Category: Top News

୧୭ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ବଦଳୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ଥିବା ୩୫ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୭ଟି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କର ଜଳେଶ୍ୱର ବ୍ଲକରୁ ଶିମୁଳିଆ ବ୍ଲକକୁ

ସୁବର୍ଣ୍ଣରେଖାରୁ ପବିତ୍ର ପାଣିନେଇ ହଜାର ହଜାର କାଉଡିଆଙ୍କ ଚନ୍ଦନେଶ୍ୱର ଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାତି ପାହିଲେ ଶ୍ରାବଣ ମାସର ରାକ୍ଷୀ ପୂର୍ଣ୍ଣିମା । ପ୍ରତ୍ୟେକ ଗାଁରେ ଥିବା ଶିବ ମନ୍ଦିରରେ ପବିତ୍ର ପାଣି ଢାଳିବା ଲାଗି କାଉଡିଆଙ୍କ ଭିଡ ଲାଗିଥିବା

ବିଶ୍ୱନାଥ ଏକାଡେମୀରେ ରାୟବାହାଦୁର ବିଶ୍ୱନାଥ ପରିଡାଙ୍କ ୭୩ତମ ଶ୍ରାଦ୍ଧବାର୍ଷିକୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ଜୀବନଯାତ୍ରାରୁ ଲୁଣ ବ୍ୟବସାୟ, ଲୁଗା ବ୍ୟବସାୟ ଇତ୍ୟାଦି କରି ତାଙ୍କର ଦୃଢ ସାଧନା, କର୍ତ୍ତବ୍ୟ ପରାୟଣତା ଓ ଜନସେବା ଯୋଗୁଁ ଇଂରେଜ ଅମଳରେ ଜମାଳପୁର

ବେଆଇନ୍ ବାଲିଚାଲାଣ ଅଭିଯୋଗରେ ୩ ଦିନରେ ୧୩ଡମ୍ପର,୨ଟ୍ରାକ୍ଟର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ୩ ଦିନ ଭିତରେ ୧୩ ଡମ୍ପର ଓ ୨ଟି ଟ୍ରାକ୍ଟର ବେଆଇଭାବେ, ପଥର ମୋରମ୍ ପରିବହନ କରୁଥିବା ବେଳେ

୬୦ନଂ ଜାତୀୟ ରାଜପଥରୁ ନାବାଳିକା ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ୬୦ନଂ ଜାତୀୟ ରାଜପଥର ନନ୍ଦିକା ବାଇପାସ୍ ନିକଟରେ ଏକ ୧୩ ବର୍ଷର ନାବାଳିକା ସଂଧ୍ୟାପରେ ଛିଡା ହୋଇ ଅସ୍ତବ୍ୟସ୍ତ ହେଉଥିବାର ଦେଖିବାକୁ ମିଳିଥିଲା ।

ବିଶାଖାପାଟଣା ହାରବୋରରେ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୨୯ବିପନ୍ନ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ହାରବୋର ଉପକୂଳରେ ଥିବା ଏକ ଜାହାଜରେ ଅଚାନକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯିବାରୁ ସମୁଦ୍ରକୂଳରେ ଥିବା ଦର୍ଶକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା ।

୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ଦୋଷାରୋପ ପଛର ସାଙ୍ଘାତିକ ଷଢ଼ଯନ୍ତ୍ର ?…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ତୀବ୍ର

ମରଣଯନ୍ତ୍ରା ପାଲଟିଛି କମାରଶାଳିଆ- ବାଉଁଶବଣୀ ରାସ୍ତା : ଦମକଳ ଓ ଆମ୍ବୁଲାନ୍ସ ଚଳାଚଳରେ ବ୍ୟାଘାତ ଯୋଗୁଁ ମରାମତି ପାଇଁ ସରପଞ୍ଚ ଅଣ୍ଟା ଭିଡ଼ିଲେ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବଂଗ ସୀମାରେ ଥିବା ନେତୁଆ ପଂଚାୟତର କମାରଶାଳିଆ-ବାଉଁଶବଣୀ ରାସ୍ତା ମରଣଯନ୍ତ୍ରାରେ ପରିଣତ ହୋଇଛି । ଏହି ରାସ୍ତାରେ ନେତୁଆ ପଂଚାୟତର ବାଉଁଶବଣୀ,

ଜଳେଶ୍ୱରରେ ଇଦୁଲଜୁହା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଉଦ୍-ଉଲ-ଆଦ୍ହା ପର୍ବ ପରିପେକ୍ଷୀରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଜଳେଶ୍ୱର ଅଂଚଳରେ ବିପୁଳ ଉଲ୍ଲା ଓ ଉର୍ଦ୍ଦିପନାରେ ଶେଷ ହୋଇଛି । ଭୋର ୪ଟାରୁ

ରାଇବଣିଆରେ ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶୁଷ୍କ : ବର୍ଷା ଅଭାବରୁ ମରୁଡି ପରିସ୍ଥିତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ଖରିଫ ଋତୁରେ ଜଳେଶ୍ୱର ବ୍ଲକ ଅଂଚଳରେ ଆବଶ୍ୟକ ବର୍ଷାର ଏକଚତୁର୍ଥାଂଶ ହୋଇଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ପଥୁରିଆ ଅଂଚଳ ରାଇବଣିଆର

ମାଛଚୋରୀରେ ପୂର୍ବତନ ବିଧାୟକ ପୁତ୍ରଙ୍କ ସଂପୃକ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥରେ ଜିଟି ରେଷ୍ଟରେଣ୍ଟ ସନ୍ନିକଟସ୍ଥ ମାଛଗାଡିରୁ ମାଛଚୋରୀ ହୋଇଥିବା ଘଟଣାରେ ଜଳେଶ୍ୱର ପୂର୍ବତନ ବିଧାୟକ ପୁତ୍ରଙ୍କ ସଂପୃକ୍ତି ନାହିଁବୋଲି ଆଜି ସଂନ୍ଧ୍ୟାରେ ଏକ

ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆର ପ୍ରଥମ ଅଧିଷ୍ଠାନ ଦିବସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱରେ ଏକ ଅଗ୍ରଣୀ ସେବା ଅନୁଷ୍ଠାନ ରୂପେ ପରିଗଣିତ ରୋଟାରୀ କ୍ଲବର ପ୍ରତ୍ୟେକ ସଭ୍ୟ ନିଜ ନିଜ ଅଂଚଳରେ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ

୬୦ନଂ ଜାତୀୟ ରାଜପଥରେ ବ୍ୟାପକ ଚାନ୍ଦା ଆଦାୟ:ପୋଲିସର ନିସ୍କ୍ରିୟତାକୁ ଦାୟୀ କଲା ସଚେତନ ନାଗରିକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଷ୍ମଣନାଥ ରୋଡ ସ୍ଥିତ ୟୁନିଫାଏଡ ତନଖି ଫାଟକ ଉଚ୍ଛେଦ ହେବା ପରେ ଏବେ କେତେକ ଅସାମାଜିକ ଯୁବକ ୬୦ନଂ ଜାତୀୟ ରାଜପଥର କେତେକ ସ୍ଥାନରେ ଗୋଷ୍ଠୀଗତ

ଦୀନକୃଷ୍ଣ କଲେଜ ପରିଚାଳନା କମିଟି ବୈଠକ ପୂର୍ବରୁ ଏବିଭିପି ଛାତ୍ରଙ୍କ ଗେଟରେ ତାଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟରେ ପରିଚାଳନା କମିଟୀର ବୈଠକ ଆରମ୍ଭ ହେବା ପୂର୍ବରୁ କେତେକ ଏବିଭିପି ଛାତ୍ରମାନେ ମହାବିଦ୍ୟାଳୟ କେତେକ ସମସ୍ୟା ନେଇ ଫାଟକରେ

କୋଲକତାର ସୁନାଗାଛିର ମଜା ଏବେ ଜଳେଶ୍ୱରରେ:ବନ୍ଦ କୋଠରୀରୁ ଯୁବକ ଯୁବତୀଙ୍କୁ ଧରି ଥାନାରେ ଦେଲେ ଗାଁ ଲୋକେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଥିଲା କଲକତାର ସୁନାଗାଛି କହିଲେ ଦେହଜିବୀଙ୍କ ଚରାଭୂଇଁ ବୁଝାଉଥିଲା । ସେ ଅଂଚଳକୁ ରେଡ ଲାଇଟ୍ ଅଂଚଳ ନାମରେ ନାମିତ କରାଯାଇଥିଲା । ଦେହଜିବୀ

