Category: Sambalpur(ପଶ୍ଚିମାଞ୍ଚଳ ଖବର)

ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ବୈଠକ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ଡ଼ଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେଙ୍କ

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନନ୍ଦଗାଓଁ ଗୋ-ଶାଳାରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ

ଭୁବନେଶ୍ୱର/ରାଉରକେଲା(ସମୃଦ୍ଧଓଡିଶା) ଗୋ-ମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ନନ୍ଦଗାଓଁ ଗୋ-ଶାଳାରେ ପୂର୍ବ ସୂଚନା ଓ ଘୋଷଣା ମୁତାବକ ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ନିଆରା ଢଙ୍ଗରେ ତୁଳସୀ ଅର୍ଚ୍ଚନ ଯଜ୍ଞ ଆୟୋଜିତ ହୋଇଛି୤ ଟ୍ରଷ୍ଟ୍‌ର

୨୨ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ : ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜି ଠାରୁ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି ।ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନଶିଳ୍ପ

ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ : ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ

ସ୍ଵରାଗିଣୀର ସାମ୍ବାଦିକ ସମ୍ମିଳନୀ : ମା’ ଖୁଦୁରୁକୁଣୀ ମେଲଣ ଆସନ୍ତା ୧୬ରେ…

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବରାଗିଣୀର ତୃତୀୟ ମା’ଖୁଦୁରକୁଣୀ ମେଲଣ ଚଳିତ ମାସ ଆସନ୍ତା ୧୬ତାରିଖ ଦିନ ସେକ୍ଟର ୨୦, ଡି ବ୍ଲକ୍ ସ୍ଥିତ ଶ୍ରୀ

ଏପ୍ରିଲରେ ସି.ପି.ଆଇ.ଏମ୍ ର ମହାଅଧିବେଶନ ପାଇଁ ନିଷ୍ପତି

ରାଉରକେଲା(ସମୃଦ୍ଧଓଡିଶା) ସି.ପି.ଆଇ.ଏମ୍ ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁ ର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି

ଡାକ୍ତରଙ୍କ କାର ସ୍କୁଟିକୁ ଧକ୍କା ଦେଇ ଖସି ପଳାଇବାକୁ ଚେଷ୍ଟା କରି ବିଫଳ

ବଡ଼ବିଲ(ସମୃଦ୍ଧଓଡିଶା)କାଲି ରାତ୍ରି ର ଘଟଣା । ଏକ ସ୍କୁଟିକୁ ଯୋରଦାର ଟକ୍କର ଦେଇ କାର୍ ନେଇ ଖସି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଜଣେ ଯୁବ ଡାକ୍ତର। ଦୁର୍ଘଟଣାରେ

ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି। ପରିଷଦର ସଭାପତି ରାଜେଶ

କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟମାନଙ୍କ ଆଲୋଚନା

ରାଉରକେଲା(ସମୃଦ୍ଧଓଡିଶା)ଗତକାଲି ସନ୍ଧ୍ୟାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ରାଉରକେଲା ଗସ୍ତରେ ଆସିଥିଲେ।ଏହି ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସରକୁ ବୁଲିବାକୁ ଆସିଥିଲେ । ଏହି

ରାଉରକେଲା ସହରରେ ଡେଙ୍ଗୁର କାୟା ବିସ୍ତାର : ଲୋକେ ଆତଙ୍କିତ

ରାଉରକେଲା (ସମୃଦ୍ଧଓଡିଶା)ସହରରେ ଡେଙ୍ଗୁ ଚିନ୍ତା ବଢାଉଥିବା ବେଳେ ସେକ୍ଟର ୫ସ୍ଥିତ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା କିଛି ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ଜର ଗ୍ରାସ କରିଛି। ଏହି ସଂଖ୍ୟା ୬

ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଚାଷୀ ଭାଇ ଓ ଭଉଣୀମାନଙ୍କ ସୁଖ ଓ ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ

ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା(ସମୃଦ୍ଧଓଡିଶା)ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ବେଛାସେବୀ ସଂଗଠନକୁ। ସୂଚନାଯୋଗ୍ୟ ଯେ ବାଗବୁଡି ବସ୍ତିର

ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂ ର ପାସ୍ ଆଉଟ୍ ଙ୍କୁ ପ୍ରମାଣପତ୍ର ପ୍ରଦାନ

ରାଉରକେଲା(ସମୃଦ୍ଧଓଡିଶା)ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଙ୍କ ଦ୍ବାରା ଦୁଇମାସ ତଳେ ଗଠିତ ହୋଇଥିବା ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂ ରେ ଟ୍ରେନିଂ ନେଇଥିବା ଶିକ୍ଷାର୍ଥୀ ମାନେ ଉତ୍ତୀର୍ଣ୍ଣ ହେବା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୨ତମ ପ୍ରତିଷ୍ଠା ଦିବସ ପାଳିତ : 42nd foundation day of CHSE observed

