Category: Top News

ଆପଣଙ୍କ ଭାଗ୍ୟ

ଅଦ୍ୟ ଅକ୍ଟୋବର ମାସ ୦୭ ତାରିଖ ୨୦୨୩ ମସିହା(ଶନିବାର),ଶକାବ୍ଦ -୧୯୪୫,ସମ୍ବତ -୨୦୮୦,ଦିଲ୍ଲୀସ୍ୱରାଦ୍ଧ-୧୪୩୧, ସମ୍ବତ୍ସର-ପିଙ୍ଗଳ,ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୭/୪୦ ପର୍ଯ୍ୟନ୍ତ ତଦନ୍ତେ ନବମୀ, ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୧୨/୧୯ ପର୍ଯ୍ୟନ୍ତ

ମା’ତାରାତାରିଣୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ : ଋଷିକୁଲ୍ୟା ନଦୀରୁ ୧୦୮ମାଠିଆ ଜଳ ଅଭିଷେକ

ଶାରଦୀୟ ପୂଜା ଉପାସନା ମହୋତ୍ସବରେ ଧରଣୀ ହରିତ ବର୍ଣ୍ଣରେ ସୁଶୋଭିତ ହୋଇ ଉଠୁଛି।ଖଣ୍ଡ ଖଣ୍ଡିଆ ମେଘମାଳା ଆକାଶ ବୁକୁରେ ଭାଷି ଉଠୁଛି ଓ ଅପସରା ବର୍ଷା ମଝିରେ ମଝିରେ ହୋଇ

ଜିଲ୍ଲାପରିଷଦ ସଭ୍ୟା ପ୍ରୀତି ସାହୁଙ୍କ ନେତୃତ୍ୱରେ ଜନସମ୍ପର୍କ ଯାତ୍ରା : ଉତ୍ସାହର ସହ ସାମିଲ ହେଲେ ବହୁ ମହିଳା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ୬୯ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ଜନସମ୍ପର୍କ ପଦଯାତ୍ରା l ଏହି ପଦଯାତ୍ରା ଧୋବାଡି

ସମବାୟ ସମିତିର ସମ୍ପତ୍ତି ବିକ୍ରି ପାଇଁ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ରାଜ୍ୟର ସମବାୟ ସମିତିଗୁଡ଼ିକ ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ନିଜର ସ୍ଥାବର ସମ୍ପତ୍ତିିକୁ ବିକ୍ରି କରିପାରିବେ ନାହିଁ । ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ

ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଚେତନ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପି ଓବିସି ମୋର୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଓବିସି ମୋର୍ଚା ଓ ଏକତା ଟ୍ରଷ୍ଟ ର ମିଳିତ ସହଯୋଗ ରେ, ନିଖିଳ ଉତ୍କଳ

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ : ଆପ୍ ର ୩ ପ୍ରମୁଖ ନେତା ଜେଲରେ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ କରିଥିଲା ଆମ୍ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଘରେ I ଦିନତମାମ ଖାନ ତଲାସ

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲେ ବିପିନ ପ୍ରଧାନଙ୍କ ପ୍ରାର୍ଥୀ : ବିପ୍ଳବଙ୍କ ଅସୁସ୍ଥତା ଯୋଗୁଁ ପ୍ରାର୍ଥୀ ଦେଇ ପାରିଲେ ନାହିଁ

ଦିଗପହଣ୍ଡି(ସମୃଦ୍ଧ ଓଡିଶା) ଦିଗପହଣ୍ଡିରେ ବାଜି ମାରିଲା ବିପିନ ପ୍ରଧାନ ଗୋଷ୍ଠୀ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ନିଲମ୍ବିତ ବିଜେଡି ନେତା ବିପିନ ପ୍ରଧାନଙ୍କ ଗୋଷ୍ଠୀର ବିଜୟ ହୋଇଛି ।

ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟପାଳ ହେବା ସମ୍ଭାବନା !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ସମ୍ବାଦ ସମ୍ପାଦକୀୟରେ ଅପ୍ରିୟ ସତ କଥା ଲେଖି ସରକାରଙ୍କ ଆକ୍ରୋଶର ଶିକାର ତଥା ଶରବ୍ୟ ହୋଇଥିବା ସମ୍ବାଦ ମୁଖ୍ୟ, ପ୍ରବୀଣ ରାଜନୀତିଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକ ଅତି ନିକଟରେ

ସାଇବର ସଚେତନତା ରଥର ଶୁଭାରମ୍ଭ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ସାଇବର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଛତ୍ରପୁର(ସମୃଦ୍ଧ ଓଡିଶା)ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମଜୟନ୍ତୀ ଏବଂ ଶାନ୍ତି ଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଦିବସ ଅବସରରେ ଏହି ଦୁଇ ଜାତୀୟ ବରପୁତ୍ରଙ୍କ ଗଞ୍ଜାମ ଜିଲ୍ଲାସ୍ତରୀୟ

ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଓଡ଼ିଶାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମନ୍ଦାର ଗ୍ରାମରେ ଶ୍ରୀବତ୍ସ ପଣ୍ଡା ଓଡ଼ିଶାର ପ୍ରଥମ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ l ଅନ୍ଧ ବିଶ୍ବାସ କୁସଂସ୍କାର ବିରୁଦ୍ଧରେ ସେ ସ୍ବର ଉତ୍ତୋଳନ

୧୬ ନମ୍ବର ଜୋନରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

ବାଲିଅନ୍ତା(ସମୃଦ୍ଧଓଡିଶା)ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ବାଲିଅନ୍ତା ବ୍ଲକ ବିଜେଡ଼ି ସଂଗଠନ ତରଫରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ କମଳକୁମାର ପାତ୍ରଙ୍କ (ଚନ୍ଦନ)

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶାନ୍ତି ଓ ଅହିଂସାର ବାର୍ତ୍ତା

ଅହିଂସା ରେ ବ୍ରତୀ ଦୁଇ ଭାରତ ଜନନୀ ଙ୍କ ସୁଯୋଗ୍ୟ ସୁପୁତ୍ରଙ୍କ ଆଜି ଅକ୍ଟୋବର ୨ ତାରିଖରେ ପବିତ୍ର ଜନ୍ମ ଦିନ। ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଭାରତରେ

ବ୍ରହ୍ମପୁର ମହାନଗର ୨୭ନଂ ୱାର୍ଡରେ ସୂଚନା ଓ ପ୍ରସାରଣ ବିଭାଗର ‘ସ୍ଵଚ୍ଛତା ହିଁ ସେଵା’ କାର୍ଯ୍ୟକ୍ରମ

ଛତ୍ରପୁର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସ୍ୱଛଭାରତ କାର୍ଯ୍ୟକ୍ରମ ଆଜି ଅର୍ଥାତ ୧-୧୦-୨୦୨୩ ରିଖରେ ସକାଳ ୧୦ଟା ରୁ ୧୧ଟା ଏକ ଘଣ୍ଟା ବ୍ରହ୍ମପୁର ମହାନଗରର ଗୋସାଇଁନୂଆଁଗାଁର ୱାର୍ଡ ନମ୍ୱର ୨୭ରେ

କେବେ ଓ କେମିତି ହୁଏ ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧ

ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ଆମ ସାମାଜିକ ପାରିବାରିକ ପର୍ବପର୍ବାଣୀ ଆମ ଦୈନନ୍ଦିନ ଜୀବନରେ ଅବତରଣ କରି ଆସେ। ପିତୃପୁରୁଷଙ୍କୁ ଶ୍ରଦ୍ଧା ର ସହ ମନେ ପକେଇ ଓ

ଦଳିଦେଲା ନରହନ୍ତା ଦନ୍ତାହାତୀ : ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କୋଇଡା (ସମୃଦ୍ଧ ଓଡିଶା )କୋଇଡା ଥାନା ଅନ୍ତର୍ଗତ ତେନ୍ତୁଲଡିହି ନିକଟସ୍ଥ କାଟାସାହି ଗ୍ରାମର ୫୮ ବର୍ଷିୟ ବୃଦ୍ଧ ଘର ସଉଦା ଆଣିବା ପାଇଁ ନିକଟସ୍ଥ ବଜାର ଯାଇ ଫେରିବା ବେଳକୁ

ବ୍ରହ୍ମପୁର ବିଜେପିର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ୱଛତା ମାଧ୍ୟମରେ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେବା ଓ ନିଜ ଅଞ୍ଚଳରେ ୧ ଘଣ୍ଟାର ସ୍ୱଛତାର ଆହୂତି

ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ସବୁ ରାଜ୍ୟର କର୍ମଚାରୀ ମାନଙ୍କ ମହାସମାବେଶ

ଦିଲ୍ଲୀ(ସମୃଦ୍ଧ ଓଡିଶା)ଅକ୍ଟୋବର ପହିଲା ଆଜି ଐତିହାସିକ ଦିଲ୍ଲୀର ରାମଳୀଳା ମଇଦାନରେ ନୂତନ ପେନସନ୍ ଭୁକ୍ତ କର୍ମଚାରୀ ମାନଙ୍କର ମହାସମାବେଶ ହୋଇଯାଇଛି। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ

ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ ବସୁଆଘାଇ ଗ୍ରାମ ପଂଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭାରତ ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜେପି ଓ ବସି ମୋର୍ଚା ଓ ଏକତା ଟ୍ରଷ୍ଟ ର ମିଳିତ ସହଯୋଗ ରେ ବସୁଆଘାଇ

ବ୍ରହ୍ମପୁର ପୌର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ ହୋଇଥିବା ସୂଚନା !

