Category: Top News

ତିତ୍‌ଲି ପ୍ରଭାବରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ମିଥ୍ୟା ରିପୋର୍ଟ ଦେଇଥିବା ଏସଆରସିଙ୍କୁ ବହିଷ୍କାର କର ବୋଲି ଦାବୀ କଲା ବିଜେପି

ଭୁବନେଶ୍ୱର: ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଓ ପରବର୍ତୀ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫

ଆଜିଠାରୁ ୪ ଦିନିଆ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର :ବିପନ୍ନ ମାନଙ୍କୁ କିପରି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ସେ ନେଇ ଅନୁଧ୍ୟାନ କରିବା ସହ  ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ

ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ପରଲୋକରେ ଗଭୀର ଶୋକ

ବାରିପଦା:ଜଣେ ସଚ୍ଚା ଭାଷାପ୍ରେମୀ, ନିରଳସ ସାହିତ୍ୟ ସାଧକ,ଭାଷା-ସଂସ୍କୃତିର ଗବେଷକ,ମାତୃଭୂମି ପ୍ରାଣ,ଦରଦୀ ପରୋପକାରୀ ମଣିଷ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଗତ ରାତ୍ରୀ ୨ଟାରୁ ଚିର ନିଦ୍ରାରେ ଶୋଇଯାଇଛନ୍ତି। ତାଙ୍କର ମୃତ୍ୟୁ ମୟୂରଭଞ୍ଜ

ତିତଲି ଓ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା

ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳର ସବୁ ପରିବାରକୁ ଦିଆଯିବ ରିଲିଫ୍ ଭୁବନେଶ୍ୱର : ତିତଲି ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଦଶହରାରେ ବଙ୍ଗାଳି ପରମ୍ପରା

କଲିକତା(ସୁଜାତା ବନ୍ଦୋପାଧ୍ୟାୟ) ଓଡିଶାରେ ଦଶହରା ପର୍ବଟି ଗୋଟିଏ ସର୍ବଜନବିଦିତ ନାମ।ଭାରତର ଅନ୍ୟାନ୍ୟ ରାଜ୍ୟରେ ନବରାତ୍ରି, ଦଶମୀ-ଦୁର୍ଗାପୂଜା,ଦଶେରା ନାମରେ ଭି ଏକା ଦିନରେ ପାଲିତ ହୁଏ।ପଶ୍ଚିମବଙ୍ଗ, ବିହାର, ଆସାମ, ଓଡିଶା, ଦିଲ୍ଲୀ

ଗଞ୍ଜାମରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ:ସନ୍ଧ୍ୟାରେ ପ୍ୟାକେଜ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା ) ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବଡ ନଦୀ ଋଷିକୁଲ୍ୟାରେ ବନ୍ୟା ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ଋଷିକୁଲ୍ୟା ନଦୀରେ ଜଳ

ତିତ୍‌ଲିର ପ୍ରଭାବରେ ଚିଲିକାରେ ବନ୍ୟା: ଖୋଲିଲା ନୂଆ ମୁହାଣ, ୧୫ଟି ଗାଁ’କୁ ବିପଦ ଘନେଇଲା !

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଚିଲିକାରେ ଆଉ ଏକ ବଡ଼ ମୁହାଣ ଖୋଲିଯାଇଛି । ନୂଆ ମୁହାଣ ଦେଇ ସମୁଦ୍ର ଜୁଆର ଖୁବ୍ ଜୋର୍‌ରେ ଚିଲିକା ହ୍ରଦ

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କ୍ରମାଗତ ଭାବେ ଅବହେଳା

ବିଶାଖାପାଟଣାର୨୭ଜଣମତ୍ସ୍ୟଜୀବୀଙ୍କ ସହ ୩ଟି ଟ୍ରଲର ଉଦ୍ଧାର କଲା ଆର୍ଯ୍ୟପଲ୍ଲୀ ମେରାଇନ ପୋଲିସ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ବିଶାଖାପାଟଣାର ୨୭ଜଣ ମତ୍ସ୍ୟଜୀବୀଙ୍କୁ ଆର୍ଯ୍ୟପାଲ୍ଲୀ ମେରାଇନ ପୋଲିସ ସମୁଦ୍ରରୁ ଉଦ୍ଧାର କରିଛି । ସେମାନଙ୍କ ମାଛଧାରା ୩ଟି ଟ୍ରଲରକୁ ମଧ୍ୟ ଉଦ୍ଧାର କରିଛି । ତିତିଲି ପ୍ରଭାବରେ ବଡ଼ବଡ଼

