Category: Top News

ଜଳେଶ୍ୱର ତହସିଲଦାର ବାଲେଶ୍ୱରରେ ଏଆରଓ ଭାବେ ନିଯୁକ୍ତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଆସନ୍ତା ନିର୍ବାଚନରେ ସଦର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଜଳେଶ୍ୱର ଓ ଭୋଗରାଇ ନିର୍ବାଚନ ମଣ୍ଡଳୀ ପାଇଁ ରିଣ୍ଟଣିଂ ରୂପେ ନିଯୁକ୍ତି ପାଇଥିବା ବେଳେ

ଜଳେଶ୍ୱରରେ ବିଜେଡି ପକ୍ଷରୁ ବିଶାଳ କର୍ମୀ ସମାବେଶରେ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସମ୍ବର୍ଦ୍ଧନା…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଦୀର୍ଘ ଦିନର ପ୍ରତୀକ୍ଷା ପରେ ଜଳେଶ୍ୱର ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତାଦଳ ପକ୍ଷରୁ ବିଧାୟକ ଅଶ୍ୱିନୀକୁମାର ପାତ୍ରଙ୍କ ନାମ ଘୋଷଣା ପରେ କର୍ମୀ ମହଲରେ

କଂଗ୍ରେସ କଲା ଘୋଷଣା ୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସ ୧ ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଜଣାନ୍ତୁ କିଏ କେଉଁଠି – ସମ୍ବଲପୁର- ଡାକ୍ତର ଅଶ୍ୱିନୀ

ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ନାମାଙ୍କନ ପତ୍ର ଦାଖଲ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସକାଳ ୧୦ଟାବେଳେ

ଜଳେଶ୍ୱର ବିଜେପି ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ନାମାଙ୍କନ ପତ୍ର ଦାଖଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି ଗତକାଲି ଅପରାହ୍ନରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ

ବିଜେପି ପାର୍ଟି କାର୍ଯ୍ୟାଳୟ ଉଦଘାଟିତ : ଅନ୍ୟଦଳର କର୍ମୀ ବିଜେପିରେ ସାମିଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜନତାପାର୍ଟିର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପାର୍ଟି କାର୍ଯ୍ୟାଳୟ ଆଜି ମଧ୍ୟାହ୍ନରେ ଜଳେଶ୍ୱର ବଡବଜାର ସ୍ଥିତ ପୁର୍ତ୍ତବିଭାଗ ଡାକବଂଗଳା ସମ୍ମୁଖରେ ଉଦଘାଟିତ ହୋଇଯାଇଛି ।

ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶୁଶ୍ରୀ ମାୟାବତୀ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଭୁବନେଶ୍ୱରରେ ଏକ ଜନସଭାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନସଭା କୃଷ୍ଣସାଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ସଭାରେ ବହୁଜନ ସମାଜ ପାର୍ଟିର

ଓଡିଶାର ସ୍ୱାଭିମାନ ରକ୍ଷା ଦିଗରେ ସଂକୀର୍ଣ୍ଣତା ସର୍ବାଗ୍ରେ ପରିତେର୍ଯ୍ୟ ହେଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ଭାଷାଭାଷୀ ଅଂଚଳରେ ଭାଷା-ସୁରକ୍ଷା ସ୍ୱାଭିମାନ ଦିଗରେ ସଂସ୍କୃତି, ଭାଷା-ସାହିତ୍ୟ ଓ ପରମ୍ପରାକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବା ଲାଗି ସଭିଏ ଅଂଗିକାରବଦ୍ଧ ହୋଇ କାର୍ଯ୍ୟ କରିବା

ବିଭିନ୍ନ ସ୍ଥାନରେ ୮୩ତମ ଓଡିଶା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସିପିଆଇ(ଏମ୍)ର ଜଳେଶ୍ୱର ଶାଖା ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ୮୩ତମ ଓଡିଶା ଦିବସ ପାଳିତ ହୋଇଛି । ୧୯୩୬ ମସିହାରେ ଗଠିତ ଭାଷାଭିତ୍ତିକ ଓଡିଶା ରାଜ୍ୟ ଆଜି

ସର୍ବ ଦଂଶନରେ କୃଷକର ମୃତ୍ୟୁ : ଅସହାୟଙ୍କୁ ସରକାରୀ ସାହାର୍ଯ୍ୟ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟାରେ ଜଣେ କୃଷକ ବିଲରୁ କାମସାରି ଗାଁରେ ଚାଲିଥିବା ଦୋଳ ମେଲଣ ଦେଖି ଘରକୁ ଫେରୁଥିବା ବେଳେ ଏକ ସର୍ପ ଦଂଶନରେ ମୃତ୍ୟୁ ଘଟିଥିବା

ବିଜେପିରେ ମିଶିଲେ ଅନ୍ୟଦଳର ବହୁ କର୍ମୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତାରେ ଆକୃଷ୍ଟ ହୋଇ ଆଜି

