Category: Top News

ଶନିବାର ସୁଦ୍ଧା ଓଡିଶାକୁ ଛୁଇଁବ ମୌସୁମୀ : ପାଣିପାଗ ବିଭାଗ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଶନିବାର ସୁଦ୍ଧା ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୂଚନା ଯେ ସପ୍ତାହେ ପୂର୍ବରୁ ମୌସୁମୀ କେରଳ ଛୁଇଁଥିଲା ତଥାପି

ଦକ୍ଷିଣ ପ୍ରହରାଜପୁର ଗାଁରେ ୪ମାସ ଧରି ୨ ନଳକୂପ ଅଚଳ : ଡହଳ ବିକଳ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ତଥା ରାଇବଣିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଦକ୍ଷିଣପ୍ରହରାଜପୁର ଗାଁରେ ୨ଟି ନଳକୂପ ୪୫ ମାସଧରି ଅଚଳ ହୋଇଥିବା ଏବଂ ଏ

ପର ପାଇଁ ଭାବୁଥିବା ମାତୃହୃଦୟ ସୁବାସିନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ମ୍ୟୁନିସୀପାଲଟିର ୩ନଂ ୱାର୍ଡରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ବିଧବା ସୁବାସିନୀ (ପୁଚି) ସମସ୍ତଙ୍କ ମଂଗଳ ପାଇଁ ସାଜିଛନ୍ତି ମା । ସ୍ଥାନୀୟ ଅଂଚଳବାସୀଙ୍କ

ଡମ୍ପର – ବାଇକ୍ ମୁହାଁମୁହିଁ ଧକ୍କା : ମହିଳା ମୃତ, ସ୍ୱାମୀ ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ ନଂ ରାଜ୍ୟ ରାଜପଥର ବାଗପଂଜି ହାଇସ୍କୁଲ ଠାରେ ଏକ ଡମ୍ପର ସହିତ ଏକ ବାଇକ୍ ଆରୋହୀର ମୁହଁମୁହିଁ ଧକ୍କା ଦେବାରୁ

ଅଂଶୁ ଘାତରେ ଅଜଣା ମହିଳା ଗୁରୁତର : ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ପ୍ଲାଟଫର୍ମରେ ହଠାତ୍ ଜଣେ ଅଜଣା ମହିଳା (୫୦) ସଂଜ୍ଞାହୀନ ହୋଇ ପଡିଯିବାରୁ ତାଙ୍କୁ ତୁରନ୍ତ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ଷ୍ଟେସନ ମ୍ୟାନେଜର

ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ୨୦୧୮-୧୯ ଶିକ୍ଷା ବର୍ଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମ୍ୟାଟ୍ରିକ ପରୀକ୍ଷାରେ ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି

ସରକାରୀ ଜାଗାରୁ ବେଆଇନ୍ ମାଟିଖୋଳି ବିକ୍ରି : ଜେସିବି ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ଗତ କିଛିମାସ ଧରି ଜଳେଶ୍ୱର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରାରେ ମାଟିଖୋଳି ପଶ୍ଚିମବଂଗକୁ କିମ୍ବା କୌଣସି ଇଟାଭାଟିକୁ ବ୍ୟାପକ ଭାବରେ ଚାଲାଣ ହୋଇ

ସ୍ୱର୍ଗତ ବେଣୁଧର ମିଶ୍ରଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜିର ସମାଜରେ ଭଲ ମଣିଷ ଅଭାବ ପରିଲକ୍ଷିତ ହେଉଛି । ନିଜସ୍ୱ ବିଚାରଧାରା ପରିବର୍ତ୍ତନ ହୋଇପାରେ ମାତ୍ର ଅନ୍ୟର ମଙ୍ଗଳ କାମନା କରି ଭାବଭକ୍ତି ପରିବେଶ

ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ଓଡ଼ିଶାକୁ ‘ସ୍ପେଶାଲ କାଟାଗୋରୀ ଷ୍ଟାଟସ୍’ ଓ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍ ’ଦେବାକୁ ଦାବୀ ଦୋହରାଇଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଗେଶ୍ୱରୀ କ୍ଲବ ପକ୍ଷରୁ ରଜ ଓ ଧରିତ୍ରୀ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଏକ ଗ୍ରାମାଞ୍ଚଳ ସଂପତ୍ତିଆ ପଂଚାୟତର ବାଗପୁଞ୍ଜି ଗ୍ରାମରେ ବାଗେଶ୍ୱରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପରି ରଜ ଓ ଧରିତ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି

ରାଜ୍ୟ ସ୍ତରୀୟ ‘ସଜରେ ସଜରେ ରଜ’ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ‘ସଜରେ ସଜରେ ରଜ’ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି

ଖୁବଶୀଘ୍ର ଅଧ୍ୟାପକ ପଦବୀ ପୂରଣ ହେବ: ମନ୍ତ୍ରୀ ଅରୁଣ ସାହୁ…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ନୂତନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କ ଅଧ୍ୟଷତାରେ ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ବିଦ୍ୟାଳୟ କୁଳପତି ସମ୍ମିଳନୀ ।

ବିଶ୍ଵ ରକ୍ତ ଦାତା  ଦିବସ ଉପଲକ୍ଷେ ‘ମନ କିଣି ନେଲା କଳା ଠାକୁର ଗ୍ରୁପ୍’ ଓଡିଶାର  ରକ୍ତ ଦାନ  ଶିବିର : ୪୪ ୟୁନିଟ ରକ୍ତ ସଂଗ୍ରହ … 

ନିଶ୍ଚିତକୋଇଲି(ସମୃଦ୍ଧ ଓଡିଶା) ବିଶ୍ଵ ରକ୍ତ ଦାତା  ଦିବସ ଉପଲକ୍ଷେ  ‘ମନ କିଣି ନେଲା କଳା ଠାକୁର ଗ୍ରୁପ୍’ ଓଡିଶା, ବ୍ଲଡ ଡୋନରସ ଫର ଲାଇଫ ସେଭର୍ସ  ଓ ରେଡ଼ କ୍ରସର

ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍ : ମନ୍ତ୍ରୀ ଅରୁଣ ସାହୁ …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ

ଭାଇବୋହୂକୁ କଟୁରିରେ ଆକ୍ରମଣ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି । ଆହତ

ଜଳେଶ୍ୱର ୭ମ ପଂଚାୟତ ସମିତି ବୈଠକରେ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା, ବର୍ଷାଋତୁ ପୂର୍ବରୁ ବହୁ ସମସ୍ୟାକୁ ନେଇ ଆଲୋଚନା : ବିଦ୍ୟୁତ୍ ଯୋଗାଣକୁ ନେଇ ହଟ୍ଟଗୋଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ପଂଚାୟତ ସମିତିର ସମ୍ମଳିନୀ କକ୍ଷରେ ୭ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷା ସବିତାରାଣୀ ଦଳେଇଙ୍କ ପୌରହିତ୍ୱରେ ଅନୁଷ୍ଠିତ

କେଶପୁରା ହାଟ ମହିଳା ମୃତ୍ୟୁ ଘଟଣାର ମୋଡ ବଦଳିଲା : ଅଭିଯୁକ୍ତ ସ୍ୱାମୀ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଖୁଲୁଡା ପଂଚାୟତର ମେଦିନୀପୁର ଗାଁର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ଉତ୍ପଳା(୨୩)ଙ୍କ ମୃତ ଶରୀର କେଶପୁରା ହାଟ ନିକଟରେ ଥିବା ତାଙ୍କ ସ୍ୱାମୀଙ୍କ

ସହକାରୀ ଉଦ୍ୟାନବିତ୍ କାର୍ଯ୍ୟାଳୟରେ ତାଲା : ସାକ୍ଷାତ ନ ପାଇ ଫେରୁଛନ୍ତି ଶହ ଶହ ଚାଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ସରକାର କୃଷି ଓ ଉଦ୍ୟାନ ବିଭାଗ ଉପରେ ବ୍ୟାପକ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ମଧ୍ୟମରେ ସହୟତା ଓ ପ୍ରଶିକ୍ଷଣ ଦେଇ କୃଷକମାନଙ୍କର ଆର୍ଥୀକ

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଅବସରରେ ସ୍ଥାନୀୟ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ମ୍ୟୁନିସିପାଲ୍ଟିର ସିଦେ୍ଧଶ୍ୱର ହାରଇସ୍କୁଲ ପରିସରରେ ଏକ

ଜିଲାସ୍ତରୀୟ ଆର୍ଥୀକ ଗଣନା ପ୍ରଶିକ୍ଷଣ କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମୁରଲୀ କଲ୍ୟାଣ ମଣ୍ଡପ ପରିସରରେ ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ପରସଂଖ୍ୟନ ଓ ଯୋଜନା ରୂପାୟନ ବିଭାଗ ଦ୍ୱାରା ପରିଚାଳିତ ଜିଲାସ୍ତରୀୟ

