Category: Top News

ବାହାନଗା ଟ୍ରେନ ଟ୍ରାଜେଡି: ମମତା ବୈଷ୍ଣବ କଥା କଟାକଟି

ବାହାନଗା(ସମୃଦ୍ଧଓଡିଶା)ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହୋଇଛି ଏକ ସାଧାରଣ କଥାକୁ ନେଇ। ମୃତ୍ୟୁ ସଂଖ୍ୟା ୫ଶହ ହେବ ବୋଲି କହିଥିଲେ ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ

ସର୍ବପ୍ରଥମ ରେସକ୍ୟୁ ଓ ରିଲିଫ ତା’ପରେ ଇସ୍ତଫା ଦାବୀ କର !

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାଲେଶ୍ୱରରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ୩ ଶହ ପାଖାପାଖି ଜୀବନ ଚାଲି ଯାଇଥିବା ବେଳେ ୯ ଶହରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବା ଯୋଗୁଁ ବହୁ ଘର

ବାହାନଗା ଟ୍ରେନ ଦୁର୍ଘଟଣା: ସହାୟତାର ହାତ ବଢ଼ାଇଲେ ବୈଜୟନ୍ତ- ନିଜ ହେଲିକପ୍ଟର ଅଫର୍ କଲେ ଅଫିସରଙ୍କୁ ..

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ସହାୟତାର ହାତ ବଢ଼ାଇଲେ ବୈଜୟନ୍ତ ପଣ୍ଡା କହିଲେ ମୋ ନିଜ ହେଲିକପ୍ଟର ଆବଶ୍ୟକ ନେଇପାରନ୍ତି ସରକାର ଅଫିସର। ବାହାନଗା ନିକଟରେ ଘଟିଥିବା ରେଳ

ତାମିଲିନାଡୁ ମୁଖ୍ୟମନ୍ତ୍ରୀ ଟିମ,ମମତାଙ୍କ ପରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଆସୁଛନ୍ତି ପିଏମ ମୋଦି…

ବାଲେଶ୍ୱର(ସମୃଦ୍ଧ ଓଡିଶା)ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକରେ ବାହାନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ ।

ବାହାନଗା ଟ୍ରେନ ଦୁର୍ଘଟଣା : ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାଵୀ

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଗତକାଲି ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମାଦୂତ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଜୋର ଧରିବାକୁ ଲାଗିଲାଣି ରାଜନୀତି। ଏହି ଦୁର୍ଘଟଣା ପାଇଁ ବିପକ୍ଷ ଗୋଷ୍ଠୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା

ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ଗୁରୁତରଙ୍କୁ ୨ ଲକ୍ଷ : ମୂଖ୍ୟମନ୍ତ୍ରୀ ନିଜେ ସ୍ଥିତି ସମୀକ୍ଷା କରୁଛନ୍ତି

ବାଲେଶ୍ୱର(ସମୃଦ୍ଧଓଡିଶା)ଆଜି ସନ୍ଧ୍ୟା ପ୍ରାୟ ୭ଟା ରେବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଛି । ଅଲଗା ଟ୍ରାକରେ ଯାଉଥିଲେ ମଧ୍ୟ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ

ରେଳ ଚଳାଚଳ ବିଳମ୍ବ : କରମଣ୍ଡଳ ଏକ୍ସପ୍ରେସ ବଡ ଧରଣର ଦୁର୍ଘଟଣା ଗ୍ରସ୍ତ…

ବାଲେଶ୍ୱର (ସମୃଦ୍ଧଓଡିଶା)ଏବେ ଏବେ ବିଳମ୍ବିତ ସନ୍ଧ୍ୟାରେ ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି। ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ । ୫ ଟି ବଗି

ଏନ.ଟି ରାମରାଓ ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଟି ଡି ପି ପକ୍ଷରୁ ଅର୍ଣ୍ଣ ଦାନ ଓ ଚାଉଳ ବଣ୍ଟନ : రోజు అన్న క్యాంటీన్ …

