ଓଡ଼ିଶା ବିଧାନସଭା ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ…
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି
ଭୁବନେଶ୍ଵର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଲଗାତାର ୫ମଥର ପାାଇଁ ସରକାର ଗଠନ କରିସାରିଛି ।
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପୁର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ରାଜ୍ୟ ବିଜେପି କୋର କମିଟି ବୈଠକରେ ଆଲୋଚନା ହୋଇଛି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପରାଜୟର ପୋଷ୍ଟମର୍ଟମ । ରାଜ୍ୟ ବିଜେପିରେ ଏବେ ମାନସମନ୍ଥନର ସମୟ । ଦଳ କୋର୍ କମିଟି ସହ ଜିଲ୍ଲା ସଭାପତିମାନଙ୍କ ବୈଠକ ବସିଛି । ନିର୍ବାଚନୀ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ କଂଗ୍ରେସ ଭବନ ଠାରେ ସେବାଦଳ ରାଜ୍ୟ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସରକାରୀ ବାସଭବନ ଯୋଗାଇବା ଏବେ ପ୍ରଶାସନକଳ ପାଇଁ ଏକ ବଡ ଆହ୍ୱାନ ହୋଇଛି । ବହୁ ପୂର୍ବତନ ମନ୍ତ୍ରୀ ବର୍ଷ
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାୟକଭାବେ ୪ର୍ଥ ଥର ନିର୍ବାଚିତ ହୋଇଥିବା ଅଶ୍ୱିନୀ କୁମାର ପାତ୍ର ଜଳେଶ୍ୱର ତହସିଲ ପରିସରରେ ୨୭ଜଣ ଭୂମୀହିନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ପାଇଲଟଙ୍କୁ ଶିଘ୍ର ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ଆସ୍କା ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ । ସେ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଏମିତିକି ଖୋଦ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ମଧ୍ୟ ଆମେଠିରେ ପରାଜୟର ଦ୍ୱାରସ୍ତ ହେବାକୁ
ପୁରୀ(ସମୃଦ୍ଧ ଓଡିଶା) ଫନି ବାତ୍ୟାର ପାଞ୍ଚ ସପ୍ତାହ ବିତିଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲାର ବାତ୍ୟା ବିପନ୍ନ ଅଞ୍ଚଳରେ ଅଦ୍ୟାବଧି ସୁଧାର ଆସି ନ ଥିବା ଦେଖିବାକୁ ମିଳିଛି । ଅନେକ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଇ ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶରେ ଦେଖିବାକୁ ମିଳିଥିଲା ୯ଟି କଲେଜରେ ଫଳାଫଳ ପୁରା ଶୂନ ରହିଥିଲା । ଯେଉଁ
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଂଚାୟତର ଦେଉଳବାର୍ଡ ଜ୍ୟୋତିଜଂଗମ ସେବାସମବାୟ ସମିତି ପକ୍ଷରୁ ରବିଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବିଶିଷ୍ଟ ନେତୃସ୍ଥାନୀୟ ତଥା ସମବାୟବିତ୍ ସ୍ୱର୍ଗତ ଅନନ୍ତ କୁମାର ଭୂୟାଁଙ୍କ ଏକାଦଶାୟ ସ୍ମୃତି ସଭା ତାଙ୍କ ବାସ ଗୃହ କୃଷ୍ଣନଗର ଠାରେ ଅନୁଷ୍ଠିତ ହୋଇ
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ଶଲ୍ୟ ବିଶାରଦ ତଥା ରୋଟାରିଆନ୍ ସ୍ୱର୍ଗତ ଡଃ ହରିଶ୍ଚନ୍ଦ୍ର ଜେନାଙ୍କ ଦ୍ୱାଦଶ ଶ୍ରଦ୍ଧବାର୍ଷିକୀ ତାଙ୍କ ଜନ୍ମ ମାଟି ତାଙ୍କ ଜନ୍ମମାଟି ଗୋପୀମୋହନପୁର ପଂଚାୟତର କଲ୍ୟାଣପୁର
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ସରସ୍ୱତୀ ଶିଶୁ ମନ୍ଦିର ସମ୍ମୁଖରେ ଏକ ବାଇକ୍ ଓ ଏକ ଟାଟା ମେଜିକ୍ ସହିତ ମୁହାଁମୁହି ଧକ୍କା ହେବା
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନକୁ ଚଳିତବର୍ଷ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।
