Category: Top News

ଦେଢବର୍ଷଧରି ଜଳେଶ୍ୱରରେ ନାହାନ୍ତି ସିଡିପିଓ- ୩୮୦ ଅଙ୍ଗନୱାଡି କେନ୍ଦ୍ରରୁ ୧୯୪ରେ ନାହିଁ ସ୍ଥାୟୀ ଗୃହ : ବିଦ୍ୟୁତ୍ ସଂଯୋଗ ଓ ଶୌଚାଳୟ ଶୂନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ୩୫ଟି ପଂଚାୟତରେ ଓ ମ୍ୟୁନିସିପାଲଟିରେ ୩୮୦ଟି ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିବା ବେଳେ ୧୯୪ଟି କେନ୍ଦ୍ରରେ ନିଜସ୍ୱସ୍ଥାୟୀ ଗୃହ ନାହିଁ । ଦୀର୍ଘ ଦେଡବର୍ଷଧରି ସିଡିପିଓ

ଅପହୃତ ନାବାଳିକା ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକିଛିଦିନ ତଳେ ଜଳେଶ୍ୱର ଥାନା ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତର ଶୋଳଷଣ୍ଢା ଗ୍ରାମର ମଧୁସୂଦନ ଜେନାଙ୍କ ପୁଅ ମାନସ ଜେନା ପଶ୍ଚିମବାର୍ଡ ଗାଁର ଜନୈକା ୧୬ବର୍ଷ ବୟସର

ଜଳେଶ୍ୱରରେ ମରୁଡି ପରିସ୍ଥିତି : ଜରୁରୀ ପରିସ୍ଥିତିରେ ଚାଷୀଙ୍କୁ ପାଣି ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ଆଷାଡ ଯାଇ ଶ୍ରାବଣ ଆସିଲାଣି ମାତ୍ର ବର୍ଷାର ଦେଖା ଦର୍ଶନ ନାହିଁ । ଶ୍ରାବଣର ବାରିଧାରରେ ଜମିରେ ପାଣି ଭର୍ତ୍ତିୀ ରହିବାକୁଥିବା ବେଳେ ଜଳେଶ୍ୱର

ନଦୀକୂଳ ସ୍ଥିତିବାନ ଜାଗାରୁ ବାଲି ମାଫିଆଙ୍କ ଜବରଦସ୍ତ ବାଲି ଉତ୍ତୋଳନ : ଥାନାରେ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସୈରାତ, ରିଭରବ୍ଲକ ଅଂଚଳରୁ ଗତକିଛିବର୍ଷ ଧରି ବ୍ୟାପକ ବେଆଇନ୍ ବେଧଡକ ବାଲି ଉତ୍ତୋଳନ ହେଉଥିବା ବେଳେ ଏବେ କେତେକ ବାଲିମାଫିଆଙ୍କ ସ୍ଥିତିବାନ

ଛାତ୍ରଫେରାର ଘଟଣାରେ ଅଭିଭାବକ ପକ୍ଷରୁ ବିକ୍ଷୋଭ : ଅନୁସନ୍ଧାନ ଲାଗି ୨ଟିମ୍ ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜନୈକ ଛାତ୍ର ଫେରାର ଘଟଣାରେ ଆଜି ସଂପୃକ୍ତ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ ଏକ

ଓଡିଶାରେ ଜଂଗଲ ଜମି ଅଧିକାର ଲାଗି ଓଡିଶା କୃଷକ ସଭାର ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଏକ ଆଦିବାସୀ ବହୁଳ, ଗରିବ ଓ ଦେଅବିଦୁର୍ବିପାକ ରାଜ୍ୟଭାବେ ପରିଚିତ । ଏହି ରାଜ୍ୟରେ ବହୁ ଗରିବ ବ୍ୟକ୍ତିଙ୍କର ଡିହବାଡି ନ ଥିବାରୁ ଏବଂ

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆଜି କଟକ ସ୍ଥିତ ଯୋବ୍ରାଠାରେ ମହାନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି । ମହାନଦୀର ସୁରକ୍ଷା ପାଇଁ ସମାଜର

ବନମାଳୀ ଜେନାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିିକୀ ସ୍ମୃତି ସମାରୋହରେ ବିଧାୟକ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଐତିହାସିକ ପଟିଆ ବନ୍ଧ ଆନ୍ଦୋଳନ କମିଟିର ସମ୍ପାଦକ କମ୍ରେଡ୍ ବନମାଳୀ ଜେନାଙ୍କର ତୃତୀୟ ଶ୍ରାଦ୍ଧ ବାର୍ଷିିକୀ ସ୍ମୃତି ସମାରୋହ କାନନ ବିହାର ଲେନ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।

‘ସୁରକ୍ଷା’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚନ୍ଦ୍ରଶେଖରପୁର ‘ସୁରକ୍ଷା’ ଅନୁଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ନିଳାଦ୍ରି ବିହାରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସୁରକ୍ଷା’ର ସମ୍ପାଦକ କେଶବ ରଣାଙ୍କ ଆବାହକତ୍ୱରେ

ଚନ୍ଦ୍ରଶେଖରପୁର ଆବାସିକ କଲ୍ୟାଣ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚନ୍ଦ୍ରଶେଖରପୁର ଆବାସିକ କଲ୍ୟାଣ ସଂଘ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ହାଉସିଂବୋର୍ଡ କଲୋନୀ ସ୍ଥିତ ଦୁର୍ଗାପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି

ନବ ନିଯୁକ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବୁଧବାର ଦିନ ଶପଥ ନେବେ….

ବିଜୟୱାଡା(ସମୃଦ୍ଧ ଓଡିଶା)ଆସନ୍ତା ବୁଧବାର ୨୪ ତାରିଖ ଦିନ ୧୧.୩୦ ସମୟରେ ଆନ୍ଧ୍ରର ନୁଆଁ ରାଜଧାନୀ ଅମରାବତୀଠାରେ ନବ ନିଯୁକ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶପଥ ନେବେ ବୋଲି

ବେଆଇନ୍ ବାଲି ମାଫିଆଙ୍କ ଉପରେ ଚଢାଉ : ୨ ଟ୍ରାକ୍ଟର ଓ ଜେସିବି ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଶିକ୍ଷରପୁର, ଭାନୁପୁର ଓ ବିଳାସପୁର ଓ ରାଜନଗରରୁ ଟ୍ରାକ୍ଟରଯୋଗେ ବ୍ୟାପକ ବେଆଇନ୍ ବାଲି ପରିବହନ ହୋଇ ଆସୁଥିବା ବେଳେ ଆଜି ଜଳେଶ୍ୱର

ଅନ୍ଧବିଶ୍ୱାସର କରୁଣ ପରିଣତି : ସର୍ପାଘାତରେ ଛାତ୍ରୀର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗାଁର ବୁଧିଆ ସିଂର ୧୭ବର୍ଷିଆ ଝିଅ ପୂଜା ଓ ମିଥୁନ ସିଂଙ୍କ ୭ବର୍ଷର ଝିଅ ପାୟଲ ଶନିବାର ସଂଧ୍ୟାରେ ଶାଳିକୋଠା

ଚୋରା ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଷରେ ଆସି ବାପ ପୁଅ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୫ନଂ ୱାର୍ଡ ପଥରପୁରାର ରାଜେନ୍ଦ୍ର ଭୂୟାଁ (୫୩) ଓ ତାଙ୍କ ପୁଅ ରଂଜନ ଭୂୟାଁ (୨୫) ବିଲକୁ ଟ୍ରାକ୍ଟରେ ହଳ କରିବାକୁ ଯାଇଥିଲେ

ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରୁ ଛାତ୍ର ଫେରାରକୁ ନେଇ ସହରରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାରଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ହଷ୍ଟେଲରୁ ଜଣେ ଛାତ୍ର ଫେରାର ହେବା ଘଟଣାକୁ ନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି ।

ଜଳେଶ୍ୱର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସଚେତନତା କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ କାହାରି ପ୍ରରୋଚନାରେ ପଡି କୌଣସି ଅପରାଧ ପ୍ରବଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିପାରିଲେ ବାଳ ଅପରାଧି ଆଇନ୍ ୨୦୧୫ର ସଠିକ୍

ଉତ୍କଳ ସମ୍ମିଳନୀର ପଶ୍ଚିମବଂଗ ଚାଟଶାଳୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଛିନ୍ନାଞ୍ଚଳରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଲାଗି ଉତ୍କଳ ସମ୍ମିଳନୀ ପ୍ରଚେଷ୍ଟା ଜାରି ରଖିଛି । ପଡୋଶୀ ରାଜ୍ୟରେ ଓଡିଆ ଶିକ୍ଷା

ଆନ୍ଧ୍ର ପ୍ରଦେଶ ପାଇଁ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଛତ୍ରପୁର ବିଜେପି କର୍ମୀଙ୍କ ସମ୍ବର୍ଦ୍ଧନା….

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରା ଯାଇଥିବାରୁ ଆଜି ଛତ୍ରପୁର ବିଜେପି କର୍ମୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱଭୂଷଣଙ୍କ ବାସଭବନରେ ସାକ୍ଷାତ କରି

ନାବାର୍ଡ ସହାୟତାରେ ରାୟାଁରାମଚନ୍ଦ୍ରପୁର ସେବା ସମବାୟ ସମିତିର ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଂଚାୟତର ଏକତାଳି ଗାଁରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କ ଜଳେଶ୍ୱର ଶାଖା ଓ ରାୟାଁରାମଚନ୍ଦ୍ରପୁର ସେବା ସମବାୟ ସମିତି ଆନକୂଲ୍ୟରେ ତଥା

୧୦ ଲକ୍ଷ ଓଡ଼ିଆ ଯୁବକଯୁବତୀଙ୍କୁ ସଦସ୍ୟ କରିବାକୁ ବିଜେପି ଯୁବମୋର୍ଚ୍ଚାର ଲକ୍ଷ……

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜୁ ଜନତା ଦଳ ତଥା ବିଜେଡି ସୁପ୍ରିମୋ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ ୧୯ବର୍ଷ ଧରି ଚାଲିଥିବା ଓଡିଶା ରାଜ୍ୟରେ ବିଜେପି ଏବେ ୧୦ ଲକ୍ଷ

ନୂତନ ଜିଲାପାଳଙ୍କ ସୁବର୍ଣ୍ଣରେଖା ବାଲି ସୈରାତ ଓ ସୀମା ବିବାଦ ଅଂଚଳ ପରିଦର୍ଶନ ଜିଲାପାଳଙ୍କୁ ଖୋଲାଖୋଲି ବାଲି ମାଫିଆଙ୍କ ଚ୍ୟାଲେଞ୍ଜ : ପୂର୍ବବତ୍ ବେଆଇନ୍ ବାଲି ଚାଲାଣ ଜାରି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖାର ବେଆଇନ୍ ଓ ବେଧଡକ ବାଲି ଉତ୍ତୋଳନକୁ ଏନ୍ଜିଟିର ରୋକ ସତ୍ୱେ ବ୍ୟାପକ ବାଲି ଉତ୍ତୋଳନ ଓ ଚାଲାଣ ହୋଇ ଆସୁଥିବା ବେଳେ ଆଜି ହଠାତ୍

ପାଟକୁରା ଜମାଦାର ଲଢ଼େଇର ଅନ୍ତ : ବିଜୟ ଉପରେ ସମସ୍ତଙ୍କ ନଜର …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏହି ଆସନକୁ ହାତେଇବା ପାଇଁ ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା

ବାଲେଶ୍ୱର ଏସ୍ପିଓଙ୍କ ବିରୋଧରେ ରାଜ୍ୟ ବିହନ ଉତ୍ପାଦନକାରୀ କୃଷକ ସଂଘର ବିଷୋଦଗାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ରାୟାଁରାମଚନ୍ଦ୍ରପୁର ପଂଚାୟତ ଏକ ବିହନ ଉତ୍ପାଦନ କାରୀ ଅଂଚଳ ଭାବେ ପରିଚିତ ଥିବା ବେଳେ ବାଲେଶ୍ୱର ଏସ୍ପିଓ (ବିହନ ନିଗମ ପରିଚାଳକ)ଙ୍କ ମନମୂଖୀ

ରେଳ ବିଭାଗ ପକ୍ଷରୁ ଜଳେଶ୍ୱର ଷ୍ଟେସନରେ ଟିକଟ ଯାଞ୍ଚ : ୧୩୫୦୦ ଜୋରିମାନା ଆଦାୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ୍ରେ ଆଜି ଅଚାନକ୍ ୧୦ଜଣିଆ ଟିକଟ ଯାଞ୍ଚ ଦଳ ଖଡଗପୁର ଓ ବାଲେଶ୍ୱରରୁ ପହଞ୍ଚି ବିଭିନ୍ନ ଯାତ୍ରୀମାନଙ୍କର ଟିକଟ ଯାଞ୍ଚ କରିଥିଲେ । ଏହି

ନେସ୍କୋର ଦାୟିତ୍ୱହିନତା ଯୋଗୁଁ ଖାଉଟି ହନ୍ତସନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତ୍ତନ ପଂଚାୟତର ଆକବରପୁର ଗ୍ରାମରେ ଦେବେନ୍ଦ୍ରନାଥ ଦାସ (୬୫)ଙ୍କର ୫ ଡିସିମିଲ ଜାଗାରେ ଏକ ସ୍ଥାୟୀ ପକ୍କାଘର ରହିଛି । ସେହି

ପାଣିରେ ବୁଡି ବୃଦ୍ଧର ଶୋଚନୀୟ ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡା ପଂଚାୟତର ବଡନଗର ଗ୍ରାମର ଶ୍ରୀକାନ୍ତ ବେହେରା (୭୦) ଆଜି ପାଣିରେ ବୁଡିୀ ମୃତ୍ୟୁ ବରଣ କରିଛନ୍ତି । ଘଟଣାରୁ ପ୍ରକାଶ

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଯୁକ୍ତ:ଆନନ୍ଦ ଉଲ୍ଲାସରେ ଆନ୍ଧ୍ର….

ଭୁବନେଶ୍ୱର/ବିଜୟୱାଡା(ସମୃଦ୍ଧ ଓଡ଼ିଶା)ଓଡିଶା ରାଜ୍ୟର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରେ ହରିଚନ୍ଦନଙ୍କ ସହିତ

ଠିକା କର୍ମଚାରୀ ଅସନ୍ତୋଷ:ଦିନ ମଜୁରୀଠୁ କମ୍ ଦରମା ସେମାନଙ୍କ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ଓଡ଼ିଶା କର୍ମଚାରୀ ମହାମଞ୍ଚ ସଭାଗୃହରେ ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କ ଏକ ପ୍ରତିବାଦ ସଭା ମହାମଞ୍ଚର ସଭାପତି ବିଜୟ ମଲ୍ଲଙ୍କ ସଭାପତିତ୍ୱରେ

ଗୀତି କବିତା ଜୀବନସାଥି ପୁସ୍ତକ ଉନ୍ମୋଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଦିଗମ୍ବରୀ ପରିବାର ପକ୍ଷରୁ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୀବନସାଥି ଗୀତି କବିତା ଉନ୍ମୋଚିତ ହୋଇଯାଇଛି । ଏଥିରେ କବି ଶ୍ରୀକୁମାରଙ୍କ

ବାଲିଖାଦାନକୁ କେନ୍ଦ୍ର କରି ଶିଖରପୁରରେ ଗୋଷ୍ଠି ସଂଘର୍ସ : ୮ ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର ରିଭରବ୍ଲକ ବାଲିଖାଦାନରୁ ବାଲି ଉତ୍ତୋନକୁ ନେଇ ଆଜି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ସ ଘଟି ପରିସ୍ଥିତି ଚରମସୀମାରେ ପହଞ୍ଚିଛି ।