୧୪ ଜଣଙ୍କୁ ବିଜେଡିର ନୂଆଁ ମୁଖପାତ୍ର ନିଯୁକ୍ତି : ଅମର ଶତପଥି ଆଉଟ

ଭୁବନେଶ୍ୱର:୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୪ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ

ବ୍ରହ୍ମପୁର-ଭଞ୍ଜନଗର ଯୋଗାଯୋଗ ବିଚ୍ଛିନ୍ନ: ଜନ ଜୀବନ ଅସ୍ତବ୍ୟସ୍ତ: ଯୁଆଡେ ଦେଖିବ ବନ୍ୟା: ଭାସିଗଲା ପୁରୁଷୋତ୍ତମପୁର,ଆସିକାସହର

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବାତ୍ୟା ‘ତିତ୍‌ଲି’ ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମରେ ୮୬ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର ପଲାସା ଉପକୂଳରେ ଭୋର ୬ ଟାରେ ମାଡ଼ କରିଥିଲା  ଏହା

ତିତ୍‌ଲି ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର:ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି ।

ବେଙ୍ଗଲୁରରେ ଚିଟଫଣ୍ଡ ଖେଳକରି ତିହିଡିର ମାଷ୍ଟର ମାଇଣ୍ଡ ଗିରଫ:୯୦ ଲକ୍ଷଟଙ୍କା ହଡପ

ବାଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗଲୁର ସ୍ଥିତ କାମାକ୍ଷାପାଲିଆରେ ରହୁଥିବା ଏହି ଜିଲାର ତିହିଡି ଓ ନାୟାକାଣୀଡିହି ଥାନା ଅଧୀନସ୍ଥ ଚାରିଜଣ ଯୁବକ ସେଠାରେ କେତେକ ଓଡ଼ିଆ ଓ ସ୍ଥାନୀୟ ଲୋକଙ୍କୁ

୨୦ମିନିଟ୍‌ ପାଇଁ ନେଉଛନ୍ତି କୋଟିଏ ଟଙ୍କା ଶ୍ରୀଦେବୀ ଚରିତ୍ରରେ ଅଭିନୟ କରିବାପାଇଁ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏନ୍‌ଟିଆର ବାୟୋପିକ୍‌ରେ ବଲିଉଡ୍‌ର ଚାନ୍ଦନୀ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ । ଏହି ଚରିତ୍ର ମିଳିବା ପରେ ତାଙ୍କୁ ନେଇ

କୌନ ବନେଗା କରୋଡ ପତିରେ ଭାରତୀୟ ହକି ଟିମ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି । ଏହା ଏକ ଗୌରବର ବିଷୟ

ଗଜପତି ଗଂଜାମରେ ସର୍ବାଧିକ କ୍ଷତିକରି ତିତଲି ଚାଲିଗଲା, ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦେଶ…

ଭୁବନେଶ୍ବର:ତିତଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ 

ତିତ୍‌ଲିର ତାଣ୍ଡବ ଲୀଳା:୧୧୬କି.ମି.ବେଗରେ ପବନ:ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ରହ୍ମପୁର-ଗୋପାଳପୁର ରାସ୍ତା ବିଚ୍ଛିନ୍ନ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌

ଢେଙ୍କାନାଳରେ ଧୂମଧାମରେ ଚାଲିଛି ନବରାତ୍ର ପୂଜା:ମା ଦୁର୍ଗାଙ୍କ ଆବିର୍ଭାବ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କର ନବରାତ୍ର ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଏହି ନବରାତ୍ର ପୂଜା ନଅଦିନ ଧରି ଚାଲିବ ଦଶହରା ଦିନ ସମାପ୍ତ

ରେଭେନସାର ୧୪୫ ଛାତ୍ରୀଙ୍କୁ ଜରିମାନା

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବିକରି ଗତ ୧ ତାରିଖରେ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୨୦ରୁ ଅଧିକ

ସତ୍ୟବାଦୀରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନଠାରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ପାଇଁ ନବୀନଙ୍କ ଦରଦ ନାହିଁ କହିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ବର୍ଷିଛନ୍ତି, କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟରେ ମହିଳାମାନଙ୍କୁ

ସି.ଆର.ପି.ଏଫ ଆଇଜି ୱିଚେଲ କୁମାର ମୁନିଗୁଡା ଗସ୍ତରେ ଆସି ନକ୍ସଲ ସମସ୍ୟା ଉପରେ ଆଲୋଚନା କରି ଅଧିକ ଶକ୍ତିଶାଳୀ ହେବାକୁ ଯବାନମାନଙ୍କୁ ଦେଲେ ପରାମର୍ଶ …

