Category: Top News

୬୦ନଂ ଜାତୀୟ ରାଜପଥରେ ସିମେଣ୍ଟ ବୋଝେଇ ଟ୍ରକ୍କୁ ପିଟିଲା ପେଟ୍ରୋଲିୟମ ଟ୍ୟାଙ୍କର : ୧ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଜମାଳପୁର ବାଇପାସ୍ଠାରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଅନ୍ୟଏକ ପେଟ୍ରୋଲିୟମ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭର

ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀ ଚୟନ

ଜଳେଶ୍ୱରରେ ବିଜେଡିର ଜନସଂପର୍କ ପଦଯାତ୍ରାର ପ୍ରସ୍ତୁତି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଜୁ ଜନତାଦଳର ଜନସଂପର୍କ ପଦଯାତ୍ରା ଲାଗି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପରିଚାଳନରେ ଭଂଜ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ଅନୁଷ୍ଠିତ

ଜଳେଶ୍ୱରରେ ଡେଙ୍ଗୁରୋଗୀ ମହାମାରୀ, ୨୪ଜଣଙ୍କ ରକ୍ତରେ ଡେଙ୍ଗୁ: ଗ୍ରାମରେ କୋକୁଆଭୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଗତ ୧୬ତାରିଖରୁ ଅଦ୍ୟାବଧି ୨୪ଜଣ ଡେଙ୍ଗୁରୋଗୀ କଟକ ଓ ବାଲେଶ୍ୱରରେ ଚିକିତ୍ସିତ

ସମାଜସେବୀ ତଥା ପୂର୍ବତନ ନଗରପାଳଙ୍କ ବିୟୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ମହାବିଦ୍ୟାଳର ପୂର୍ବତନ ପ୍ରତିଷ୍ଠାତା ସଂପାଦକ ତଥା ଜଳେଶ୍ୱର ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଚନ୍ଦଙ୍କର ଆଜି ବାଙ୍ଗାଲୋରଠାରେ ୪.୪୭ ମି. ସମୟରେ ଦେହାନ୍ତ

ଜଳେଶ୍ୱରରେ ବ୍ରାଉନ୍ ସୁଗରର ରାକେଟର ୪ଟି ଘର ଉପରେ ଚଢାଉ, ଧଳା ଜହର ସହ ୪ଲକ୍ଷ ଟଙ୍କା ଜବତ୍ ଜବତ୍କଲା ଏସ୍ଟିଏଫ ଟିମ୍ : ୧ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚିରାଚରିତ ପ୍ରଥାରେ ଜଳେଶ୍ୱରରୁ ବିଭିନ୍ନ ସ୍ଥାନକୁ ବ୍ରାଉନ୍ ସୁଗର ଚାଲାଣ ବେଳେ ଆଜି ପୂର୍ବାହ୍ନରେ ଏସ୍ଟିଏଫର ଏକ ଟିମ୍ ଡିଏସ୍ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ

ବ୍ରାଉନ୍ ସୁଗରର ମୁଖ୍ୟ ଚେର ଲମ୍ବିଛି ଖଡଗପୁରରୁ ଜଳେଶ୍ୱର,ପ୍ରତିଦିନ ଧଳା ଜହର ପଶୁଛି ଜଳେଶ୍ୱର : ଖଡଗପୁରରେ ଜଳେଶ୍ୱରର ଯୁବକ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତରାଜ୍ୟ ଚୋରା ବ୍ରାଉନ୍ ସୁଗରର କାରବାରରେ ଜଡିତ ହୋଇଛି ଜଳେଶ୍ୱର । ବଂଲାଦେଶ, ନେପାଳ ଓ କୋଲକତାର ବିଭିନ୍ନ ସ୍ଥାନରୁ ବ୍ରାଉନ୍ ସୁଗରର ଅଣାଯାଇ ଜଳେଶ୍ୱର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ସହଧର୍ମିଣୀଙ୍କୁ ସ୍ୱାଗତ ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ରାଜ୍ୟପାଳ ଗଣେଶୀ ଲାଲ,

୧୫୦ତମ ଗାନ୍ଧି ଜୟନ୍ତୀ ପାଳନ ଲାଗି କଂଗ୍ରେସର ପ୍ରସ୍ତୁତି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତିର ପତା ଗାନ୍ଧିଜୀଙ୍କର ବିଚାର ଓ ଦର୍ଶନ ସମଗ୍ର ବିଶ୍ୱରେ ଅତୁଳନୀୟ । ଗାନ୍ଧି କେବଳ ଜାତିର ପିତା ନୁହନ୍ତି ତାହା ଏକ ବିଚାର ।

