Category: Top News

୪ ବନ୍ଧୁକ ବେପାରୀ ଗିରଫ, ୫ ବନ୍ଧୁକ, ୧୩ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା):- ରାଜଧାନୀରେ ବାରମ୍ବାର ଗୁଳି ଫୁଟିଲା ପରେ କମିଶନରେଟ ପୋଲିସ ବନ୍ଧୁକ ବେପାରୀଙ୍କୁ  ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ସ୍ପେଶାଲ ସ୍କ୍ବାଡ୍‌

ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଶଗରିଆ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) : କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) : ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ଆଜି ଓବିସି ଓ ସାଧାରଣ ବର୍ଗଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ ପାଳନ କରାଯାଇଥିଲା । ଓବିସି

ରାଜଧାନୀର ଗୃହପାଳିତ ପଶୁଙ୍କ କାନରେ ବିଏମସି ଲଗାଇବ ଟ୍ୟାଗ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) :-  ରାଜଧାନୀର ରାଜ ରାସ୍ତା ଉପରେ ସବୁବେଳେ ନଜର ଆସିଥାନ୍ତି ଗାଇ ମଇଁଷି । ତେବେ ଏହି ଗାଇ ମଇଁଷି ପୋଷିଥିବା ମାଲିକ ମାନେ ଘରେ

ସରକାରଙ୍କର ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ଉଦଘାଟିତ:ବେକାରୀ ସମସ୍ୟା ଦୂରପାଇଁ ଉଦ୍ୟମ …

ଜଳେଶ୍ୱର(ସମୃଦ୍ଧ ଓଡିଶା) : ଓଡିଶା ସରକାରଙ୍କର ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ଜଳେଶ୍ୱର ଜ୍ଞାନବିକାଶ ତାଲିମ କେନ୍ଦ୍ରରେ ୨୯ତାରିଖ ସୋମବାର ଦିନ ଉଦଘାଟନ ହୋଇଯାଇଛି । ଏହି ତାଲିମ କେନ୍ଦ୍ରକୁ ବାଲେଶ୍ୱର ଜିଲ୍ଲା

ଓକିଲ ପୋଲିସ ବିବାଦ ତଦନ୍ତ ୯ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ…

କଟକ (ସମୃଦ୍ଧ ଓଡିଶା) ଓକିଲ ପୋଲିସ ବିବାଦ ଘଟଣା ଆସନ୍ତା ୯ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ ଓଡିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୁର୍ଣୃୂ ରାୟ ଦେଇଛନ୍ତି । ଆସନ୍ତା ୫ତାରିଖରୁ

ଆଇନଜୀବୀଙ୍କ ସମସ୍ୟା ଶୀଘ୍ର ସମାଧାନ କର, ନହେଲେ ପରିଣତି ଭୋଗିବ : କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହାଇକୋର୍ଟ ବାର ଆସୋସିଏସନ ରେ ପାଖାପାଖି ୨ ମାସ ଧରି ଚାଲିଥିବା ଆଇନଜୀବୀ ଆନ୍ଦୋଳନ ବର୍ତ୍ତମାନ ମହାମାରୀ ର ରୂପ ନେଲାଣି । ରାଜ୍ୟ ସାରା

ପ୍ରଦେଶ କଂଗ୍ରେସ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଜିଲ୍ଲା ଓ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ…

ଭୁବନେଶ୍ୱର:ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ତଥା କ୍ରୀୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କ ମଧ୍ୟରେ ଜିଲ୍ଲା ଓ

ମହାବାତ୍ୟାବେଳେ ଆଖି ଆଗରେ ଭାସିଯାଇଥିଲେ ପରିବାରର ୯ ଜଣ:ମନେପକାଇ ଲୁହ ଗଡାଉଛି ବିପନ୍ନ

ଜଗତସିଂହପୁର : ‘ମହାବାତ୍ୟା ୧୯ ବର୍ଷ ବିତିଲାଣି। ତଥାପି ଭୁଲି ହେଉନି ସେଦିନର ଦୃଶ୍ୟ ଆଖି ଆଗରେ ନାଚି ଯାଉଛି ଜଳ ଜଳ କରି । ଜଣ ଜଣ କରି ୯ ଜଣ

