Category: Top News

ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ବାଟବଣା: ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗୀୟ ସଚିବଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୋରଡା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ସୋରଡାରେ ପଞ୍ଚଦଶ ଅର୍ଥକମିସନଙ୍କ ଅନୁଦାନଙ୍କୁ ହେରଫେର କରି ମିଥ୍ୟା ବିଲ କରିଥିବା ଅଭିଯୋଗ କରିଛନ୍ତି ଗୋପାଳପୁର ଶାସନ ସରପଞ୍ଚ ଦେବରାଜ ମଲ୍ଲିକ। ସରପଞ୍ଚଙ୍କ ଅଭିଯୋଗ ପ୍ରକାରେ ସୋରଡା

ଦେଶ ଗଠନରେ ଯୁବ ଓ ଛାତ୍ରଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲିଅନ୍ତା(ସମୃଦ୍ଧଓଡିଶା)ଆଜି ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଜୟଦେବ ନିର୍ବାଚନମଣ୍ଡଳୀର ନବ ନିଯୁକ୍ତ ବିଜେଡି ଯୁବ ଏବଂ ଛାତ୍ର ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଉଲ୍ଲେଖ ଯୋଗ୍ୟ ବାଲିଅନ୍ତା

ସବୁ ପଞ୍ଚାୟତକୁ ମିଳିବ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସବୁ ପଞ୍ଚାୟତକୁ ମିଳିବ ଅଢ଼େଇ ଲକ୍ଷ ଟଙ୍କାର କ୍ରୀଡ଼ା ଉପକରଣ ଏହି ଅର୍ଥ ପଂଚାୟତକୁ ଯୋଗାଇ ଦିଆଯିବ । କ୍ରୀଡ଼ା ବିଭାଗର

ଏଣିକି ବ୍ରହ୍ମପୁର ବଡ ମେଡିକାଲରେ ମିଳିବ ଉନ୍ନତମାନର କ୍ୟାନସର ଚିକିତ୍ସା ସେବା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏଣିକି ବ୍ରହ୍ମପୁର ବଡ ମେଡିକାଲରେ ମିଳିବ ଉନ୍ନତମାନର କ୍ୟାନସର ଚିକିତ୍ସା ସେବା I ନବୀନ ସରକାର ରାଜ୍ୟର ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର

ସାମ୍ୱାଦିକଙ୍କ ପାଇଁ ସ୍ୱାସ୍ଥବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲା ବ୍ରହ୍ମପୁର ପ୍ରେସ କ୍ଲବ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି

ମାଧ୍ୟମିକ ଶିକ୍ଷା ବିଭାଗର ପ୍ରାୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମାଧ୍ୟମିକ ଶିକ୍ଷା ବିଭାଗ, ଏକତା ଟ୍ରଷ୍ଟ ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗ ରେ ବାଲିଅନ୍ତା ସ୍ଥିତ ସରକାରୀ ପ୍ରାଥୀମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟ

କଙ୍କୋରଡା କଲେଜର ୪୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ : ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଜେନା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୁଧବାର ଦିନ ୪୩ ତମ ପ୍ରତିଷ୍ଠା ଦିବସ କଲେଜର ସମ୍ମିଳନୀ କକ୍ଷରେ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ରାଜ୍ୟରେ ଚାଷୀ ସରକାର ଗଠନ ପାଇଁ ମସୁଧା : ଚାଷୀ ଦଳ ଏଥର କରିବେ ଖେଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ଚାଷୀମାନେ ଚାଷୀ ଦଳ ନାମରେ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କଲେଣି I ଚାଷୀ ମାନେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ଚାଷୀ ଦଳ ଚାହିଁଲେ

ବିଜେପି ପ୍ରଶିକ୍ଷଣ ସେଲ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପି ପ୍ରଶିକ୍ଷଣ ସେଲ ତରଫରୁ ଧଉଳି ଗ୍ରାମ ପଂଚାୟତ ସ୍ଥିତ ତୋଷାଳୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଚତୁର୍ପାଶ୍ୱରେ ଉନ୍ନତ ମାନର ବୃକ୍ଷ ରୋପଣ କରାଯାଇଛି l ରୋପଣ