ରାୟଗଡା(ତୁଷାର ରଞ୍ଜନ ସାହୁ )ରାୟଗଡ଼ା ଜିଲାସ୍ଥିତ ୮ମ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଗତକାଲି  ଭୁବନେଶ୍ୱର ସିଆରପିଏଫ ଆଇଜି ୱିଚେଲ କୁମାର ଗସ୍ତରେ ଆସିଛନ୍ତି । ସେ ଏଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟ ସମୀକ୍ଷା

ଓଡ଼ିଶା ଜନମୋର୍ଚ୍ଚା, ବିଜେଡ଼ି ଓ ବିଜେପିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର   (ଆକାଶ ମିଶ୍ର) –  ଓଡ଼ିଶା ଜନମୋର୍ଚ୍ଚାର ପ୍ରାଦେଶିକ କମିଟି, ଜିଲ୍ଲା ସଭାପତି, ବରିଷ୍ଠ ସଂଗଠକ ଓ ଜନମୋର୍ଚ୍ଚା ଦଳ ସଭାପତି ଆଡଭୋକେଟ ଦିବ୍ୟସିଂହ ମିଶ୍ର ଓ ସାଧାରଣ ସଂପାଦକ

ରାଜଧାନୀବାସୀଙ୍କ ପାଇଁ ଓଡିଶୀ ସିଟିକାର୍ଡ

ଭୁବନେଶ୍ୱର (ଆକାଶ ମିଶ୍ର) – ପକେଟରେ ଓଡିଶୀ ସିଟି କାର୍ଡ ଥିଲେ ରାଜଧାନୀରେ ଆଉ ନଗଦ ଅର୍ଥର ଆବଶ୍ୟକ ପଡିବନାହିଁ । ଦୋକାନରେ ସାମଗ୍ରୀ କିଣା ଠାରୁ ଆରମ୍ଭକରି ଜମିଜମା ଟିକସ ବି

ବ୍ରହ୍ମପୁରରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲାସମ୍ମିଳନୀ ଅନୁଷ୍ଠିତ:ଜିଲ୍ଲା କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର-ଅଖିଳଭାରତ ଟ୍ରେଡ଼ ୟୁନିଅନ କଂଗ୍ରେସର (ଏ.ଆଇ.ଟି.ୟୁ.ସି.) ଗଂଜାମ ଜିଲ୍ଲା ଶାଖା ଆସିକା ରୋଡ଼ ସ୍ଥିତ ଚତୁର୍ଭୁଜ ଧର୍ମ ଶାଳାରେ ନବମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସାଥୀ ପ୍ରଶାନ୍ତପାଟ

ଅଳ୍ପକେ ବର୍ତ୍ତିଲେ ରାହୁଲଗାନ୍ଧୀ ରୋଡ ସୋ’ ସମୟରେ ହେଲା ବିସ୍ଫୋରଣ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ୮ କିଲୋମିଟରର ରୋଡ ସୋ’ କରିଛନ୍ତି। ରାହୁଲ ଗାନ୍ଧି ଏକ ଖୋଲା ଛାତ ଥିବା କାର୍‌ରେ ଯାଉଥିବା ସମୟରେ

ପୁଣି ଛତିଶଗଡ଼ ବନ୍ଦକଲା ମହାନଦୀ ପାଣି…

ସମ୍ବଲପୁର: ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଦୁଇ ଦିନ ଯାଇନି ହୀରାକୁଦ ଜଳଭଣ୍ଡାରରେ ଜଳ ସଂକଟ ଦେଖାଦେଲାଣି । ଛତିଶଗଡ ସରକାର ପୁଣି ତାଙ୍କ ମନମାନି ଆରମ୍ଭ କରିଦେଇଛନ୍ତି । ବ୍ୟାରେଜ୍ର

ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ରେ ଭାଗ ନେବେ ୬୦ ବିଦେଶୀ ପ୍ରତିନଧି

ଭୁବନେଶ୍ୱର (ଆକାଶ ମିଶ୍ର) – ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ଭୁବନେଶ୍ୱରଠାରେ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟ ଆୟୋଜନ ନିମନ୍ତେ ଆନୁଷଙ୍ଗିକ କାର୍ଯ୍ୟାନୁଷ୍ଠାନର

ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ

ବିଜାୱାଡା : ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଥିବା