Category: Top News

ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇଯାଇଛି । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ

ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଅନନ୍ତରାମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ଓ ପ୍ରତିମୂର୍ତ୍ତି ଉନ୍ମୋଚିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଅନନ୍ତରାମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବାଲେଶ୍ୱରର ଜନପ୍ରିୟ ନେତା, ଜିଲ୍ଲା ସଭାପତି

ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ ସାଙ୍ଗରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳର ବୃହତ୍ ମେଶିନର ଉଦଘାଟନ କରାଯାଇଅଛି

କେନ୍ଦ୍ର ସରକାର ଏଲ୍.ଆଇ.ସି.କୁ ବିକ୍ରି କରିବା ନିଷ୍ପତିକୁ ପ୍ରତ୍ୟାହାର ଦାବୀରେ ସିପିଆଇ (ଏମ୍) ପକ୍ଷରୁ ଜଳେଶ୍ଵର ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକ ଲାଭ ଜନକ ସଂସ୍ଥା ଏଲ୍.ଆଇ.ସିକୁ ବିକ୍ରି କରିବା ଦେଶର ସାର୍ବଭୌମତ୍ୟ ଓ ପ୍ରଗତି ଉପରେ କୁଠାର ଘାତ । ମଇ ମାସ ୪ ତାରିଖରୁ

ରାଜଘାଟ ବାରୁଣୀ ପଡିଆରେ ସରକାରୀ କଲ୍ୟାଣ ମଣ୍ଡପ ଉଦଘାଟିତ…

ଜଳେଶ୍ଵର/ରାଜଘାଟ (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଣାପୁରା ବାରୁଣୀ ପଡ଼ିଆ ଠାରେ ସରକାରୀ କଲ୍ୟାଣମଣ୍ଡପର ଶୁଭ ଉଦଘାଟନ ପୂର୍ବତନ ବାଲେଶ୍ୱର ସାଂସଦ ତଥା ଜିଲ୍ଳା ବିଜେଡି ସଭାପତି ଇଞ୍ଜିନିୟର

ସୁନାଖଣିଆ ବାଇପାଟଣାରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୨ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା)  ବିଶ୍ୱ ଶ୍ରମିକ ଦିବସ ଅଵସରରେ ସୀମାନ୍ତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଦାନ୍ତୁନ ବ୍ଲକରେ ସୁନାକଣିଆ ଅଞ୍ଚଳର ବାଇପାଟଣା ସୁବର୍ଣ୍ଣରେଖା ମୈତ୍ରୀ ଉତ୍ସବ ପଡ଼ିଆରେ ଅଲ

ବିଶ୍ଵ ଶ୍ରମିକ ଦିବସରେ ଶିକ୍ଷକ, ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ‘ଶ୍ରମିକ ଦିବସ ଓ ସାଂପ୍ରତିକ ସମୟ’ ବିଷୟରେ ଆଲୋଚନା ଚକ୍ର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଶ୍ଵ ଶ୍ରମିକ ଦିବସ ପରିପେକ୍ଷୀରେ ଶିକ୍ଷକ ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ତରଫରୁ ଜଳେଶ୍ଵର ଠାରେ ଅପରାହ୍ନରେ ଜୀବନ ବୀମା ପରିସରରେ ଏକ ଆଲୋଚନା ଚକ୍ର

ଗୋବର୍ଦ୍ଧନପୁରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୬୬ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଓଡ଼ିଶାରେ ରକ୍ତର ଅଭାବକୁ ପୂରଣ କରିବା ନିମନ୍ତେ ଜଳେଶ୍ଵର ବ୍ଲକ ଅଧିନସ୍ଥ କୋଟସାହି ଗ୍ରାମ ପଞ୍ଚାୟତ ଅଧିନସ୍ଥ  ଗୋବର୍ଦ୍ଧନପୁର ଗ୍ରାମରେ ଏକ ଛାମୁଆ ସଙ୍ଗଠନ”ଉତ୍କଳ ଜନନୀ

ଏପ୍ରିଲ ୧୬ରେ ଜଳେଶ୍ୱରର ରେଳରୋକ ଆନ୍ଦୋଳନ ୧୫ ଦିନ ପାଇଁ ସ୍ଥଗିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନର ସମୂହ ନିଷ୍ପତ୍ତି କ୍ରମେ କୋଭିଡ୍-୧୯ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ ଯଥାରୀତି

ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ…

ଭୁବନେଶ୍ୱର/ପୁରୀ (ସମୃଦ୍ଧ ଓଡିଶା) ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରି କହିଛନ୍ତି ଯେ ଆଜି ହେଉଛି ପୁରୀ

ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ହୋଲି ଉପଲକ୍ଷେ ଗ୍ରାମ ମହୋତ୍ସବ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ହୋଲି ଉପଲକ୍ଷେ ଦୁଇ ଦିନିଆ ଗ୍ରାମ ମହୋତ୍ସବ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଅଛି ।

‌ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟବୃଦ୍ଧି ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ସଭା…

‌ଜଳେଶ୍ୱର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୁଲ୍ୟବୃଦ୍ଧି ବିରୋଧରେ ଆଜି ଅପରାହ୍ନରେ ସିପିଆଇ (ଏମ୍) ପକ୍ଷରୁ ଷ୍ଟେସନ ବଜାର ସ୍ଥିତ ପେଟ୍ରୋଲ

ଉତ୍କଳ ଦିବସ ଅବସରରେ କୁନି ପୁଅର ଜୀବନ ବଞ୍ଚେଇବା ପାଇଁ ସହାୟତାର ହାତ ବଢାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ ସଂଗଠନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଏପ୍ରିଲ ଏକ ତାରିଖ ଉତ୍କଳ ଦିବସ ଅବସରରେ ହେଲ୍ପ ଫର ୟୁ ଫାଉଣ୍ଡେସନ ଜଳେଶ୍ଵର ତରଫରୁ ଗୋଟିଏ କୁନି ପୁଅର ଜୀବନ ବଞ୍ଚେଇବା ପାଇଁ

ଜଳଯୋଗାଣ ସ୍ୱାବଲମ୍ବୀ କାରିଗର(ଏସଇଏମ)ମାନଙ୍କର ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଦଘାଟିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ସୁଗୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାବଲମ୍ବୀ କାରିଗର ମାନଙ୍କର ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ

ହେଲ୍ପ ଫର ୟୁ ଫାଉଣ୍ଡେସନ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୧୦୩ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସରସୀଦା ହାଇସ୍କୁଲ ପରିସରରେ “ହେଲ୍ପ ଫର ୟୁ ଫାଉଣ୍ଡେସନ” ଜଳେଶ୍ଵର ଦ୍ଵାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ

ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରେମରେ ରିସ୍କ ହେଲା ମତେ ଇସ୍କ”ର ଅଡିଓ ଲୋକାର୍ପଣ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ନିର୍ମାଣ ନୂଆ ଓଡ଼ିଆ ଚଳଚ୍ଚିତ୍ର” ପ୍ରେମରେ ରିସ୍କ ହେଲା ମତେ ଇସ୍କ”ର ଅଡିଓ

ଶାନ୍ତି ଶୃଙ୍ଖଳାର ସହ ୩ଟି ଗ୍ରାମ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ଦ୍ଵନ୍ଦରେ ନିର୍ବାଚିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଯାଇଛି । କୋଟସାହି, ରାୟାଁ ରାମଚନ୍ଦ୍ରପୁର, ପାଇକସିଦା ପଞ୍ଚାୟତ ଆଦିରେ ନିର୍ଦ୍ଵନ୍ଦରେ ନାଏବ

ଜଳେଶ୍ୱର ବ୍ଳକର ନିର୍ବାଚିତ ନାଏବ ସରପଞ୍ଚ : ୩୫ରୁ ୩୪ଙ୍କ ନାମ ଘୋଷଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୪ର ୫୨ ଧାରା ଅନୁଯାୟୀ ଆଜି ନାଏବ ସରପଞ୍ଚ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ଆରୁହାରୁ ବରୁଣ ଜେନା,

କେ.ଆଇ.ବି. ଗୃପ୍ ‘ସେବା ସମ୍ମାନ’ରେ ସମ୍ମାନିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଗ୍ରଣୀ ସାମାଜିକ ସଂଗଠନ କେ.ଆଇ.ବି. ଗୃପକୁ ଗତକାଲି ଚୌଦ୍ୱାର ଠାରେ ‘ୟୁଥ ଫର ସେବା’ ସମ୍ମାନରେ ସମ୍ମାନିତ କରାଯାଇଛି । ସାମାଜିକ ସେବା କ୍ଷେତ୍ରରେ ସେମାନଙ୍କର

ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ମେଗା ଧାରାବାହିକ “ସର୍ବଜିତା ଅନୁ”…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ । ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ

ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ଘୋଷଣା ପ୍ରତ୍ୟାହାର ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଜଳେଶ୍ୱର ତରଫରୁ ଜଳେଶ୍ବର ଡିଭିଜନ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ ସହ ବେଆଇନ ଭାବେ

ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର

କର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘କର ଫାଉଣ୍ଡେସନ୍’ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ୧୯୭୫ ମସିହାରୁ ଆରମ୍ଭ

ସ୍ଵର୍ଗତ ଶ୍ରୀକାନ୍ତ ନନ୍ଦଙ୍କ ଏକା ଦଶାହ କ୍ରିୟା ଉପଲକ୍ଷେ ସ୍ମୃତି ଚାରଣ ସଭା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସ୍ଵର୍ଗତ ଶ୍ରୀକାନ୍ତ ନନ୍ଦଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ସ୍ମୃତି ଚାରଣ ସଭା ତାଙ୍କ ରାୟାଁ ରାମଚନ୍ଦ୍ରପୁର ବାସଭବନରେ ଯୁବନେତା ତଥା ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତିଙ୍କ

ପୌର ନିର୍ବାଚନ ପାଇଁ ଜଳେଶ୍ୱର କଂଗ୍ରେସର ପ୍ରସ୍ତୁତି ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ପୌର ନିର୍ବାଚନ ପାଇଁ ଜଳେଶ୍ୱର କଂଗ୍ରେସ ତାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଜି ସ୍ଥାନୀୟ ନୁଅବଜାର ସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ

ଅସହାୟଙ୍କ ବନ୍ଧୁ ସାଜିଛି ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ…

ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସୁଦୂର ମହାରାଷ୍ଟ୍ରର ପୁଣେ ଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଠିତ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ

ଜଳେଶ୍ୱର ବ୍ଲକରେ ୬ଟି ପିଙ୍କ ବୁଥ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୬ ତାରିଖରେ ସରକାରଙ୍କ ନିୟମ ଅନୁଯାୟୀ ଜଳେଶ୍ୱର ବ୍ଲକର ୬ଟି ବୁଥ୍‌କୁ ମହିଳା ମାନଙ୍କ ଉଦ୍ଦେଶ୍ୟରେ ପିଙ୍କବୁଥ୍ ଭାବେ ପ୍ରସ୍ତୁତ କରାଯାଇଥିଲା । ଏହି

ଜଳେଶ୍ୱରରେ ସାର୍ବଜନନୀ ରାଧାକୃଷ୍ଣଙ୍କ ମାଘି ରଥ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ପେଣ୍ଡରାସାହି ଗାଁରେ ବୁଧବାର ରାଧାକୃଷ୍ଣଙ୍କ ମାଘି ରଥ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୦ବର୍ଷ ଧରି ୧୯୭୨ ମସିହାଠାରୁ

କଡା ନିରାପତ୍ତାରେ ଜଳେଶ୍ୱରର ୪୪୬ ଭୋଟବାକ୍ସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ତ୍ରୀସ୍ତରୀୟ ନିର୍ବାଚନ ପରିସମାପ୍ତି ପରେ ୪୪୬ଟି ଭୋଟବାକ୍ସ ଦୀନକୃଷ୍ଣ କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଛି । ସିସିଟିଭି ସୁରକ୍ଷା

ଜଳେଶ୍ୱର ସହରତଳି ଅଞ୍ଚଳରେ ହାତୀ ଆତଙ୍କ : ହାତୀ ବଣଛାଡି ସହର ମୁହାଁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୁଧବାର ରାତିରେ ବାଲେଶ୍ୱର ଜିଲାର ଜଳେଶ୍ୱର ସହରତଳି ସୁବର୍ଣ୍ଣରେଖା ନଦୀକୂଳ ଅଞ୍ଚଳକୁ ଏକ ଦନ୍ତା ପଶିଆଶିଥିଲା । ସକାଳେ ଏହାକୁ ଦେଖି ଲୋକେ ଆତଙ୍କିତ ହୋଇ