ବ୍ରହ୍ମପୁର(ସମୃଦ୍ଧଓଡିଶା) ବ୍ରହ୍ମପୁର ପୌର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ଏବେ ଏବେ ବୋମାମାଡ ହୋଇଥିବା ସୂଚନା ମିଳିଛି I

ଆସିକା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦେଡ଼ଶୁରଙ୍କୁ ହତ୍ୟା: କୋଦଳା ପୋଲିସର ଛାନ୍ ବିନ୍ ଜାରୀ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାରେ ଗଡ଼ିଛି ପୁଣି ଏକ ମୁଣ୍ଡ । କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଗୁରୁବାର ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଗଣେଶ ପୂଜା ଭୋଜି ଖାଇବାକୁ

ପ୍ରକୃତି ଦୟାରେ କଳାହାଣ୍ଡି ଚାଷୀ : କାଗଜ କଲମରେ ସୀମିତ ଚାଷୀ ଓ ଚାଷର ବିକାଶ

ଭବାନିପାଟଣା(ସମୃଦ୍ଧ ଓଡିଶା)ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା ରାଜ୍ୟର ଆଦିବାସୀ ବହୁଳ କଳାହାଣ୍ଡି ଜିଲାର ଚାଷୀମାନେ ପ୍ରକୃତି ଦୟାରେ ବଞ୍ଚିଛନ୍ତି । ଜିଲାର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଅଣଜଳସେଚିତ

ନୋଟାରିଙ୍କୁ ଚେତାବନୀ ଦେଲା ରାଜ୍ୟ ଆଇନ ବିଭାଗ

କଟକ(ସମୃଦ୍ଧ ଓଡିଶା )ଆନନ୍ଦପୁରରେ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା ଘର ପାଇଁ ଟଙ୍କା ଆଦାୟ ଘଟଣାରେ ଜୈନିକ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀଙ୍କୁ ପୁଲିସ୍ ଗିରଫ କରିଥିଲା।

କଲେଜ ଅଫ ନର୍ସିଂରେ ମେଗା କ୍ୟାମ୍ପସ୍ ନିଯୁକ୍ତି

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଶ୍ବାସ ସ୍କୁଲ ଓ କଲେଜ ଅଫ୍ ନର୍ସିଂ ପକ୍ଷରୁ କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଅଛି। କଲେଜରେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ ଲାଗି ନାମୀଦାମୀ ଚିକିତ୍ସାଳୟ ଦାୟିତ୍ଵ

ରଙ୍ଗେଇଲୁଣ୍ଡା ବ୍ଲକ ଲୋକ କଳା ସାଂସ୍କୃତିକ ଦଳର ପ୍ରଶିକ୍ଷଣ ଶିବିର

ଛତ୍ରପୁର(ସମୃଦ୍ଧ ଓଡିଶା)ରଙ୍ଗେଇଲୁଣ୍ଡ ବ୍ଲକ ଅଞ୍ଚଳର ଲୋକ କଳା ସାଂସ୍କୃତିକ ଦଳଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରଙ୍ଗେଇଲୁଣ୍ଡ ବ୍ଲକ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ଏହି ଶିବିର

ଘାଟିରେ ବସ୍ ଓଲଟିଲା ପଡିବାରୁ ପିଇଟି ଶିକ୍ଷକ ମୃତ, ୨୦ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର(ସମୃଦ୍ଧ ଓଡିଶା)କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍। ଦୁର୍ଘଟଣାରେ ଜଣେ ପିଇଟି ଶିକ୍ଷକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ବିଚାରପତି ?

କଟକ(ସମୃଦ୍ଧ ଓଡିଶା)ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ସପ୍ତାହକ ପରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏଯାବତ୍‍ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ନେଇ କୌଣସି ବିଜ୍ଞପ୍ତି

ଟିଟାନିୟମ ପ୍ଲାଣ୍ଟ କର୍ମଚାରୀଙ୍କୁ ୩ମାସର ଦରମା ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମଜ଼ିଲ୍ଲା ଛତ୍ରପୁର ଉପକଣ୍ଠସ୍ଥ ଟିଟାନିୟମ ପ୍ଲାଣ୍ଟରେ ନିୟୋଜିତ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମା ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ କର୍ମଚାରୀ

ଇତିହାସର ପୁନଃରାବୃତ୍ତି …

ଆପଣମାନେ ଜାଣିଥିବେ ଅଥବା ମନେ ଥାଇପାରେ ୭୦ରୁ ୯୦ ଦଶକ ମଧ୍ୟରେ ଆମେରିକାର ଓ ପାଶ୍ଚାତ୍ୟର ଅନେକରାଜନେତା/ଶାସକ ଭାରତ ସରକାରୀ ପରିଭ୍ରମଣରେ ଆସୁଥିଲେ, ରୀତିଟା ଏଇଭଳି ଥିଲା, ପ୍ରଥମେ ନୂଆଦିଲ୍ଲୀ