Category: Top News

ଭୁବନେଶ୍ୱରରେ ସ୍କୁଟିକୁ ପିଟିଲା ଟ୍ରକ୍:ଜଣେ ମୃତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳେ ଏକ ସ୍କୁଟି ଓ ଟ୍ରକ୍ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର

ଓଡ଼ିଶାରେ ଖାଲିପଡ଼ିବ ୪ ରାଜ୍ୟସଭା ଆସନ, ଗୋଟିଏ ଆସନରେ ବାଜି ମାରିବ ବିଜେପି ?…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ରାଜ୍ୟସଭାରେ ଓଡ଼ିଶାର ୪ ଆସନ ଖୁବଶୀଘ୍ର ଖାଲି ପଡ଼ିବାକୁ ଯାଉଛି । କାରଣ ୪ ଜଣ ରାଜ୍ୟସଭା ସାଂସଦ ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇ ଯାଇଛନ୍ତି

ମାମଲା ସମାଧାନ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଗୋପ ଆଇଆଇସି….

ନିମାପଡା(ସମୃଦ୍ଧ ଓଡ଼ିଶା)ମାମଲା ସମାଧାନ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଗୋପ ଆଇଆଇସି । ଭିଜିଲାନ୍ସ ଜାଲରେ ଗୋପ ଥାନାର ଆଇଆଇସି ସୌମ୍ୟଜିତ ମିଶ୍ର ଫସି ଯାଇଛନ୍ତି । ମାମଲା ସମାଧାନ

ଏନଏଚରେ ଲାଗିବ ସ୍ପିଡ୍‌ ବ୍ରେକର : ପୋଲିସ କମିଶନର…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) କଟକ ଭୁବନେଶ୍ୱର ଏନଏଚରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଚାଲିଯାଉଛି । ତେଣୁ ସେହି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍‌ ବ୍ରେକର ଲଗାଇବାକୁ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ପ୍ରଦାନ କଲେ ନିର୍ବାଚିତ ବିଧାୟକ ତାଲିକା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷତ କରିଛନ୍ତି । ୨୦୧୯ ସାଧାରଣ ର୍ନିବାଚନରେ ନବ ର୍ନିବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା

ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସାକ୍ଷତ କରି ସରକାର ଗଠନ କରିବା ଦାବି ଜଣାଇବା ସହ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ସାକ୍ଷତ କରି ପୁଣି ଥରେ ସରକାର ଗଠନ କରିବାକୁ ଦାବି ଜଣାଇବା ସହ ୧୧୨

ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତି ଚାଷୀଙ୍କୁ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

+୨ ବିଜ୍ଞାନ ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶ ପାଇବ:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶ ପାଇବ । ବାଣିଜ୍ୟ, କଳା

ଓଡିଶା ଆସିବ କଳ୍ପନାଙ୍କ ମରଶରୀର, ନେପାଳ ଯିବେ ୩ଜଣିଆ ଟିମ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର ଆଣିବାକୁ ଓଡିଶାରୁ ୩ ଜଣିଆ ଟିମ୍ ନେପାଳ ଯିବେ । ଏହି ତିନି ଜଣିଆ ଟିମରେ କଳ୍ପନାଙ୍କ ଭାଇଙ୍କ

ବିନା ଫାୟାର ସେଫ୍ଟିରେ ଚାଲୁଛି କୋଚିଂ ସେଣ୍ଟର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗୁଜୁରାଟର ସୁରାଟରେ ଥିବା ଏକ କୋଚିଂ ସେଣ୍ଟରରେ ଭୟାନକ ଅଗ୍ନିକାଣ୍ଡ ଘଟି ୨୦ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଗଲା । ଏଥିସହିତ ୧୬ରୁ ଅଧିକ ଲୋକେ ଏକେ

ବାଇକ୍‌ ଉପରେ ଟ୍ରକ ମାଡ଼ିଯିବାରୁ ୨ ଛାତ୍ର ମୃତ, ଜଣେ ଗୁରୁତ୍ଵର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଇକ୍‌ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଆଜି ୨ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲରେ ଭର୍ତ୍ତି

