Category: Top News

ଗଞ୍ଜେଇ ବ୍ୟବସାୟୀ ଗିରଫ, ୬ ଲକ୍ଷ ଟଙ୍କା ଜବତ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ମାଲକାନଗିରି ପୁଲିସ ଗଞ୍ଜେଇ ବ୍ୟବସାୟୀ ରାଜୁ ବୋରାଇକୁ ଗିରଫ କରିଛି। ବାହାର ରାଜ୍ୟର ଗଞ୍ଜେଇ ବ୍ୟବସାୟୀଙ୍କ ସହିତ ରାଜୁର ବ୍ୟବସାୟିକ ସଂପର୍କ ଥିଲା। ମାଲକାନଗିରିର ବିଭିନ୍ନ ଅଂଚଳରେ

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ରକ୍ତଦାନ ଶିବିର…

ପଶ୍ଚିମବାର୍ଡ(ସମୃଦ୍ଧ ଓଡିଶା )ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗରପାଟଣା ପଂଚାୟତର ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆଜି ପୂର୍ବାହ୍ନରେ

ଜଳେଶ୍ୱର ଓଷ୍ଟା ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ଉଦଯାପିତ …

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା ) ଜଳେଶ୍ୱର ଓଷ୍ଟା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଆଜି ସଂଧ୍ୟାରେ ବାଗପୁଞ୍ଜି ଶ୍ରୀ ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଯାପିୀତ ହୋଇ

ବାଇକ୍ ଓ ୧୦ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା : ୧ ମୃତ, ୧ ଗୁରୁତର…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା )ପଶ୍ଚିମବଂଗର ବର୍ଦ୍ଧମାନ ଜିଲାରୁ ପୁରୀ ଅଭିମୂଖେ ଯାଉଥିବା ଏକ ବାଇକ୍ ସହ ୬୦ନଂ ଜାତୀୟରାଜପଥର ପଶ୍ଚିମ ବଂଗର ଦାନ୍ତୁନ ଥାନା ଅନ୍ତର୍ଗତ ଘୋଳାଇବାଙ୍କ ଠାରେ ଏକ

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ପ୍ରତିନିଧିଦଳଙ୍କ ସୁବର୍ଣ୍ଣରେଖା ନଦୀ କୂଳ ଅଂଚଳ ପରିଦର୍ଶନ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ସୁବର୍ଣ୍ଣରେଖା ନଦୀରୁ ପଶ୍ଚିମବଙ୍ଗର ବାଲିମାଫିଆ ମାନେ ବେଆଇନ ଭାବେ ଓଡିଶା ଅଂଚଳରୁ ସ୍ୱମ୍ପପମ୍ପ ବସାଇ ବାଲି ଉତୋଳନ କରିବା ବିରୁଦ୍ଧରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଓଡିଶା ତରଫରୁ

ଜଳେଶ୍ୱର ପୈାରାଂଚଳର ୬ଜଣ ବ୍ୟକ୍ତିଙ୍କୁ କଳାକାର ଭତ୍ତା ପ୍ରଦାନ କଲେ ବିଧାୟକ …

ଜଳେଶ୍ୱର,(ସମୃଦ୍ଧ ଓଡିଶା)ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନ ୪ଟା ସମୟରେ ଆୟୋଜିତ ଉତ୍ସବରେ ବିଧାୟକ ଅଶ୍ୱିନୀ ପାତ୍ର ପୈାରାଂଚଳର ୬ଜଣ ବ୍ୟକ୍ତିଙ୍କୁ କଳାକାର ଭତା ପ୍ରଦାନ କରିଛନ୍ତି

ଏ.ଆଇ.ଏସ.ଏଫ ର ମାତୃଭାଷା ପ୍ରେମ,ଓଡ଼ିଆରେ ଲେଖାଗଲା “ମୋ ବସ”

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ମୋ ବସ ସେବା ସେବାକୁ ଅଖିଳ ଭାରତ ଛାତ୍ର ସଙ୍ଘ ରାଜ୍ୟ ପରିଷଦ ସ୍ୱାଗତ କରୁଛି। ମାତ୍ର ପରିତାପର

ଚାଷୀ ପେନସନ ଉପରେ ୩ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ:ନବନିର୍ମାଣ କୃଷକ ସଂଗଠନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ଓଡିଶା ରାଜନୀତି ଚଳଚଞ୍ଚଳ ହୋଇଛି । ବିଶେଷ କରି କୃଷି ଅବହେଳା ପ୍ରସଙ୍ଗ ନେଇ