ଫୋନ୍‌ରେ ପଞ୍ଜାବରୁ କେନ୍ଦ୍ରାପଡ଼ାସ୍ତ୍ରୀଙ୍କୁ ତିନ୍‌ ତଲାକ ଦେଲେ ସ୍ୱାମୀ…

କେନ୍ଦ୍ରାପଡ଼ା: ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ମଧ୍ୟ ‘ତିନ୍‌ ତଲାକ’ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ବାଲିସାହିର ତକ୍‌ସୀମା ଖାତୁନଙ୍କୁ ତାଙ୍କ ସ୍ୱାମୀ ପଞ୍ଜାବରୁ ଫୋନ୍‌ ଯୋଗେ ତିନ୍‌

୨ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ହାଇକୋର୍ଟରେ ଆଇନଜୀବୀ ମାନଙ୍କ ଆନ୍ଦୋଳନ ଜନସାଧାରଣଙ୍କୁ ବ୍ୟଥିତ କରିଛି ଫଳରେ ଗଣତନ୍ତ୍ର ନଷ୍ଟ ହେବାକୁ ଯାଉଛି । ଆସନ୍ତା ୨ ତାରିଖ ସୁଦ୍ଧା ଏହାର

ରାଜ୍ୟସରକାରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେରାଜ୍ୟର ଏକ କୋଟିରୁ ଉଦ୍ଧ୍ୱର୍ ଲୋକ ଉପକୃତ ହୋଇଛନ୍ତି ବୋଲି ଯେଉଁ ତଥ୍ୟ

ରାଜ୍ୟପାଳଙ୍କ ଦ୍ୱାରା ଭୁବନେଶ୍ୱରରେ ସ୍ୱଦେଶୀ ମେଳା ଉଦଘାଟିତ

ଭୁବନେଶ୍ୱର(ଆକାଶ ମିଶ୍ର) – ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ ।  ବିଦେଶୀ ଜିନିଷକୁ ବ୍ୟବହାର କରି ଅନ୍ୟମାନଙ୍କୁ ଲାଭ ଦେବା ପରିବର୍ତ୍ତେ 

ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ….

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ

ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବ : କଂଗ୍ରେସ

ଭୁବନେଶ୍ୱର(ଆକାଶ ମିଶ୍ର) – ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ମାସେ ବଢିଲା ଜନସମ୍ପର୍କ ପଦଯାତ୍ରା ଅବଧି

ଭୁବନେଶ୍ୱର (ଆକାଶ ମିଶ୍ର) – ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଜନସଂପର୍କ ପଦଯାତ୍ରା ଅବଧିକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ପବିତ୍ର

ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ଓ ମି-ଠୁ ପ୍ରଚାର:ସିଟିଜେନ୍ସ ଫୋରମ୍ ର ଆଲୋଚନା ଚକ୍ର

ଭୁବନେଶ୍ୱର : ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପ୍ରସଙ୍ଗକୁ ଆଳ କରି ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ନିଜର ଉପସ୍ଥିତି ଓ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି। ଦେଶର ପ୍ରଗତିଶୀଳ ବ୍ୟକ୍ତି

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା……

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହା ପ୍ରଭାବରେ ଉପକୂଳରେ ଆସନ୍ତାକାଲିଠାରୁ ୩୦ ତାରିଖ

ଲୋକାୟୁକ୍ତ ନିଯୁକ୍ତି ନହେବା ପଛର ମାଷ୍ଟର ମାଇଣ୍ଡ୍ ନିଜେ ନବୀନ – କଂଗ୍ରେସ

ଭୁବନେଶ୍ୱର(ଆକାଶ ମିଶ୍ର)– ଓଡିଶାରେ ଲୋକାୟୁକ୍ତ ଗଠନ ଓ ନିଯୁକ୍ତିରେ ଅହେତୁକ ବିଳମ୍ବ ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକୟୁକ୍ତ ଆଇନ୍କୁ ନିର୍ବାଚନୀ ଫାଇଦା ପାଇଁ

ଓଡ଼ିଶାରେ ସ୍ଥାୟୀ ବ୍ୟାଙ୍କ ଶାଖା ଅଭାବରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେଉଛି – ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

