Category: Top News

ଓଡିଶାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଘଟଣା-୭ ଦିନ ଧରି ପୋଲିସ୍ ରିମାଣ୍ଡରେ ଅଭିଯୁକ୍ତ : ବହୁତଥ୍ୟର ପର୍ଦ୍ଦାଫାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୫ତାରିଖ ରାତିରେ ଓଡିଶାର ଗଂଜାମ ଜିଲାରୁ ଓଡି୧୫ଏ୨୭୩୭ କାର୍ଯୋଗେ ୬୫କେଜି ଗଞ୍ଜେଇ ଧରି ଆସ୍କା ଥାନା ଘୁଣ୍ଟାପଡା ଗାଁର ଉପେନ୍ଦ୍ର ନାୟକଙ୍କ ପୁଅ ରାମଚନ୍ଦ୍ର

ଜଳେଶ୍ୱର ଥାନାରେ ନୂତନ ଆଇଆଇସିଙ୍କ ଦାୟିତ୍ୱ ଗ୍ରହଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନାରେ ନୂତନ ଭାବେ ଆଇଆଇସି ଧନେଶ୍ୱର ସାହୁ ଆଜି ଦାହିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ଠାରୁ

ଏନ୍ଆରସି ଓ ସିଏଏ ପାଇଁ ଏବିଭିପିର ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ସିସିଏକୁ ସମର୍ଥନ ଓ ଏନ୍ଆର୍ସି ଦାବୀରେ ଜଳେଶ୍ୱରରେ ଏବିଭିପି ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସମଗ୍ର ଦେଶରେ ସିସିଏ

“ବେଟି ବଚାଓ ଓ ବେଟି ପଢାଓ” ସଚେତନତା ବାର୍ତ୍ତା ନେଇ ପୋଲିସ୍ ଏଏସ୍ଆଇଙ୍କ ସାଇକେଲ ଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆନୂଆ ଯୋଜନା ଓ ପ୍ରକଳ୍ପ ଘୋଷଣା କରୁଥିବା ବେଳେ ଆଜି ଏକ ପ୍ରକଳ୍ପକୁ ଜଣେ ସରକାରୀ କର୍ମଚାରୀ

ଯାନବାହନର ଆଶ୍ରୟସ୍ଥଳ କଣ ବଡବଜାର ପୋଲ : ପ୍ରଶାସନ ନିରବଦ୍ରଷ୍ଟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରୁ ପଶ୍ଚିମବଂଗ ଲମ୍ବିଯାଇଥିବା ଓଟି ରୋଡର ଜଳେଶ୍ୱର, ବଡବଜାରସ୍ଥିତ ପୋଲ ଏବେ ଯାନବାହନ ଗୁଡିକର ପାର୍କି ଓ ବୁଲା ଗୋରୁ, ଗାଈ,ଷଣ୍ଢଙ୍କର ବାସସ୍ଥଳି ପାଲଟିଛି ।

ଶ୍ରମିକ-କର୍ମଚାରୀଙ୍କ ଅଧିକାର ହେଉ ସୁରକ୍ଷିତ : ଭାରତ ବନ୍ଦ ଲାଗି ଟ୍ରେଡ୍ ୟୁନିୟନର କନଭେନସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ଶ୍ରମିକ ଓ କର୍ମଚାରୀମାନେ ପାଇଥିବା ଧର୍ମଘଟ କରିବା ଅଧିକାର, ସର୍ବନିମ୍ନ ଆଇନ୍, ଟ୍ରେଡ୍ ୟୁନିୟନ ଗଠନ କରିବାର ଅଧିକାର, ବେତନ

ବିଜେପି ପକ୍ଷରୁ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଦାବିପତ୍ର ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରଠାରେ ଜନୈକ ମହିଳା ସାମ୍ବାଦିକାକୁ ଦୁର୍ବବ୍ୟହାର ଓ ଆକ୍ରମଣ ପ୍ରତିବାଦରେ ଆଜି ସଂଧ୍ୟାରେ ବିଜେପି ପକ୍ଷରୁ ଓଡିଶା ପୋଲିସ ଡିଜିପିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜଳେଶ୍ୱର ଥାନା

ବାଲେଶ୍ୱର ରେଳ ଓଭରବ୍ରିଜ୍ ଦୁର୍ଘଟଣା ପାଇଁ ବହୁ ଟ୍ରେନ୍ ବିଳମ୍ବିତ : ଯାତ୍ରୀ ହନ୍ତସନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଶୋଭାରାମପୁରଠାରେ ନିର୍ମାଣାଧିନ ରେଳ ଓଭର ବ୍ରିଜରୁ ସ୍ଲାବ ଖସିପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡି ଯିବା ପରେ ସେହି ରୁଟ୍ରେ ଯିବା ଆସିବା କରୁଥିବା

ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠ ଠାରେ ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଗଠିତ ହୋଇ ବିଭିନ୍ନ ସଚେତନତା,ପୂଜ୍ୟପୂଜା କାର୍ଯ୍ୟକ୍ରମ କରିଆସୁଛି । ଆଜି ବାଗିଶ୍ୱରୀ ସଂସ୍କୃତ