ଭାଷା-ସାହିତ୍ୟ-ସଂସ୍କୃତି ଓ ସୀମା ସୁରକ୍ଷା ପ୍ରତ୍ୟେକ ଉତ୍କଳୀୟଙ୍କ କର୍ତ୍ତବ୍ୟ ହେଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୩ବର୍ଷ ଓ ଦେଶ ସ୍ୱାଧୀନତାର ୭୨ବର୍ଷ ବିତିଥିଲେ ମଧ୍ୟ ଅଦ୍ୟାବଧି ଓଡିଆ ଭାଷା ସାହିତ୍ୟ-ସଂସ୍କୃତି ଓ ରାଜ୍ୟ ସୀମା ସୁରକ୍ଷା

ବନ୍ଦ ହେଉ ‘ବିଜୁବାବୁ’ ଚଳଚ୍ଚିତ୍ର ପ୍ରଦର୍ଶନ : କଳିଙ୍ଗ ସେନା…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ବିଜୁବାବୁଙ୍କ ନାମରେ ନିର୍ମିତ ଚଳଚ୍ଚିତ୍ର ‘ବିଜୁବାବୁ’ ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ଏବେ ପ୍ରଦର୍ଶିତ ହେଉଛି ।

କେନ୍ଦ୍ରାପଡ଼ାରେ କମାଲ କରିବା ଲକ୍ଷ୍ୟରେ ଜୟ-ବିଜୟ ଯୋଡ଼ି….

କେନ୍ଦ୍ରାପଡ଼ା(ସମୃଦ୍ଧ ଓଡ଼ିଶା)ଓଡ଼ିଶା ରାଜନୀତିର ଟପ୍‌ ଫୋକସରେ ରହିଛି କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ

ଆଜି ଜମିବ ଷ୍ଟାର ପ୍ରଚାରକଙ୍କ ଭିଡ଼: ଆସିବେ ମୋଦି, ଶିବରାଜ, ମାୟାବତୀ ଓ ଆହୁରି ଅନେକ ….

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିଥିଲେ। ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ। ଆସନ୍ତାକାଲି ପୁଣି

ଚନ୍ଦ୍ରାଣୀ ମୁର୍ମୁ ହେବେ କେନ୍ଦୁଝରର ବିଜେଡି ଏମ୍‌ପି ପ୍ରାର୍ଥୀ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ମୁର୍ମୁ। ଆଜି ନବୀନ ନିବାସକୁ ଆସିଥିବା ବେଳେ ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରାଣୀ

୨ଦିନ ବ୍ୟାପି ଶ୍ରୀରାମକୃଷ୍ଣ ଆଶ୍ରମର ବାର୍ଷିକ ଉତ୍ସବ ଓ ଭକ୍ତ ସମ୍ମିଳନୀ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷଭଳି ଚଳିତବର୍ଷ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ସେଖସରାଇଠାରେ ଥିବା ଶ୍ରୀରାମକୃଷ୍ଣ ଆଶ୍ରମର ବାର୍ଷିକ ଉତ୍ସବ ଓ ଭକ୍ତ ସମ୍ମିଳନୀ ଆଜି ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି ।

ବେଲୁରମଠର ସ୍ୱାମୀଜୀ ବକ୍ତୃତା ଦେବା ବେଳେ ଅସୁସ୍ଥ ଓ ଗୁରୁତର…

ଜଳେଶ୍ୱର(ସମୃଦ୍ଧ ଓଡିଶା )ସେକସରାଇସ୍ଥିତ ବିବେକାନନ୍ଦ ନଗରର ଅବସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମରେ ଆଜି ରାମକୃଷ୍ଣ ଓ ବିବେକାନନ୍ଦ ଉଦାରଧର୍ମବୋଧ ସଂପର୍କରେ ମୁଖ୍ୟ ଅତିଥିଭାବେ ହାଓଡା ରାମକୃଷ୍ଣ-ବିବେକାନନ୍ଦ ଭାବପ୍ରଚାର ପରିଷଦ, ବେଲୁରମଠର ସ୍ୱାମୀଜୀ

କରାଟେ ପ୍ରତିଯୋଗୀତା ଅନୁଷ୍ଠିତ:ସାଫଲ୍ୟ ପ୍ରତିଯୋଗୀଙ୍କୁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ବର୍ଦ୍ଧନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ କରାଟେ ଏସୋସିଏସନ ବା (ଓସ୍କା) ଆନୁକୂଲ୍ୟରେ ଭୂବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ୍ ପରିସରରେ ୩୧ ତମ ରାଜ୍ୟ କରାଟେ ଜୁନିୟର ଓ