ପ୍ରଦର୍ଶନୀ ପଡିଆରେ ହେବ ଶପଥ ଗ୍ରହଣ ଉତ୍ସବ…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ଲଗାତର ପଞ୍ଚମ ଥର ପାଇଁ ବିଜେଡି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବାବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାମପୁର ଗ୍ରାମରେ ଅବସ୍ଥିତ ବାବା ଖ୍ୟମେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…

ବାଲେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର କ୍ଷିରକୋଣ ଗ୍ରାମପଞ୍ଚାୟତ ସ୍ଥିତ ରାମପୁର ଗ୍ରାମରେ ଅବସ୍ଥିତ ବାବା ଖ୍ୟମେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି । ସେ ୨୩,୮୩୯ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସୋମବାରେ କରିବେ ଶପଥ ଗ୍ରହଣ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଓଡ଼ିଶାରେ ପୁଣି ଥରେ ବିଜେଡି ହାସଲ କରିଛି ସଫଳତା । ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତା

ଜଣାନ୍ତୁ ନିର୍ବାଚନରେ କିଏ କେଉଁଠି ବିଜୟୀ ହୋଇଛନ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡି ଜିତି ଥିବା ବେଳେ ବିଜେପି ୮ଟି ଏବଂ କଂଗ୍ରେସ ଗୋଟିଏ ଆସନ ହାସଲ କରିଛି । ଓଡ଼ିଶା

ବାଲୁକେଶ୍ୱର ମହାଦେବଙ୍କ ନିଆରା ପାଟଯାତ୍ରା ସମ୍ପନ୍ନ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଂଚାୟତସ୍ଥ ସୁବର୍ଣ୍ଣରେଖା ନୂଦୀକୂଳରେ ଅବସ୍ଥିତ ବାଲୁକେଶ୍ୱର ଐତିହାସିକ ମହାଦେବ ମନ୍ଦିରର ପାଟ ଉତ୍ସବ ଗତକାଲି ସମ୍ପନ୍ନ ହୋଇଛି ।

ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ଛାତ୍ରଙ୍କୁ ପଛରେ ପକାଇ ଆଗରେ ଛାତ୍ରୀ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷାଫଳ। ଏଥର ପାସ୍‌ ହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ତେବେ ଗତବର୍ଷ

ଜଳେଶ୍ୱରର ସାମଗ୍ରୀକ ବିକାଶ ଲାଗି ବୁଦ୍ଧିଜିବୀ ମହଲରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ୭୨ବର୍ଷ ପରେ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୦ ବର୍ଷ ପରେ ମଧ୍ୟ ଗେଟ୍ୱେ ଅଫ ଓଡିଶା କୁହାଯାଉଥିବା ଜଳେଶ୍ୱରର ସାମଗ୍ରୀକ ବିକାଶ

ନୂତନ ୧୪ ଡାକ୍ତର ନିଯୁକ୍ତ : ଯୋଗ ଦେଲେନି ୮ ଉଚ୍ଚ ଶିକ୍ଷା ପାଇଁ ଗଲେ ୩…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମଗ୍ର ରାଜ୍ୟରେ ୪୦୦ଡାକ୍ତରଙ୍କୁ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଥିବା ବେଳେ ଜଳେଶ୍ୱରରେ ନିଯୁକ୍ତି ପାଇଥିବା ୧୪ ଡାକ୍ତରଙ୍କ ମଧ୍ୟରୁ ୮ଜଣ ଯୋଗ

ଫନି ପାଇଁ ସ୍ଥାନୀୟ ସିପିଏମ୍ ପକ୍ଷରୁ ରାଜ୍ୟ କମିଟିକୁ ସହାୟତା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନିର ତାଣ୍ଡବରେ ରାଜ୍ୟର ୬ଟି ଜିଲାର ବ୍ୟାପକ କ୍ଷତି ଘଟିଥିବା ବେଳେ ଅଦ୍ୟବଧି ପୁରୀ ଜିଲାର ସମସ୍ତ ଅଂଚଳକୁ ସରକାରୀ ସହାୟତା ମିଳିନଥିବା

କ୍ୱାଟର ଛାତରୁ ଖସିଲା ପଲସ୍ତରା : ହାତୀଗଡ ଏଏନ୍ଏମ୍ ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ତଥା ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାନ କରୁଥିବା ଏଏନ୍ଏମ୍ ଭାରତୀ ଗିରିଙ୍କ କ୍ୱାଟର ଛାତରୁ ବ୍ୟାପକ ପୁଲସ୍ତରା ଖସିବାରୁ ପରିବାରବର୍ଗ ଭୟଭୀତ ହେବା

ଚିନାବାଦାମ ଚାଷର ଅଭାବୀ ବିକ୍ରି : ବିହନ ୬୩ଟଙ୍କାରେ କିଣି ବିକୁଛି ୪୩ଟଙ୍କାରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲାରେ କେବଳ ଧାନ ଅଧିକ ଚାଷ ହୋଇ ଆସୁଛି ତାହା ନୁହେଁ ଜିଲାର ଚିନାବାଦାମ ଚାଷର ଅର୍ଦ୍ଧାଧିକ ଚାଷ ଜଳେଶ୍ୱର

ସାମର୍ଥ ତାଲିମ ନେଉଥିବା ଶିକ୍ଷକ ଗୁରୁତର : ଭୁବନେଶ୍ୱରରେ ସଂଜ୍ଞାହୀନ ଭାବେ ଚିକିତ୍ସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ୪ଟି ବ୍ଲକ ଅନ୍ତର୍ଗତ ୨୧୦ ହାଇସ୍କୁଲର ୪ଟି ବିଷୟର ଶିକ୍ଷକମାନଙ୍କୁ ନେଇ ଜଳେଶ୍ୱର ନୋଡାଲ ହାଇସ୍କୁଲରେ ଆରମ୍ଭ ହୋଇଥିବା ସାମର୍ଥ ଶିବିରର ଜଣେ

ନିର୍ବାଚନ ପୂର୍ବରୁ କାଦରାୟାଁରେ ଛାଇଗଲା ବିଜେଡି ବେନାର୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାତି ପାହିଲେ ଜଳେଶ୍ୱର ନିର୍ବାଚନ ମଣ୍ଡଳିର କାଦରାୟାଁ ପଂଚାୟତର ୨ଟି ବୁଥ୍ରେ ହେବ ସାନି ମତଦାନ । ଗତକାଲି ସଂଧ୍ୟା ୫ଟାରେ ନିର୍ବାଚନ ପ୍ରଚାର କାର୍ଯ୍ୟ

ଶାଳବଣି ଐତିହାସିକ ପାଟ ଉତ୍ସବ ସମ୍ପନ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ପଂଚାୟତ ଅଧିନ ଶାଳବଣୀ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଶମ୍ବୁଶ୍ୱର ମହାଦେବଙ୍କ ଉଡା ଉତ୍ସବ ଅନୁଷ୍ଠିତ ହେବା ସଂଗେ ସଂଗେ ଦୀର୍ଘ

୬୦ନଂ ଜାତୀୟ ରାଜପଥରେ ଚୋରାଚାଲାଣ ବେଳେ ୭୦ଲି ଦେଶୀ ମଦ ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଂଗରୁ ଓଡିଶାକୁ ପ୍ରତିଦିନ ପ୍ରାୟ ୫ହଜାର ଲି.ରୁ ଅଧିକ ଚୋରା ମଦ ପ୍ରବେଶ କରୁଥିବା ବେଳେ ଆସନ୍ତା ୧୯ରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ପଂଚାୟତର

ଅଢେଇବର୍ଷ ଧରି ନାହାନ୍ତି ସିଡିପିଓ:ବହୁ ଅଙ୍ଗନବାଡି କେନ୍ଦ୍ରରେ ଅଚଳାବସ୍ଥା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ମୋଟ ଲୋକ ସଂଖ୍ୟାର ପ୍ରାୟ ୫୦ଭାଗ ଆଦିବାସୀ ଓ ହରିଜନ ଥିବା ବେଳେ ଅଙ୍ଗନୱାଡି ଦ୍ୱାରା ଦୂର ଗାଁ ଅଂଚଳର ମହିଳା ଓ