ଜଳେଶ୍ୱର (ସମୃଦ୍ଧ ଓଡିଶା) ଲୋକ ଜଣେ କିନ୍ତୁ ଏକାଧିକ ଜାତିର ପ୍ରମାଣ ପତ୍ରରେ ସରକାରୀ ଜମିକୁ ହଡପ କରିଥିବାର ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଥାନା ଅନ୍ତର୍ଗତ ଉପାନ୍ତ
ଜଳେଶ୍ୱର (ସମୃଦ୍ଧ ଓଡିଶା): ସଂପର୍କର ସେତୁ ଓ ଭାଇଚାରାର ପ୍ରତୀକ, ମନୋରଞ୍ଜନର ମାଧ୍ୟମ ଓ ଅନ୍ତରାଜ୍ୟ ମଧ୍ୟରେ ବିଦ୍ୱେଷକୁ ପ୍ରତିହତ କରୁଥିବା କ୍ରିକେଟ ଖେଳ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆମ୍ବଳିଅଠା
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖାର ଶିଖରପୁର ଠାରେ ବେଆଇନ୍ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଆଜି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅହରାତ୍ର
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜଳେଶ୍ୱର ହାଇସ୍କୁଲ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ୧ ଟପ୍ପର ମାନଙ୍କୁ
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜ୍ୱାଇଁମାନେ ସାଧାରଣତଃ ଶ୍ୱଶୁରଘରେ ସମସ୍ତ ସମ୍ମାନର ହକଦାର ହୋଇଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ଖାଲିନା ଗାଁରେ ଆଜି ଏହାର ବ୍ୟତିକ୍ରମ ଓ ଅଭାବନୀୟ ଖଟଣା
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାତିରେ ପରିବାରବର୍ଗଙ୍କ ସହିତ ଖାଇପିଇ ଶୋଇଥିବା ଖଳାଗଡିଆ ଗାଁର ରବି ମୁର୍ମୁଙ୍କ ସ୍ତ୍ରୀ ସିତା ମୁର୍ମୁ(୩୨)ଙ୍କ ମୁହଁରେ ଗତ ମଂଗଳବାର ରାତିରେ ଏକ ସର୍ପଦଂଶନ କରିଥିଲା
ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୩୦ ଦିନର ବ୍ରତ ପାଳନ ପରେ ଆଜି ଇଦ୍-ଉଲ୍-ଫିତର ଜଳେଶ୍ୱରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ଜଳେଶ୍ୱରର ରାଜପୁରର ୧ଟି, ଝଡେଶ୍ୱରପୁରର ୨ଟି,
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନଠାରୁ ଅନତିଦୂର ଶାନ୍ତିଆ ଲେବୁଲ କ୍ରସିଂ ନିକଟରେ ଜଣେ ମହିଳା ଟ୍ରେନ୍ରେ କଟି ମୃତ୍ୟୁବରଣ କରିଛନ୍ତି । ଆଜି ଅପରାହ୍ନରେ ମହିଳା ଜଣକ ଡାଉନ୍
ଖୋର୍ଦ୍ଧା (ସମୃଦ୍ଧ ଓଡିଶା) ଫନି ବାତ୍ୟାର ତାଣ୍ଡବ ଲୀଳାରେ ପ୍ରାୟ ପଚିଶ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ନଷ୍ଟ ହୋଇଯାଇଛି । ପରିବେଶ ଏକ ପ୍ରକାର ଅସନ୍ତୁଳିତ ହୋଇଯାଇଛି । ଦିନକୁ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ଦଳର ନେତା ଭାବେ କାର୍ଯ୍ୟ କରିବେ । ସେହିଭଳି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଯୁକ୍ତ ୨ ବିଜ୍ଞାନରେ ଚଳିତ ବର୍ଷ ୭୨.୩୩ ପ୍ରତିଶତ ପିଲା ଉତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଦେଇଥିବା ମୋଟ୍ ୯୭,୭୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୦,୭୦୬
ଭୁବନେଶ୍ବର(ସମୃଦ୍ଧ ଓଡିଶା)ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳାଫଳ ଗତକାଲି ମଧ୍ୟାହ୍ନରେ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା
ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆନ୍ଧ୍ର ପ୍ରଦେଶରେ ନୂଆ କରି ସରକାର ଗଠନ କରିଥିବା ୱାଇଏସ୍ଆର କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବେ ପ୍ରତିକ୍ରିୟାଶୀଳ ହୋଇ ପ୍ରତିଶୋଧ ପରାୟଣ ହେବେ