Category: Top News

ମୋ ପରିବାର ଭାଜପା ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାରା ଦେଶରେ ମୋ ପରିବାର ଭାଜପା ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟେକ ବୁଥରେ ଆୟୋଜିତ କରାଯିବ । ବିଜେପି

ବିଜେଡ଼ିରେ ମିଶିଲେ ୩୦୦ରୁ ଅଧିକ କୃଷକ ଓ ସାଧାରଣ ନାଗରିକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋରାପୁଟ ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବିକାଶମୂଳକ ଯୋଜନା ଓ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିବାରୁ ଏଥିରେ ସନ୍ତୋଷ ପ୍ରକାଶ କରି

କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସର ଇସାରାରେ ଶାସକ ବିଜେଡି ସରକାର ଖଣି ଦୁର୍ନୀତିରେ ଆଦାୟ ହେବାକୁ ଥିବା ଜୋରିମାନାକୁ ଆଦାୟ କରୁନାହାନ୍ତି

କମିଶନରେଟ ପୋଲିସର ଲାଞ୍ଚୁଆ ଏସ୍ଆଇ ଗିରଫ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏକ ଜମିଜମା ମାମଲାକୁ ରଫାଦଫା କରିବା ଲାଗି ଲାଞ୍ଚ ନେଉଥିବା ବେଳେ କମିଶନରେଟ ପୋଲିସର ଧଉଳି ଥାନାରେ କାର୍ଯ୍ୟରତ ଏସଆଇ ପ୍ରଦୀପ ମହଲା ଭିଜିଲାନ୍ସ ହାତରେ

ଆଜି କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଓଡିଶା ଗସ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ନିମନ୍ତେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ

ଟୋପି ପରେ ବ୍ୟାଟ୍‌ ବେଶ କମାଲ୍‌ ଦେଖାଇବ: କଳିଙ୍ଗସେନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାରତର ନିର୍ବାଚନ କମିଶନ କଳିଙ୍ଗସେନାକୁ ଆଗାମୀ ନିର୍ବାଚନ ଲାଗି ବ୍ୟାଟ୍‌ ଚିହ୍ନ ପ୍ରଦାନକରିଥିବାବେଳେ ସେନା ସୁପ୍ରିମୋ ହେମନ୍ତ ରଥ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି

ଆରମ୍ଭ ହେଲା କଂଗେସର ଜନ ଆଶୀର୍ବାଦ ଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଗଳିକନ୍ଦିରେ କଂଗ୍ରେସ ନେତା କର୍ମିମାନେ ବୁଲି ଆଶୀର୍ବାଦ

ପୁରଲିଆ-ଭିଲୁପୁରମ୍ ସୁପରଫାଷ୍ଟ ଟ୍ରେନ୍ ଜଳେଶ୍ୱରରେ ରହଣୀ ନ ହେଲେ : ଆନ୍ଦୋଳନର ସୂଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପନ୍ଦର ଦିନ ତଳେ ଜଳେଶ୍ୱରରେ ପୁରୁଲିଆ-ଭିଲୁପୁରମ୍ ସୁପରଫାଷ୍ଟ ଟ୍ରେନ୍ ଜଳେଶ୍ୱରରେ ଅଟକିବାର ଖବର ଯେତିକି ଆନନ୍ଦ ପ୍ରକାଶ ପାଇଥିଲା, ନ ଅଟକିବାର ରେଳ ଯାତ୍ରୀଙ୍କ କ୍ଷୋଭ

ଆରମ୍ଭ ହେଲା ଆପୋଷ ଯୋଜନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀ ଓ ଉପକଣ୍ଠରେ ଥିବା ବସ୍ତିରେ ଘଟୁଥିବା ଅପରାଧକୁ ରୋକିବା ଲାଗି କମିଶନରେଟ ପୁଲିସ ‘ଆପୋଷ’ (ଅଲ୍-ରାଉଣ୍ଡ ପ୍ରମୋଶନ ଅଫ୍ ସ୍ପୋଟ୍ସ ଇନ୍ ସ୍ଲମ୍ ଆଣ୍ଡ