ଓଡିଶାରୁ ପଶ୍ଚିମବଙ୍ଗକୁ ଲଗାତର ବେଆଇନ୍ ଗୋଚାଲାଣ,ଆନିମଲ କୃଏଲିଟି ଏକ୍ଟର ବହୁଳ ଉଲଙ୍ଘନ : ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଂଚଳରୁ ସପ୍ତହର କେତେକ ନିର୍ଦ୍ଦିଷ୍ଟ ଦିନରେ ବଡବଡ କଣ୍ଟେନରରେ ବହୁ ଗୋରୁ ଗାଈଙ୍କୁ ନେଇ କୋଲକତା ଓ ବାଂଲାଦେଶ ଚାଲାଣ ହୋଇ ଆସୁଛି

ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଧାରରେ ବିଧାୟିକା, ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ବାଗ୍ମୀ ତଥା ଦେଶପ୍ରେମୀ ମହିଳା ସୁଷମା ସ୍ୱରାଜଙ୍କୁ ସମ୍ମାନ ଜଣାଇ ଦୀନକୃଷ୍ଣ କଲେଜର ଅଖିଳ ଭାରତ

୧୪ ଏସ୍ଏଚଜି ଗ୍ରୁପ୍ ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦେଲେ ସୁଗୋର ଆଦର୍ଶ ସମନ୍ନିତ କୃଷି ପ୍ରଣାଳିର ମୁଖ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ଗାଁର ସଂଜୟ କୁମାର ପ୍ରଧାନ ସମନ୍ନତି କୃଷି ପ୍ରଣାଳିରେ ଚାଷ କରି ଏକ ଉଦାହରଣ ସାଜିଛନ୍ତି । ୨ଏକର ୫୦ଡିସିମିଲ

ଜାମ୍ମୁକାଶ୍ମୀରବାସୀଙ୍କୁ ତାଙ୍କର ସ୍ୱାଧୀନତା ଫେରାଇ ଦିଆଯାଉ : ସିପିଏମ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମର ସଜ୍ଜା କରି କୌଣସି ଦେଶରେ ଆତଙ୍କବାଦକୁ ଖତମ କରାଯାଇପାରିନାହିଁ । ଏହା ହୋଇଥିଲେ ବ୍ରିଟିଶ ତାର ମିଲାଟାରି ଶାସନଦ୍ୱାରା ଭାରତକୁ ଆଜି ପର୍ଯ୍ୟନ୍ତ କବଳିତ

୧୦୮ ଆମ୍ବୁଲାନ୍ସର ତ୍ରୁଟିପୂର୍ଣ୍ଣ ନୀତି : ସାଧାରଣ ଜନତା ସେବାରୁ ବଞ୍ଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆବଶ୍ୟକତା ବେଳେ ଏବଂ ସାଧାରଣ ଜନତାଙ୍କୁ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସର ପ୍ରଚଳନ ହୋଇଥିବା ବେଳେ କେତେକ

ତାଲୁକ ସେବା କମିଟୀ ପକ୍ଷରୁ ଆଇନ୍ ସଚେନତା ଓ ମାତୃସ୍ତନପାନ ସପ୍ତାହ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତାଲୁ ଆଇନ୍ ସେବା ପକ୍ଷରୁ ଆଇନ୍ ସଚେତନତା ତଥା ବିଶ୍ୱ ସ୍ତନପାନ ସପ୍ତାହ ପାଳିତ ହୋଇ ଯାଇଛି । ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଡାକ୍ତରଖାନା ପରିସରରେ

ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନେତା ଆଦିତ୍ୟ ନାରାୟଣ ପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।

ନୂଆବଜାର ରେଳ ଓଭରବ୍ରିଜ୍ ନିର୍ମାଣରେ ବ୍ୟାପକ ଦୁର୍ନିତୀ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରକୁ ପଶ୍ଚିମବଙ୍ଗ ଓ ଭୋଗରାଇ ପଟୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ନୂଆବଜାର ଠାରେ ପ୍ରାୟ ୩୬ କୋଟି ଟଙ୍କା ବିନିମୟରେ ଏକ ରେଳ

ଉପାନ୍ତ ଚୁଡାମଣିପୁର ହୋମିଓପ୍ୟାଥି ଡାକ୍ତରଖାନାରେ ନାହାନ୍ତି ଡାକ୍ତର : ସ୍ୱାସ୍ଥ୍ୟସେବା ଠପ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ସର୍ଦ୍ଦାରବନ୍ଧ, ଶ୍ୟାମନଗର ପ୍ରଭୃତି ଆଦିବାସୀ ଅଧ୍ୟୁସୀତ ଗ୍ରାମପଞ୍ଚାୟତର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଚୁଡାମଣିପୁର

ସାମ୍ବାଦିକ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟବୀମା କାର୍ଯ୍ୟକାରୀ ଦାବିରେ ଦେଶବ୍ୟାପୀ ସାମ୍ବାଦିକମାନଙ୍କୁ ସଂଗଠିତ କରାଯିବ:ଏନୟୁଜେଆଇର ରାଷ୍ଟ୍ରୀୟ ପରିଷଦ ବୈଠକରେ ନିଷ୍ପତ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜାତୀୟ ସାମ୍ବାଦିକ ୟୁନିୟନ (ଏନୟୁଜେଆଇ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ସ୍ଥିତ ଅମରାବତୀ ଠାରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।

ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର : ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହେବ ଜନ ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଜଣେ ହେଲେ ଡାକ୍ତର କାର୍ଯ୍ୟ କରୁନଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେଣୁ ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର

ରାଇବଣିଆରେ ବିଦ୍ୟୁତ ପାୱାର ଟ୍ରାନ୍ସଫରମର ପୋଡି : ଜେଇଙ୍କ ମେରୀ ରାୟ ନେଇ କର୍ତ୍ତୃପକ୍ଷଙ୍କ ଠାରେ ନାଲିସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଅଂଚଳରେ ଥିବା ପାୱାର ଟ୍ରାନ୍ସଫରମର ପୋଡି ଯାଇଥିବା ଏବଂ ନେସ୍କୋ ଜେଇଙ୍କର ମନେମୁଖୀ କାର୍ଯ୍ୟ ଓ ବିଦ୍ୟୁତ କାଟ ଚଳାଇଥିବା ପ୍ରତିବାଦରେ ବହୁ ଉପଭୋକ୍ତା

ଗ୍ରାମବାସୀଙ୍କୁ ପୁଅ ଟାଣିଥିଲା ଥାନାକୁ,ପ୍ରତିଶୋଧ ପରାୟଣ ଗ୍ରାମବାସୀ ଭୁଲିଲେ ସାମାଜିକ ଦାୟିତ୍ୱବୋଧତା : ପିତାଙ୍କ ଶବଦାହକୁ ବାସନ୍ଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତି ସମ୍ପନ୍ନ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗାଁରେ ବସବାସ କରୁଥିବା ପ୍ରତ୍ୟେକେ ଭାଇ ସଦୃଶ । ସାମାଜିକ ପ୍ରତିବଦ୍ଧତା ଯୋଗୁଁ ପ୍ରତ୍ୟେକେ ପ୍ରତ୍ୟେକଙ୍କ ସାମାଜିକ

ରାଜଧାନୀରେ ବାରମ୍ୱାର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ପୋଲିସ ନୟାନ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜଧାନୀରେ ପୋଲିସର ବାରମ୍ୱାର ଏନ୍‌କାଉଣ୍ଟର ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାକୁ ପୋଲିସକୁ ନୟାନ୍ତ ହେବାକୁ ପଡୁଛି ।

ଅଗ୍ରୱାଲା ବିଦ୍ୟାପୀଠ ପୋଖରୀ ତୁଠରେ ନାହିଁ ଚେଜିଂ ରୁମ୍ : ୨ଲକ୍ଷ ଟଙ୍କା ବିଲ ପୈଠ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରବ୍ଲକର ବିଭିନ୍ନ ପଂଚାୟତର କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନିତୀ ସଂପର୍କରେ ଅଭିଯୋଗ ହୋଇ ଆସୁଛି । ନୂତନକରି ସୃଷ୍ଟି ହୋଇଥିବା ଗୋବରଘଟା ପଂଚାୟତର ଅଗ୍ରୱାଲା