ସାମ୍ବାଦିକ ଅଶ୍ୱିନୀ ଦାସ ବାଲେଶ୍ୱର ଜିଲାରୁ ବିଜୁ ପଟ୍ଟନାୟକ ଆୱାଡ ପାଇବାକୁ ଯୋଗ୍ୟ ବିବେଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ରାଜ୍ୟସରକାରଙ୍କ ବନବିଭାଗର ୱାଇଲ୍ଡଲାଇଫ କାର୍ଯ୍ୟାଳୟରୁ ବିଜୁପଟ୍ଟନାୟକ ଆୱାର୍ଡ ପାଇବାକୁଥିବା ବ୍ୟକ୍ତିବିଶେଷଙ୍କ ନାମ ପ୍ରକାଶ ପାଇଛି । ଏଥିରେ ବାରିପଦା ଫରେଷ୍ଟ ସର୍କଲରୁ ବାଲେଶ୍ୱର ୱାଇଲ୍ଡଲାଇଫ

ଜଳେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ଛୁଇଁଲା୨୧କୁ, ମହମ୍ମଦନଗରପାଟଣାରେ ପରିସ୍ଥିତି ଉଦବେଗଜନକ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିଚାଲିଥିବାରୁ ଏଥିନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ୧୬ତାରିଖରୁ ଅଦ୍ୟାବଧି ୨୧ଜଣ ଡେଙ୍ଗୁରୋଗୀ କଟକ ଓ

ଦୀର୍ଘ ୨ବର୍ଷ ପରେ ଜଳେଶ୍ୱରରେ ନୂତନ ସିଡିପିଓଙ୍କ ଯୋଗଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨ବର୍ଷ ଧରି ଜଳେଶ୍ୱର ବ୍ଲକର ଆସିଡିଏସ୍ ବିଭାଗର ସିଡିପିଓ ପଦବି ଖାଲି ପହିଥିବା ବେଳେ ଆଜି ଅପରାହ୍ନରେ କରଞ୍ଜିଆରୁ ଆସି ଦିପ୍ତିମୟୀ ପୋଥାଳ କାର୍ଯ୍ୟରେ

ଜଳେଶ୍ୱର ମ୍ୟୁନିସିପାଲଟି ଅଧିକାରୀଙ୍କ ବିରୋଧରେ ବହୁ ଅଭିଯୋଗ : ବଦଳି କଲେ ଜିଲାପାଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟିର କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ହୃଷିକେଶ ପାଣି ଯୋଗ ଦେବାପରଠାରୁ ପ୍ରଶାସନିକ ନିଷ୍କ୍ରିୟତା ପରିଲକ୍ଷିତ ହୋଇ ଆସୁଥିଲା । ଏଥିରେ ବହୁ ଆପତ୍ତି ଅଭିଯୋଗ ଉଚ୍ଚ

ଲୋକଙ୍କସହ ସୁସମ୍ପର୍କ ରଖିବାକୁ ପୋଲିସର ପ୍ରୟାସ : ଅଭିଯୋଗକାରୀଙ୍କ ଫିଡ୍‌ବ୍ୟାକ୍‌ ନେଲେ ଡିଜିପି…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ମୁଖ୍ୟମନ୍ତ୍ରୀଙ୍କ 5T ଲାଗୁହେବା ପରେ ଏବେ ଲୋକଙ୍କସହ ସୁସମ୍ପର୍କ ରଖିବାକୁ ପୋଲିସର ପ୍ରୟାସ ଆରମ୍ଭ ହୋଇଛି । ସେଥିପାଇଁ ରାଜ୍ୟ ପୋଲିସ ମୁଖିଆ ତଥା ମହାନିର୍ଦେଶକ ବିଜୟ କୁମାର

କୋର୍ଟ ସ୍ଥାନାନ୍ତର ନେଇ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ୱର ବନ୍ଦ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରେଳବାଇ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣରେ ଜଳେଶ୍ୱର କୋର୍ଟର କିଛି ଅଂଶ ଭଂଗା ଯାଉଥିବାରୁ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ରୋଡ୍କୁ ସମସ୍ତ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ

ଜଳେଶ୍ୱରର ମୁଗ-ବିରି ବିହନ ଉତ୍ପାଦନକାରୀ ଚାଷୀ ଭେଟିଲେ ପ୍ରମୁଖ ସଚିବଙ୍କୁ, କୃଷି ନିର୍ଦ୍ଦେଶକ ଗଢିଲେ କମିଟି : ରାତିପାହିଲେ ବାଲେଶ୍ୱରରେ ହେବ ତଦନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଚାଷୀମାନେ ନୀତି ନିୟମ ଓ ସଠିକ୍ ପଦ୍ଧତିରେ ଚାଷ ବାଦ କରୁଥିବାରୁ ବିହନ ନିଗମ ଫାଉଣ୍ଡେସନ ବିହନ ଯୋଗାଇ ଚାଷୀଙ୍କ ଠାରୁ ସାଟିଫାଏଡ୍

ସିବିଆଇ ଦ୍ୱାରା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ ହେବା ପରେ ମେଡିକାଲକୁ ସ୍ଥାନାନ୍ତର…..

