Category: Top News

୪ ଟ୍ରାକ୍ଟର ଜବତ୍‌ : ଚୋରା ବାଲି ଚାଲାଣକୁ ରୋକିବା ପାଇଁ ପୋଲିସ୍ ସ୍କୁାଡ ଗଠନ କରିବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅଧିନରେ ସୁବର୍ଣର୍ରେଖା ନଦୀର ୨୩ଟି ସୌରାତ ମଧ୍ୟରୁ ୪/୫ଟିକୁ ବାଦ୍ ଦେଲେ ଅନ୍ୟଗୁଡିକ ନିଲାମ ହୋଇ ପାରିନାହିଁ । କିନ୍ତୁ ପ୍ରତିଦିନ ଶହ

ସରକାରୀ ସ୍ଥାନରୁ ଜବରଦଖଲ ହଟିଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ତହସିଲ ଅନ୍ତର୍ଗତ ଜମାଳପୁର ରାଜସ୍ୱ ନିରିକ୍ଷକଙ୍କ ଅଧିନରେ ବାଘମାରୀ ଗାଁର ସରକାରୀ ସ୍ଥାନରେ ରହିଥିବା ଜଣେ ବ୍ୟକ୍ତିକୁ ଜବର ଦଖଲରୁ ହଟାଇ ଦିଆଯାଇଛି

ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିର୍ମାଣାଧିନ ଗୃହ କାର୍ଯ୍ୟ ନିମ୍ନମାନର, ପୁରୁଣା ଡାକ୍ତରଖାନାରେ ନାହିଁ ପିଇବା ପାଣି ଓ ଶୌଚର ବ୍ୟବସ୍ଥା : ତଦନ୍ତ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବଡବଜାରଠାରେ ଡିସ୍‌ପେନ୍‌ସରି ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଚାଲିଛି । କିନ୍ତୁ ବିଭିନ୍ନ କାର୍ଯ୍ୟ ନିମ୍ନମାନର

ସୁବର୍ଣ୍ଣରେଖାର ବହୁ ଗ୍ରାମନିକଟ ତଟ ବିପଦପୂର୍ଣ୍ଣ : ମରାମତି ଲାଗି ବିଭାଗକୁ ବ୍ଳକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷାଋତୁ ପୂର୍ବରୁ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ତଟସ୍ଥିତ ଗ୍ରାମଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଜଳେଶ୍ୱର ବ୍ଳକ ଅଧ୍ୟକ୍ଷ ସେଗୁଡିକ ପରିଦର୍ଶନ କରିଛନ୍ତି । ବନ୍ୟା ଆସିବା

ଅଗ୍ନିପଥ ଯୋଜନା ବିରୋଧରେ ଜଳେଶ୍ୱର କଂଗ୍ରେସର ସତ୍ୟାଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ କଂଗ୍ରେସ ଡାକରାରେ ସାରା ଦେଶରେ ଅଗ୍ନିପଥ ଯୋଜନା ବିରୋଧରେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଜଳେଶ୍ୱର କଂଗ୍ରେସ ପକ୍ଷରୁ ଆଜି ଏହି ସତ୍ୟାଗ୍ରହ

ଆର୍‌ଟିଓ ଜଳକା : ବିନା କାଗଜପତ୍ର ଓ ଅଧିକ ଭଡାରେ ଗଡୁଛି କେତେକ ବସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର କେତେକ ସଡକପଥରେ ଚଳାଚଳ କରୁଥିବା ବସ୍‌ର ଆଇନ୍‌ଗତ କାଗଜପତ୍ର ନ ଥିବା ଏବଂ ସରକାରଙ୍କ ଘୋଷଣାଠାରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗ

ସ୍ନେହ ଓ ସ୍ରଦ୍ଧା ହିଁ ଜ୍ଞାନ ଦାୟକ : ପ୍ରତିଭା ଲାଗି ଯୋଗାଏ ପ୍ରେରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭକ୍ତି, ସ୍ନେହ, ଶ୍ରଦ୍ଧା ହିଁ ଭାରତୀୟ ସଂସ୍କୃତି ମୂଳମନ୍ତ୍ର ଓ ଜ୍ଞାନଦାୟକ । ଏହି ବିଜମନ୍ତ୍ର ଯୋଗୁଁ ପ୍ରତିଭାଧରଙ୍କୁ ପ୍ରେରଣା ମିଳିଥାଏ । ଆଜିର ସମାଜରେ