ବିଶାଖାପାଟଣା(ସମୃଦ୍ଧଓଡିଶା) ଆଜି ଆନ୍ଧ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତା ସ୍ୱର୍ଗତ ନନ୍ଦାମୁରୀ ତାରକାରାମା ରାଓଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ, ତେଲୁଗୁ ଦେଶମ ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନାରା ଚନ୍ଦ୍ରବାବୁ

ଅଜଣା ସର୍ପାଘାତରେ ଯୁବକଙ୍କ ମୃତ୍ୟୁ

ଆସିକା(ସମୃଦ୍ଧଓଡିଶା)ଆସିକା ବ୍ଳକ ଅନ୍ତର୍ଗତ ଡୁଙ୍କୁଣୀ ଗ୍ରାମର ଜନୈକ ବ୍ୟକ୍ତି ସଞ୍ଜୟ କୁମାର ନାୟକଙ୍କ ଏକ ଅଜଣା ବିଷଧର ସର୍ପାଘାତରେ ତା ୨୮.୦୫.୨୦୨୩ ରିଖରେ ମୃତ୍ୟୁବରଣ କରିଥିବାର ସୂଚ଼ନା ମିଳିଛି। ମୃତ୍ୟୁ

ଓଜେଇଇ ପରୀକ୍ଷା ଫଳ : କେଉଁ ବିଭାଗରେ କିଏ ଟପର ?

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଆନୁଷ୍ଠାନିକ ଭାବେ ପରୀକ୍ଷା

ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ..

ଛତ୍ରପୁର( ସମୃଦ୍ଧଓଡିଶା )ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ I ଧାରଣାରେ ୫୦ ହଜାର ଅମଲା I ସରକାରୀ

୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନ : ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଓଡ଼ିଶାର କିଛି

ଜୟଶ୍ରୀ କେମିକାଲସ ୱାକର୍ସ ୟୁନିୟନର ବିଜୟ ଉତ୍ସବରେ ନେତା ରାମ ଚନ୍ଦ୍ର ପଣ୍ଡା …

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମସହରରେ ଗଢ଼ିଉଠିଥିବା ବହୁ ପୁରାତନ ଜୟଶ୍ରୀ କେମିକାଲସ କମ୍ପାନୀର ଶ୍ରମିକ ସଂଗଠନର କର୍ମକର୍ତ୍ତା ନିର୍ବାଚନ ପାଇଁ ଭୋଟଗ୍ରହଣ ପୂର୍ବରୁ ସରିଥିଲେ ମଧ୍ୟ ହାଇକୋର୍ଟ ସ୍ଥଗିତାଦେଶ ରଖି ଥିଲେ । ପୁଣି

ବାହାରିଲା ପରୀକ୍ଷା ଫଳ : +2 ବିଜ୍ଞାନରେ ପାସ୍ ୮୪.୯୩%, +2 ବାଣିଜ୍ୟରେ ୮୧.୧୨%

ଭୁବନେଶ୍ୱର(ସମୃଦ୍ଧଓଡିଶା)ଏବେ ଏବେ ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା

ବ୍ରହ୍ମପୁର ସହରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ୮ ଶହରୁ ଉର୍ଦ୍ଧ ଯୁବପିଢିଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଓ କର୍ମଶାଳା ବ୍ରହ୍ମପୁର ମେଡିକାଲ ପଡ଼ିଆରେ ଭାରତର ପ୍ରଖ୍ୟାତ

ମୌସୁମୀ ଆସୁଛି : ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୌସୁମୀ ଆସୁଛି । ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ

ୱାକର୍ଷ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ..

