୃଦ୍ଧ ଓଡିଶା )ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଗତ ବୁଧବାର ଅପରାହ୍ନରେ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇ ଦେଇଥିଲେ। ମାଧ୍ୟମିକ

କାମାକ୍ଷାନଗର: ନାଳକୁ ଖସିପଡ଼ିଲା ବାଇକ, ଜଣେ ମୃତ, ଜଣେ ଗୁରୁତର…

କାମାକ୍ଷାନଗର(ସମୃଦ୍ଧ ଓଡିଶା )ଗତକାଳି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଉର୍ବେଙ୍ଗି ନାଳରେ ଭାରସାମ୍ୟ ହରାଇ ଏକ ବାଇକ୍‌ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା

ସିମିଳିଆରେ ବିଜେପିର ଜନ ପରାମର୍ଶ ପରିବର୍ତ୍ତନ ଯାତ୍ରା …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସିମିଳିଆରେ ମୋର ଆଶା ନୂଆ ଓଡିଶା ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପିର ବହୁ କର୍ମୀମାନେ କୃଷ୍ଣ ଚନ୍ଦ୍ର ପାତ୍ର, ରୁଦ୍ରନାରାୟଣ

ସୁଲକ୍ଷଣା ଦେବୀ ସରକାର ବାଳିକା ଉଚ୍ଚ ବିଦ୍ୟାଳୟର ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଅଭିଭାବକ ଓ ଅଭିଭାବକା ତଥା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କୁ ନେଇ ଆଜି ସ୍ଥାନୀୟ ଦଧିବାମନ

ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପରିବେଶ କ୍ଲବର କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁର ପରିବେଶ କ୍ଳବର ଛାତ୍ରଛାତ୍ରୀମାନେ କପିଳାସ ବିଜ୍ଞାନ କେନ୍ଦ୍ର ଓ ପ୍ରାଣୀ ଉଦ୍ୟାନ ପରିଭ୍ରମଣ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ

ଓଡିଶା ହକି ଇଣ୍ଡିଆର ଉଦଯାପନ ଦିବସ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ହକି ଇଣ୍ଡିଆର ଉଦଯାପନ ଦିବସ ଉପଲକ୍ଷେ ସ୍ଥାନୀୟ ଢେଙ୍କାନାଳ ଷ୍ଟାଡିୟମରେ ବିଜୁ ଯୁବ ବାହିନୀ ଦ୍ୱାରା ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା ।

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ

ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ:ହଜିଗଲା ମାନବିକତା…..

ଜଳେଶ୍ୱର(ସମୃଦ୍ଧ ଓଡିଶା)ବେଳେ ବେଳେ ମଣିଷ ସବୁ ହିତାହିତ ଜ୍ଞାନ ଭୁଲି ଯାଇ ଏପରି କାଣ୍ଡ କରିବସେ ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଦୁନିଆରେ ଏପରି ବହୁ

ସାମ୍ବାଦିକ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ ପ୍ରବାସୀ ଓଡ଼ିଆ ପୁଦୁଚେରୀ ସମ୍ମାନରେ ସମ୍ମାନୀତ : ଏପଟେ କେନ୍ଦୁଝରରେ ରାହାସ ବିହାରୀ ପୃଷ୍ଟି ହେଲେ ସଙ୍ଘ ସମ୍ପାଦକ …

ତାଳଚେର(ସମୃଦ୍ଧ ଓଡିଶା )ପଣ୍ଡିଚେରୀର ବିଶ୍ୱ ଓଡିଶା ପରିବାର ଓ ପଣ୍ଡିଚେରୀ ଉକ୍ରଳ ସମାଜ ପକ୍ଷରୁ ପୁଦୁଚେରୀର ଜିପମର ଅଡିଟୋରିୟମ୍ ଠାରେ ଆୟୋଜିତ ସଙ୍ଗମ ପ୍ରବାସୀ ଓଡ଼ିଆ ସମ୍ପର୍କ ମିଳନୀ ମହୋତ୍ସବ

ରାମେଶ୍ୱରପୁରରେ ମା’ ତାରିଣୀଙ୍କର ୧୭ ତମ ଜନ୍ମୋତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମା’ ତାରିଣୀଙ୍କର ୧୭ ତମ ଜନ୍ମୋତ୍ସବ ରାମେଶ୍ୱରପୁର ଠାରେ ପାଳନ ହୋଇଛି । ଆଜି ସକାଳ ପହରଠାରୁ ସୂର୍ଯ୍ୟପୂଜା, ଯଜ୍ଞ, ମାର୍ଜନା, ସଂକୀର୍ତ୍ତନ, ଚଣ୍ଡୀପାଠ ଇତ୍ୟାଦି

ଢେଙ୍କାନାଳରେ ଶକ୍ତି ସଂରକ୍ଷଣ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଶକ୍ତି ସଂରକ୍ଷଣ ଦିବସ ନିମନ୍ତେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏକ ଶୋଭା ଯାତ୍ରାରେ ଯାଇ ସହବାସୀଙ୍କୁ ଶକ୍ତି ସଂରକ୍ଷଣର ଉପାଦେୟତା

କାମନାଦେବୀ ଦଣ୍ଡ ପଡିଆ ସରକାରୀ ଜାଗାକୁ ଚଞ୍ଚଳତା କରି ହଡପ କରିବା ଅଭିଯୋଗରେ ସିମିଲିଆ ଗ୍ରାମ୍ୟ କମିଟି ପକ୍ଷରୁ ଢେଙ୍କାନାଳ ମାଜିଷ୍ଟ୍ରେଟକୁ ସ୍ମାରକ ପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ସିମିଲିଆ ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ କାମନାଦେବୀ ଦଣ୍ଡ ପଡିଆ ସରକାରୀ ଜାଗାକୁ ନିଜ ନାମରେ ଚଞ୍ଚଳତା କରି ହଡପ କରିବା

ଉଠାଜଳ ସେଚନ ଚାଲୁ କରି ବିଦ୍ୟୁତ ସଂଯୋଗ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗଁଦିଆ ବ୍ଲକ ଅନ୍ତର୍ଗତ କଲୁରୀଆ ଗ୍ରାମ ପାଞ୍ଚାୟତର ଠାକୁରାପାଳ ମୌଜାର ଚାଷୀ ବୃନ୍ଦ ଗ୍ରାମର ବିଜୁ ଉଠାଜଳସେଚନ ଯୋଜନାରେ କୃଷିର ଉନ୍ନତି କାରଣ ତଥା

୨୦୧୯ରେ ବିଜେଡି ଗଲା – ଜୁଏଲ ଓରାମ

ସମ୍ବଲପୁର(ସମୃଦ୍ଧ ଓଡିଶା)ମଧ୍ୟପ୍ରଦେଶ,ରାଜସ୍ତାନ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ଦେଖିଲେ ଏଥର ଓଡ଼ିଶାରେ ନିଶ୍ଚୟ ବିଜେଡି ହାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ

ଗାଈ ଗୋରୁଙ୍କ କବଜାରେ ଢେଙ୍କାନାଳ ସହର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଟ୍ରାଫିକ ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇପଡିଛି । ଏଥିପାଇଁ ଜନସାଧାରଣ ପ୍ରବଳ ଅସୁବିଧା ଭୋଗ କରୁଛନ୍ତି । ଏହା ସହିତ ବୁଲା ଗାଈ ଗୋରୁମାନେ