ଜାତୀୟ ସ୍ତରରେ”ଭୂମି ସମ୍ମାନ”ରେ ଗଞ୍ଜାମ ଜିଲ୍ଲା ସମ୍ମାନୀତ

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ

ଆଉଟସୋର୍ସିଙ୍ଗକର୍ମଚାରୀ ଆରଡିସି ଅଫିସ ଘେରାଉ : ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ନିଷ୍ପତ୍ତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆରଡିସି ଅଫିସ ଘେରାଉ କରିଛନ୍ତି I ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି I ରାଜ୍ୟ ଆଉଟସୋର୍ସିଙ୍ଗକର୍ମଚାରୀ ସଂଘର

ବିଧାୟକ ରମେଶ ଜେନାଙ୍କ ଦ୍ୱାରା ଗୋକର୍ଣପୁରରେ ଖୋଲିଲା ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର

ଗୋକର୍ଣ୍ଣପୁର(ସମୃଦ୍ଧ ଓଡିଶା) ବହୁଦିନରୁ ପ୍ରତିକ୍ଷିତ ହାଇକୋର୍ଟ ଆଡ଼ଭୋକେଟ ଚ୍ୟାମ୍ବର ଆଜି ଉଦଘାଟିତ ହୋଇ ଯାଇଛି I ଗୋକର୍ଣ୍ଣପୁର ଓ ତାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ଆଇନ ସହାୟତା ପାଇବା ଦିଗରେ

କଂଗ୍ରେସକୁ ବଞ୍ଚାଅ ମୁଁ କଂଗ୍ରେସରୁ ଜନ୍ମ : ଚିରଞ୍ଜୀଵୀ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କଂଗ୍ରେସକୁ ବଞ୍ଚାଅ ମୁଁ କଂଗ୍ରେସରୁ ଜନ୍ମ ବୋଲି କହିଛନ୍ତି ଚିରଞ୍ଜିବି I ଦୀର୍ଘ ୨୩ବର୍ଷ ହେଲା କଂଗ୍ରେସ ରାଜ୍ୟରେ କ୍ଷମତାରେ ନାହିଁ । ଯେଉଁ ଜିଲ୍ଲାରେ ବି କଂଗ୍ରେସ

୬୪ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା : ଏମାନେ ପୁଣି ଟିକଟ ପାଇବେ ?

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର

‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌ : ଉପସ୍ଥାପନ ବିପ୍ଳବ ପାତ୍ର

‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି ।ନୂଆ

ବହୁ ଡେରୀ ହେଲେ ବି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସରୁ ସସ୍‌ପେଣ୍ଡ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏଥର କଂଗ୍ରେସ ଆଗେଇବ ବୋଲି ବୁଦ୍ଧିଜୀବୀ ଆଲୋଚନା କଲେଣି I ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ

ପଶ୍ଚିମ ଓଡ଼ିଶାରେ ୨ହଜାରଟି ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନିର୍ମାଣ ହେବ !

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ପାଇଁ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ବଳରେ ମୋଟ

ଲାଜ ନାହିଁ କି ସରମ ନାହିଁ ଏତେ ଲୋଭ : ମହିଳା ପୋଲିସ ଅଫିସର ଲାଞ୍ଚ ନେଇ ଗିରଫ

ଭୂବନେଶ୍ୱର(ସମୃଦ୍ଧ ଓଡିଶା) ଆଧୂନା ରାଜ୍ୟରେ ମ୍ୟାଡ଼ାମମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଜେଲ ଯାଉଥିବା ଘଟଣା ମାତ୍ରାଧିକ ଭାବରେ ଦେଖିବାକୁ ମିଳୁଛି ବୋଲି ଆମେ ବାରମ୍ବାର କହି ଆସୁଛୁ ।

ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଛାତ୍ର ଗୁରୁତର

ଢେଙ୍କାନାଳ(ସମୃଦ୍ଧ ଓଡିଶା)ଜଣେ ଶିକ୍ଷୟିତ୍ରୀଙ୍କ ମୁଥ ମାଡରେ ଜନୈକ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଜଣାପଡିଛି I ସ୍କୁଲ ପରିସରରେ ଛାତ୍ରମାନଙ୍କୁ ମାରିବା ପାଇଁ ବାରଣ ଥିବା ସତ୍ୱେ ଶିକ୍ଷକମାନେ

