Category: Sports

ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ କ୍ରିକେଟ୍‌

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶକୁ ନେଇ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ

କ୍ରୀଡ଼ାକୁ ପ୍ରାଧାନ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଗତ ଏକ ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରକୁ ବିଶେଷ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକ ଭାବେ ଓଡ଼ିଶା

ହକି ରୌପ୍ୟ ପଦକ ଜିତିଥିବା ଚାରି ଖେଳାଳି ଙ୍କୁ ସମ୍ବର୍ଧନା

ରାଉରକେଲା : ଜାକର୍ତ୍ତାରେ ଭାରତୀୟ ମହିଳା ହକି ଦଳ ରୌପ୍ୟପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବାବେଳେ ଏହି ଦଳର ୪ ସଦସ୍ୟା ତଥା ସୁନ୍ଦରଗଡ଼ ମାଟିର ଝିଅ ଲିଲିମା

ଏସୀୟ କ୍ରୀଡା ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ନୂଆଦିଲ୍ଲୀ : ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦକ

ଦୂତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧିତ

ଭୁବନେଶ୍ୱର: ଜାକର୍ତା ଓ ପାଲେମବାଙ୍ଗ ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତି ଭାରତ ସହ ଓଡ଼ିଶାକୁ ଗୌରବାନ୍ଵିତ କରିଥିବା ଧାବିକା ଦୂତି ଚାନ୍ଦ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି।

୩ କୋଟି ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ନବୀନ ଦୂତିଚାନ୍ଦଙ୍କୁ ପ୍ରଦାନ କଲେ

ଭୁବନେଶ୍ୱର: ଓଡ଼ିଶାର ସୁଯୋଗ୍ୟା ଧାବିକା ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଶହେ, ଦୁଇ ଶହ ମହିଳା ଏସୀୟ ଦୌଡରେ ଦୂତିଙ୍କୁ ଚାନ୍ଦି..

ଇଣ୍ଡୋନେସିଆର ଜାକର୍ତା ଠାରେ ଚାଲିଥିବା ଏସୀୟ କ୍ରୀଡାରେ ଶହେ ଓ ଦୁଇ ଶହ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଓଡ଼ିଆ ଆଥେଲେଟ୍ ଦୂତି ଚାନ୍ଦ୍ ଚାନ୍ଦିର ପଦକ ଲାଭ କରି

ଏସୀୟ କ୍ରୀଡ଼ା: ନୀନା ବରକଲଙ୍କୁ ରୌପ୍ୟ ପଦକ, ୮ ସ୍ୱର୍ଣ୍ଣ ସମେତ ଭାରତ ପଦକ ସଂଖ୍ୟା ପହଞ୍ଚିଲା ୪୧

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ସୋମବାର ଭାରତର ନୀନା ବରକଲଙ୍କୁ ଲମ୍ବଡିଅାଁରେ ରୌପ୍ୟ ପଦକ ମିଳିଛି। କେରଳର ଝିଅ ନୀନା ଏସୀୟ କ୍ରୀଡ଼ାର ନବମ

ଟେନିସ୍‌ ଓ ରୋଇଂରୁ ମିଳିଲା ୨ ସ୍ୱର୍ଣ୍ଣ, ଭାରତକୁ ୭ ପଦକ

ଜାକର୍ତା/ପାଲେମବାଙ୍ଗ୍‌: ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ଗୋଟିଏ ଦିବସରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ଟେନିସ୍‌ ଏବଂ ରୋଇଂରୁ ଦଳଗତ ସ୍ୱର୍ଣ୍ଣ ସହିତ ଭାରତ ଶୁକ୍ରବାର ମୋଟ