ସାଂସଦଙ୍କ ୧୫ନଂୱାର୍ଡ ନହଞ୍ଜରା ଗସ୍ତ : ଥଇଥାନ ଯୋଜନାକୁ ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୧୫ନଂ ୱାର୍ଡ ନହଞ୍ଜରାଠାରେ ପ୍ରସ୍ତାବିତ ୩୫୬ଜଣ ବିସ୍ତାପିତଙ୍କୁ ଜାଗାମିଶନ ଜରିଆରେ ଥଇଥାନ କରିବା ଲାଗି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଦଳମତ

ବାଣିଦା ସ୍କୁଲରେ ରକ୍ତଦାନ ଶିବିର : ୩୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବାଣିଦା ଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଦାତା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି

ଜଳେଶ୍ୱର ବସ୍‌ଷ୍ଟାଣ୍ଡର ବିକାଶ ଲାଗି ଘରୋଇ ବସ୍ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ : ସ୍ଥାୟୀ ବସ୍‌ଷ୍ଟାଣ୍ଡ ପ୍ରତିଷ୍ଟା ଦାବି, ଆନ୍ତରାଜ୍ୟ ବସଷ୍ଟାଣ୍ଡ ପ୍ରତିଶୃତି କାର୍ଯ୍ୟକାରୀ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱରର ବିକାଶ ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଜଳେଶ୍ୱରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ବହୁ ବସ୍

ଜାଗା ମିଶନରେ ପୁନଃବସତି ସ୍ଥାପନକୁ ଗ୍ରାମବାସୀଙ୍କ ବିରୋଧ : ନିଷ୍ପତ୍ତି ନ ବଦଳାଇଲେ ଅନଶନ କରିବେ ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପୌରପାଳିକା ୧୫ନଂ ୱାର୍ଡ ନହଞ୍ଜରା ଠାରେ ଥିବା ସରକାରୀ ଜାଗାରେ ସରକାରଙ୍କ ପକ୍ଷରୁ ବାହାର ଅଂଚଳର ଭୂମୀହିନ ଓ ଗୃହହୀନ ଲୋକଙ୍କୁ

ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଚତୁର୍ଥଶ୍ରେଣୀ କର୍ମଚାରୀ : ଏକକାଳୀନ ୫ଟି ଜାଗାରେ ଚଢାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଯୋଗାଣ ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀ ତଥା ଏଣ୍ଟି ସ୍ମଗ୍ଲିଂ ଗାର୍ଡ ଜନାର୍ଦ୍ଦନ ପଲେଇଙ୍କ

ଇଫକୋ କମ୍ପାନୀ ପକ୍ଷରୁ ମୂର୍ତ୍ତିକା ପରୀକ୍ଷା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚାଷୀମାନଙ୍କ ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ମାଟିର ମାନ ଅପରିବର୍ତ୍ତତ ରଖିବା ଲାଗି ବୈଜ୍ଞାନୀକ ମାନେ ଚେଷ୍ଟା ଚଳାଇଛନ୍ତି । ଚାଷୀ

ଜଳେଶ୍ୱର ଓକିଲ ସଂଘ ବେଆଇନ୍ ନିର୍ବାଚନ ବିରୁଦ୍ଧରେ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଗତ ମାର୍ଚ୍ଚ ୨୬ ତାରିଖରେ ସାରା ରାଜ୍ୟରେ ଥିବା ଓକିଲ ସଂଘ ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାତ୍ର ଜଳେଶ୍ୱର

ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ୱରେ ବସ୍ତା ବିଇଓ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓ ଭୋଗରାଇ ବ୍ଲକ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ଗତ ୩୧ ତାରିଖରେ ଅବସର ନେବାପରେ ଉକ୍ତ ପଦବୀ ଖାଲି ପଡିଥିଲା ।