ସହରାଞ୍ଚଳରେ ସଠିକ୍ ଯୋଜନା ଦ୍ୱାରା ବର୍ଷା ଜଳ ନିଷ୍କାସନ ସମ୍ଭବ

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ବର୍ଷା ଦିନେ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ବା ବନ୍ୟା ଦାଉରୁ ଲୋକେ ରକ୍ଷା ପାଇବା ପାଇଁ ପ୍ରଶାସନ ର ମୁଣ୍ଡବିନ୍ଧା ହୋଇଥାଏ l ବିଶେଷ କରି

ଶ୍ରୀକାନ୍ତ ସାହୁଙ୍କ ଠାରୁ ମୋତେ ସୁରକ୍ଷା ଦିଅ : ନାରୀନେତ୍ରୀ ସଂଯୁକ୍ତା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଦଳୀୟ ନେତ୍ରୀ ସଂଯୁକ୍ତା ମହଲା ଭୁବନେଶ୍ୱର ମହିଳା ଥାନାରେ ପୁଣି ଏତଲା ଦେଇଛନ୍ତି । ତା’ସହିତ ସେ

ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଏଣିକି ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟକୁ ପଦୋନ୍ନତି ହେବେ। ଆଜି ବିଧିବଧ ଭାବେ କ୍ୟାବିନେଟ ନିର୍ଦ୍ଧାରଣ କରିଛି I ପୂର୍ବରୁ ଥିବା ୫ ପ୍ରତିଶତ ପଦୋନ୍ନତି

ଏବେ ସବୁ ବିଜେଡି ମୁହାଁ : ବିଜେପି ଛାଡି ବିଜେଡିରେ ମିଶିଲେ ପୂରଣ ପ୍ରଧାନ ସରପଞ୍ଚ

ବାଲିଅନ୍ତା(ସମୃଦ୍ଧଓଡିଶା)ଆଗାମୀ ବିଧାନ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ବାଲିଅନ୍ତା ବ୍ଲଜ ଅଞ୍ଚଳରେ ରାଜନୈତିକ ପରିସ୍ଥିତି ସରଗରମ ହୋଇଉଠିଛି l ଆମ ସଂଗଠନର ଅଧ୍ୟକ୍ଷ କମଳକୁମାର ପାତ୍ର (ଚନ୍ଦନ )ଙ୍କ

୫ ଆଇପିଏସ୍ ଓ ଜଣେ ଓପିଏସଙ୍କ ଅଦଳ ବଦଳ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍

ଇଛା ମୁତାବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

କଟକ(ସମୃଦ୍ଧ ଓଡିଶା)ଦୁଷ୍କର୍ମ ବା ବଳାତ୍କାରକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ସବୁ ଶାରିରୀକ ସମ୍ପର୍କକୁ ରେପ୍‌ (rape) ବା ଦୁଷ୍କର୍ମ କୁହା ଯିବ ନାହିଁ । ଆଜି

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୬ଟି ବଗି ଜଳିଗଲା:Six coaches of Falaknuma Express caught fire

ବିଶାଖାପାଟଣା(ସମୃଦ୍ଧଓଡିଶା)ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିଶାଖାପାଟଣାଠାରୁ ୬ ଶହ କିମି ଦୂର ସିକନ୍ଦରାବାଦକୁ ୪୫

ପଦ୍ମପୁର ଗ୍ରାମର ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୋରଡ଼ା(ସମୃଦ୍ଧ ଓଡିଶା)ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଞ୍ଚଳ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ପଦ୍ମପୁର ଗ୍ରାମ।ଦୀର୍ଘଦିନ ଧରି ସେହି ଗ୍ରାମର ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ଆସୁଛି

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି : ଆଗାମୀ ମାସରେ ନେବେ ଶପଥ

କଟକ(ସମୃଦ୍ଧ ଓଡିଶା)ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍‌ ତାଳପତ୍ରଙ୍କ ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ କଲେଜିୟମ। ଆସନ୍ତାମାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର

ଡି.ଏନ ଗ୍ରୁପରେ ଆଇ.ଟି ରେଡ୍ : ଖାଲି କାଟା କାଟା ଟଙ୍କା ୧୦୫କୋଟି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଓ ଆଜି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