Category: Top News

ଓଡ଼ିଶାରେ ପିଏମ୍-ଜନମନର ଦ୍ୱିତୀୟ ପର୍ଯ୍ୟାୟ ଆଇ.ଇ.ସି ଅଭିଯାନ ଶୁଭାରମ୍ଭ ହେଲା

ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍-ଜନମନ) ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ସୂଚନା-ଶିକ୍ଷା-ପ୍ରସାର(ଆଇ.ଇ.ସି) ଅଭିଯାନ ଆଜିଠାରୁ ଆରମ୍ଭ

ଇବ୍‌ନଦୀ ଉପରେ ନୂତନ ପୋଲ ନିର୍ମାଣ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଇବ୍‌ନଦୀ ଉପରେ ଜାତୀୟ ରାଜପଥ ୪୯ (ପୁରୁଣା ଜାତୀୟ ରାଜପଥ-୨୦୦)ର ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୋଲ ବଦଳରେ ଏକ ନୂତନ ପୋଲ ନିର୍ମାଣ ପାଇଁ ୨୦୧୯ରୁ ୨୦୨୪

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ

ବେଆଇନ ମଦ କାରବାରରେ ସଂପୃକ୍ତଙ୍କ ବିରୁଦ୍ଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ

କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର(ସମୃଦ୍ଧଓଡିଶା) କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍‌ ଓ ପୋର୍ଟାଲର ଶୁଭାରମ୍ଭ ଆଜି ଉପମୁଖ୍ୟମନ୍ତ୍ରୀ ତଥା

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ : ୧୦ଜଣ ବିଧାୟକ ପ୍ରସ୍ତାବକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ

କେବଳ ଭାଈ-ଭଉଣୀ ମଧ୍ୟରେ ସୀମିତ ନ ରହି ସ୍ନେହ ଓ ମମତାର ବନ୍ଧନ ହେଉ ରକ୍ଷା ବନ୍ଧନ : ରାଷ୍ଟ୍ରପତି

ଭୁବନେଶ୍ଵର(ସମୃଦ୍ଧଓଡିଶା) ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି ଓଡ଼ିଶାର ୨୫ ଜଣ ଛାତ୍ରଛାତ୍ରୀ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧି

ସଚିବସ୍ତରୀୟ ବୈଠକ : ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର(ସମୃଦ୍ଧଓଡିଶା) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ ମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ

ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ

ବିଧାନ ସଭା ରେ ହଟ୍ଟଗୋଳ,ହରତାଳ, ହଂଗାମା ବନ୍ଦ ହେଉ : ସଭାପତି, ଥିଙ୍କର୍ସ କ୍ଳବ୍

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଧାନ ସଭା ସଂସ୍କାର ତାଲିମ ସମସ୍ତ ବିଧାୟକ ମାନଙ୍କ ପାଇଁ ଲୋକଙ୍କ ଅର୍ଥ ରେ ପ୍ରାୟୋଜିତ ହେଲା l ସେଥିରେ ଦଳୀୟ କଥା ଉଠାଇ ଦୁଇଟି ମୁଖ୍ୟ ରାଜନୈତିକ

ଲୈ।ହମାନବୀ ସରଳା ଦେବୀଙ୍କ ଜୟନ୍ତୀ: କବୀ ଡ଼ା ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସମ୍ମାନ

ରାଉରକେଲା(ସମୃଦ୍ଧଓଡିଶା)ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ପ୍ରସିଦ୍ଧ ଲେଖିକାଲୈ।ହମାନବୀ ସରଳା ଦେବୀଙ୍କ ୧୨୦ ତମ ଜୟନ୍ତୀ କଟକର

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଯାଜପୁର(ସମୃଦ୍ଧଓଡିଶା)ଯାଜପୁର ଜିଲ୍ଲା ଅନ୍ତର୍ଗତ ନୂଆହାଡ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ପବିତ୍ର ମୋହନ ମାହାଲାଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି

ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଦୁଇ ଦିନ ଧରି ଚାଲିଥିବା ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ

ଆସନ୍ତା କାଲି : ଏହି ରାଶିରେ ହେବ ବଡ ପରିବର୍ତ୍ତନ

ଆସନ୍ତାକାଲି ଆପଣଙ୍କ ରାଶିରେ ବଡ଼ ପରିବର୍ତନ ଘଟିବାକୁ ଯାଉଛି …. ମେଷ: ଆଜି କର୍ମଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି, ତାହା ପୂରଣ ହେବାରେ ଅସୁବିଧା ହେବନାହିଁ। ଅଫିସି ସମସ୍ୟା

ଶାଳିଆ ଡ୍ୟାମ ଓ ଚିଲିକା ରିପୋଟର୍ସ ଆସୋସିଏସନରେ ସ୍ୱାଧୀନତା ଦିବସ ପାଳନ

ବାଣପୁର(ସମୃଦ୍ଧଓଡିଶା)ଦେଶ ତମାମ  ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବାଣପୁର ରେ ଥିବା ଶାଳିଆ ଜଳସେଚନ ବିଭାଗ ତାର ପ୍ରାଗଣ ଏହି ଉତ୍ସବ ପାଳନ କରିଥିଲେ. ଏହି

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଉତ୍କଳ ହସପିଟାଲ ପକ୍ଷରୁ ଧାରଣା ଓ ଶୋଭାଯାତ୍ରା