ସରକାର ଯାହା ନ ପାରିଲେ ଗାଁ ମହିଳା କରି ଦେଖାଇଲେ:ବିପଥଗାମୀ ସ୍ୱାମୀ ଓ ପୁଅଙ୍କୁ ଶିକ୍ଷା ଦେବାଲାଗି ସାବାଡ କଲେ ଗାଁ ଚୋରା ମଦ ଦୋକାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗୋ ଗାଁର ଏକ ଚୋରା ମଦଦୋକାନରୁ ଗାଁର ଯୁବକ ଓ ବହୁ ବ୍ୟକ୍ତି ମଦ ବ୍ୟବହାର କରି ଘରେ ମହିଳାଙ୍କୁ ଖରାପ

ଏକ ଦିବସୀୟ ପ୍ରଶିକ୍ଷଣ ଜାତୀୟ ସମୀକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତର ୩୪ ଜଣ ଭିଆର୍ପିଙ୍କୁ ନେଇ ସାମାଜିକ ସମୀକ୍ଷା ପ୍ରଶିକ୍ଷଣ ଶିବିର ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି

କେଶପୁରାରେ ମତ୍ସ୍ୟଚାଷୀଙ୍କର ସଚେତନତା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର କେଶପୁରା ଗାଁରେ ବହୁ ମସ୍ୟଜିବୀ ଏବଂ ମତ୍ସ୍ୟଚାଷୀ ବାସ କରିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ସମୁଦ୍ରକୁ ଯାଇ ମାଛମାରିବା ସେମାନଙ୍କ

ଜଳେଶ୍ୱରରେ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ପକ୍ଷରୁ ସ୍ଥାନୀୟ ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ବର୍ଜ୍ୟବସ୍ତୁ ଗୁଡିକୁ କିପରି ସୁ-ପରିଚାଳନା କରାଯିବ ଏବଂ ସେ ଗୁଡିକୁ କେଉଁଠି ଓ କିପରି

ମ୍ୟୁନିସିପାଲ୍ଟିରେ ନାହିଁ ବର୍ଜ୍ୟବସ୍ତୁ ପରିଚାଳନା : ଜାତୀୟ ରାଜପଥ କଡ ପାଲଟିଛି କୁଢ କୁଢ ମଇଳାର ପେଣ୍ଠ ସ୍ଥଳୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୬୪ ମସିହାରେ ଜଳେଶ୍ୱର ବିଜ୍ଞାପିତ ଅଂଚଳ ପରିଷଦ ଗଠନ ହୋଇ ୨୦୧୩ ମସିହାରେ ପୌରପରିଷଦର ମାନ୍ୟତା ପାଇଥିଲା । ଅଦ୍ୟାବଧି ୫୫ ବର୍ଷ ବିତିଯାଇଥିଲେ ସୁଦ୍ଧା

ଜଳେଶ୍ୱର ବିଧାୟକଙ୍କୁ ଆଶାକର୍ମୀଙ୍କ ସମ୍ବର୍ଦ୍ଧନା : ଆନ୍ଧ୍ର ଢାଞ୍ଚାରେ ସୁବିଧା ସୁଯୋଗ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟ ଆଶା କର୍ମୀ ସଂଘ ନିର୍ଦ୍ଦେଶରେ ଏବଂ ବାଲେଶ୍ୱର ଜିଲା କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ କାର୍ଯ୍ୟ କରୁଥିବା ଆଶା କର୍ମୀ

ମହମ୍ମଦନଗରପାଟଣାରେ ନବନିର୍ମିତ ଶନିମନ୍ଦିର ପ୍ରତିଷ୍ଠାଲାଗି କଳସ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣାରେ ଗତକାଲି ଏକ ନବନିର୍ମିତ ଶନିମନ୍ଦିର ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶହ ଶହ

ଭୁବନେଶ୍ୱରରେ ଦିଆଯିବ ପ୍ରଶାସନିକ ସେବା କୋଚିଂ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ । ପ୍ରଶାସନିକ ସେବାରେ

ଜ୍ୟୋତିଷ ୪୨୦:ଜ୍ୟୋତିଷକୁ ଗିରଫ କଲା ଲକ୍ଷ୍ମୀ ସାଗର ଥାନା ପୋଲିସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାଗ୍ୟ ପରିବର୍ତ୍ତନ ଓ ଗ୍ରହଶାନ୍ତିର ପ୍ରଲୋଭନ ଦେଖାଇ ଜ୍ୟୋତିଷ ଜଣେ ବ୍ୟବସାୟୀଙ୍କୁ ଚୁନ ଲଗାଇ ସର୍ବସ୍ୱ ଲୁଟି ନେଇ ବ୍ୟବସାୟୀରୁ ବାବା ବନାଇ ରାସ୍ତାରେ ବୁଲାଇଦେଲା