Category: Top News

କଂଗ୍ରେସ ଘୋଷଣା କଲା ଆଉ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟର ଆଉ ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଲା କଂଗ୍ରେସ । ତେଲକୋଇରୁ ଦଳ ମୋହନ ହେମ୍ବ୍ରମ, ପାଟଣାରୁ ଗୋପେଶ୍ୱର ନାଏକ,

କଂଗ୍ରେସ ଘୋଷଣା କଲା ଆଉ ୭ ଲୋକସଭା ପ୍ରାର୍ଥୀଙ୍କ ନାଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଢେଙ୍କାନାଳରୁ ପୁରୁଣା ମୁହଁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଢେଙ୍କାନାଳ ଲୋକସଭା

ହକ୍ ମାଗୁଛି ଜଳେଶ୍ୱର କଂଗ୍ରେସ : ପ୍ରାର୍ଥୀତ୍ୱରେ ପୁନଃ ପରିବର୍ତ୍ତନ ଲାଗି ବିଶାଳ କର୍ମୀ ସମ୍ମିଳନୀ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କୁ ହାଇକମାଣ୍ଡ ପ୍ରାର୍ଥୀରୂପେ ମନୋନୀତ କରିଥିବା ବେଳେ ତାର

ଷ୍ଟେସନ ପରିସରରେ ମୋବାଇଲ ଚୋରକୁ ଲୋକେ ନିସ୍ତୁକ ଛେଚିଲେ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ ପରସସରରେ ଥିବା ୨ନଂ ପ୍ଲଟଫର୍ମରେ ଗତକାଲି ସକାଳ ୭ଟା ସମୟରେ ଡାଉନ୍ ଏନାକୁଲମ୍ – ପାଟଣା ସୁପରଫାଷ୍ଟ ଏକ୍ସପ୍ରେସ୍ ଅଟକି ଛାଡୁଥିବା ସମୟରେ

କେମିକାଲ ନେଇଯାଉଥିବା ଟ୍ୟାଙ୍କର ଓଲଟି ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲା ଧନଜୀବନ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ପଶ୍ଚିମବଂଗରୁ ଓଡିଶା ଅଭିମୁଖେ ଯାଉଥିବା ଏକ କେମିକାଲ ବୋଝେଇ ଟ୍ୟାଙ୍କର ଡବ୍ଲୁବି୧୧ସି-୪୨୭୧ ଗତକାଲି ଭୋର ୪.୪୦ମି. ସମୟରେ ଭାରସାମ୍ୟ ହରାଇ ୬୦ନଂ ଜାତୀୟ ରାଜପଥର ଏକତାଳି

ବିଜେଡିରେ ଯୋଗଦେଲେ ବିଜେପି ଓ ସିପିଆଇର ବହୁ ନେତା ଓ କର୍ମୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଓ ସିପିଆଇର ବହୁ ନେତା ଓ କର୍ମୀମାନେ ବିଜେଡ଼ି ସୂର୍ପ୍ରିମ ନବୀନ ପଟ୍ଟନାୟକଙ୍କୁ ଭେଟି ସୁବାଷ ଚନ୍ଦ୍ର ବେହେରାଙ୍କ

ରାଇବଣିଆ ଦୁର୍ଗ ସୁରକ୍ଷା ଲାଗି ଗଠିତ ପରିଷଦ ବଦ୍ଧପରିକର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଇତିହାସ ଯୁଗର ରାଇବଣିଆ ଦୁର୍ଗ ଏବେ ଧ୍ୱଂସପ୍ରାୟ ହୋଇଥିବା ବେଳେ ଏହାର ସୁରକ୍ଷା ଲାଗି ସେ ଅଂଚଳରେ ଗଠିତ ରାଇବଣିଆ ଦୁର୍ଗ ସୁରକ୍ଷା ପରିଷଦ ବଦ୍ଧପରିକର

ଶାନ୍ତି ଶୃଙ୍ଖଳାସହ ମ୍ୟାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାୟାନ ଚାଲିଛି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୫ ତାରିଖ ଠାରୁ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମ୍ୟାଟିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଏଠାରେ ୧୬ଟି ୟୁନିଟ୍ର

ଶିଶୁ ସାହିତ୍ୟିକ ପିତାମ୍ବର ଦାସଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଭାରତୀୟ ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ପ୍ରଶାସନୀକ ଅଧିକାରୀ ଭାବେ କାର୍ଯ୍ୟରତ ପିତାମ୍ବର ଦାସ ରାଜ୍ୟର ବିଭିନ୍ନ ସ୍ଥାନର ତାଙ୍କର ସାହିତ୍ୟକୃତି ଓ

ବିଜେପିରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା…

ଭୁୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ଛାଡି ନିଜର ଶତାଧିକ ସମର୍ଥଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା ବିଜେପିରେ ଗତକାଲି ସାମିଲ ହୋଇଛନ୍ତି

ଧର୍ମାବରମରେ ରେଳପଥ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ:ପୁରୀ-ଯଶୋବନ୍ତପୁର ଗରିବ ରଥ ଦିନଟିଏ,ପ୍ରଶାନ୍ତି ଏକ୍ସପ୍ରେସ ୯ ଦିନ ପାଇଁ ଆଂଶିକ ବାତିଲ…

ଭୁବନେଶ୍ବର (ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ

ଚିଟ୍‌ଫଣ୍ଡ ଲିଙ୍କରେ ସାମିଲ ନେତାଙ୍କ ସ୍ଥାନରେ ପ୍ୟାଚ୍‌ ପକାଇବ କି ବିଜେଡି ?…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଚିଟଫଣ୍ଡ ଲିଙ୍କରେ ଗିରଫ ନେତାଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଦଳ ଏବେ ଗଳାବାଟ ଖୋଜୁଥିବା ଚର୍ଚ୍ଚା ହେଉଛି। ଶୁଣାଯାଉଛି ଏହି

ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ନେଇ ଚାରି ମାସ ଭିତରେ ପଦକ୍ଷେପ ନେବାକୁ ସରକାରଙ୍କୁ ନି‌ର୍ଦ୍ଦେଶଦେଲେ ହାଇକୋର୍ଟ…

କଟକ(ସମୃଦ୍ଧ ଓଡିଶା )ରାଜ୍ୟରେ କାର୍ଯ୍ୟରତ ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଂଗରେ ୪ ମାସ ଭିତ‌େର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ

୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜି ନାମାଙ୍କନର ଶେଷ ଦିନ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା ) ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ଓ

ଓଡ଼ିଆ ଲୋକେ ହିଁ ଏଥର ମୁଖ୍ୟମନ୍ତ୍ରୀନବୀନଙ୍କୁ ହରେଇବେ: ଧର୍ମେନ୍ଦ୍ର

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ବରଗଡ଼ ଏଥର ଓଡିଶା ନିର୍ବାଚନର ଏକ ପ୍ରମୁଖ ରଣକ୍ଷେତ୍ର ହେବ। ବରଗଡ଼ ଜିଲ୍ଲାରେ ଚାଷୀ ଉତ୍ପୀଡ଼ନ, ପିଇବା ପାଣି, ରୋଜଗାର, ଜଳସେଚନ, ଅଭାବୀ ବିକ୍ରି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଠାରେ ମହାସମାବେଶ କରି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟର ମାନଙ୍କୁ ପ୍ରଭାବିତ କରି ଆଦର୍ଶ ନିର୍ବାଚନ ଆଚରଣ ବିଧିର

ବିଜେଡିର ପ୍ରଚାର ପାଇଁ ବାହାରିଲା ୩୫୦ ଭ୍ୟାନ୍…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ସାଧାରଣ ନିର୍ବାଚନ ପାଇଁ ଗତକାଲିଠୁ ଆନୁଷ୍ଠାନିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବିଜେଡି ଆଜି ୩୫୦ଟି ଭ୍ୟାନ୍ ମାଧ୍ୟମରେ ରାଜ୍ୟବ୍ୟାପୀ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ବିଜେଡି ସଭାପତି

ବିଜେପି ଘୋଷଣା କଲା ୯ଟି ବିଧାନସଭା ଆସନ ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଜେପି ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଜଣାନ୍ତୁ କିଏ କେଉଁଠି – ଲୋକସଭା ଆସନର ପ୍ରାର୍ଥୀମାନେ ହେଲେ

ଜଳେଶ୍ୱର କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ପିସିସି ସଭାପତିଙ୍କୁ ଚ୍ୟାଲେଞ୍ଜ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ ରୂପେ ଘୋଷଣା ପରେ ଗତକାଲି ପୂର୍ବାହ୍ନରେ ସହର ଉପକଣ୍ଠ ବାଘାବାଳୀ ଠାରେ

କଂଗ୍ରେସରେ ସାମିଲ ହେଲେ ବୁର୍ଲା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବୁର୍ଲା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି

ଜଳେଶ୍ୱର ଓକିଲ ସଂଘର ନିର୍ବାଚନ:ସଭାପତି ଓ ସଂପାଦକ ପଦବୀରେ ସଂଘର୍ଷ ଯୋରଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୩୦ ତାରିଖ ପୂର୍ବାହ୍ନ ୮ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପରକୀୟାପ୍ରିତୀରେ ପ୍ରେମିକକୁ ହତ୍ୟା, ପ୍ରେମୀକାର ସ୍ୱାମୀ ଓ ଭାଇଙ୍କ ସଂପୃକ୍ତି : ଦାନ୍ତୁନ ଥାନା ଇଲାକାରୁ ଶବ ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକ ପରକୀୟା ପ୍ରିତୀରେ ଜଳେଶ୍ୱର ଥାନା ଅଂଚଳର ବରଳାମପୁର ଗାଁର ଯୁବକକୁ ମହିଳାଙ୍କ ସ୍ୱାମୀ ଓ ଭାଇ ମିଳିତଭାବେ ଦାନ୍ତୁନଥାନା ଅଂଚଳରେ ସୁଚିନ୍ତିତ ଉପାୟରେ ହତ୍ୟା

ବିଜେପିରୁ ଜୟନାରାୟଣ ଓ କଂଗ୍ରେସରୁ ସୁଦର୍ଶନଙ୍କ ପ୍ରାର୍ଥୀତ୍ୱ ଚୁଡାନ୍ତ ନେଇ କର୍ମୀ ମହଲରେ ଉତ୍ସାହର ମାହୋଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମହାନ୍ତିଙ୍କ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା ହେବା ପରେ

ସହିଦ୍ ଭଗତ୍ସିଂଙ୍କର ୭୮ତମ ବଳିଦାନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧିନତା ସଂଗ୍ରାମୀ ସହିଦ୍ ଭଗତ୍ସିଂଙ୍କର ୭୮ ତମ ବଳିଦାନ ଦିବସ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟ୍ଟା ପଞ୍ଚାୟତର ଅଗ୍ରୱାଲା ଛକଠାରେ ଅନୁଷ୍ଠିତ ହୋଇ ଯାଇଛି ।

ପୂର୍ବତନ କଂଗ୍ରେସ୍ ବିଧାୟକ ବିଜେପିରେ ଯୋଗଦାନ : ଚଳଚଞ୍ଚଳ ବିଜେପି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନେଅତିକ ଉଷ୍କମତା ସେତେ ବଢୁଛି । ବାଲେଶ୍ୱର ଜିଲାରେ ଜଳେଶ୍ୱର ଏକ ରାଜନୈତିକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଠାରେ ଚାଲିଥିବା

ଆଇନଜୀବୀ ବ୍ରହ୍ମାନନ୍ଦ ନାୟକଙ୍କ ଅକାଳ ମୃତ୍ୟୁ : ବେସାହାରା ପରିବାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟ ଜଣେ ଜନଦରଦୀ ଆଇନଜୀବୀ ବ୍ରହ୍ମାନନ୍ଦ ନାୟକ ଗତ ୨୧ତାରିଖ ଭୋର ୫ଟା ୩୦ରେ ଅକାଳରେ ମୃତ୍ୟୁବରଣ କରିଛନ୍ତି । ସବୁଦିନ ପରି ସେ

ଖୁଲୁଡା ହାତ୍ୟାକାନ୍ତର ଅପରାଧି ଗିରଫ, ଟଙ୍କା ହେରଫେରରୁ ପୁତୁରାର କାକାଙ୍କୁ ଚତୁରତାର ସହ ହତ୍ୟା : ୪ ଦିନରେ ପୋଲିସ୍ କଲା ଖୁଲାସା..

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରେ ଏକ ହତ୍ୟା ଘଟଣାର ୪ଦିନ ପରେ ପୋଲିସ୍ ଅପରାଧିକୁ ଗିରଫ କରିଥିବାରୁ ସେମାନଙ୍କୁ ଏକ ସଫଳତା ମିଳିଛି । ଘଟଣାରୁ ପ୍ରକାଶ ଗତ

ବଦଳିଲା ପ୍ରତ୍ୟୁଷାଙ୍କ ମୁଡ୍ ! ‘ହାତ’ ନୁହେଁ ‘ପଦ୍ମ’ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ…

ଭୁବନେଶ୍ଵର (ସମୃଦ୍ଧ ଓଡିଶା) ‘ପଦ୍ମ’ ଧରିଲେ ପ୍ରତ୍ୟୁଷା ! ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି କନ୍ଧମାଳ ସାଂସଦ ପ୍ରୁତ୍ୟଷା

ରାଜ୍ୟର ସମସ୍ତ ସ୍କୁଲ ଏପ୍ରିଲ୨ରୁ ସକାଳୁଆ:ମେ’ ୬ରୁ ଗ୍ରୀଷ୍ମ ଛୁଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳେ ହେବ । ମାର୍ଚ୍ଚ ୩୦ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା

କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥିରେ ରହିଛି ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ । ଏଥିରେ