ଜଗନ୍ନାଥ ଡିଗ୍ରୀ କଲେଜର ଶୀତକାଳୀଳନ ସ୍ୱତନ୍ତ୍ର ଏନ୍ଏସ୍ଏସ୍ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା\) ସମାଜରେ ନିସ୍ୱାର୍ଥପର ସେବା, ନିଷ୍ଠାପର, ଦକ୍ଷତା ଓ ପରୋପକାର ସହିତ ସାମାଜିକ ଜୀବନରେ ଅନ୍ୟର ସାହାର୍ଯ୍ୟ କରିବା ଲାଗି ଜାତୀୟ ସେବା ଶିବିର ଅନୁଷ୍ଠିତ ହେଉଥିବା

ଭାରତୀୟ ଜାତୀୟ କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ପାଳିତ:ଭାରତର ନାଗରିକ ଧର୍ମ ନିରପେକ୍ଷତା ମଧ୍ୟରେ ବହୁ ସମସ୍ୟାର ସମ୍ମୁଖୀନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧିନତାର ୭୨ବର୍ଷ ଓ ସମ୍ବିଧାନ ପ୍ରଣୟନର ୬୯ବର୍ଷ ଅତିବାହିତ ପରେ ଆଜି ନାଗରିକମାନେ ଧର୍ମନିରପେକ୍ଷତାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଭାରତୀୟ ଜାତୀୟ କଂଗ୍ରେସ

ହୋଟେଲ ଜଳେଶ୍ୱର ଇନରେ ଅତୁନୁ ସବ୍ୟସାଚୀଙ୍କୁ ଜଳେଶ୍ୱର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସଂଧ୍ୟାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଅନ୍ୟଜଣେ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚି ନାୟକ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ଥାନା ଅନ୍ତର୍ଗତ

ଆଇଏଏସ୍‌ ସ୍ତରରେ ଅଦଳବଦଳ:ଉତ୍ତରାଞ୍ଚଳ ଆରଡିସି ଭାବେ ନିରଞ୍ଜନ ସାହୁ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତ ସପ୍ତାହରେ ପଦୋନ୍ନତି ପାଇଥିବା କେତେକ ଆଇଏଏସ ଅଫିସରଙ୍କୁ

ଜଳେଶ୍ୱର ସହରରେ ଦିନ ରାତ୍ରି ଜଳୁଛି ଷ୍ଟ୍ରୀଟ୍ ଲାଇଟ୍ : ନିଦରେ ଶୋଇଛନ୍ତି କର୍ତ୍ତୃପକ୍ଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ବିଦ୍ୟୁତ୍ ବଂଚାଇବା ପାଇଁ ବିଭିନ୍ନ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରୁଥିବା ବେଳେ କେତେକ ଅଧସ୍ଥନ କର୍ମଚାରୀ ଏଥିପ୍ରତି ଗରୁତ୍ୱ ଦେଉନଥିବା ଦେଖିବାକୁ

ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ମହାବିଦ୍ୟାଳୟର +୨ ର ଶୀତକାଳୀନ ଜାତୀୟ ସେବା ଶିବିର ପ୍ରତିବର୍ଷପରି ଚଳିତବର୍ଷ ପୋଷ୍ୟଗ୍ରାମ ଆଦିବାସୀ ଅଧ୍ୟୁସିତ ଖୁଆଡ ଗ୍ରାମରେ ଆଜି ଶୁକ୍ରବାର ଉଦଯାପିତ

ଦୀନକୃଷ୍ଣ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ୧୯୮୮ ମସିହା ବ୍ୟାଚ୍ର ଏକ ବନ୍ଧୁ ମିଳନ ଉତ୍ସବ ସୁବର୍ଣ୍ଣରେଖା ନଦୀପଠା ଶିଖରପୁରଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ

ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ଏସ୍ଏସ୍ ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରୀଜଗନ୍ନାଥ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୭ ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ପ୍ରେମ ବିବାହର କରୁଣ ପରିଣତି – ନିର୍ଯ୍ୟାତନା ସହିନପାରି କନିଅର ମଞ୍ଜି ନେଲା ଜୀବନ : ମା ଆଣିଲେ ହତ୍ୟା ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ରାଇବଣିଆ ଥାନା ଅଞ୍ଚଳର ଜନୈକ ଯୁବକ ପୂର୍ବ ମେଦିନୀପୁର ଜିଲା ଏଗ୍ରା ଥାନା ଅଂଚଳର ଜନୈକା ଯୁବତୀ ସହିତ ଦୀର୍ଘଦିନର ପ୍ରେମ ସଂପର୍କ ସେମାନଙ୍କୁ

ବିଜେଡିକୁ ୨୨ବର୍ଷ ପୁରି ୨୩ ବର୍ଷ ଚାଲିଲା…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିନା ବି ଦଳ ଚାଲିପାରିବ ବୋଲି ଦଳୀୟ

ଜିଲାପାଳଙ୍କ ଅଚାନକ ଜଳେଶ୍ୱର ବ୍ଲକ ଗସ୍ତ : ବୁଲି ଦେଖିଲେ ୨ ପ୍ରକଳ୍ପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଠାରେ ବସୁନ୍ଧରା ଯୋଜନାରେ ପ୍ରଥମ ଏକ ବସ୍ତି ବାସିନ୍ଦା ପ୍ରତିଷ୍ଠା କରି ଭୂମୀହିନ ଓ ଗୃହ ହୀନ ବ୍ୟକ୍ତିଙ୍କୁ ଥଇଥାନ କରାଯିବାକୁ

ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖେଳରୁ ସୃଷ୍ଟି ହୁଏ ମେଳି ଓ ବନ୍ଧୁତ୍ୱ । ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତରେ ୩ ଦିନର ଫୁଟବଲ ଟୁର୍ଣ୍ଣାମେଣ୍ଟ ପରେ ହଜାର ହଜାର

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ଏନ୍ଏସ୍ଏସ୍ ଶିବିରରେ ସବ୍ ଜଜ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟନିସୀପାଲ୍ଟିରେ ଅବସ୍ଥିତି ଜଗନ୍ନାଥ ଡିଗ୍ରୀ କଲେଜର ବାଳିକା ବିଭାଗର ଶୀତକାଳିନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଛି । ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଘୋଷଙ୍କ ପୌରହିତ୍ୱରେ

ବାଇକକୁ ପିଟିଲା ଟ୍ରକ୍ : ୧ ମୁମୁର୍ଷୁ, ଟ୍ରକ୍ ଡ୍ରାଇଭର ଫେରାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥ ଜଳେଶ୍ୱର ନିକଟବର୍ତ୍ତୀ ଚାଲନ୍ତିଠାରେ ଆଜି ଗୁରୁବାର ଦିବା ୧.୩୦ମି. ସମୟରେ କଲିକତାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ବିପରିତ ଦିଗରେ

ପୁସ୍ତକ ”ଲେଟର୍ସ ଟୁ ଦି ପ୍ରାଇମ ମିନିଷ୍ଟର” ଲୋକାର୍ପିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପୁଲସ ୱେଲଫେୟାର ସଜେସନ ଫୋରମର ବାର୍ଷିକ ଅଧିବେଶନ ଭୁବନେଶ୍ୱର ରେଡ଼କ୍ରସ ଭବନରେ ଡ଼. ନନ୍ଦ ନନ୍ଦନ ଦାସଙ୍କର ଅଧ୍ୟକ୍ଷତାରେ ସମାପନ ହୋଇଯାଇଛି । ଡ଼. ନନ୍ଦ

ବାଜପେୟୀଙ୍କ ୯୫ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଜିକେଭଟ୍ଟର ହସ୍ପିଟାଲରେ ଫଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ଆଜି ଜଳେଶ୍ୱର ବିଜେପି ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ

ସାଇ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ଜିକେଭଟ୍ଟର ହସ୍ପିଟାଲରେ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷପରି ଚଳିତବର୍ଷ ସାଇ ସୋସିଆଲ ସଭିସ୍ ଅର୍ଗନାଇଜେନ ପକ୍ଷରୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ରୋଗୀମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି ।

ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗୁଡିକ ଉତ୍ସବ ମୁଖରିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଅବସରରେ ଜଳେଶ୍ୱର ଅଞ୍ଚଳରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକରେ ଯୀଶୁ ଜନ୍ମ ଓ ଖ୍ରୀଷ୍ଟମାସ ପାଳିତ ହୋଇଛି

୪ ଥରର ବିଧାୟକଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ, ପ୍ରସନ୍ନପାଳ ଫାଉଣ୍ଡେସନ ପକ୍ଷରୁ ପ୍ରତିମୂର୍ତ୍ତୀ ଉନ୍ମୋଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରସନ୍ନ ପାଳ ଫାଉଣ୍ଡେସନ ପକ୍ଷରୁ ଆଜି ପ୍ରସନ୍ନ ପାଳଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ନିଜଗାଁ ବାଘାବାଳୀଛକଠାରେ ପୂର୍ଣ୍ଣ ଅବୟବ ମୂର୍ତ୍ତୀ ଉନ୍ମୋଚିତ ହୋଇଛି । ଏଥିଲାଗି

ରାମାନୁଜନ୍ ଗଣିତ ଅନ୍ୱେଷଣ ପରୀକ୍ଷାରେ ଜଳେଶ୍ୱର ମାଟିର ଝିଅର କୃତିତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠାସ୍ଥିତ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ୟ ଶ୍ରେଣୀ ଛାତ୍ରୀ ଦେବୀଶ୍ରୀ

ପୁରୁଷଙ୍କ ବିକାଶ କ୍ଷେତ୍ରରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ପୁରୁଷର ବିକାଶ ସହିତ ତାର ପରିବାରର ବିକାଶ ଓ ସମାଜର ବିକାଶ ହେବା ସମ୍ଭବ ହୋଇଥାଏ କେବଳ ଜଣେ ନାରୀର ତ୍ୟାଗ ଓ ମହାନତା