Category: Top News

ମାକିଡିଆ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ : ୧୩ରେ ହେବ ଆସ୍ଥା ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର ଉପାନ୍ତ ମାକିଡିଆ ସରପଂଚ ବଳରାମ ବର୍ଷାଳଙ୍କ ବିରୋଧରେ ଗତ ୩୧-୧୧-୧୯ରେ ସମସ୍ତ ୧୧ଜଣ ୱାର୍ଡସଭ୍ୟ ବାଲେଶ୍ୱର ଜିଲାର ଉପଜିଲାପାଳ

ଟ୍ରେଡ ୟୁନିୟନ ଗୁଡିକ ଭାରତବନ୍ଦ ଡାକରା ଜଳେଶ୍ୱରରେ ପ୍ରତିଫଳନ : ବସ୍ ସେବା ଠପ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସର୍ବଭାରତୀୟ ସ୍ତରରେ ଦରଦାମ୍ ବୃଦ୍ଧି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ସମାନ କାମକୁ ସମାନ ମଜୁରୀ, ଶ୍ରମ ଆଇନ୍ ସଂଶୋଧନ, ଜାତୀୟ ସମ୍ପତ୍ତି ଘରୋଇ କରଣ ବନ୍ଦ,

ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ସ୍ଥିତ ନାଲକୋ ଭବନରେ ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନାଲକୋର ସିଏମଡି ଆର. କେ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ମାତୃ-ଶିଶୁ ଭବନର ନିର୍ମାଣ ୨ବର୍ଷ ପୁରିଲା : ଲୋକାର୍ପିତ ହେବ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରରେ ରାଜ୍ୟ ସରକାରଙ୍କ ମାତୃ-ଶିଶୁ ଭବନ ନିର୍ମାଣ ଲାଗି ୫ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରାୟ ୫ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ

ଉର୍ଦୁ ଦୈନିକ ଖବର କାଗଜ ‘ଅଖବର୍ଣ୍ଣମ’ର ୮ତମ ସ୍ଵର୍ଣ୍ଣକ୍ଷେତ୍ର ଦିବସ ପାଳନ ଅନୁଷ୍ଠିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଏକମାତ୍ର ଉର୍ଦୁ ଭାଷାରେ ପ୍ରକାଶିତ ଦୈନିକ ଖବର କାଗଜ ‘ଅଖବର୍ଣ୍ଣମ’ର ୮ତମ ସ୍ଵର୍ଣ୍ଣକ୍ଷେତ୍ର ଦିବସ ପାଳନ ମହାସମାରୋହରେ ଜୟଦେବ ଭବନରେ ଅନୁଷ୍ଠିତ

ମାଧବଚନ୍ଦ୍ର ହାଇସ୍କୁଲର ବାର୍ଷିକ ଉତ୍ସବ-ଶିକ୍ଷକଙ୍କ ପରି ଅଭିଭାବକ ମଧ୍ୟ ଶିକ୍ଷା ଗୁରୁ : ନୈତିକତା ଓ ଶୃଙ୍ଖଳାପ୍ରତି ଦିଆଯାଉ ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଜଣେ ଶିକ୍ଷକ ଶିକ୍ଷାଦାନ ଦେଉଥିବା ବେଳେ ପରିବାରର ସଦସ୍ୟମାନେ ମଧ୍ୟ ଛାତ୍ରଟିକ ଶିକ୍ଷା ଦେଇଥାନ୍ତି । ତେଣୁ ଉଭୟେ ଗୁରୁ ପଦବାଚ୍ୟ

ସ୍କୁଟି ଦୁର୍ଘଟଣାରେ ଜଳେଶ୍ୱରର ୧ ଯୁବକ ମୃତ ୧ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ମଙ୍ଗଳବାର ଅପରାହ୍ନରେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଥରପୁରା ଅଂଚଳର ରିଟେଲର ମନୋ ସାହୁଙ୍କ ପୁଅ ଅଜିତ୍ କୁମାର ସାହୁ ଏବଂ ଜଳେଶ୍ୱର

୧୦ମ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଅଞ୍ଚଳ ଭାଷା, ସାହିତ୍ୟ, ସଂସ୍କୃତିର ଜାଗ୍ରତ ପ୍ରହରୀ ହୋଇଥିବା ବେଳେ ମହୋତ୍ସବ ଦ୍ୱାରା ସେ ଅଞ୍ଚଳର କଳା, ସାହିତ୍ୟ, ପରମ୍ପରା, ସଂସ୍କୃତି, ପ୍ରତିଭାର

ଭଗବତ ଦର୍ଶନ ପ୍ରଚାର ସମିତି ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା : ୪୦୬ ରୋଗି ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଭଗବତ ଦର୍ଶନ ପ୍ରଚାର ସମିତି ପକ୍ଷରୁ ପ୍ରଚାର ସେବାକାର୍ଯ୍ୟ ସହିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ୱରସ୍ଥିତ ଆପୋଲ ହସ୍ପିଟାଲର

ଭାରତ ବନ୍ଦ ପରିପେକ୍ଷୀରେ ଜଳେଶ୍ୱରରେ ବାଇକ୍ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର କେତେକ ଟ୍ରେଡ ୟୁନିୟନ ଓ ରାଜନୈତିକ ଦଳ ପକ୍ଷରୁ ଆହୁତ ହୋଇଥିବାର ଆସନ୍ତା ୮ ତାରିଖ ଭାରତ ବନ୍ଦରେ ଜଳେଶ୍ୱର ବନ୍ଦ ରଖାଯିବାକୁ ଆଜି

ଅନ୍ନପୂର୍ଣ୍ଣା ହୋଟେଲ ଭଙ୍ଗାରୁଜା ସହିତ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନବଜାରସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲରେ ଗତ ୩ ତାରିଖ ସଂଧ୍ୟାରେ ରବିନ୍ଦ୍ର ନାଥ ଗିରି ଓ ଚିତ୍ତରଂଜନ ପଲେଇ ନାମକ ୨ ଯୁବକ ଆସି କେତେକ

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ପାଇଁ ପୂରା ଦମରେ ଲାଗିଛନ୍ତି ଧର୍ମେନ୍ଦ୍ର…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାରା ଦେଶରେ ତୀବ୍ର ବିରୋଧ ସତ୍ୱେ ମୋଦି ସରକାର ପ୍ରଚଳନ କରିଥିବା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ପାଇଁ ପୂରା ଦମରେ ଲାଗିଛନ୍ତି କେନ୍ଦ୍ରରେ ଦୁଧିଆଳୀ ବିଭାଗ ସମ୍ଭାଳି

ଓଏଏସ ପରୀକ୍ଷାରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ : ଦେବାଶୀଷ ପଣ୍ଡା ଟପ୍ପର…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୬ଜଣ

ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ୱାଳଙ୍କୁ ଖଡଗପୁର ବହିମେଳା-୨୦୨୦ରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକାଧାରରେ ଜଣେ ସାରସ୍ୱତ ସାଧକ, ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସମ୍ପାଦକ, ଜଣେ ସୁ-ଲେଖକ, ବକ୍ତା, କବି, ପ୍ରାବନ୍ଧିକ, ପ୍ରଜ୍ଞାବାନ୍ ପ୍ରଫେସର ବିପିନ ବିହାରୀ ବିଶ୍ୱାଳଙ୍କୁ

ଦେବକୁମାରରେ ରକ୍ତଦାନ ଶିବିର : ୧୦୭ ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦେବକୁମାର ଗାଁରେ ଦେବକୁମାର ଓ ଗୋଠଣାହାଟ ବଣିକ ସଂଘ ପକ୍ଷରୁ ଆନନ୍ଦମୟି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର

ଗୋପୀମୋହନ ପଞ୍ଚାୟତରେ ‘ରକ୍ଷକ’ର ସଚେତନତା : ମଟର ଯାନ ଆଇନ୍ ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଜୁ ଯୁବବାହିନୀର ସଦସ୍ୟ, ସଦସ୍ୟାଙ୍କ ଦ୍ୱାରା ମଟର ସାଇକେଲ, ସ୍କୁଟର, ଟେମ୍ପୋ,

ଟ୍ରାକ୍ଟରରୁ ଧାନପିଟା ମେସିନ୍ ଖସି ୨ ମୃତ ୧ ଗୁରୁତର : ଡ୍ରାଇଭର ଫେରାର, ଗାଁରେ ଶୋକାକୂଳ ପରିବେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ପ୍ରତିକୂଳ ପାଗରେ ଧାନ ଅମଳ ହେଉଥିବାରୁ ବିଭିନ୍ନ ସ୍ଥାନରେ ଧାନପିଟା ମେସିନ୍ଦ୍ୱାରା ଧାନ ଅମଳ ହେଉଛି । ଏପରି ଅମଳ ହେଉଥିବା ବେଳେ ରାଇବଣିଆ

ଗ୍ରାମାଞ୍ଚଳରେ ନୂତନ ପାଠାଗାର ସ୍ଥାପନର ଗୁରୁତ୍ୱ ରହିଛି:ମନ୍ତ୍ରୀ ରଘୁନାଥ ଦାସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ସନ୍ଧ୍ୟାରେ ବାଲିକୁଦା ବ୍ଲକର ଅଢଙ୍ଗା ଗ୍ରାମସ୍ଥିତ “ଦିବାକର ଦାସ ସ୍ମାରକୀ

ଜଳେଶ୍ୱର ରେଳ ଷ୍ଟେସନର ବିକାଶ ଲାଗି ଡିଆରଏମଙ୍କ ଆଲୋଚନା:ତିନିଯୋଡା ଟ୍ରେନ୍ ଚଳାଚଳ, ଆଧୁନିକିକରଣ ଓ ରାଇବଣିଆ ଦୁର୍ଗ ପ୍ରତିଫଳନ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର ରେଳ ଡିଭିଜନ୍ରେ ଜଳେଶ୍ୱର ଏକ ପ୍ରମୁଖ ଷ୍ଟେସନ ହୋଇଥିବାରୁ ତାର ବିକାଶ ଲାଗି ଆଜି ସମାଜକଲ୍ୟାଲ ବିକାଶ ପରିଷଦ ଓ ଖଡଗପୁର ଡିଭିଜନଙ୍କ ସହ

ଜଳେଶ୍ୱର ମୁଖ୍ୟ ଡାକଘର ପୋଷ୍ଟାମାଣ୍ଟରଙ୍କ ଅକାଳ ବିୟୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମୁଖ୍ୟ ଡାକଘରର କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଦୁସ୍ମନ୍ତ ନାୟକ (୫୨)ଙ୍କର ଆଜି ଭୋର ସମୟରେ ଜଳେଶ୍ୱରସ୍ଥିତ ସରକାରୀ ବାସଭବନରେ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି

ଦୀନକୃଷ୍ଣ ପରିଷଦର ନବବର୍ଷରେ ବନ୍ଧୁମିଳନ ଓ ସାହିତ୍ୟ ଆସର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ଜଳେଶ୍ୱର ସ୍ଥିତ ଦୀନକୃଷ୍ଣ ସ୍ମୃତିପରିଦର ନବବର୍ଷ ଉତ୍ସବ ତାରୁଣ୍ୟ ମିଳନୀକକ୍ଷ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଓ

୬୦ନଂ ଜାତୀୟ ରାଜପଥରେ ପୁରୀଗାମୀ ଯାତ୍ରୀ ବସକୁ ପିଟିଲା ଟ୍ରକ୍ : ୭ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଦୀଘାରୁ ପୁରୀ ଯାଉଥିବା କାଳିଆନନା ବସ୍କୁ ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥର ଚାଲନ୍ତିଠାରେ ଏକ କଲିକତାରୁ

