Category: Top News

କୋଟସାହି ଗ୍ରାମ ପଞ୍ଚାୟତର ବିଜୁ ଯୁବବାହିନୀ ଦ୍ୱାରା ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋର୍ଟସାହି ଗ୍ରାମ ପଞ୍ଚାୟତର ବିଜୁ ଯୁବବାହିନୀ ଦ୍ୱାରା ଆୟୋଜିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବକୁ ଜଳେଶ୍ୱର ବ୍ଲକ

ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର-ଯାଜପୁର ଡି.ଏମ୍.ୟୁ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଚାଲୁ କରିବାକୁ ଦାବୀ କରି ଆନ୍ଦୋଳନର ଧମକ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର-ଯାଜପୁର ଡି.ଏମ୍.ୟୁ ଲୋକାଲ ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩୦ ମିନିଣ୍ଟ ବିଳମ୍ବରେଚାଲିବାକୁ ସମୟ ନିଧାର୍ଯ୍ୟ କରାଯାଇ ଥିବାରୁ ଏହି ଟ୍ରେନ ଉପରେ

ଜଳେଶ୍ୱର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ଗତକାଲି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ବ୍ଲକ ବ୍ରାହ୍ମଣ ସମାଜ ସଭାପତି ପଣ୍ଡିତ ସପନ

ପାରୁଲବାଲା ଚନ୍ଦଙ୍କ ବିୟୋଗ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବରିିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦଙ୍କ ମାତା ତଥା ବିଶିଷ୍ଟ ଧର୍ମପରାୟଣା ମହିଳା ପାରୁଲବାଲା ଚନ୍ଦଙ୍କ ବିୟୋଗ ଗତ ୨୦ ତାରିଖ ମଙ୍ଗଳବାର ଦିନ ତାଙ୍କର ବାସଭବନ

ସୁସ୍ଥ ପରିବାର ଓ ସମାଜ ଗଠନରେ ମା ମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ମା, ମାର ପ୍ରଚେଷ୍ଟା, ସ୍ନେହ ଶ୍ରଦ୍ଧା, କତ୍ତବ୍ୟନିଷ୍ଠା ଓ ଦୃଢ ମାନସିକତା ବଳରେ ଜଣେ ମା ସୁସ୍ଥ ପରିବାର ଓ ସମାଜ ଗଠନ କରିପାରେ ବୋଲି

ଜଳେଶ୍ୱର ସବଜେଲ ପରିସରରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସବଜେଲ ପରିସରରେ ଆଇନ୍ ସଚେତନତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଜିଲା ଆଇନ୍ ସେବା ପ୍ରାଧିକାରଣର ଅଧକ୍ଷା ରିନା ଚୌଧୁରୀ ମୁଖ୍ୟ

ନବୀନଙ୍କ ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି:ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବୋଲି ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା

ବିଶ୍ୱ ଏଡ୍ସ୍ ଦିବସ ପାଳିତ : ମୂଳ ଉତ୍ପାଟନ ଲାଗି ସଚେତନତା ଲୋଡା

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଡ୍ସ୍ ଭଳି ରାକ୍ଷସ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ ଏହାର ମୂଳ ଉତ୍ପାଟନ କରାଯାଇ ପାରିବ

ଅସିତ୍ ତ୍ରିପାଠୀ ହେଲେ ଉନ୍ନୟନ କମିଶନର…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ବ୍ଲକସ୍ତରକୁ ୧୦ଜଣ ଭଲିବଲ ଖେଳାଳୀ ଚୟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତନାଗ୍ରାମ ପଂଚାୟତର ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆୟୋଜିତ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ବର୍ତନାଗ୍ରାମ ପଂଚୟତର ବିଜେଡି ସଭାପତି ରବିନ୍ଦ୍ରନାଥ ବେହେରା

