Category: Top News

୬୦ନଂ ଜାତୀୟ ରାଜପଥର ଦୁର୍ଘଟଣାରେ ୪ ଛେଳି ସହ ୧ ବଳଦ ମୃତ : ଗ୍ରାମବାସୀଙ୍କ ରାସ୍ତାରୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଚାଲନ୍ତି ବାଇପାସ୍ଠାରେ ଆଜି ପୂର୍ବାହ୍ନରେ ଏକ ବାଲି ବୋଝେଇ ଡମ୍ପର ବାଲେଶ୍ୱରରୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଏକ ଛେଳି ଓ

ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ୍ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଗଣତନ୍ତ୍ରକୁ ଅଧିକ ନିରପେକ୍ଷ ଓ ସୁଦୃଢ କରିବା ପାଇଁ ୪ର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ଗଣମାଧ୍ୟମ । ଆଜିର ସମାଜରେ ବିଭିନ୍ନ ସମ୍ବାଦପତ୍ର

ପଞ୍ଚମ ଜାତୀୟସ୍ତରୀୟ କଳାକାର କର୍ମଶାଳା ଓ ଶିଶୁ ଉତ୍ସବ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଆଜି ଅପରାହ୍ନରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ୫ମ ଜାତୀୟସ୍ତରୀୟ କଳାକାର

ପରିବହନ କମିଶନରଙ୍କୁ ଭେଟିଲେ ଓଡିଶା ଅନଲାଇନ କ୍ୟାବ ଚାଳକ ମହାସଂଘର କର୍ମକର୍ତ୍ତା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମୋଟରଜାନ ନିୟମ ଲାଗୁ କରିବା ପରିପ୍ରେକ୍ଷୀରେ କଟକ ସ୍ଥିତ ରାଜ୍ୟ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା

ଟଙ୍କା କରଜ ଶୁଝି ନ ପାରିବାରୁ ଡାକ କର୍ମଚାରୀଙ୍କ ଆତ୍ମହତ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଧାନ ସିମୁଳିଆ ଗ୍ରାମର ଶଶାଙ୍କ ଶେଖର ଦାସ ଅଧିକାରୀଙ୍କ ପୁତ୍ର ବିଜୟ କୃଷ୍ଣ ଦାସ ଅଧିକାରୀ (୫୫) ଗତକାଲି ସଂଧ୍ୟାରେ ନିଜ

ସର୍ବନିମ୍ନ ବେତନ ପ୍ରଦାନରେ ସରକାରଙ୍କର ଅବହେଳାର ଅଭିନବ ପ୍ରତିବାଦ:ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଲେ ସରକାରୀ ଠିକା ଓ ଆଉଟସୋର୍ସିଂ କର୍ମଚାରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆରମ୍ଭ ହେଲା ସରକାରୀ କର୍ମଚାରୀଙ୍କ ପୋଷ୍ଟକାର୍ଡ ଅଭିଯାନ । ରାଜ୍ୟର ହଜାର ହଜାର ଠିକା, ଆଉଟସୋର୍ସିଂ କର୍ମଚାରୀ ମାନେ ଓଡ଼ିଶାର ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ

ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଭଲିବଲ ପ୍ରତିଯୋଗିତାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଶନିବାର ଲିଙ୍ଗରାଜ କ୍ରୀଡା ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଦିବାରାତ୍ର ଭଲିବଲ ପ୍ରତିଯୋଗୀତାର ଦ୍ୱାଦଶ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ

୫ମ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ଓ ଶିଶୁ ଉତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚିତ୍ରକଳାର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଜଳେଶ୍ୱରରେ ୨୦୧୪ ମସିହାଠାରୁ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଚିତ୍ରଶିଳ୍ପୀ କର୍ମଶାଳା ଓ ଶିଶୁ ଉତ୍ସବ

ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତା ନିର୍ମାଣରେ ଅହତୁକ ବିଳମ୍ବ : ଯାତ୍ରୀ ହନ୍ତସନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତରେ ଥିବା କେତେକ ମୁଖ୍ୟ ରାସ୍ତା ଗୁଡିକର ଦୂରବସ୍ଥା ଯୋଗୁଁ ଦୁର୍ଘଟଣା ବଢିବାରେ ଲାଗିଛି । ସେଥିରୁ ଜଳେଶ୍ୱର-ବାଲିଆପାଳ ଆନ୍ତଃବ୍ଲକ ରାସ୍ତାର ୯ କି.ମି

ଜଳେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବର ୪ର୍ଥ ସନ୍ଧ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳର ପରମ୍ପରା ଓ ନୌବାଣିଜ୍ୟର ଇତିହାସକୁ ସ୍ମରଣ କରିବାପାଇଁ ପ୍ରତିବର୍ଷପରି ଚଳିତବର୍ଷ ଜଳେଶ୍ୱର ସାହିତ୍ୟ ସଂସଦ ଓ ରାଜପୁର-ଶିଖରପୁର ପଂଚାୟତବାସୀଙ୍କ ପକ୍ଷରୁ ସୁବର୍ଣ୍ଣରେଖାର ନଦୀଘାଟ ଠାରେ

ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିଶୁ ଦିବସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ଶିଶୁ ଦିବସ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ପୌରହିତ୍ୱରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ

ଦିଗମ୍ବରୀ ଦେବୀ ଆଇଟିଆଇ ପରିସରରେ ଶିଶୁ ଦିବସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବାସନ୍ତୀ ପଡିଆଠାରେ ଥିବା ଦିଗମ୍ବରୀଦେବୀ ଆଇଟିଆଇ ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଜିତ୍

ତାଲୁକସ୍ତରୀୟ ଆଇନ୍ ସେବା କମିଟି ପକ୍ଷରୁ ଶିଶୁ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଗାନ୍ଧି ସେବାଶ୍ରମ ପରିସରରେ ତାଲୁକସ୍ତରୀୟ ଆଇନ୍ ସେବା କମିଟି ପକ୍ଷରୁ ଆଜି ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ

ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଶିଶୁ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଶିଶୁ ସାହିତ୍ୟ ସଂସଦ ଓ ସରସିଦା ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଶିଶୁ ଦିବସ ସରସିଦା ହାଇସ୍କୁଲ ପରିସରରେ ପାଳିତ ହୋଇ ଯାଇଛି

ଜଳେଶ୍ୱର ଷ୍ଟେସନରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଟିକଟ ଯାଞ୍ଚ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନରେ ଆଜି ପୂର୍ବାହ୍ନଠାରୁ ସଂଧ୍ୟା ପର୍ଯ୍ୟନ୍ତ ରେଳ ବିଭାଗର ଖଡଗପୁର ଡିଭିଜନ୍ର ଏସିଷ୍ଟାଣ୍ଟକମାର୍ସିଆଲ ମ୍ୟାନେଜର ସୋପାନ ଦତ୍ତଙ୍କ ଦ୍ୱାରା ବିନାଟିକଟ ଯାତ୍ରୀ ଓ ବେଆଇନ୍

ଜଳେଶ୍ୱର କୃଷକ ସଂଘ ପକ୍ଷରୁ ବୁଲବୁଲ କ୍ଷତିଗ୍ରସ୍ତକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ବୁଲବୁଲ ବାତ୍ୟାରେ ରାଜ୍ୟରେ ବହୁ ଧାନଚାଷ ଓ ପରିବା ଚାଷ କ୍ଷୟକ୍ଷତି ହୋଇଥିବା ବେଳେ ଜଳେଶ୍ୱର ବ୍ଲକରେ ପ୍ରାୟ ୮୦ଭାଗ ଧାନଚାଷ ନଷ୍ଟ ଯୋଇଥିବା

୭ ଦଫା ଦାବି ପୂରଣ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷିଣପୂର୍ବ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ । ଏହି ଷ୍ଟେସନ ଉପରେ ଓଡିଶା, ପଶ୍ଚିମବଂଗର ବହୁ ଯାତ୍ରୀ ନିର୍ଭର କରିଥାନ୍ତି ।

ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଆଦିବାସୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ରାଇବଣିଆ ଅଂଚଳକୁ ବାରମ୍ବାର ହାତୀ ଆସି ତାଣ୍ଡବଲିଳା ଘଟାଉଥିବାରୁ ଆଦିବାସୀ ଅଧ୍ୟୁସିତ ଅଧିବାସୀ ମାନେ ହାତୀ ଦାଉରୁ ରକ୍ଷା ପାଇବା କିମ୍ବା ହାତୀ ଘଉଡାଇବାର

ସପ୍ତମ ସୁବର୍ଣ୍ଣରେଖା ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ରାଜପୁର ଓ ଶିଖରପୁର ପଂଚାୟତ ଏବଂ ଜଳେଶ୍ୱର ସାହିତ୍ୟ ସଂସ୍କୃତି ସଂସଦ ମିଳିତ ଆନୁକୂଲ୍ୟରେ ବାଘାବାଳୀ ସୁବର୍ଣ୍ଣରେଖା ନଦୀତଟରେ ସପ୍ତମ ସୁବର୍ଣ୍ଣରେଖା ବୋଇତବନ୍ଦାଣ

ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅରଦିବାସୀ ଅଧ୍ୟୁସିତ ରାଇବଣିଆ ଅଂଚଳରେ ଚକ୍ଷୁ ଚିକିତ୍ସା ସାଙ୍ଗକୁ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟନେଇ ରୋଟରରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ମାଗଣା ସ୍ୱାସ୍ଥ୍ୟ ଶିବିର ବରଡିହା