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ ହେବାପରେ ତାଙ୍କ ଦେହ ଅସୁସ୍ଥତା କାରଣରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍

ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଳନ ଲାଗି ପ୍ରଶାସନର ଶାନ୍ତି ବୈଠକ : ଏଥର ୩୫ ପୂଜା ମଣ୍ଡପ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷକୁ ଥରେ ଆସେ ପାର୍ବଣ ଋତୁ । ପଲ୍ଲିରୁ ଦିଲ୍ଲୀଯାଏ ଭାରତୀୟ ସଂସ୍କୃତି ଅନୁଯାୟୀ ମା ଦୁର୍ଗାଙ୍କ ସାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠନ୍ତି

ସମ୍ବାଦ ଭିତ୍ତିକ ମାସିକ ପତ୍ରିକା “ସମୟର ଚକ୍ର”ର ଲୋକାର୍ପଣ ଉତ୍ସବ…

ବାଲେଶ୍ୱର (ସମୃଦ୍ଧ ଓଡିଶା) ସମ୍ବାଦ ଭିତ୍ତିକ ମାସିକ ପତ୍ରିକା “ସମୟର ଚକ୍ର”ର ଲୋକାର୍ପଣ ଉତ୍ସବ ଏବଂ କବିତା ପାଠ ଉତ୍ସବ ଆଲୋଚନା ଚକ୍ର ଦିବସ ବ୍ୟାପି ଡଗରା ବେଳାଭୂମି ପର୍ଯ୍ୟଟନ

ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ରତି ଉଦାସୀନତା ପ୍ରତିବାଦରେ ଓଡିଶା କର୍ମଚାରୀ ମହାମଞ୍ଚର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବହୁ ଆବେଦନ ନିବେଦନ ସତ୍ତ୍ୱେ ସରକାରଙ୍କ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ଉଦାସୀନତା ପ୍ରତିବାଦରେ ଗତକାଲି ଓଡିଶା କର୍ମଚାରୀ ମହାମଞ୍ଚ ଭବନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଜନୀତି କରିବାକୁ ପ୍ରବଳ ଇଚ୍ଛା ହେଲାଣି ଦ୍ୟୁତିଚାନ୍ଦଙ୍କର…ଦେଖନ୍ତୁ କାହିଁକି ?..

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ରାଜନୀତିରେ ଯୋଗ ଦେବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଛନ୍ତି ଆଥ୍‌ଲେଟ ଦୂତୀ ଚାନ୍ଦ୍ । ଦୂତୀ ଆଜି କରିଥିବା ଏକ ଟ୍ୱିଟ୍‌ ପରେ ଏହି ଚର୍ଚ୍ଚା ଜୋର୍

କ୍ରିୟାନୁଷ୍ଠାନ କମିଟିର ଜଳେଶ୍ୱର ବନ୍ଦକୁ ସଫଳ ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରୁ ୬୦ନଂ ଜାତୀୟ ରାଜପଥକୁ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଜଳେଶ୍ୱରସ୍ଥିତ କ୍ରିୟାନୁଷ୍ଠାନ କମିଟି ଆସନ୍ତା ୨୪ ତାରିଖରେ ବନ୍ଦ ଡାକରା ଦେଇଥିବାରୁ ସ୍ୱାଭିମାନୀ ଜଳେଶ୍ୱର

୨୪ ଜଳେଶ୍ୱର ବନ୍ଦରେ ସାମିଲ ହେବନି ବାର୍ ଏସୋସିଏସନ : ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରୁ ୬୦ନଂ ଜାତୀୟ ରାଜପଥର ଉପାନ୍ତ ଲକ୍ଷ୍ମଣନାଥ ରୋଡ ସ୍ଥିତ ବାଣିଜ୍ୟକର ତନଖିକର ଫାଟକ ନିକଟକୁ ଜଳେଶ୍ୱରର ସମସ୍ତ କୋର୍ଟ ସ୍ଥାନାନ୍ତର ହେବାର ମାନ୍ୟବର

୩ ରାଜ୍ୟ ଉପାନ୍ତରେ କାର୍ଯ୍ୟରତ ଡିଜିଟାଲ କେବୁଲ ଅପରେଟର ସଂଘର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୩ ରାଜ୍ୟକୁ ନେଇ ଗଠିତ ଡିଜିଟାଲ କେବୁଲ ଏଡିପିଏଲର କେବୁଲ ଅପରେଟର ସଂଘର ବାର୍ଷିକ ଉତ୍ସବ ଆଜି ଉପାନ୍ତ ଲକ୍ଷ୍ମଣନାଥ ଠାରେ ଅନୁଷ୍ଠିତ ହୋଇଛି ।

ସହରର ଜଳନିଷ୍କାସନ ଲାଗି ବିଧାୟକଙ୍କ ସହ ଜନସାଧାରଣଙ୍କ ଆଲୋଚନା,ଜବର ଦଖଲ ଉଚ୍ଛେଦ ଓ ଯୋଜନାଭୁକ୍ତ ନିର୍ମାଣ କାର୍ଯ୍ୟ ଲାଗି ଗୁରୁତ୍ୱ : ପ୍ରଶାସନଙ୍କ ସହ ହେବ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆକବରଙ୍କ ସମୟରେ ଜଳେଶ୍ୱରରେ ଏକ ସରକାର ଥିବା ବେଳେ ୧୯୬୪ ମସିହାରୁ ଏନ୍ଏସି ଓ ୨୦୧୪ ମସିହାରେ ମ୍ୟୁନିସିପାଲ୍ଟିର ମାନ୍ୟତା ପାଇଛି । ଯୋଜନାଭୁକ୍ତ ଭାବରେ

ଶ୍ରୀଜଗନ୍ନାଥ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଇନ୍ ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀଙ୍କ

ମହିଳାଙ୍କୁ ନ୍ୟାୟ ପାଇଁ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍ପିଙ୍କ ଜଳେଶ୍ୱର ଥାନାରେ ତଦନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ରାଜ୍ୟର ପୋଲିସ୍ ବିଭାଗ ଏବେ ସକ୍ରିୟ ହୋଇ ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ ଜାରି ରଖିଛି । ସେହି

ଅଖଣ୍ଡ ଓ ବିକଶିତ ଜଳେଶ୍ୱରର ସ୍ୱପ୍ନ ପୂରଣ ପାଇଁ ଲକ୍ଷ୍ମଣନାଥ ପୁରୁଣା ତନଖିଫାଟକ ନିକଟକୁ ଜଳେଶ୍ୱରର କୋର୍ଟ ସ୍ଥାନାନ୍ତର ନେଇ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖଣ୍ଡ ଓ ବିକଶିତ ଜଳେଶ୍ୱର ଲାଗି ଜଳେଶ୍ୱରବାସୀ ପ୍ରଚେଷ୍ଟା ଓ ସଯତ୍ନ ହେବା ଆବଶ୍ୟକ । ଆଞ୍ଚଳିକବାଦକୁ ପ୍ରତ୍ସାହନ ନ କରି ତଥା ଜଳେଶ୍ୱର ସହରରେ

ନାହିଁ ନାହିଁରେ ଚାଲିଛି ସୁବର୍ଣ୍ଣରେଖାର ଫେରିଘାଟ – ବେଆଇନ୍ ଓ ଅସୁରକ୍ଷିତ ନୌକାଚାଳନା : ବ୍ୟାପକ ଅର୍ଥ ଆଦାୟ କାହା ସ୍ୱାର୍ଥରେ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ଥିବା ଫେରିଘାଟ ଗୁଡିକ ମଧ୍ୟରୁ କାଁ ଭାଁ ଛାଡିଦେଲେ ଏବେ ଚାଲିଥିବା ନୌକାଘାଟର କୌଣସି କାଗଜପତ୍ର, ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ନୌକାଘାଟରେ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଳେଶ୍ୱର ଷ୍ଟେସନରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ:ଗାନ୍ଧିଜୀଙ୍କ ଦର୍ଶନକୁ ସାକାର ଓ ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ଲାଗି ଅଙ୍ଗୀକାରବଦ୍ଧ ହେବା ଉଚିତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବିଜେପି ପକ୍ଷରୁ ଜଳେଶ୍ୱର ଷ୍ଟେସନ ପକ୍ଷରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବେ ସମଗ୍ର ବିଶ୍ୱରେ ଜଣେ ପ୍ରଭାବଶାଳୀ