ଚାଷୀ ପ୍ରସଙ୍ଗରେ ଜାନୁଆରୀ ୮ରେ ବିଜେଡ଼ିର ଦିଲ୍ଲୀ ଚଲୋ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ଦର ବୃଦ୍ଧି ସହ ସ୍ୱାମୀନାଥନ୍ କମିଶନର ସୁପାରିଶକୁ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ଜାନୁଆରୀ ୮ ତାରିଖରେ ଦିଲ୍ଲୀସ୍ଥିତ ସଂସଦ ମାର୍ଗରେ

ପୁଣିି ଓଡିଶା ମୁହାଁହେଲେ ୭୮ ହାତୀ : ଜଳେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ଓ ଡିଏଫଓ ବିଶ୍ୱନାଥ ପଣ୍ଡା ଙ୍କ ସହିତ ମୟୂରଭଂଜର ଜିଲା ପ୍ରଶାସନ ଓ ପଶ୍ଚିମ ମେଦିନୀପୁର ଜିଲାର ଜିଲା

ଗୁଜରାଟରୁ ଆସି ଓଡ଼ିଶାରେ ମନ୍ତବ୍ୟ ଦେଲେ ଲୋକେ ପରିବର୍ତ୍ତନ ହୋଇଯିବେ ନାହିଁ: ପ୍ରତାପ କେଶରୀ ଦେବ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଗୁଜରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ସାମ୍ବାଦିକ ସମ୍ମିଳନୀ କରିବା ସ୍ପଷ୍ଟ ପ୍ରମାଣ କରୁଛି ଯେ ଭାରତୀୟ ଜନତା ପାର୍ଟି ଭୟଭୀତ ଓ ଆତଙ୍କିତ । କାରଣ ରାଫେଲ

ଆୟୁଷ୍ମାନ ଯୋଜନାର ଲାଭରୁ ଓଡିଶାକୁ ବଂଚିତ କରି ନବୀନ ବାବୁ ଭୁଲ କରୁଛନ୍ତି :ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ରାଜ୍ୟ ସରକାର ଲାଗୁ ନକରି ଓଡିଆ ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭରୁ ବଂଚିତ କରୁଛନ୍ତି ବୋଲି କହିଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଧନ୍ୟବାଦ ଜଣାଇଲେ ଗଂଜାମବାସୀ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ସର୍ବାଧିକ ଓଡିଆ ଗୁଜୁରାଟରେ କାର୍ଯ୍ୟ କରୁଛନ୍ତି ଏବଂ ଗୁଜୁରାଟ ସରକାର ଓଡିଆମାନଙ୍କ ହିତରେ ଅନେକ କାର୍ଯ୍ୟ କରିଥିବାରୁ ଗଂଜାମବାସୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ

ମୁଖ୍ୟମନ୍ତ୍ରୀଙ୍କ ସୁରାଟ ଗ୍ରସ୍ତ ପ୍ରତାରଣାପୂର୍ଣ୍ଣ : ସିପିଆଇଏମ୍…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଶାସନର ୧୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଠାତ୍ ସୁରାଟ କଥା ମନେପଡିଲା । ଗୁଜୁରାଟ ରାଜ୍ୟର ସୁରାଟ ଅଂଚଳରେ ଓଡିଶାର ୭ ଲକ୍ଷରୁ ଉଦ୍ଧ୍ୱର୍

ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତରେ ଭୂଲତଥ୍ୟ ରଖି ସୁପ୍ରିମକୋର୍ଟଙ୍କୁ ବିଭ୍ରାନ୍ତ କରିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା )ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ରା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟଳୟଙ୍କୁ ବିଭ୍ରାନ୍ତ

ବିଜେଡି ଦିଲ୍ଲୀରେ ବିକ୍ଷୋଭ କରିବା ପରିବର୍ତ୍ତେ ଚାଷୀଙ୍କୁ ବୋନସ ଦେଉ : ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଚାଷୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡି ଦିଲ୍ଲୀରେ ବିକ୍ଷୋଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଦୀର୍ଘ ୧୯ ବର୍ଷ ଶାସନ କରି ବିଜେଡି ସରକାର ଚାଷ

ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ରାଇବଣିଆ ସ୍ଥିତ ତେଘରୀ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଏହି

ଏବିଭିପି ଭୁବନେଶ୍ୱରର ୨୦୧୮-୧୯ ପାଇଁ ନୂତନ ପଦାଧିକାରୀ ଘୋଷଣା…

ଭୁବନେଶ୍ୱର ((ସମୃଦ୍ଧ ଓଡିଶା)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଶାଖାର ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଛି । ସ୍ଥାନୀୟ ନିକୋପାର୍କ ଛକ ନିକଟସ୍ଥ ଜୟ ଭାରତ ଅଡ଼ିଟୋରିୟମ୍ ରେ ଆୟଜିତ ମହାନଗର ସମ୍ମିଳନୀରେ

