Category: Bhubaneswar

ସାମ୍ବାଦିକମାନଙ୍କୁ ଆକ୍ରମଣକୁନେଇ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ସାମ୍ବାଦିକମାନେ ଉଦବେଗ ପ୍ରକାଶ କରିଛନ୍ତି

ସାଲେପୁର(ଅଶୋକ ସାହୁ) କଟକ ଜିଲ୍ଲା ସାଲେପୁର ଠାରେ କଳାଗ୍ନି ନିକଟସ୍ଥ ବେଲହୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାଲେପୁର, ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଅଞ୍ଚଳ ସମସ୍ତ ସାମ୍ବାଦିକମାନେ ଏକାଠି ହୋଇ ରାଜ୍ୟର

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ – “ରକ୍ତଦାନରେ ଆନନ୍ଦ’ ସ୍ୱେଚ୍ଛାକୃତଦ୍ଧିଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର (ଆକାଶ ମିଶ୍ର)  – ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ  ଅବସରରେ ଜୟଦେବ ଭବନଠାରେ ଆୟୋଜିତ ସମାବେଶକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ସାମ୍ବାଦିକଙ୍କୁ ଆକ୍ରମଣର ପିସିସି ସଭାପତିଙ୍କ ନିନ୍ଦା

ଭୁବନେଶ୍ୱର  ( ଆକାଶ ମିଶ୍ର) –ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା

ଆଇନର ଆଶ୍ରୟ ନେବାକୁ ବି.ଏଡ୍ ଶିକ୍ଷକ ମହାସଂଘର ଧମକ

ଭୁବନେଶ୍ୱର ( ଆକାଶ ମିଶ୍ର ) –ରାଜ୍ୟ ବି.ଏଡ୍. ଶିକ୍ଷା ସହାୟକ (କନିଷ୍ଠ ଶିକ୍ଷକ / ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ) ସଂଘ ଓଡ଼ିଶାର ଏକ ଜରୁରୀ ବୈଠକ ସ୍ଥାନୀୟ ଇନ୍ଦିରାଗାନ୍ଧୀ

ତୈଳ ଦର ବୃଦ୍ଧି କାରଣ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ତର୍ଜମା, ଲୋକଙ୍କ କଟା ଘା’ରେ ଚୂନ ଦେଲାଭଳି: ବିଜୟ ନାୟକ

ଭୁବନେଶ୍ୱର ( ଆକାଶ ମିଶ୍ର ) : ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି ।

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ

ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କଲା ପିସିସି, ୪୪ରୁ ୯ ନୂଆ ମୁହଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ପ୍ରଦେଶ କଂଗ୍ରେସ ୪୪ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି । ମାତ୍ର ପ୍ରାର୍ଥୀଙ୍କ ଚୟନକୁ ନେଇ ପ୍ରଦେଶ ନିର୍ବାଚନ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନିନ୍ଦା, ଜିଲ୍ଲା ଜଜଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି : ସମାଜବାଦୀ ପାର୍ଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୁରୀର ଖୁଣ୍ଟିଆ ପେଟ୍ରୋଲ୍ ପମ୍ପରେ ଅପମିଶି୍ରତ ତେଲ ଓ କମ୍ ତେଲ ଦେଉଥିବା ଅଭିଯୋଗରେ ସାଧାରଣ ଜନତା ପ୍ରତିବାଦ କରିବା ବେଳେ ପେଟ୍ରୋଲ ଟାଙ୍କିର ଭଡ଼ାଟିଆ

ପଲିଥିନ୍ ବର୍ଜନ ଲାଗି ମୁକାବିଲା, ଅଦରକାରୀ କପଡାରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ବ୍ୟାଗ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଭୁବନେଶ୍ୱର ସମେତ କେତେକ ସହରରେ ପଲିଥିନ୍ ନିଷିଦ୍ଧ ହୋଇଯିବ । ପ୍ରତ୍ୟେକ କିଣାକିଣି ଓ ଅନ୍ୟାନ୍ୟ ଆବଶ୍ୟକତା

ପ୍ରକାଶ ପାଇଲା ବିଜ୍ଞପ୍ତି : କଲେଜ କ୍ୟାମ୍ପସ ଚଳଚଞ୍ଚଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲିଙ୍ଗଡୋ କମିଶନଙ୍କ ନିୟମ ମଧ୍ୟ

ପ୍ଲାଷ୍ଟିକ କଟକଣା ପାଇଁ ପ୍ରସ୍ତୁତି ନାହିଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଉ ଦିନକ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସମେତ ରାଜ୍ୟର ୫ଟି ମହାନଗର ନିଗମରେ ପ୍ଲାଷ୍ଟିକ କଟକଣା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏଥିପାଇଁ ପୂର୍ବ

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷାପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍‍ ଲାଗୁ ହେଉ:ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ

ମହାରଥୀ ଓ ବଦ୍ରିଙ୍କୁ ନେଇ ଅଡୁଆରେ ନବୀନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦୁଇ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ବଦ୍ରି ନାରାୟଣ ପାତ୍ରଙ୍କୁ ନେଇ ଦିନକୁ ଦିନ ନବୀନଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଉଭୟଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର

ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜନସଂପର୍କ  ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ

ମୋଦି ଓ ନବୀନ ସରକାର ତୈଳ ଟିକସ ହ୍ରାସ କରନ୍ତୁ : ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଢେର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ କାହା ଆଖିରେ ଲୁହ ନାହିଁ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସଚେତନତା ରଥ ତିନି ମାସ ଧରି ସଚେତନତା କରିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବାହାରିଥିବା ରଥ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ

ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହିଳାଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଛି । ମହାରଥୀଙ୍କ

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ କଲା ଭୁବନେଶ୍ୱର ସାମ୍ବାଦିକ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ପୁରୀରେ ସାମ୍ବାଦିକମାନଙ୍କୁ ପୁଲିସର ବର୍ବର ଆକ୍ରମଣ ଘଟଣା ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଏହା ବିରୋଧରେ

କଟକ ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ଆକ୍ରମଣ ଘଟଣାର ପ୍ରତିବାଦରେ ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବାବେଳେ ଜୁଡ଼ିସିଆଲ ଏକାଡେମୀରେ ଆଜି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ଏକ ୬ଜଣିଆ କମିଟି ସାକ୍ଷାତ କରିଛନ୍ତି କିନ୍ତୁ ଅଭିଯୁକ୍ତ ପୋଲିସ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଦେଖାଯାଉନଥିବାରୁ ଉଦବେଗ ପ୍ରକାଶ ପାଇଛି, ଆସନ୍ତୁ ଦେଖିବା ସମ୍ପୂର୍ଣ ଘଟଣା…

କଟକ (ସମୃଦ୍ଧ ଓଡିଶା) ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଜୁଡ଼ିସିଆଲ ଏକାଡେମୀରେ ଏକ ସଭାରେ ଯୋଗ ଦେଉଥିବା ଖବର ପାଇ ଆନ୍ଦୋଳନରତ ଓକିଲମାନେ ଜୁଡ଼ିସିଆଲ ଏକାଡେମୀ

ଚଳିତ ବର୍ଷ ବାଣୀବିହାରରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଣୀବିହାରରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ ଏ ସଂର୍ପକରେ ସୂଚନା ଦେଇଛନ୍ତି ।

ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ବିଭୁ ତରାଇଙ୍କୁ ଏସ.ସି ସେଲର ଅଧ୍ୟକ୍ଷ ନିଯୁକ୍ତ କଲେ ରାହୁଲ ଗାନ୍ଧୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମହିଳା କଂଗ୍ରେସର ସଭାପତିଙ୍କୁ ଆଜି ପରିବର୍ତ୍ତନ କରାଯାଇଛି । ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତର ରାଜ୍ୟ ସମ୍ମିଳନୀ ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଆ ଯୁବକ ଦାଦନ ଖଟୁଛି:ଉତ୍କଳ ଭାରତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସରକାରଙ୍କ ଅପାରଗତା ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅପରିମାଣଦର୍ଶିତା ଯୋଗୁଁ  ଓଡ଼ିଆ ଯୁବକ ଦାଦନ ଖଟୁଛି ବୋଲି ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତ କାର୍ଯ୍ୟକର୍ତ୍ତାରାଜ୍ୟ

ସମ୍ ହସ୍ପିଟାଲ୍ ରେ “ୱାର୍ଲ୍ଡ ହାର୍ଟ ଡେ’” ପାଳନ ଅଧିକ ଚିନ୍ତା ଗ୍ରସ୍ତ ହୃଦ୍‍ଘାତର କାରଣ – ଡକ୍ଟର ରତନ ରାଠୋଡ

ଭୁବନେଶ୍ୱର -ଆମେ ଯାହା ଭାବିଥାଉ ତା’ର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଆମ ଚିନ୍ତାଧାରା ଯେଉଁଭଳି ହୁଏ ସେହିଭଳି ଭାବରେ ଆମ ଶରୀର ସୁସ୍ଥ ବା ଅସୁସ୍ଥ

ନିରାପଦ ପାନୀୟ ଜଳ ପାଇବାରୁ ରାଜ୍ୟବାସୀ ବଂଚିତ: ନିରଞ୍ଜନ

ଭୁବନେଶ୍ୱର(ଆକାଶ ମିଶ୍ର) -ଓଡ଼ିଶାର ଗ୍ରାମାଂଚଳ ଏବଂ ସହରାଂଚଳ ବାସିନ୍ଦା ନିରାପଦ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗତ ୧୮ ବର୍ଷ

ଜଙ୍ଗଲ ଅଧିକାର ଆଇନ-୨୦୦୬ର ଯଥାର୍ଥ କାର୍ଯ୍ୟକାରିତା ଦାବିରେ ସି.ଏସ୍.ଡି. ପକ୍ଷରୁ ବିଶାଳ ଗଣବିକ୍ଷୋଭ

 ଭୁବନେଶ୍ୱର- ଜଳ-ଜମି-ଜଙ୍ଗଲ ତଥା ଜୀବନ-ଜୀବିକାର ସୁରକ୍ଷା ପାଇଁ ଦେଶବ୍ୟାପୀ ସଂଘର୍ଷରତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀମାନଙ୍କ ମିଳିତ ସଂଗ୍ରାମ ଫଳରେ ସେମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ସ୍ୱୀକାର

ରାଜ୍ୟସରକାରଙ୍କ ନିଷ୍ପତି ଅସାମ୍ବିଧାନିକ ଏବଂ ମୌଳିକ ଅଧିକାରର ବିରୁଦ୍ଧାଚରଣ: ବିଜେପି

ଭୁବନେଶ୍ୱର : ଓଡିଶା ସରକାର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ ନକରିବା ଏବଂ ସୂଚନା ଅଧିକାର ଆଇନ ବଳରେ ତଥ୍ୟ

ଅକ୍ଟୋବର ୧ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର : ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ

ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ କ୍ୟାମ୍ପସ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ବର : ରମାଦେବୀ ବିଶ୍ଵବିଦ୍ୟାଳୟ ର ଦ୍ଵିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ ବଢୁଛି ଅସନ୍ତୋଷ। ଗୁୁରୁବାର ବିଶ୍ୱବିଦ୍ୟାଳୟର ନୂଆ ହଷ୍ଟେଲ ଉଦଘାଟନ ସମୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦ୍ଵିତୀୟ କ୍ୟାମ୍ପସ୍