ପୁର୍ତ୍ତ ବିଭାଗର ଅଣଦେଖା : ନିର୍ମାଣାଧିନ ରେଳ ଓଭରବ୍ରିଜ୍ ଡାଇଭରସନ୍ ରୋଡ ପାଲଟିଛି ମରଣଯନ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁଚର୍ଚ୍ଚିତ ୪୫ନଂ ଜଳେଶ୍ୱର ନୂଆବଜାରସ୍ଥିତ ରେଳ ଓଭରବ୍ରିଜ୍ ନିର୍ମାଣ ବେଳେ ଏହାର ଡାଇଭର୍ସନ ରୋଡର ଦୂରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି । ବର୍ଷା

ବହୁପ୍ରତୀକ୍ଷିତ ଆଦର୍ଶ ବିଦ୍ୟାଳୟର ଜମି ହସ୍ତାନ୍ତର : ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷାଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଥାନା ଅନ୍ତର୍ଗତ କାଳିକଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି ।

ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆତ୍ମରକ୍ଷା କୌଶଳ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଅବସ୍ଥିତ ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଗତ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଗତ ୧ ତାରିଖରେ

ବାସୁଳିମାତା ସ୍ପଟିଂ କ୍ଲବର ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ:ଭାଗନେଲେ ଉପାନ୍ତ ଅଞ୍ଚଳର ୧୬ ଆଦିବାସୀ ଟିମ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଗୋପୀମୋହନପୁର ପଂଚାୟତ ଅନ୍ତର୍ଗତ ବାସୁଳିଆ ଗାଁରେ ଗତ୩୧ ଓ ୧ତାରିଖ ୨ ଦିନ ବ୍ୟାପି ଫୁଟବଲ ଟୁର୍ଣ୍ଣମେଣ୍ଟ ମା ବାସୁଳୀମାତା ସ୍ପଟି କ୍ଲବ

ଶାନ୍ତିଆ ଗ୍ରାମବାସୀଙ୍କ ଏକ ନିଆରା ପଦକ୍ଷେପ : ଶ୍ରମ ଓ ଅର୍ଥଦେଇ ନିର୍ମାଣ କଲେ ଗ୍ରାମ୍ୟ ରାସ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୯ ନଂ ୱାର୍ଡ ଶାନ୍ତିଆ ଗ୍ରାମବାସୀଙ୍କ ଏକ ନିଆରା ପଦକ୍ଷେପ ଫଳରେ ଆଜି ଦୀର୍ଘ ୧ କିମି ରାସ୍ତା ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୮ମ ବାର୍ଷିକ କ୍ରିଡା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରୀଅରବିନ୍ଦଙ୍କ ଦର୍ଶନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟରେ କ୍ରୀଡା ଏକ ବିଶେଷସ୍ଥାନ ଅଧିକାର କରେ । ତେଣୁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ

ନବବର୍ଷ ଉପଲକ୍ଷେ ନେତୁଆ ପଞ୍ଚାୟତରେ ବିଜେଡିର ବନ୍ଧୁମିଳନ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୌଣସି ଅଞ୍ଚଳର ସାମଗ୍ରୀକ ବିକାଶ ଲାଗି ସେ ଅଞ୍ଚଳର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କର ମାନସିକତା, କର୍ତ୍ତବ୍ୟନିଷ୍ଠା ଓ ବନ୍ଧୁଭାବାପନ୍ନ, ସଂପର୍କର ଡୋରି ରହିବା ଉଚିତ୍ ବୋଲି

୬୦ନଂ ଜାତୀୟ ରାଜପଥରେ ଛିନ୍ତାଇ ବେଳେ ଦୁର୍ଘଟଣା : ୨ ଗିରଫ, ୧ ଫେରାର୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥଠାରୁ ବାଲେଶ୍ୱରର ନହରପାଟଣା ମଧ୍ୟରେ ପର୍ଯ୍ୟୟକ୍ରମେ ଛିନ୍ତାଇ କରି ଆସୁଥିବା କେତେକ ଯୁବକଙ୍କ ମଧ୍ୟରୁ ୨ଜଣଙ୍କୁ ଗତ ମଙ୍ଗଳବାର ଦିନ ଗିରଫ