ଭୁବନେଶ୍ବର(ସମୃଦ୍ଧଓଡିଶା) ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ (Police Recruitment Board)ର ଅଧ୍ୟକ୍ଷ

ସୁଭଦ୍ରା ପ୍ରଚାର ରଥର ଶୁଭ ଉଦଘାଟନ : ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ) ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ତାରିଖ ଦିନ ପାଳନ ହୋଇଯାଇଛି। ଉକ୍ତ ଦିବସ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର

ବିଶ୍ୱାସ ପ୍ରାଙ୍ଗଣରେ ପୁଷ୍ଟିକର ସପ୍ତାହ ପାଳନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଗତ ମଙ୍ଗଳବାର ଦିନ ପୁଷ୍ଟିକର ସପ୍ତାହ ବିଶ୍ୱାସ ପ୍ରାଙ୍ଗଣରେ ପାଳିତ ହୋଇ ଯାଇ ଅଛି l ଏଥିରେ ପ୍ରଥମ ବର୍ଷ ବି.ଏସ.ସି ନର୍ସିଙ୍ଗ ଏବଂ ଜି.ଏନ.ଏମ ଛାତ୍ର ଛାତ୍ରୀମାନେ

ରାଉରକେଲା ଉପହାରରେ ଗୁରୁଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଗୁରୁଦିବସ ଅବସରରେ ଆଜି ସେକ୍ଟର-୧୮ ଉପହାର ଠାରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ପୂଜ୍ଯପୂଜା ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନ୍ଆଇଟି

ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ

ଭୁବନେଶ୍ବର(ସମୃଦ୍ଧଓଡିଶା) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି

ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା କରୁଛନ୍ତି : ୦୫.୦୯.୨୦୨୪ ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ : ଆଧାର-ମୋବାଇଲ୍‌ ଲିଙ୍କ ହୋଇ ନ ଥିଲେ ମଧ୍ୟ ଅନ୍‌ଲାଇନ ପଂଜୀକରଣ ହେବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପାଳିତ

ଶିକ୍ଷକଙ୍କ ପ୍ରତିଟି କଥା ଜୀବନରେ ଆଗକୁ ବଢ଼ିବାର ମାର୍ଗ ଦେଖାଏ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର(ସମୃଦ୍ଧଓଡିଶା) ଗୁରୁର୍ବ୍ରହ୍ମା, ଗୁରୁର୍ବିଷ୍ଣୁଃ, ଗୁରୁର୍ଦେବ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍‌ ପରଂବ୍ରହ୍ମ, ତସ୍ମୈ ଶ୍ରୀଗୁରବେ

‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ‌ବ୍ରହ୍ମ ତ‌ତ୍‌ମେଶ୍ରୀ ଗୁରବେ ନମଃ’

ଗୁରୁ ହେଉଛନ୍ତି ସେ ଯେ କି’ ‘ଗୁ’ ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁଙ୍କୁ ବ୍ରହ୍ମାଙ୍କ ସ‌ହିତ ତୁଳନା କରାଯାଇଛି

ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଏମ ଡ଼ି ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି

ଭୁବନେଶ୍ୱର (ସମୃଦ୍ଧଓଡିଶା) ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର  ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା

ମୁଖ୍ୟନ୍ତ୍ରୀଙ୍କ ସହ ପୂର୍ବତନ ବିଧାୟକ ପବିତ୍ର ମୋହନ ଜେନାଙ୍କ ସୌଜନ୍ୟମୂଳକ ସାକ୍ଷାତ

ଓଡ଼ିଶା ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ପବିତ୍ର ମୋହନ ଜେନା ସୌଜନ୍ୟମୂଳକ

କେରଳ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଲେଖାଏଁ ଦିଆଯିବ ସହାୟତା

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ

ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସାରା ଦେଶରେ ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ଅନେକ ପ୍ରସିଦ୍ଧି ରହିଛି । ଏଥି ସହିତ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଏକାମ୍ର କ୍ଷେତ୍ର ଓତଃପ୍ରୋତ ଭାବେ ଜଡ଼ିତ

ସୁଭଦ୍ରା କଲ୍‌ ସେଣ୍ଟର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା : ନିଜେ କଥା ହୋଇ ଅଭିଯୋଗକାରୀଙ୍କ ସନ୍ଦେହ ଦୂର କଲେ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ସୁଭଦ୍ରା କଲ ସେଣ୍ଟରକୁ ପରିଦର୍ଶନରେ ଯାଇ

ଓଡିଶାରୁ ପ୍ରଥମ ଥର ଲାଗି ଡ୍ରାଗନ୍‌ ଫଳ ରପ୍ତାନୀ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହୋଇଥିବା