Category: Top News

ପ୍ରବଳ ବର୍ଷାରେ ଭୁଷୁଡିଲା ବାସଗୃହ : ସହାୟତା ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଗାଣ ବର୍ଷା ଲାଗି ରହିିଥିବାରୁ କେତେକ ସ୍ଥାନରେ ଅଘଟଣା ଘଟିଥିବା ଖବର ମିଳିଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚମାରଗାଁ ପଂଚାୟତର ଚାଫଲା ଗାଁର କମଳେନ୍ଦୁ

ଜଳେଶ୍ୱର ଲାୟନ୍ସ କ୍ଲବର ୨୦ତମ ଅଧିଷ୍ଠାନ ଉତ୍ସବ:ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଲାୟନ୍ସ ଇଣ୍ଟରନେସନାଲର ମୂଳମନ୍ତ୍ର-ଗଭର୍ଣ୍ଣର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସାଧାରଣଙ୍କୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଉତ୍ତମ ସେବା ଯୋଗାଇଦେବା ଲାୟନ୍ସ ଇଣ୍ଟରନେସନାଲର ମୁଳମନ୍ତ୍ର ବୋଲି ଲାୟନ୍ସ ଜିଲା ୩୨୨ସି୫ର ଗଭର୍ଣ୍ଣର (୨୦୧୮-୧୯) ଚନ୍ଦ୍ର ଶୋଖର ପଟ୍ଟନାୟକ

ଦୃଷ୍ଟିହନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି କମ୍ପୁଟର ସେଷ୍ଟର ଉଦଘାଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଯୁକ୍ତି ବିଦ୍ୟାର ସୋପାନ ଉଚ୍ଚସ୍ତରକୁ ଯାଇପାରୁଥିବା ବେଳେ ଏବେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା କରି ନିଜର ଆର୍ଥୀକ ସ୍ଥିତି ବଢାଇବା ସହିତ ସମାଜରେ ତାଳ

ସର୍ପ ଦଶଂସନରେ ମହିଳା ଚାଷୀଙ୍କ ମୃତ୍ୟୁ : କୃଷକଙ୍କ ମହଲରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ସର୍ପଦର୍ଶନ ବହୁଳ ପରିମାଣରେ ଦେଖା ଦେଉଥିଲା ବେଳେ ଗତ ଶନିବାର ରାତ୍ରି ୨ଟା୩୦ ମିନିଟ୍ ସମୟରେ ଘରେ ଶୋଇଥିବା ଜଣେ ବିଶିଷ୍ଟ ମହିଳାଚାଷୀ ତନୁଶ୍ରୀ

ସୁବର୍ଣ୍ଣରେଖା ନଦୀରୁ ବେପାରୁଆ ବାଲି ଉଠାଣ କରି ବାଲି ମାଫିଆ ମାଲେବାଲ : ସରକାରଙ୍କ ବିପୁଳ ରାଜସ୍ୱହାନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ତହସିଲ ଅଧିନ କାଦରାୟାଁ ଓ ଜଳେଶ୍ୱର ତହସିଲ ଅଧିନ କୋଟସାହି ପଂଚାୟତର ସାନରାଉତପଡା ମୌଜାରୁ ପ୍ରତ୍ୟେକଦିନ ବାଲି ମାଫିଆମାନେ

ସିରିଜ୍ ଦୁର୍ଘଟଣାରେ ପିକ୍ଅପ୍ ଭେନରୁ ଗୋମାଂସ ଜବତ୍ : ସ୍ଥାନୀୟ ଅଂଚଳରେ ଉତ୍ତେଜନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ବାଲେଶ୍ୱର-ଖଡଗପୁର ୬୦ ନଂ ଜାତୀୟ ରାଜପଥର ଚାଲନ୍ତିଠାରେ ଏକ ସିରିଜ୍ ସଡକ ଦୁର୍ଘଟଣା ଘଟିଯାଇଛି । କଟକରୁ

ବାଇକ୍ ଦୁର୍ଘଟଣାରେ ୩ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ତମ ରାଜ୍ୟ ରାଜପଥର ସୁଧାଂସୁରୋଡ ନିକଟରେ ଘଟିଯାଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକର ଗୋପିମୋନପୁର

ନୂତନ ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରେମଚନ୍ଦ୍ର ଚୌଧୁରୀ ନୂତନ ବିଏମସି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଏମସିର ସମସ୍ତ କର୍ମଚାରୀମାନେ

ଜଳେଶ୍ୱରରେ ବ୍ଲକ ସ୍ତରୀୟ ଆତ୍ମ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜିଲା ପ୍ରଶାସନ ଓ ପଂଚାୟତ ରାଜ ବିଭାଗ ଆନୁକୂଲ୍ୟରେ ଓଡିଶା ଜିବୀକା ମିଶନ, ଜଳେଶ୍ୱର ଶାଖା ଦ୍ୱାରା ପରିଚାଳିତ ଏକ ଦିବସବ୍ୟାପି ବ୍ଲକ ସ୍ତରୀୟ ଆତ୍ମନିଯୁକ୍ତ

ଗୁଆଗଡିଆ ମଙ୍ଗଳା ମନ୍ଦିର ଚୁଡାକରଣ ଉତ୍ସବରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଯୋଗଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ପଂଚାୟତର ଗୁଆଗଡିଆ ଗ୍ରାମରେ ୩୦୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମଙ୍ଗଳା ମନ୍ଦିର ନିମନ୍ତେ ୨୦୧୪ ମସିହାରୁ ଆରମ୍ଭ କରାଯାଇଥିବା

ଜଳେଶ୍ୱର କୋର୍ଟରେ ୨ ମହିଳା ବିଚାରପତିଙ୍କ ଯୋଗଦାନ : ବାର୍ ଏସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର କୋର୍ଟରେ ଗତକାଲି ଦୁଇ ନୂତନ ମହିଳା ବିଚାରପତି ନିଜ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି । ଏହି ଅବସରରେ ଜଳେଶ୍ୱର ବାର୍ ଏସୋସିଏସନ୍ ପକ୍ଷରୁ

ଜଳେଶ୍ୱରରେ ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟର ବିରୋଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମିଳିତ ନିଶା ନିବାରଣ ମଂଚ (ମୋନା) ଜଳେଶ୍ୱର ଶାଖା ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଦିଗମ୍ବରୀ ଦେବୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟରେ ଆର୍ନ୍ତଜାତୀୟ ମାଦକ

ବିଦ୍ୟାଳୟରେ ଜଳିଲା ଗ୍ୟାସ୍ ଟାଙ୍କି : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପ୍ରାଥମିକ ବିଦ୍ୟାଳୟରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ ଅଭାବନୀୟ ଘଟଣା ସୃଷ୍ଟି ହେବା ଫଳରେ ସମଗ୍ର ଅଂଚଳରେ

ଦ୍ୱିତୀୟ ପର୍ଯ୍ୟାୟ ବର୍ଜ୍ୟବସ୍ତ ପରିଚାଳନା ପ୍ରଶିକ୍ଷଣ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଜଳେଶ୍ୱର ନୂଆବଜାର ଭଂଜ ମଣ୍ଡପଠାରେ ପୌରପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବର୍ଯ୍ୟବସ୍ତୁ ଗୁଡିକୁ ସଫେଇ କର୍ମଚାରୀମାନେ

୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପାନୀୟଜଳ ପ୍ରକଳ୍ପ ଦୋକାନୀଙ୍କ କବଜାରେ! :ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲପାଳଙ୍କୁ ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ପରିସରରେ କିଛିବର୍ଷ ତଳେ ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦୋକାନଘର ସାଂଗକୁ ଗୋଟିଏ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ୩ଲକ୍ଷ ଟଙ୍କା ବ୍ୟୟରେ

ସାପୋରଜି ପାଲୋଞ୍ଜି ଗ୍ରୁପ୍ ପକ୍ଷରୁ ଫନିରେ ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାପୋରଜି ପାଲୋଞ୍ଜି ଗ୍ରୁପ ପକ୍ଷରୁ ଫନି ପ୍ରଭାବିତ ଅଞ୍ଚଳ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି

ବିଶିଷ୍ଟ ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ପାଇକସିଦା ଗ୍ରାମର ବିଶିଷ୍ଟ ଧର୍ମପରାୟଣ ଓ ସମାଜସେବୀ ଝାଡେଶ୍ୱର ସାହୁଙ୍କ (୭୨) ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲରେ ପରଲୋକ ହୋଇ ଯାଇଛି

ଅସାବଧାନତା ଯୋଗୁଁ ବିଦ୍ୟୁତ୍ ଆଘାତରେ ଚାଷୀ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ଗ୍ରାମପଂଚାୟତ ଅଧିନରେ ଥିବା କପାସୁଦା ଗ୍ରାମର ହିମାଂଶୁ ସେଖର ଭୁୟାଁ (୫୫) ଆଜି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି

ଜଳେଶ୍ୱର ପୌରପରିଷଦରେ ବିଧାୟକଙ୍କ ଦ୍ୱାରା ୭୨ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୧୭ଟି ୱାର୍ଡ ଅନ୍ତର୍ଗତ ୭୨ ଜଣ ହିତାଧିକାରୀଙ୍କୁ ଆଜି ଅପରାହ୍ନରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମଧୁବାବୁ ପେନସନ ଯୋଜନା

ନାରୀ ସୁରକ୍ଷା ପାଇଁ ଲଢେଇକୁ ଆଗେଇ ନିଅ : ନବମ ଗଣତାନ୍ତ୍ରିକ ମହିଳା ସମିତି ସମ୍ମିଳନୀର ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂପ୍ରତି ମହିଳାମାନଙ୍କ ଉପରେ ହେଉଥିବା ଆକ୍ରମଣ କନ୍ୟାଭୃଣ ହତ୍ୟା, ସମାନ କାମକୁ ସମାନ ମଜୁରୀ, ସମସ୍ତଙ୍କୁ ନିଯୁକ୍ତି, ମଦ ପ୍ରସାର ଓ ବିକ୍ରୀ ବନ୍ଦ କରିବା

ନେସ୍କୋ ଲାଇନମ୍ୟାନକୁ ମାଡ : ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନେସ୍କୋ ଅଧିନରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ମାନ୍ନାଙ୍କୁ ପଥରପୁରାର କେତେକ ବ୍ୟକ୍ତି ମାଡଗୋଳ କରିଥିବାର ଅଭିଯୋଗ କ୍ରମେ ଜଳେଶ୍ୱର ଥାନାରେ ଏକ

ରାଇବଣିଆ-ଲୁହାପଡା ରାସ୍ତା ଅବର୍ଣ୍ଣନୀୟ : ଅସନ୍ତୋଷ ଦାନା ବାନ୍ଧୁଛି, ତୁରନ୍ତ ମରାମତି ନ ହେଲେ ଆନ୍ଦୋଳନର ଚେତାବନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସୀତ ରାଇବଣିଆର ଲାଇଫ ଲାଇନ୍ କୁହାଯାଉଥିବା ରାଇବଣିଆ-ଲୁହାପଡା ପୁର୍ତ୍ତବିଭାଗ ରାସ୍ତାର ଦୂରବସ୍ଥା ଅବର୍ଣ୍ଣନୀୟ । ଫଳରେ ଜନ ଅସନ୍ତୋଷ ଦେଖା ଦେଉଛି । ବିଭିନ୍ନ

ଜଗନ୍ନାଥ ସୂତା ଭଣ୍ଡାର ଉପରେ ଜିଏସଟି ଅଧିକାରୀଙ୍କ ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉପାନ୍ତ ଜଳେଶ୍ୱର ସହର ପଶ୍ଚିମବଂଗକୁ ଲାଗି ରହିଥିବାରୁ ଏଠାରେ କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ଟ୍ୟାକ୍ସ ଫାଙ୍କି ବ୍ୟବୟାୟ ଚଳାଇ ମାଲେମାଲ ହେଉଛନ୍ତି ।

ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏନସିସିର ଅନ୍ତଃଜାତୀୟ ଯୋଗ ଶିବିର ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମଣିଷ ଜୀବନକୁ ସୁସ୍ଥ ଓ ନିରାମୟ ରଖିବା ପାଇଁ ଯୋଗ ଏକାନ୍ତ ଅପରିହାର୍ଯ୍ୟ । ବୈଦିକ ଯୋଗରୁ ଭାରତରେ ଯୋଗ ଦ୍ୱାରା ମୁନି, ଋଷି ମାନେ

ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅଜିତ୍ ମହାନ୍ତିଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ଜଳେଶ୍ୱର ବ୍ଲକର ଦୀଗମ୍ବରୀଦେବୀ ଗୃପ୍ ଅଫ ଇନିଷ୍ଟିଚ୍ୟୁସନକୁ ଚଳିତବର୍ଷ ବ୍ଲକସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ବେଳେ ପ୍ରକୃତି ବନ୍ଧୁ ପୁରସ୍କାର ଜଳେଶ୍ୱର ଟାଉନ୍

ମ୍ୟୁନିସିପାଲଟିର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ସମୀକ୍ଷା-ବିଦ୍ୟୁତ୍ ସମସ୍ୟା ନେଇ ହଟ୍ଟଗୋଳ : ସମସ୍ୟା ସମାଧାନ ନେଇ ଏସ୍ଇଙ୍କ ପ୍ରତିଶୃତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ନିର୍ବାଚିତ ପତିନିଧି ନ ଥିବାରୁ ଅଧ୍ୟକ୍ଷଭାବେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଯାଇଛି । ବିଧାୟକଙ୍କ ଆବାହକତ୍ୱରେ

ଶ୍ୱଶୂର ଘରେ ଜ୍ୱାଇଁଙ୍କର ଅସ୍ୱାଭାବିକ ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫ବର୍ଷ ପୂର୍ବେ ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ଗାଁର ନଗେନ୍ ବିନ୍ଧାଣୀର ପୁଅ ଶିବ ବିନ୍ଧାଣୀ (୩୦) ଖୁଆଡ ଗାଁରୁ ବିବାହ କରିଥିଲେ । ଗତ

ବାସହୀନଙ୍କୁ ଜମିପଟ୍ଟା ଦାବିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଓ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲ୍ଟି ଅଂଚଳରେ ସରକାରୀ ସ୍ଥାନରେ ବସବାସ କରି ଆସୁଥିବା ଲୋକଙ୍କୁ ସେହି ସ୍ଥାନର ପଟ୍ଟା ଦେବାଲାଗି ଗତକାଲି ୯ ନଂ ୱାର୍ଡର କେତେକ ଅଧିବାସୀ

ଘରକୁ ଫେରୁଥିବା ଯୁବକର ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ଗ୍ରା.ପ.ର ରାଇଶୋଳ ଗାଁର ପଂଚୁ ସିଂର ପୁଅ ଜଗନ୍ନାଥ (୨୨) ଅପରାହ୍ନରେ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ମ୍ୟୁତୁ ହୋଇଥିବାର