ପିଠା କାର୍ଯ୍ୟକ୍ରମରେ ପଂଚାୟତ ବ୍ୟବସ୍ଥାର ଅବମାନନା ଅଭିଯୋଗ ଆଣିଲା କଂଗ୍ରେସ: ୨୬ରେ କଂଗ୍ରେସ ପାଳିବ କଳା ଦିବସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ପିଠା ଯୋଜନା ଏକ ପ୍ରହସନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ପିଠା ଯୋଜନା ପଂଚାୟତ ବ୍ୟବସ୍ଥା ପ୍ରତି ଏକ ଅପମାନ ବୋଲି କଂଗ୍ରେସ ପକ୍ଷରୁ

ସେଲଟର ହୋମ୍ କେଳେଙ୍କାରୀ ଘଟଣାରେ ବିଜେଡିର ସଂପୃକ୍ତିକୁ ଘୋଡାଉଛି ମହିଳା ଦଳ: ବିଜେପି ମହିଳାମୋର୍ଚ୍ଚା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେଲଟର ହୋମ ଗୁଡିକରେ ଯୌନ କେଳାଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣକୁ ସରକାରୀ ଦଳ ପ୍ରୋତ୍ସାହନ ଯୋଗାଇବା ଏବଂ ସମସ୍ତ ଘଟଣାକୁ ମିଥ୍ୟା ଦର୍ଶାଇ

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ :ଖୋର୍ଧାର ବରୁଣେଇରେ ଜନସଭା ହେବ…

ଭୁବନେଶ୍ବର (ସମୃଦ୍ଧ ଓଡିଶା) ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ଖୋର୍ଧାର ବରୁଣେଇ ପାଦ ଦେଶରେ ଜନସଭା ହେବ। ଆଜି ବିେଜପି ପକ୍ଷରୁ ଏହି ସୂଚନା ଦିଆଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ଙ୍କ ସହ ଏହି ଅପୂର୍ବ ସୁନ୍ଦରୀ ଜଣକ କିଏ ? …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ହକି ଆଉ କ୍ରିକେଟର ଅଦ୍ଭୁତ ସଂଯୋଗ। କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚି ହକି ଖେଳର ମଜା ନେଉଛନ୍ତି କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲକର। ଖାଲି ଖେଳ ନୁହେଁ ଦର୍ଶକଙ୍କ

୬୨ ଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା

ମହାନଦୀରେ ବେଆଇନ୍ ନିର୍ମାଣ ବନ୍ଦ,କଲମା ବ୍ୟାରେଜରୁ ପାଣି ଛାଡ଼ିବା ଦାବୀରେ ସମାଜବାଦୀ ପାର୍ଟିର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାନଦୀ ଟ୍ରିବୁନାଲର ଦ୍ୱିତୀୟ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଉପର ମୁଣ୍ଡରେ ପରିବେଶ ଆଇନ୍କୁ ଉଲଘଂନ କରି ଛତିଶଗଡ଼

ବିଜେଡିରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକର ବିଜେପି ସମିତି ସଭ୍ୟ ଓ କର୍ମୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ବଡ଼ଝାଡ଼ ପଂଚାୟତ

ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବିଭ୍ରାନ୍ତିକର : ବିଜେଡି

ଭୁବନେଶ୍ୱର (ସମୃଦ୍ଧ ଓଡିଶା  )ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପକୁ ନେଇ କୌଣସି କାର୍ଯ୍ୟ ଏହି ସଂପର୍କରେ କରାଯାଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ଭୁଲ ଓ ବିଭ୍ରାନ୍ତିକର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ପ୍ରଧ୍ୟାପିକା ତଥା ପ୍ରାବନ୍ଧିକା ଡ. ରଂଜିତା ପ୍ରଧାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ

ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଶାନ୍ତିଆ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର

ହିମାଂଶୁ ଶେଖର ନନ୍ଦୀଙ୍କର ୨ୟ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଠ ବାମପନ୍ଥୀ ନେତା, ଲେଖକ, ସମାଜସେବୀ ତଥା ଜଳେଶ୍ୱର ଏନ.ଏ.ସିର ପୂର୍ବତନ ଅଧ୍ୟକ୍ଷ ସାଥୀ ହିମାଂଶୁ ଶେଖର ନନ୍ଦୀଙ୍କର ୨ୟ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