ବ୍ରାଉନ୍ ସୁଗରର ଚେର ଲମ୍ବିଛି ଖଡଗପୁରରୁ ଖୋର୍ଦ୍ଧା ଯାଏଁ-୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ : ଇଣ୍ଡିଗୋ ସହ ୧୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଓଡିଶାର ଜଳେଶ୍ୱର ସହର ଏବେ ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ । ସୁଦୁର ବଙ୍ଗଳାଦେଶରୁ ବ୍ରାଉନସୁଗାର ଭଳି ବହୁ ମାଦକ ଦ୍ରବ୍ୟ ଖଡଗପୁର-ଜଳେଶ୍ୱର ଦେଇ ଓଡିଶାର

ବିଜେଡି ଘୋଷଣା କଲା ଆଉ୯ଜଣ ପ୍ରାର୍ଥୀଙ୍କ ତାଲିକା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜଣାନ୍ତୁ କିଏ କେଉଁଠି –ଜଗତସିଂହପୁର-ପ୍ରଶାନ୍ତ

ଆଜିଠୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସତର୍କ:ପାଣିପାଗ ବିଭାଗ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ସତର୍କ ସୂଚନା

ଏପ୍ରିଲ୍‌ ୬ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସେହି ଦିନ ସେ ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ଏମ୍.ଆଇ (ମୋବାଇଲ ଇଣ୍ଟରନେଟ୍) କମ୍ପାନୀର ଗ୍ରାହକ ବିକ୍ରୟ କେନ୍ଦ୍ର ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବସ୍ ଷ୍ଟାଣ୍ଡ ଠାରେ ଶୁକ୍ରବାର ମଧ୍ୟାହ୍ନରେ ଏମ୍ଆଇର ଗ୍ରହକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ଓଡିଶାର ଜୋନାଲ ଡିଷ୍ଟ୍ରିବ୍ୟୁଟର ସୁମିତ ଅଗ୍ରୱାଲ

ସିଦ୍ଧେଶ୍ୱରୀ ଶିକ୍ଷା ନିକେତନର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିକ୍ଷକରପୁର ପଂଚାୟତର ଚକହରି ଗ୍ରାମରେ ଥିବା ସିଦ୍ଧେଶ୍ୱରୀ ଶିକ୍ଷା ନିକେତନର ନବମ ବାର୍ଷିକ ଉତ୍ସବ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି

ରାଇବଣିଆ ନାବାଳିକା ଗଣ ଦୁଷ୍କର୍ମ : ପୋଲିସ୍ ଆଖିରେ ଧୂଳି ଦେଇ ବୁଲୁଛି ଅଭିଯୁକ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟସିତ ରାଇବଣିଆରେ ଏକ ଗଣଦୁଷ୍କର୍ମ ଘଟଣାରେ ଚାରିମାସ ପରେ ଘଟଣାଟି ଜଣାଯିବା ପରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ୧୫ଦିନ ଧରି ପୋଲିସ୍ ଆଖିରେ

ଜଳପରିମଳ କର୍ମଚାରୀଙ୍କ ବହିସ୍କାର ପ୍ରତିବାଦରେ ଜଳେଶ୍ୱରରେ ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ଜଳ ପରିମଳ ବିଭାଗରେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ସରକାର ସ୍ଥାୟୀ କରିବା ପରିବର୍ତ୍ତେ ବହିସ୍କାରର ଆଦେଶ ଦେଇଥିବାରୁ ସମଗ୍ର ରାଜ୍ୟରେ

ଦୀନକୃଷ୍ଣ କଲେଜରେ ଇତିହାସ ବିଭାଗର ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ ଡ. ଅକ୍ଷୟ ନାରାୟଣ ଦାସ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲି ଲିଜଠାରୁ ଅଧିକା ବାଲି ଉତ୍ତୋଳନ କରୁଥିବା ଅଭିଯୋଗର ତଦନ୍ତ ପାଇଁ ଯୁଗ୍ମ କମିଟି ଗଠନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ଦକ୍ଷିଣ ପ୍ରହରାଜପୁର, ମକରମପୁର, ପ୍ରହରାଜପୁର, ଗୋବରଘଟ୍ଟା, ପଂଚୁଘଣ୍ଟା, ମହମ୍ମଦନଗରପାଟଣା, ସେଖସରାଇ, ଚାଲନ୍ତି, ବେଣାପେୁରା, କଣ୍ଟାପାଳ ଇତ୍ୟାଦିସ୍ଥାନରେ ଗତ

ନିମପୁର ଗାଁର ଶ୍ମଶାନ, ଖେଳପଡିଆ ଓ ଜଳ ନିଷ୍କାସନ ନାଳରେ ନିର୍ମାଣ ହେଲା ଘର : ଗ୍ରାମବାସୀଙ୍କ ବିରୋଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨ ଦିନ ତଳେ ଜଳେଶ୍ୱର ତହସିଲର ଆରୁହା ପଂଚାୟତ ଅଧିନ ନିମପୁର ଗାଁର ଶ୍ମାସାନ, ଖେଳପଡିଆ, ଜଳ ନିଷ୍କାସନ ତଥା ଗୋଚର ଓ ଅନାବାଦୀ