ଭୁବନେଶ୍ୱର(ଆକାଶ ମିଶ୍ର) – ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାରେ ଭିତିଭୂମି, ଆର୍ଥିକ ବ୍ୟବସ୍ଥା ଓ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି । କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଲୋକମାନଙ୍କର ଜୀବନଜୀବିକା ଯଥାଶୀଘ୍ର

୨ମାସହେଲା ପୋଲିସ ଓକିଲ ମୁଆଁମୁହିଁ : ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ଏକ ବଡ ଉଦାହରଣ…

ଭୁବନେଶ୍ୱର: ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ଲୋକାୟୁକ୍ତ ନିଯୁକ୍ତି ନହେବା ପଛର ମାଷ୍ଟର ମାଇଣ୍ଡ୍ ନିଜେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ଓଡିଶାରେ ଲୋକାୟୁକ୍ତ ଗଠନ ଓ ନିଯୁକ୍ତିରେ ଅହେତୁକ ବିଳମ୍ବ ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକୟୁକ୍ତ ଆଇନ୍ କୁ ନିର୍ବାଚନୀ ଫାଇଦା

୧୯ ବର୍ଷ ବିଜେଡି ଶାସନର ପିସି, ଲାଞ୍ଚ, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ରାଜ୍ୟ ବ୍ୟାପୀ ବ୍ଲକ ଘେରାଉ : ବିଜେପି

ଭୁବନେଶ୍ୱର ( ଆକାଶ ମିଶ୍ର ) – ଆଗାମୀ ଅକ୍ଟୋବର ୨୭, ୨୯ ଓ ୩୦ ତିନି ଧରି ସମସ୍ତ ୩୧୪ ବ୍ଲକରେ ଗଣତାନ୍ତ୍ରିକ ଉପାୟରେ ଘେରାଉ କରାଯିବ ବୋଲି ବିଜେପି

ସି.ବି.ଆଇ. ନିର୍ଦ୍ଦେଶକଙ୍କ ରାତି ଅଧିଆ ଛୁଟିରେ ଯିବା ଆଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା : ସମାଜବାଦୀ ପାର୍ଟି

ଭୁବନେଶ୍ୱର ( ଆକାଶ ମିଶ୍ର ) : ସି.ବି.ଆଇ. ଭଳି ଏକ ସାମ୍ବିଧାନିକ ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତିକୁ ଦୁଇବର୍ଷ ଭିତରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ

ଆଳିରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ !

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ଆଳିରେ ଉତ୍କଳ ଭାରତର ସଭା ଚାଲିଥିବାବେଳେ କିଛି ବିଜେଡି କର୍ମୀ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ବଇରୀ ପାଲଟିଛନ୍ତି : ନିରଞ୍ଜନ

ଭୁବନେଶ୍ୱର (ଆକାଶ ମିଶ୍ର ) : ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପରିବର୍ତେ ବଇରୀ ସାଜିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ

ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର ( ଆକାଶ ମିଶ୍ର ): ବାତ୍ୟାଚଂଳରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି

କଳିଙ୍ଗ ଷ୍ଟୁଡେଣ୍ଟ୍ ଫେଡେରେସନ ତରଫ ରୁ ସମୂହ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର (ଆକାଶ ମିଶ୍ର ) – ଦଶହରା ଦିନ ପଞ୍ଜାବ ଅମୃତସର ଠାରେ  ରାବଣପୋଡ଼ି ସମୟ ରେ ରେଳ ଦୁର୍ଘଟଣା ରେ ପ୍ରାଣ ହରେଇଥିବା ବ୍ୟକ୍ତବିଶେଷଙ୍କ ଆତ୍ମା ର ସଦ୍ଗତି

‘ତିତଲି’ ଓ ବର୍ଷାରେ ୬୨ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଦାୟୀ: ଜିତେନ୍ଦ୍ର ସିଂ

ଭୁବନେଶ୍ୱର ( ଆକାଶ ମିଶ୍ର ) – ତିତ୍‍ଲି ବାତ୍ୟାରେ ଗୋଟିଏ ହେଲେ ଜୀବନ ହାନି ଘଟିବନାହିଁ ବୋଲି ସରକାର ଯେଭଳି ଭାବେ ଗଣମାଧ୍ୟମରେ ପ୍ରଚାର କରିଚାଲିଲେ ଏବଂ ବାତ୍ୟା ପରବର୍ତୀ ସମୟରେ