ଭୁଵନେଶ୍ବର(ସମୃଦ୍ଧଓଡିଶା) କୋଲକତାର R.G.Kar Medical College & Hospitalରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ଭାରତୀୟ ଚିକିତ୍ସା ସଂଘର ଆହ୍ବାନ କ୍ରମେ ଆଜି ଉତ୍କଳ Hospital

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏ.ବି.ପି) ସଂପର୍କିତ ସମୀକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ  କନଭେନସନ ସେଣ୍ଟର(ରାଜ୍ୟ ସମ୍ମିଳନୀ କେନ୍ଦ୍ର)ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ

“ମା’ ପାଇଁ ଗଛଟିଏ” ଅଭିଯାନରେ ମିଶନ ଶକ୍ତିର ପ୍ରତିଶ୍ରୁତି : ସବୁଜିମାରେ ଭରା ଓଡିଶାର ସ୍ୱପ୍ନ ହେବ ସାକାର

ଭୁବନେଶ୍ୱର(ସମୃଦ୍ଧଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରେରଣାତ୍ମକ ପଦକ୍ଷେପ “ମା’ ପାଇଁ ଗଛଟିଏ” ଭାରତର ନାଗରିକଙ୍କୁ ନିଜ ମା’ଙ୍କ ପାଇଁ ଶ୍ରଦ୍ଧା ସ୍ୱରୂପ ବୃକ୍ଷ ରୋପଣ

୧୭ତମ ଓଡିଶା ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଧାନସଭାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭା ସଦସ୍ୟଙ୍କ ପାଇଁ ବିଧାନସଭା ତରଫରୁ ପ୍ରତି ନିର୍ବାଚନ ପର୍ଯ୍ୟାୟରେ ନିର୍ବାଚିତ ବିଧାୟକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ I

ୟୁନିଟ୍ – ୩ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସଙ୍କୁଳସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର (ସମୃଦ୍ଧଓଡିଶା) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱରରେ ସଙ୍କୁଳ ସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ୩୩୭ ଜଣ ଛାତ୍ରଛାତ୍ରୀ

ଆଜିଠୁ ବିଧାୟକମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଆଜି ୧୭ ତମ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ‘ ଜ୍ଞାନ ସଂସ୍କାର ‘ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,

ବାଜପେୟୀଙ୍କ ଦେଶପ୍ରେମ, କର୍ତ୍ତବ୍ୟ ଓ ସ୍ୱାଭିମାନର ମହାପୋଥିଙ୍କୁ ଯୁବପିଢ଼ି ପଢ଼ିବା ଆବଶ୍ୟକ : ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ହେଉଛନ୍ତି ଏ ଦେଶର ଗର୍ବ ଓ ଗୌରବ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶର ପ୍ରଗତି ପାଇଁ ସେ ଯେଉଁ ଉଦ୍ୟମ

ପ୍ରେସ କ୍ଳବ୍ ବ୍ରହ୍ମପୁରର ନିର୍ବାଚନ ଫଳାଫଳ:ସଭାପତି ଭାବରେ ଅଶୋକ ବ୍ରହ୍ମା, ସମ୍ପାଦକ ଭାବରେ ପ୍ରହଲ୍ଲାଦ ସାହୁ ନିର୍ବାଚିତ

ବ୍ରହ୍ମପୁର – ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ପ୍ରେସ କ୍ଳବ୍ ବ୍ରହ୍ମପୁର ନିର୍ବାଚନ-୨୦୨୪ ର ଆଜି ମତଦାନ ରହିଥିବା ବେଳେ ଭୋଟଦାନ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି। ମତଦାନ

ରୂପାୟନରେ ପାଳିତ ହେଲା ୭୮ତମ ସ୍ବାଧୀନତା ଦିବସ

ବାଲେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ

ୱାଇ.ବି. ଖୁରାନିଆ ରାଜ୍ୟର ନୂଆ ପୋଲିସ ଡିଜି ନିଯୁକ୍ତ

ଭୁବନେଶ୍ୱର(ସମୃଦ୍ଧଓଡିଶା)୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ଡିଜି।  ଖୁରାନିଆଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଖୁରାନିଆ ଭୁବନେଶ୍ୱର-କଟକ

ଏବେ ଏବେର ଖବର:ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ

ଭୁବନେଶ୍ୱର (ସମୃଦ୍ଧଓଡିଶା)ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ପୁଅ ଅମିତ ରୋହିଦାସ । ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ତାରକା ଅମିତ ରୋହିଦାସ ।

ଉଲ୍ଲେଖନୀୟ ସେବା ଓ ସାହସିକତା ନିମନ୍ତେ ମୋଟ ୯୪ ଜଣଙ୍କୁ ପୋଲିସ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୯୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ

ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତାଦିବସ ପାଳିତ

ହିନ୍ଦୋଳ(ସମୃଦ୍ଧଓଡିଶା)ସାରା ଭାରତରେ ଆଜି ପାଳନ ହେଉଛି ୭୮ତମ ସ୍ୱାଧୀନତା ଦିବସ!ଏହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବହୁତ ଧୁମଧାମରେ ପାଳନ ହୋଇଛି ସ୍ୱାଧୀନତା ଦିବସ!ଆଜିର ଏହି ଉପଖଣ୍ଡ ସ୍ତରୀୟ

ଓଡ଼ିଶାର ବିକାଶ ନେଇ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହମତି

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଆଇନ, ପୂର୍ତ୍ତ, ଅବକାରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