ପୁଷ୍ପାରାଣୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧାବାର୍ଷିକୀରେ ପ୍ରତିମୂତ୍ତି ଓ ସ୍ମରଣୀକା ଉନ୍ମୋଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାର ମମତା ଚିରନ୍ତନ ଓ ଶାଶ୍ୱତ । ସମାଜର ତଥା ପରିବାରର କଲ୍ୟାଣ ଲାଗି ମାର ଭୂମୀକା ଅତୁଳନୀୟ ବୋଲି ପୁଷ୍ପାରଣୀ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

୫ଟି ରୁପାନ୍ତରିତ କାର୍ଯ୍ୟକ୍ରମ ବିରୋଧରେ ବର୍ଷିଲା କଂଗ୍ରେସ, ଜଳେଶ୍ୱରର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ : ଜୁଲାଇ ୪ରେ ବ୍ଳକ ଘେରିବ ଦୁର୍ନିତୀ ବିରୋଧି ଅଭିଯାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ୫ଟିର ବିଦ୍ୟାଳୟ ରୁପାନ୍ତରିତ କାର୍ଯ୍ୟ ଚାଲିଥିବା ବେଳେଜଳେଶ୍ୱରରେ ହୋଇଥିବା ୨୦ଟି ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନିତୀ ହୋଇଥିବା ଆଜି କଂଗ୍ରେସ ପକ୍ଷରୁ

ସିପିଏମ୍‌ର ୨୩ତମ ପାର୍ଟି କଂଗ୍ରେସରେ ଗୃହୀତ ପ୍ରସ୍ତାବର ସମୀକ୍ଷା, ସାମ୍ପ୍ରଦାୟିକ ଶକ୍ତିଠାରୁ ଭାରତକୁ ରକ୍ଷା ଲାଗି ସଚେତନତା ଓ କର୍ମ ତତ୍ପରତା ଆବଶ୍ୟକ : ଜନାର୍ଦ୍ଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ନୂଆବଜାର ଭଂଜ ଭବନ ପରିସରରେ ସିପିଆଇଏମ୍ ପକ୍ଷରୁ ଆୟୋଜିତ ସଭାରେ ଦଳର ୨୩ତମ ପାର୍ଟି କଂଗ୍ରେସରେ ଗୃହିତ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ଉପରେ

ଦିବ୍ୟ ଭାରତ ଯୁବା ସଂଗଠନ ଓ ଗାୟତ୍ରି ପରିବାର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ

ବାରିପଦା: ଦିବ୍ୟ ଭାରତ ଯୁବା ସଂଗଠନ ଓ ଗାୟତ୍ରି ପରିବାର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅମ୍ବିକା ସାହି ସ୍ଥିତ ଗାୟତ୍ରୀ ପିଠରେ ଆୟୋଜିତ

କେନ୍ଦ୍ର ସରକାରର ଆକ୍ରୋସମୂଳକ ରାଜନିତୀ ବିରୁଦ୍ଧରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଅଫିସ୍‌ରେ ଦିଲ୍ଲି ପୋଲିସ୍‌ର ବର୍ବରୋଚିତ କାର୍ଯ୍ୟ ଓ ଇଡିକୁ ବ୍ୟବହାର କରି ରାହୁଲ ଗାନ୍ଧିଙ୍କୁ ଅପଦସ୍ତ କରାଇବା ପ୍ରତିବାଦରେ ଆଜି

ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହର ଦାବିରେ ସିପିଆଇଏମ୍ ପ୍ରତିବାଦ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ଅପରାହ୍ନରେ ଜଳେଶ୍ୱର ଷ୍ଟେସନ ଛକ ନିକଟରେ ସିପିଆଇଏମ୍ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ

ଶାନ୍ତିଶୃଙ୍ଖଳା ସହିତ ସେବା ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ : ବ୍ଳକ ଅଧ୍ୟକ୍ଷ ମଧ୍ୟ ନିର୍ବାଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୭ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଥିବା ସେବା ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘବର୍ଷପରେ ନିର୍ବାଚନ

ଗ୍ରାମ୍ୟ ମହାଦେବ ମନ୍ଦିର ସମ୍ମୁଖ ଖାଲ ସ୍ଥାନରେ ବାଲି ଭର୍ତ୍ତିରେ ଗୋଷ୍ଠି କନ୍ଦଳ : ୧ ମୁମୁର୍ଷୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଳକର ରାୟାଁ ରାମଚନ୍ଦ୍ରପୁର ଗାଁର ରଗଡେଶ୍ୱର ମହାଦେବମନ୍ଦିର ନିକଟ ଖାଲସ୍ଥାନରେ ଗ୍ରାମବାସୀମାନେ ବାଲି ପକାଇ ସମତୁଲ କରୁଥିଲେ । କିନ୍ତୁ ସେହି

ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ : ବାତ୍ୟା ଆଶ୍ରୟସ୍ଥଳୀରେ ଦମକଳବାହିନୀ ପକ୍ଷରୁ ମକଡ୍ରିଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଜଳେଶ୍ୱର ଅଂଚଳରେ ଥିବା ୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ଜଳେଶ୍ୱର ଦମକଳ ବାହିନୀ ପକ୍ଷରୁ ମକଡ୍ରିଲ ପ୍ରଦର୍ଶିତ ହୋଇଛି ।

ଭିଜିଲାନ୍ସ ଫାସରେ ବହୁ କୋଟି ଟଙ୍କାର ଅଧିକାରୀ ଜଳେଶ୍ୱରର ବିଡିଓ : ଚଢାଉ ବେଳେ କ୍ୱାଟରରୁ ବହୁ କାବଜପତ୍ର ଜବତ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫ମାସ ପୂର୍ବରୁ ଜଳେଶ୍ୱର ବ୍ଳକରୁ ବିଡିଓ ଭାବେ ବଦଳି ହୋଇ ଆସିଥିବା ଅଶ୍ୱିନୀ କୁମାର ଦାସ ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି

୧୨ ବାଲି ସୌରାତରେ ୧୪୪ ଧାରା ଜାରି : ଚୋରା ବାଲି ବ୍ୟବସାୟୀଙ୍କୁ ଝଟକା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ୍‌ଭାବେ ବିକ୍ରି ହୋଇ ଆସୁଛି । ସରକାର

ପ୍ରଥମ ମୌସୁମୀ ବର୍ଷା : ବଜ୍ରପାତରେ ଶିଶୁର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରବଳ ଗୁଳୁଗଳି ଓ ରୌଦ୍ରତାପରୁ ଆଜି ନିସ୍ତାର ମିଳିଥିଲେ ମଧ୍ୟ ଅପରାହ୍ନରେ ଘନଘନ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଜଳେଶ୍ୱରରେ ମଧ୍ୟ ଆଜି ପ୍ରଥମ

ବେଣୁଧର ମିଶ୍ରଙ୍କ ଏକାଦଶତମ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ଓଳିନ୍ଦା ଗାଁର ବିଶିଷ୍ଟ ସମାଜସେବୀ, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସ୍ୱର୍ଗତ ବେଣୁଧର ମିଶ୍ରଙ୍କ ଏକାଦଶତମ ବାର୍ଷିକ ଶ୍ରାଦ୍ଧଦିବସ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି

ବିଦ୍ୟାଳୟ ପକ୍କାଗୃହ ଛାତ ଉପରେ ଅଂଗନୱାଡି ଗୃହ : ଶିଶୁଙ୍କ ଲାଗି ନାହଁ ସ୍ୱତନ୍ତ୍ର ପାଇଖାନା ଓ ଶିକ୍ଷାଦାନ ଗୃହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୩ନଂ ୱାର୍ଡର ଏକ ବିଦ୍ୟାଳୟ ଛାତ ଉପରେ ନିର୍ମାଣ ହୋଇଛି ଅଙ୍ଗନୱାଡି କେନ୍ଦ୍ର । ସରକାରଙ୍କ ନିତୀନିୟମକୁ ଉଲଙ୍ଘନ କରି ଏହା ନିର୍ମାଣ

ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ପଶ୍ଚିମବାର୍ଡ, ଛମୌଜ, ପାଇକସିଦା, ମେଦିନୀପୁର କ୍ଲଷ୍ଟରକୁ ନେଇ ଏକ ସମୀକ୍ଷା ବୈଠକ ଖୁଲୁଡା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି