Category: Sambalpur(ପଶ୍ଚିମାଞ୍ଚଳ ଖବର)

ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା….

ଢେଙ୍କାନାଳ(ଶୁଭମ ପାଣି ) ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ପିଙ୍ଗୁଆ  ଗ୍ରାମର ନାମ ଢେ଼ଙ୍କାନାଳ ଜିଲ୍ଲାରେ ବେଶ ପ୍ରସିଦ୍ଧି ଲାଭ କରିଛି। ଏହି ଗ୍ରାମରେ ୪୦ଟି ମେଢ଼ ପୂଜା ପାଉଛି ଓ ବିଭିନ୍ନ

ଢେଙ୍କାନାଳରେ ମା’ଦୁର୍ଗାଙ୍କ ଭସାଣିପରେ ଗଜଲକ୍ଷ୍ମୀ ପୂଜା ଓ ଜହ୍ନିଓଷା ଧୂମଧାମରେ ଚାଲିଛି …

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳରେ ଧୂମ ଧାମରେ ଚାଲିଥିବା ମା’ଦୁର୍ଗାପୂଜା ସରିବାପରେ ମହାଲକ୍ଷ୍ମୀ ପୂଜା ଓ ଜହ୍ନିଓଷା ପୂଜା ବହୁଆଡ଼ମ୍ବରରେ ଚାଲିଥିବା ଜଣାପଡିଛି । ଏଠାର ଗଜଲକ୍ଷ୍ମୀ ପୂଜା ରାଜ୍ୟରେ ପ୍ରସିଦ୍ଧି ଲାଭ

ହିନ୍ଦୋଳ ବ୍ଲକର କଳା ଓ ସଂସ୍କୃତି ସଂଘର ପୁନର୍ଗଠନ ଓ ଉପସଭାପତି ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ କର୍ମକର୍ତ୍ତା…

ଢେଙ୍କାନାଳ (ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର କଳା ଓ ସଂସ୍କୃତି ସଂଘର ପୁନର୍ଗଠନ ଓ ଉପସଭାପତି ନିର୍ବାଚନ ପାଇଁ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର

ସମସ୍ତଙ୍କ ପାଇଁ ଶିକ୍ଷାକୁ ସଚେତନ କରାଇବା ଲକ୍ଷରେ ଶିକ୍ଷା ସଚେତନ ଶିବିର ଅନୁଷ୍ଠିତ …

ଢେଙ୍କାନାଳ ( ଶୁଭମ ପାଣି ) ଢେଙ୍କାନାଳ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସମିଶନ ସଭାମଣ୍ଡପ ପରିସରେ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପାଦକ ପ୍ରଦୀପ

ତିତଲି ବାତ୍ୟାର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଦାବି…

ଢେଙ୍କାନାଳ(ଶୁଭମ ପାଣି)- ଢେଙ୍କାନାଳ ଜିଲ୍ଲାର ମତ୍ସ୍ୟଜୀବୀ ସମବାୟ ସମିତି ମାନଙ୍କ ପକ୍ଷରୁ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତି ଭରଣ କରିବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ

ବୋଲେରୋକୁ ଧକ୍କା ଦେଲା ଟ୍ରକ,ଦୁର୍ଘଟଣାରେ ଚୀରନିଦ୍ରାରେ ଶୋଇଗଲେ ୧୦ କଳାକାର

ନୂଆପଡ଼ା(ନିପ୍ର)ଛତିଶଗଡ଼ରୁ ଆସିଥିଳେ ଗଜପତି ଜିଲ୍ଲା କୋମନା ବୈଷ୍ଣୋଦେବୀ ମନ୍ଦିରରେ ଦୁର୍ଗାପୂଜା ଅବସରରେ ଭଜନ ପରିବେଷଣ କରିବାକୁ। ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରି ମାଙ୍କ ଠାରୁ ଆଶିର୍ବାଦ

ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନଶୁଣାଣି: ଜିଲ୍ଲାପାଳ ନାହାନ୍ତି ଶୁଣିଲେ ଅତିରିକ୍ତ ଜିଲ୍ଲାପାଳ

ଢେଙ୍କାନାଳ(ଶୁଭମ ପାଣି)ମାସର ତୃତୀୟ ସୋମବାର ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ଜନଶୁଣାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ଶୁଣିଲେ । ଜିଲ୍ଲାପାଳ ଆସିନଥିବାରୁ ଅତରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇଦେଲେ । ଲୋକେ

ଢେଙ୍କାନାଳ ଡ଼ାକକର୍ମଚାରୀମାନଙ୍କର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଶୁଭମ ପାଣି)  ଅଖିଳ ଭାରତ ଡାକକର୍ମଚାରୀ ସଂଘ ପକ୍ଷରୁ ଢେଙ୍କାନାଳ ଡାକ ମଣ୍ଡଳର ଗ୍ରୁପ ସି ପୋଷ୍ଟ ମ୍ୟାନ ଏମଟିଏସ ଓ ଗ୍ରାମୀଣ ଡ଼ାକସେବକ ମାନଙ୍କର ଏକ ଦୁଇଦିନିଆ କାର୍ଯ୍ୟକାରିଣୀ

ଢେଙ୍କାନାଳରେ ଦାମବାବୁଙ୍କ ସାଧାରଣ ସଭା: ସରକାରଙ୍କ ଦୁନୀର୍ତି ଉପରେ ବର୍ଷିଲେ ଦାମ

ଢେଙ୍କାନାଳ (ଶୁଭମ ପାଣି):ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଗଣେଶ ବଜାର ଉପରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସରକାରଙ୍କ ଉପରେ ବର୍ଷିଲେ ।

ଢେଙ୍କାନାଳରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ମୁଖ୍ୟଅତିଥି …

ଢେଙ୍କାନାଳ (ଶୁଭମ ପାଣି )ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ହୋଇଯାଇଛି ।ଏହା ସପ୍ତାହେ ବ୍ୟାପି ଏଠାରେ ଚାଲିବ। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ 

ଗୋପବନ୍ଧୁଜୟନ୍ତୀ ପାଳନହେଲା ଢେଙ୍କାନାଳରେ

ଢେଙ୍କାନାଳ (ଶୁଭମ ପାଣି) ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ଗତକାଲି ହଉଚି 142ତମ ଜନ୍ମ ଦିବସ ଥିଲା । ସେହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ

ହିନ୍ଦୋଳରେ ମୁଁ ହିରୋ କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ

ଢେଙ୍କାନାଳ (ଶୁଭମ ପାଣି) ହିନ୍ଦୋଳ ବ୍ଲକ ଓ ଏନଏସିର ବିଜୁ ଯୁବବାହିନୀ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ମୁଁ ହିରୋ କାର୍ଯ୍ୟକ୍ରମ ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟରେ ଚାଲୁଅଛି । ଏହି କାର୍ଯ୍ୟକ୍ରମକୁ

ଢେଙ୍କାନାଳ ପ୍ରେସକ୍ଳବ ପକ୍ଷରୁ ଶହିଦ ବାଜୀ ରାଉତଙ୍କ ଜନ୍ମଦିନରେ ସାଧାରଣ ସଭା

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପ୍ରେସକ୍ଲବ ପକ୍ଷରୁ ଶହୀଦ ବାଜୀ ରାଉତଙ୍କ ଜନ୍ମଦିନ ପାଳନ ଅବସରରେ ଗୋପବନ୍ଧୁ ଟାଉନ ହଲରେ ଗତକାଲି ସନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା

ଢେଙ୍କାନାଳ ପ୍ରେସକ୍ଳବ ପକ୍ଷରୁ ଶହିଦ ବାଜୀ ରାଉତଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାମ୍ବାଦିକମାନେ…

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପ୍ରେସକ୍ଲବ ପକ୍ଷରୁ ଶହୀଦ ବାଜୀ ରାଉତଙ୍କ ଜନ୍ମଦିନରେ ବାଜୀ ରାଉତଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପଗୁଚ୍ଛ ଦେଇ ସାମ୍ବାଦିକମାନେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର

କେନ୍ଦ୍ର ୧୨ଟି ରାଜ୍ୟରେ ଇଥାନଲ୍‌ କାରଖାନା ସ୍ଥାପନ କରିବ : ଏକହଜାର କୋଟି ଟଙ୍କା ପୁଞ୍ଜିନିବେଶ କରି ଓଡ଼ିଶାର ବରଗଡ଼ରେ ନିର୍ମାଣ ହେବ ଇଥାନଲ୍‌ ପ୍ଲାଣ୍ଟ୍

ସମ୍ବଲପୁର : ନଡ଼ାରେ ରହିଛି ଏଭଳି ଶକ୍ତି ଯାହା ଦେଶର ପେଟ୍ରୋଲ୍ ସମସ୍ୟା ସମାଧାନ କରିପାରିବ। ଏହା ଦେଶର ତେଲ ଆମଦାନି ଖର୍ଚ ଓ ପ୍ରଦୂଷଣ ମାତ୍ରାକୁ କମ୍ ମଧ୍ୟ

ଢେଙ୍କାନାଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଖାଉଟି କାର୍ଡ ବଣ୍ଟନ କରୁଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ…

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ସଦର ବ୍ଲକ ଓ ପୌରପାଳିକାର ଖାଦ୍ୟାସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ବଣ୍ଟନ କରାଯାଉଛି ଏକ ସମାରୋହରେ । ଏହି ସମାରୋହରେ

ଢେଙ୍କାନାଳ ବାହ୍ୟମଳ ମୁକ୍ତ ବ୍ଲକ ଘୋଷଣା ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ ଓ ବିଧାୟକ ସରୋଜ ସାମଲ

ଦେହଃଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ବ୍ଲକକୁ ବାହ୍ୟମଳ ମୁକ୍ତ ବ୍ଲକ ରୂପେ ଘୋଷଣା କରାଯାଇଛି । ସରକାରଙ୍କ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଅଭିଯାନକୁ ଫଳବତୀ କରିବା ପାଇଁ ରାଜ୍ୟରେ ଢେଙ୍କାନାଳ

ଚାଳିଶି ହଜାର ଟଙ୍କାର ଶାଳ କାଠ ଜବତକଲା ଉତ୍ତରାଞ୍ଚଳ ବନବିଭାଗ : ୨ଗିରଫ

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି ) ଶନିବାର ସନ୍ଧ୍ୟାରେ ନର୍ଲା ରୋଡରେ ଏକ ପିକ ଅପ ଭ୍ୟାନରେ ଚାଲାଣ ହେଉଥିବ ଅତି ମୂଲ୍ୟବାନ ଶାଳ କାଠ ଜବତ ହୋଇଛି ।  60 ଖଣ୍ଡ ଶାଳ କାଠ

ଅଖିଳ ଭାରତୀୟ ବ୍ରହ୍ମାକୁମାରୀ ପ୍ରଦର୍ଶନୀ ବସ ଅଭିଯାନ ଢେଙ୍କାନାଳର ବାଜିରାଉତ ଛକରେ ପହଞ୍ଚିଲା ..

ଢେଙ୍କାନାଳ(ଶୁଭମ ପାଣି)ଭାରତ ବର୍ଷରେ ଶାନ୍ତି ଓ ମୈତ୍ରୀ  ଭାବ ପ୍ରତିଷ୍ଠା କରିବା ପାଇଁ ଓଁ ଶାନ୍ତି ମାଧ୍ୟମରେ ବ୍ରହ୍ମ।କୁମାରୀ ସଂସ୍ଥା ଯୁବକ ଯୁବତୀମାନେ ଅବିବାହିତା ରହି ସାଧାରଣ ଜନତାଙ୍କୁ ମୋହିତ କରିବା

ପୁଣି ଛତିଶଗଡ଼ ବନ୍ଦକଲା ମହାନଦୀ ପାଣି…

ସମ୍ବଲପୁର: ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଦୁଇ ଦିନ ଯାଇନି ହୀରାକୁଦ ଜଳଭଣ୍ଡାରରେ ଜଳ ସଂକଟ ଦେଖାଦେଲାଣି । ଛତିଶଗଡ ସରକାର ପୁଣି ତାଙ୍କ ମନମାନି ଆରମ୍ଭ କରିଦେଇଛନ୍ତି । ବ୍ୟାରେଜ୍ର

ଢେଙ୍କାନାଳ ବିଜୁଯୁବବାହିନୀର ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ବିଜୁଯୁବବାହିନୀ ପକ୍ଷରୁ ସାଧାରଣ ଯୁବ ଅସାଧାରଣ ଲକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ବିଧାୟକ ସରୋଜ କୁମାର ସମାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ

ହିନ୍ଦୋଳ କଲେଜ ଛାତ୍ର ସଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ପ୍ରାର୍ଥୀଙ୍କୁ ବିଜେଡ଼ର ସମ୍ବର୍ଦ୍ଧନା

ଢେଙ୍କାନାଳ (ଶୁଭମ ପାଣି) ଗତକାଲି ଢ଼େଙ୍କାନାଳ ଜିଲ୍ଲା ବିଜେଡି ପ୍ରଶିକ୍ଷଣ ଶିବିରରେ ହିନ୍ଦୋଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ୱନ୍ଦରେ ବିଜୟୀ ସଭାପତି ପରେଶ କୁମାର ମହାପାତ୍ର,ଉପସଭାପତି ଭାବେ ଶକ୍ତିରୂପା

ଗୁଜୁରାଟରେ ହେଉଥିବା ସର୍ବଭାରତୀୟ ଯାଦୁକର ସମ୍ମିଳନୀରେ ଢେଙ୍କାନାଳରୁ ସାତଜଣ ଯାଦୁକର ପ୍ରତିନିଧିତ୍ଵ କରୁଛନ୍ତି…

ଢେଙ୍କାନାଳ (ଶୁଭମ ପାଣି) ଗୁଜୁରାଟର  ସୁରତରେ  ଗୁଜୁରାଟ ମ୍ୟାଜିକ ଆର୍ଟ ସର୍କଲ ଦ୍ୱାରା ଆୟୋଜିତ ହୋଇଥିବା ସର୍ବଭାରତୀୟ ଯାଦୁକର ତଥା ମ୍ୟାଜିକ ସମ୍ମିଳନୀରେ ଯୋଗଦେବାକୁ ଢେଙ୍କାନାଳରୁ ସାତଜଣ ମ୍ୟାଜିକବାଲା ଗତକାଲି ସୁରତ ଯାଇଛନ୍ତି

ଢେଙ୍କାନାଳରେ ଭାଗବତ ପରାୟଣ ମାନସ ଆରମ୍ଭ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳରେ ଅଭିନନ୍ଦନ ଗାର୍ଡେନରେ ଭାଗବତ ପରାୟଣ ମାନସ ଆରମ୍ଭ ହୋଇଛି ।ଏହା ୯ ତାରିଖ ଦିନ ସରିବ ।୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପରାୟାଣାରେ ବହୁ

ଢେଙ୍କାନାଳରେ କଂଗ୍ରେସର ଜନଜାଗରଣ ଯାତ୍ରା

ଢେଙ୍କାନାଳ (ଶୁଭମ ପାଣି)ରାଜ୍ୟ କଂଗ୍ରେସ ଆହ୍ୱାନ କ୍ରମେ ଢେଙ୍କାନାଳରେ  ଗତକାଲିରୁ  ଆରମ୍ଭ ହେଇଥିବା ଜନଜାଗରଣ ଯାତ୍ରା ଏକ ସୁନ୍ଦର ପଦକ୍ଷେପ ବୋଲି ନେତୃମହଲରେ ଚର୍ଚ୍ଚା ହେଉଛି। ଲୋକଙ୍କ ସହ ମିଶିବା ଓ ସେମାନଙ୍କ

ଢେଙ୍କାନାଳ ବିଜେଡିର ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଢେଙ୍କାନାଳ (ଶୁଭମ ପାଣି) ଢ଼େଙ୍କାନାଳ ଜିଲ୍ଲା ବିଜେଡି ପ୍ରଶିକ୍ଷଣ ଶିବିର ସହରରେ ଥିବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ ମାଲିକଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା

ଢେଙ୍କାନାଳରେ ମଙ୍ଗଳବାର ଓଷା ପାଳନ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ଦୋଳମଣ୍ଡପ ସାହିରେ ମାଁ ମଙ୍ଗଳା ପୀଠରେ ମହିଳାମାନେ ମଙ୍ଗଳବାର ଓଷା ପାଳନ କରିଛନ୍ତି । ଧୂପ ଦୀପ ନୈବେଦ୍ୟ ଦେଇ ମୁଣ୍ଡରେ ପାଣି କଳସୀ

ସାମ୍ବାଦିକ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ଢେଙ୍କାନାଳ ସାମ୍ବାଦିକ ସଂଘର ଶୋଭାଯାତ୍ରା

ଢେଙ୍କାନାଳ(ଶୁଭମ ପାଣି) କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅବହେଳା ଓ ପୋଲିସ ପ୍ରଶାସନର ଅପରିଣାମ ଦର୍ଶିତା ଯୋଗୁଁ ସାମ୍ବାଦିକମାନେ

ଢେଙ୍କାନାଳ ସ୍କୁଲ ଛାତ୍ରୀମାନଙ୍କ ସହିତ ଡାକସେବା, ବ୍ୟାଙ୍କ କର୍ମଚାରୀଙ୍କ ଗାନ୍ଧୀଜୟନ୍ତୀ ପାଳନ

ଢେଙ୍କାନାଳ (ଶୁଭମ ପାଣି) ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଵଛ ଭାରତ ଅଭିଯାନରେ ସାମିଲ ହୋଇ ବ୍ୟାଙ୍କ ଚାରିପାର୍ଶ୍ୱକୁ କର୍ମଚାରୀମାନେ ସଫାକରିଥିଲେ । ଗାଁକୁ ମୁଖ୍ୟପରିଚାଳକ ଆଶୁତୋଷ ତ୍ରିପାଠୀଙ୍କ

ଢେଙ୍କାନାଳ ଜିଲ୍ଲା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ

ଢେଙ୍କାନାଳ (ଶୁଭମ ପାଣି) ଗଁଦିଆ ବ୍ଲକ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