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୱାକର୍ଷ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପରିଚାଳନା କରୁଥିବା ଗୋପାଳପୁର ଯିବା ରାସ୍ତାରେ ପଡୁଥିବା ରାମଚନ୍ଦ୍ରପୁର ଗ୍ରାମରେ ଚାଲିଥିବା ବିଶ୍ଵ ନିକେତନ ଜରା

ଗଜପତି ଜିଲ୍ଲା ପାଇଁ ୩୭୯.୧୮ କୋଟି ଟଙ୍କାର ଯୋଜନା : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ୪ର୍ଥ ବର୍ଷ ଶାସନ ପୂର୍ତ୍ତି କରି ୨୪ବର୍ଷରେ ପାଦ ଥାପିବା ଅବସରରେ ଗଜପତି ଜିଲ୍ଲାକୁ ଏକ ବୃହତ୍ତ ଭେଟି

ଗରିବଙ୍କୁ ଘର : ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ …

ଭୁବନେଶ୍ବର(ସମୃଦ୍ଧ ଓଡିଶା)ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ସ୍ବାଗତ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ୍ କୁମାର ରାଉତରାୟ। କଂଗ୍ରେସ ବିଧାୟକ ସୁରେଶ୍ କୁମାର

୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ !

କେନ୍ଦୁଝର(ସମୃଦ୍ଧ ଓଡିଶା)ସରକାର ଗଞ୍ଜାଇ ବେପାରକୁ ବେଆଇନି କରିଥିଲେ ସୁଦ୍ଧା ଏହା ଏକ ଲାଭଜନକ ବେପାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଆଦିବାସୀ ଅଧୁସିତ ଅଞ୍ଚଳରେ ଏହାର ପ୍ରଜନନ ବହୁଳ ଭାବରେ ହେଉଥିବା

ବିଜେପି ମହିଳା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା…

କେନ୍ଦୁଝର(ସମୃଦ୍ଧ ଓଡିଶା) କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପଣ୍ଡାପଡ଼ା ଥାନା ବିନିଦା

ଗଞ୍ଜେଇ ବେପାରରୁ କୋଟିପତି: ଜବତ ହେଲା ଅଚଳାଚଳ ସମ୍ପତ୍ତି…

ପୁରୀ(ସମୃଦ୍ଧ ଓଡିଶା)ଗଞ୍ଜେଇ ବେପାର କରି ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଥିବା କଥା ଶୁଣିଲେ ନିଶ୍ଚୟ ବିସ୍ମୟ ଲାଗିବ କିନ୍ତୁ ଏମିତି ଏକ ଘଟଣା ନଜରକୁ ଆସିଛି ଖୋଦ ବ୍ରହ୍ମଗିରିରୁ। ଗଞ୍ଜେଇ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ …

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ

ମହିଳା ଷ୍ଟାରରେସଲରଙ୍କୁ ଦିଲ୍ଲୀ ପୋଲିସର ଅତ୍ୟାଚାର ନେଇ ଅସନ୍ତୋଷ ..

ନୂଆ ଦିଲ୍ଲୀ(ସମୃଦ୍ଧ ଓଡିଶା) ଗତକାଲି ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନଙ୍କୁ ପୋଲିସର ଦୌରାତ୍ମା ସମସ୍ତଙ୍କୁ ଆଶର୍ଯ୍ୟ କରିଛି । ଦେଶର ରାଜଧାନୀ ନୂଆ ଦିଲ୍ଲୀର ଗୋଟିଏ ପଟେ ଗତକାଲି

ଜନ୍ମଦିନରେ ମହାପ୍ରଭୁ ଜଗନ୍ନାଥ ଦର୍ଶନ: ଆଶୀର୍ବାଦ ଭିକ୍ଷ୍ୟା କଲେ ଭି.କେ ପାଣ୍ଡିଆନ …

ପୁରୀ(ସମୃଦ୍ଧ ଓଡିଶା)ଆଜି ଜନ୍ମଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷ୍ୟା କଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଦର୍ଶନ କରିସାରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ

କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ : ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଠୁଳ …

କରଞ୍ଜିଆ(ସମୃଦ୍ଧ ଓଡିଶା)ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ବିଜେପିର ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗତକାଲି ବ୍ରହ୍ମପୁର ସହରରେ ବିଜେପିର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