ଜଳେଶ୍ୱର ପୌରପରିଷଦ କାର୍ଯ୍ୟାଳୟରେ ପ୍ରତି ମାସ ୧ ତାରିଖରେ ଜନଶୁଣାଣି କାର୍ଯ୍ୟକ୍ରମ ନିଷ୍ପତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲିଟୀ କାର୍ଯ୍ୟାଳୟରେ ପ୍ରତି ମାସ ୧ ତାରିଖରେ ଜନଶୁଣାଣି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବର୍ତମାନ ଜଳେଶ୍ୱର ମ୍ୟୁନିସିପାଲିଟୀର କାଉନସିଲ୍ ଭାଙ୍ଗି

୨ଟି ବାଇକ ମୁହାଁମୁହିଁ ଧକ୍କା:୧ଗୁରୁତର, ୨ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିକଟସ୍ଥ ଆମ୍ବଳିଅଠା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ବାଇକର ଦୁଇଜଣ

ଆଜି ବିଜେପି ଛାଡ଼ିବେ ବିଜୟ ଓ ଦିଲ୍ଲୀପ…

ଭୁବନେଶ୍ବର (ସମୃଦ୍ଧ ଓଡିଶା ) ଆସନ୍ତାକାଲି  ବିଜେପିକୁ ଅଲବିଦା କହିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ପ୍ରାଥମିକ ଶିକ୍ଷକଙ୍କୁ ସହାୟତା ଘୋଷଣା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦିଲ୍ଲୀପ ତିର୍କୀଙ୍କ ବକ୍ତବ୍ୟକୁ ନେଇ ବିଜେପି ସଜନ ଶର୍ମାଙ୍କ ନିନ୍ଦା ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଭାରତୀୟ ହକିର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କି ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବା ପରିବର୍ତେ ମ୍ୟାଚ ପୂର୍ବରୁ ଦଳର କ୍ଷମତା ଉପରେ ପ୍ରଶ୍ନ ଉଠାଇବା

କିଟ ବିଶ୍ଵ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳକୁ ନେଇ ଏବିଭିପି ଘୋର ନିନ୍ଦା କଲା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତ ୨୩ ନଭେମ୍ବରରୁ ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଯେଉଁ ଗଣ୍ଡୋଗୋଳ ହୋଇଥିଲା ତାହା ବର୍ତମାନ ଭୁବନେଶ୍ୱରର ଶୈକ୍ଷିକ

ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଯୁବ ସମାଜସେବୀ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ, ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ସଭାକକ୍ଷରେ ଅନୁଷ୍ଠିତ

କଂଗ୍ରେସ ଦ୍ୱାରା ହିଁ ଶିକ୍ଷକମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ସମସ୍ତ ଶିକ୍ଷକ ସମାଜ ଯେଉଁ ମୂଳ ଦାବୀ କରି ଆସୁଛନ୍ତି ଯେ ୧୩ ଡିସେମ୍ବର ୧୯୭୪ ମସିହାରୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥି ପ୍ରଚଳନ

ତିତଲିରେ ୮୧୩ କୋଟି ଟଙ୍କା ଖର୍ଚ୍ଚର ହିସାବ ମାଗୁଛି ବିଜେପି….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତ ମାନେ ଏବେବି ଦୁସ୍ଥିତିରେ ରହିଛନ୍ତି । ସମ୍ପୃକ୍ତ

କୁନ୍ଦୁଲି ପୀଡ଼ିତା ଦଳିତ ଝିଅ ବୋଲି ନ୍ୟାୟ ମିଳିଲା ନାହିଁ : ଦଳିତ ନେତା ମେୱାନି

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) କେନ୍ଦ୍ରର ଏନଡିଏ ସରକାର ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି । କେବଳ ଭୋଟ ନେବା ପାଇଁ ଭୂତାଉଛନ୍ତି

ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା ପାଇଁ ଦାବୀ କରି ଆନ୍ଦୋଳନ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) – ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା, ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ, ଚାକିରୀର ବୟସସୀମା ୬୫ବର୍ଷ, ଅବସରକାଳୀନ ଭତା ଆଦି

ଓଡିଶାର ସୁନ୍ଦରଗଡ ଜିଲ୍ଲାହକିର ଏନ୍ତୁଡିଶାଳ : ଜୁଏଲ ଓରାମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହକି ବିଶ୍ୱକପ୍ ଆଳରେ ବିଜେଡି ସରକାର ଦଳୀୟ ପ୍ରଚାର ପ୍ରସାର କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜର ପରିଚୟ ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ

ଜଳେଶ୍ୱରରେ ଏଲ.ସି.ଡି ମାଧ୍ୟମରେ ହକି ବିଶ୍ୱକପ୍ ଉତ୍ସବ ଉପଭୋଗ କଲେ ଦର୍ଶକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଯୁବ ବାହିନୀ ତରଫରୁ ଗତକାଲି ଜଳେଶ୍ୱର ମ୍ୟୁନିସିପାଲିଟୀର ବିଭିନ୍ନ ଜାଗାରେ ଏଲ.ସି.ଡି ଲଗାଇ ୧୪ ତମ ପୁରୁଷ ହକି ବିଶ୍ୱକପ୍-୨୦୧୮ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ

ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଚଢାଉ ୭୨ ଲିଟର ଦେଶୀମଦ ସହ ୪ଜଣ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଗତକାଲି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଶ୍ଚିମପୁର, ଲେଙ୍ଗୁଡ ସାହି ଓ ଜଳେଶ୍ୱର ମ୍ୟୁନିସିପାଲିଟୀ ଅନ୍ତର୍ଗତ ଶାନ୍ତିଆ ଗ୍ରାମ ଉପରେ ଚଢାଉ କରି ୭୨

ନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଛାତ୍ରଙ୍କ ପାଇଁ ବିଦ୍ୟାଳୟରେ ଶୋକ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଯାଇନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଦୁଇଜଣ ଛାତ୍ରଙ୍କପାଇଁ ଗବରଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ଶୋକ ସଭାଅନୁଷ୍ଠିତ ହୋଇଯାଇଛି । ପ୍ରାଣ ହରାଇଥିବା

ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ ନଭେମ୍ବର ୨୫ ତାରିଖ ଜାତୀୟ ସମର ଶିକ୍ଷାର୍ଥୀ (ଏନ୍.ସି.ସି.) ଦିବସ ପାଳନ କରାଯାଉଥିବା ବେଳେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ

ନିର୍ମାଣ ଶ୍ରମିକ ସଂଘ ତରଫରୁ ଜଳେଶ୍ୱର ବ୍ଲକ ଅଫିସ ସମ୍ମୁଖରେ ୧୦ଦଫା ଦାବୀ ନେଇ ଧାରଣା ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତରେ ସରକାରୀ ଯୋଜନାର ବିଫଳତା ତଥା ବିଭିନ୍ନ ସମସ୍ୟାର ଦାବୀ ନେଇ ଗତକାଲି ନିର୍ମାଣ ଶ୍ରମିକ ସଂଘ (ସି.ଆଇ.ଟି.ୟୁ) ତରଫରୁ ଜଳେଶ୍ୱର ବ୍ଲକ

ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନଙ୍କର ଆରମ୍ଭ ହେଲା ନିଶାମୁକ୍ତ ଅଭିଯାନ: ମୁଖିଆ ଅନୁମତି ଦେବେ ତ ?…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ‘‘ମୁଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଉ କାହିଁକି ଖଣ୍ଡପଡ଼ା ଆସୁନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ମୁଁ କିନ୍ତୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ

ଖାରବେଳଙ୍କୁ ମାଡ଼ ଘଟଣାରେ ନାଁ ନ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଧମକ ଦେଲେ ବିଜେଡି ସାଂସଦ ଏନ୍‌.ଭାସ୍କର ରାଓ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା )‘ଉତ୍କଳ ଭାରତ’ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପ-ସଭାପତି ଏନ.ଭାସ୍କର ରାଓ ଧମକ