୩୬ତମ ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖୁଆଡସ୍ଥିତ ଶଚିନ୍ଦ୍ରନାଥ ସ୍ମୃତି କ୍ରିଡା ପରିଷଦ ଆନୁକୂଲ୍ୟରେ ୩୬ତମ ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟର ଯୁବଭାରତୀ କ୍ରିଡାଙ୍ଗନ ଷ୍ଟାଡୟମ

ଜଳେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳର ପରମ୍ପରା ଓ ନୌବାଣିଜ୍ୟର ଇତିହାସକୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ପରି ଚଳିତ ବର୍ଷ ଦିଗମ୍ବରୀଦେବୀ ଗ୍ରୁଫ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ଆଜି

ବୁଲବୁଲ ଦ୍ୱାରା ଧାନଚାଷର ବ୍ୟାପକ କ୍ଷତି : ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ କଂଗ୍ରେସର ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ବାତ୍ୟା ବୁଲବୁଲ ଫଳରେ ଉପକୂଳ ଏବଂ ବିଶେଷ କରି ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀର ଧାନକ୍ଷେତ ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି

ସିପିଏମ୍ ଓ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବୁଲବୁଲ କ୍ଷତିପୂରଣ ସଂପର୍କରେ ଜିଲାପାଳଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଅକ୍ଟୋବର ୨୪ରୁ୨୬ ଲଘୁଚାପ ଜନୀତ ବର୍ଷ କ୍ଷୟକ୍ଷତିର ଆକଳନ ସରିନଥିବା ବେଳେ ପୁଣି ନଭେମ୍ବର ୭ରୁ୯ ବୁଲବୁଲ ବାତ୍ୟାରେ ହୋଇଥିବା କ୍ଷତି ପୁରଣର ତୁରନ୍ତ

ପୁଣି ଏକ ଦୁର୍ଘାଟଣା : ନୁରାନିବସ୍ ଧକ୍କାରେ ଦମ୍ପତି ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ନୋରାନୀ ବସ୍ ଓଡି୦୧କ୍ୟୁ-୫୭୧୫ ଆଜି ପୂର୍ବାହ୍ନରେ ଚାଲନ୍ତି ବାଇପାସ୍ ନିକଟରେ ଏକ ମଟର ସାଇକେଲକୁ ଧକ୍କା ଦେବାଫଳରେ ୨ଜଣ ଗୁରୁତର

ଜଳେଶ୍ୱର ପଞ୍ଚାୟତ ସମିତି ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଂଚାୟତ ସମିତିର ୮ମ ବୈଠକ ଆଜି ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳାଇଙ୍କ ପୌରହିତ୍ୱରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ।

୧୯୯୦-୯୬ରେ ଦେଶରେ ଚର୍ଚ୍ଚିତ ହୋଇଥିବା ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌ଙ୍କ ଆଜି ପରଲୋକ ଘଟିଛି….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆଜି ଯେଉଁ ଭୋଟର ଆଇଡି କାର୍ଡ ବ୍ୟବହାର କରୁଛନ୍ତି ତାକୁ ଲାଗୁ କରିବା ପାଇଁ ଓ ଭାରତୀୟ ନିର୍ବାଚନରେ ସୁଧାର ଆଣିବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରି

ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ଶୈବପୀଠ : ଏଣେ ଶେଷ ସୋମବାର,କାର୍ତ୍ତିକ ପୁର୍ଣିମା ଓ ପଞ୍ଚକ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜି କାର୍ତ୍ତିକ ମାସର ଶେଷ ସୋମବାର ଯୋଗୁଁ ଲିଙ୍ଗରାଜ ମନ୍ଦିର ସହିତ ସମସ୍ତ ଶୈବପୀଠ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହାସହ ଆଜି ପବିତ୍ର ପଞ୍ଚକ ବ୍ରତର

ସଜ୍ଞାହୀନ ଅବସ୍ଥାରେ ଯୁବତୀ ଉଦ୍ଧାର : ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଧିନ ଖାଲିନା ରାସ୍ତାରେ ଆଜି ସକାଳେ ସଂଜ୍ଞାହୀନ ଅବସ୍ଥାରେ ଜନୈକା ଯୁବତୀକୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଜିକେଭଟ୍ଟର

ବୁଲବୁଲ ପରେ କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ଆକଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୁଲବୁଲ ପ୍ରଭାବରେ ଜଳେଶ୍ୱର ବ୍ଲକର ବ୍ୟାପକ ଖରିଫ ଧାନଚାଷ କ୍ଷତି ଘଟିଥିବାରୁ ଆଜି କୃଷି ବିଭାଗ ପକ୍ଷରୁ ପ୍ରାଥମିକ ସ୍ତରରେ କ୍ଷୟକ୍ଷତି ଆକଳନ କରାଯାଇଛି ।