ମେଲଛାମୁଣ୍ଡା ନାବାଳିକା ଦୁଷ୍କର୍ମ ଘଟଣା:ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସୋହେଲା ଥାନା ମେଲଛାମୁଣ୍ଡାର ଜଣେ ଦଶମ ଶ୍ରେଣୀର ଛାତ୍ରୀକୁ ଅପହରଣ ଓ ଥାନା ଭିତରେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଘଟଣା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା

ନାମ୍ପୋ-ଆମ୍ବପୁଞ୍ଜା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ, ଶିଶୁ ଅନନ୍ତ ସମ୍ଭାବନା ଓ ସୃଜନଶୀଳତାର ଅଧିକାରୀ : ପରିବେଶ ଓ ମାର୍ଗଦର୍ଶନ ଜରୁରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଯେଉଁ ରାଷ୍ଟ୍ର ଶିକ୍ଷାରେ ଯେତିକି ଉନ୍ନତ, ସେ ବିଶ୍ୱରେ ସେତେ ବିକଶିତ । କୌଣସି ରାଷ୍ଟ୍ରକୁ ଧ୍ୱଂସ କରିକାବୁ ହେଲେ ମାରଣାସ୍ତ୍ରର ଆବଶ୍ୟକତା ନାହିଁ, ଶିକ୍ଷାପଦ୍ଧିତି

ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସାଇବର କ୍ରାଇମ୍ ସଚେତନତା କର୍ମଶାଳା…

ଜଳେଶ୍ୱର(ସମୃଦ୍ଧ ଓଡିଶା)ସାଂପ୍ରତିକ ସ୍ଥିତିରେ ବିଭିନ୍ନ ସ୍ଥାନରେ ସାଇବର କ୍ରାଇମ୍ ବଢି ଚାଲିଥିବାରୁ ଏଥିଲାଗି କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଆଜି ଏକ ସଚେତନତା ଶିବିର ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ

ଭାଲେଣ୍ଟାଇନ ଦିବସରେ ପ୍ରେମୀ ପକ୍ଷୀଙ୍କୁ କଳିଙ୍ଗ ସେନାର ନାଲି ଆଖି:ବିରୋଧ କରିବନି ବଜରଙ୍ଗ ଦଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାଲେଣ୍ଟାଇନ ଦିବସ ପାଳନ ନାଁରେ ଯୁବକଯୁବତୀ ଉତ୍ସୃଙ୍ଖଳିତ ହେଲେ କଳିଙ୍ଗସେନା ସେମାନଙ୍କୁ ବିଛୁଆତି ଗଛ ଉପହାର ଦେବ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି

ଦିଲ୍ଲୀ ମହିଳା କମିଶନରଙ୍କ ଚିଠି ମୁଖ୍ୟମନ୍ତ୍ରୀ ଓ ପୋଲିସର ପାରିବାପଣିଆର ପ୍ରମାଣପତ୍ର:ପ୍ରଭାତୀ ପରିଡ଼ା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଗୃହ ବିଭାଗର ପୋଲିସ ନାବାଳିକା ଧର୍ଷଣକାରୀ ଆଉ ଅପହରଣକାରୀଙ୍କୁ ସାହାଯ୍ୟ କରେ ଆଉ ସୁରକ୍ଷା ଦିଏ ।

ବିଜେପି ରାଜ୍ୟ ନେତୃତ୍ୱ ନିର୍ଲଜ ଓ ବେହିଆ ଅଟନ୍ତି:ପ୍ରତାପ ଜେନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିଶ୍ରୃତି ସମାବେଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ସହ ବିଜେପି ନେତୃତ୍ବଙ୍କୁ ନିର୍ଲଜ ଓ ବେହିଆ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା

ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଆମ୍ବଳିଅଠା ସରସ୍ୱତୀ ବିଦ୍ୟାମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦଙ୍କ ଧର୍ମପତ୍ନୀ

୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର

ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ପାଶ୍ଚାତ୍ୟରେ ସଂସ୍କୃତ ଓ ସଂସ୍କୃତିକୁ ଆଦର ବେଳେ ଭାରତରେ ହତାଦର : ସଚେତନାତେ ଆବଶ୍ୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେବଭାଷା ସଂସ୍କୃତ ଓ ବେଦଗୀତାର ସଂସ୍କୃତି ଭାରତବର୍ଷ ଏବେ ସଂସ୍କୃତି ଓ ସଂସ୍କୃତି ଠାରୁ ଦୂରେଇ ଯାଉଥିବା ବେଳେ ପାଶ୍ଚାତ୍ୟ ଦେଶ ଗୁଡିକ ଅଧିକ ଆଦର

ଅନୁସୂଚିତ ଜାତି/ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କର ସମସ୍ୟା ନେଇ ପ୍ରତିବାଦ ସଭା ଓ ଧାରଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲୋୟର ପିଏମ୍ଜି ଠାରେ ବହୁଜନ ଏକତା ପରିଷଦ, ଭୁବନେଶ୍ୱର, ଜମିଏତ୍ ଉଲ୍ମା-ଏ-ହିନ୍ଦ୍, ଭାରତୀୟ ବୌଦ୍ଧ ମହାସଭା, ଓଡ଼ିଶା ଦଳିତ କଲ୍ୟାଣ ପରିଷଦ ଓ ରାଜ୍ୟ ମହିଳା

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅବସରକାଳୀନ ଭତ୍ତା ଦାବିରେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସମ୍ବାଦିକଙ୍କର ଉପରେ ଆକ୍ରମଣ ଏବେ ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି କିନ୍ତୁ ସବୁ ଦେଖିକି ସରକାର ଚୁପ । ସତ ସମ୍ବାଦ ପରିବେଷଣ କରିବାକୁ ଯାଇକି

ବିଜେପିରେ ଯୋଗଦେଲେ ମଧ୍ୟ ଭୁବନେଶ୍ୱରର ଶତାଧିକ ମହିଳା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱ ଏବଂ ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆଙ୍କ ଉପସ୍ଥିତିରେ ଆୟୋଜିତ

ଏବେ ବି ଗୁରୁ-ଶିଷ୍ୟ ପରମ୍ପରା ବଞ୍ଚିଛି:ଗୁରୁଙ୍କ ଅସୁସ୍ଥତା ଶୁଣି ୨୫୦କିମି ଦୂରରୁ ଆସିଲେ ଛାତ୍ରଛାତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳର ସୁଗୋ ପଂଚାୟତ ଅନ୍ତର୍ଗତ ସିମୁଳିଆ ଗାଁର ତ୍ରିଲୋଚନ ବାରିକ ଜଗତ ସିଂପୁର ଜିଲାର କୃଷ୍ଣାନନ୍ଦପୁର ସ୍ଥିତ ହାଜିସେକ୍ ସମିରୁଦ୍ଦିନ ହାଇସ୍କୁଲରେ ଶିକ୍ଷକତା କରିଥିଲେ

ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚଳିତ ବଜେଟ୍ ଉର୍ଦ୍ଦିଷ୍ଟ:କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପରିବର୍ତେ ରାଜ୍ୟ ଅର୍ଥନୀତିରେ ଏକ

ମହିଳା କଂଗ୍ରେସର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ଦ୍ୱିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ

୧୯ ବର୍ଷର ବିଫଳତାକୁ ଲୁଚାଇବା ପାଇଁ ଶାସକ ଦଳ ରାଜ୍ୟପାଳଙ୍କୁ ଭେଟିବା ଏକ ନୁଆ ସୁଆଙ୍ଗ : ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୧୯ ବର୍ଷର ସରକାରରେ ବିଧାନସଭାର ଶେଷ ଦିନରେ ଆଜି ବିଜୁ ଜନତା ଦଳର ରାଜ୍ୟର ଯୁବକ ଯୁବତୀମାନଙ୍କ ନିଯୁକ୍ତି କଥା ମନେପଡିଲା । ୧୯ ବର୍ଷରେ

୨୦୧୯ ଓଡିଶା ବଜେଟରେ କିଛି ନୂଆ ଘୋଷଣା ନାହିଁ, ସବୁ ବର୍ଗଙ୍କୁ ନିରାଶ କରିଛି : ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କଣ ଅଛି ? ଆମେ ପୁରା ବଜେଟ ବହିକୁ

କାମଚଳା ବଜେଟରେ ରାଜ୍ୟବାସୀଙ୍କ ପାଇଁ କିଛି ନାହିଁ:ନିରଞ୍ଜନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ସଂଧ୍ୟାରେ ରାଜ୍ୟ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ କରାଯାଇଛି । ତେବେ ଏଥିରେ କିଛି ନୂତନ ଯୋଜନା ନାହିଁ ।