Category: Top News

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନଜାତିକଙ୍କ ପ୍ରତି ବୈମାତୃକ ଭାବ-୨୩ ଜିଲା ଓ ୧୯୫ ବ୍ଲକରେ ନାହିଁ ସଂରକ୍ଷଣ ବ୍ୟବସ୍ଥା : ଲଢିବ କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ଠାରୁ ରାଜନେତା ଚଳଚଞ୍ଚଳ ଥିବା ବେଳେ ସଂରକ୍ଷଣ ବ୍ୟବସ୍ଥାରେ ଜନଜାତୀଙ୍କ ପ୍ରତି ଉପେକ୍ଷା କରାଯାଇଥିବା ଅଭିଯୋଗରେ କଂଗ୍ରେସ

ନାମ୍ପୋଠାରେ ବିଜେଡିର ମିଶ୍ରଣ ପର୍ବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନାମ୍ପୋଠାରେ ବିଜେଡିର କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଦଳର ବ୍ଳକ ଉପସଭାପତି ଯାମିନିକାନ୍ତ ଦତ୍ତଙ୍କ ଅଧ୍ୟକ୍ଷତାରେ ବିଧାୟକ

ସୁବର୍ଣ୍ଣରେଖା ନଦୀର ଦକ୍ଷିଣ ପ୍ରହରାଜପୁର-ଗୋବରଘଟା ସେତୁ ଖୁବ୍‌ଶୀଘ୍ର : ଡିଜାଇନ୍ ଅନୁମୋଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଆଦିବାସୀ ଅଧ୍ୟୁସୀତ ଅଂଚଳରୁ ଜଳେଶ୍ୱରକୁ ଯାତାୟାତ ଏବଂ ପଶ୍ଚିମବଂଗର ପୂର୍ବ ମେଦନୀପୁର ଜିଲାରୁ ପଶ୍ଚିମ ମେଦିନୀପୁର ଜିଲାକୁ ଯାତାୟାତ ଲାଗି କୌଣସି ସୁବିଧା ନାହିଁ

ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଶୀତକାଳୀନ ଦିନ ଧରିସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଛି । ୨୫ ଜଣ ଶିବିରାର୍ଥୀ ଶାଳିକୋଠା,

ସୁପ୍ରିତମ୍ କଳାକେନ୍ଦ୍ରର ଯୁବଗୋଷ୍ଠୀଙ୍କ ଦ୍ୱାରା ପରିବେଶ ସଚେନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ସୁବର୍ଣ୍ଣରେଖା ନଦୀତୀର ଦକ୍ଷିଣ ପ୍ରହରାଜପୁର ଠାରେ ରହିଛି ବଣଭୋଜି ସ୍ଥାନ । ଓଡିଶା ଓ ପଶ୍ଚିମବଙ୍ଗର ବହୁ ଦଳ ସେଠାକୁ ବଡଦିନ, ଇଂରାଜୀ

୭ ଦିନିଆ କ୍ରିକେଟ ଖେଳ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର କୋଟସାହି ପଂଚାୟତର ଡିଙ୍ଗାଶୋଳ ଠାରେ ମଂଗଳମାତା କ୍ଲବ ପକ୍ଷରୁ କ୍ରିକେଟ ଟୁଣ୍ଟାମେଣ୍ଟ ଉଦ୍‌ଯାପିତ ହୋଇଛି । ଏଥିରେ ବାରିପଦା, ଗୋବର୍ଦ୍ଧନପୁର-୧, କାଶିଡିହା, ଗୋବର୍ଦ୍ଧନପୁର-୨,

ନୂଆ ବର୍ଷର ଭେଟି : ଜିକେ ଭଟ୍ଟର ହସ୍ପିଟାଲରେ ବନ୍ଦ ହେଲେ ହେଲ୍ପ ଡେସ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୪ବର୍ଷ ଧରି ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକରି ଆସୁଥିବା ହେଲ୍ପ ଡେସ୍କ ନୂଆବର୍ଷ ଅବସରରେ ବନ୍ଦ ହୋଇ ଯାଇଛି । ୨୦୦୭ ମସିହାରେ

ଜଳେଶ୍ୱର ନୂତନ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ରେଳ ମନ୍ତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର ରେଳ ଡିଭିଜନ୍‌ରେ ଜଳେଶ୍ୱର ଏକ୍ ପ୍ରମୁଖ ରେଳ ଷ୍ଟେସନ ହୋଇଥିବାରୁ ସେଠାରେ ନୂତନ ରେଳ ଷ୍ଟେସନର ଶିଳାନ୍ୟାସ ଆସନ୍ତା ୭ ତାରିଖରେ ରେଳ ମନ୍ତ୍ରୀ

ମଙ୍ଗଳାମାତା ଯୁବକ ସଂଘ ଡିଙ୍ଗାଶୋଳ ତରଫରୁ ୭ଦିନିଆ ବାର୍ଷିକ କ୍ରିକେଟ ଖେଳର ଉଦଯାପନୀ ଦିବସ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଖେଳପଡ଼ିଆରେ ମଙ୍ଗଳାମାତା କ୍ଲବ ଦ୍ଵାରା ଆୟୋଜିତ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସ ଆଜି ଅପରାହ୍ନରେ

କଳା, ସଂସ୍କୃତି ସମ୍ପନ୍ନ ଶତାୟୁ ପୁରୁଷ ଭଜହରି ଘୋଷଙ୍କ ପରଲୋକ ଓ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ପାଲା ଗାୟକ, କଳା ସଂସ୍କୃତିର ପୂଜାରୀ ତଥା ଶତାୟୁ ପୁରୁଷ ଭଜହରି ଘୋଷଙ୍କ ଗତ ୨୨ ତାରିଖରେ ପରଲୋକ ଘଟିଛି । ମୃତ୍ୟୁ ବେଳେ

ସମାଜସେବୀଙ୍କ ବିୟୋଗରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ପଂଚାୟତର କାଶିଡିହା ଗ୍ରାମର ସମାଜସେବୀ, ସଂଗଠକ, ଶିକ୍ଷାବିତ୍‌ ଅକ୍ଷୟକ କୁମାର ରାଜ ୭୪ ବର୍ଷ ବୟସରେ ନିଜ ଘରେ ଗତ

ନବବର୍ଷ ଓ ଆଜାଦି ଅମୃତ ମହୋତ୍ସବ ଅବସରରେ ଶତାୟୁଙ୍କ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଇଂରାଜୀ ନବବର୍ଷ ଓ ଆଜାଦିର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ କଳା ଓ କଳାକାର ବିକାଶ ପରିଷଦ ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ତଥା ଶତାୟୁ ପୁରୁଷ ପୂର୍ଣ୍ଣଚନ୍ଦ୍ର

ନବବର୍ଷ ସାରସ୍ୱତ ସମାରୋହ ଓ ପୁସ୍ତକ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସଙ୍କଟବେଳେ ସାହିତ୍ୟକାରଙ୍କ ଅର୍ଥନୈତିକ, ଆଧ୍ୟାତ୍ମିକ, ମାନବିକ ଓ ନୈତିକ ମୂଲ୍ୟବୋଧ ପରବର୍ତ୍ତି ସମୟରେ ଇତିହାସ ପାଲଟିଯାଏ । କିନ୍ତୁ ତତ୍‌କାଳୀନ ଘଟଣାବଳି, ଲୋକକଥା, ଲୋକକଳା

ନାମ୍ପୋ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ୩ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ନ ହେଲେ ୪ରେ ଆମରଣ ଅନଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ନାମ୍ପୋ ପ୍ରାଥମିକ

ବର୍ଷ ଶେଷରେ ସମାଜ କଲ୍ୟାଣ ବିକାଶ ପରିଷଦର ବନ୍ଧୁ ମିଳନ : ଦାବି ଲାଗି ଖଡଗପୁର ଡିଆର୍‌ଏମ୍‌ଙ୍କ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୨୧ ଶେଷ ଦିନରେ ଜଳେଶ୍ୱରର ଛାମୁଆ ସଂଗଠନ ସମାଜ କଲ୍ୟାଣ ବିକାଶ ପରିଷଦର ଏକ ବନ୍ଧୁମିଳନ ଉତ୍ସବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ଷ୍ଟେସନ ମ୍ୟାନେଜର

ନୃତ୍ୟଶିଖା ଫାଉଣ୍ଡେସନର ନବବର୍ଷ ଅନୁଚିନ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟଏକ ଅଗ୍ରଣୀ ପ୍ରତିଷ୍ଠାନ ନୃତ୍ୟଶିଖା ଫାଉଣ୍ଡେସନ ପକ୍ଷରୁ ନୂତନ ବର୍ଷର ଅଭିନନ୍ଦନ ଓ ସାଂକୃତିକ କାର୍ଯ୍ୟକ୍ରମ କୋଭିଡ ନିତୀରେ ଆଜି ପାଳିତ ହୋଇ ଯାଇଛି

ସର୍ବନିମ୍ନ ମଜୁରୀ ଓ ବିଭିନ୍ନ ଦାବୀ ବିଷୟରେ ଏସଇଏମମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିଯୁକ୍ତ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ (ଏସ.ଇ.ଏମ) ମାନଙ୍କର ବିଭିନ୍ନ ଦାବୀ ବାବଦରେ ଗତ କାଲି ପୂର୍ବାହ୍ନ ୧୦ ଘଟିକା ସମୟରେ

ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

କଳା, ସଂସ୍କୃତି ସମ୍ପନ୍ନ ଶତାୟୁ ପୁରୁଷ ଭଜହରି ଘୋଷଙ୍କ ପରଲୋକ ଓ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଟ ପାଲା ଗାୟକ, କଳା ସଂସ୍କୃତିର ପୂଜାରୀ ତଥା ଶତାୟୁ ପୁରୁଷ ଭଜହରି ଘୋଷଙ୍କ ଗତ ୨୨ ତାରିଖରେ ପରଲୋକ ଘଟିଛି । ମୃତ୍ୟୁବେଳେ ପୁଅ

ଜାତୀୟ ସମର ଶିକ୍ଷାର୍ଥି ବାହିନୀର କର୍ଣ୍ଣେଲ ଦୀନକୃଷ୍ଣ କଲେଜ ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରରେ ସର୍ବପୁରାତନ ଜାତୀୟ ସମର ଶିକ୍ଷାର୍ଥି ବାହିନୀ କାର୍ଯ୍ୟ କରୁଥିବା ଦୀନକୃଷ୍ଣ ମହାବିଦ୍ୟାଳୟରେ ବିଭାଗୀୟ ଲେପ୍ଟଲ୍ୟାଣ୍ଟ କର୍ଣ୍ଣେଲ କେ ଶାନ୍ତା ସିଂ ଆସି

ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କେବଳ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସହିତ ସୀମା ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର ବିଭାଗର ମନ୍ତ୍ରୀ ନିଯୁକ୍ତି କରାଯାଉ ।

ସମୀକ୍ଷା ସମ୍ବାଦପତ୍ରର ୧୬ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ : ଓଡିଶାରୁ କୋଟିଆକୁ କେହି ନେଇ ପାରିବେ ନାହିଁ -ସାଂସଦ ସୁଭାଷ ସିଂ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି “ସମୀକ୍ଷା ଆମ ସମୟର “ସାପ୍ତାହିକ ସମ୍ବାଦପତ୍ର”ର ୧୬ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଭାଷ

ଜଳେଶ୍ୱର ପଞ୍ଚାୟତ ସମିତି ଆସନ ସଂରକ୍ଷଣ ତାଲିକା ପ୍ରକାଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଜଳେଶ୍ୱର ପଞ୍ଚାୟତ ସମିତି ଆସନ ସଂରକ୍ଷଣ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ବ୍ଲକ

ଶୀତଳା ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡାଠାରେ ଥିବା ଶୀତଳା ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଶିବିରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ସାଂଗଠନିକ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୯ନଂ ଜିଲା ପରିଷଦ ଜୋନ୍‌ରେ ବିଜେପିର ଏକ ସାଂଗଠନିକ ବୈଠକ ରାଜପୁର ପଞ୍ଚାୟତର ସପ୍ନେଶ୍ୱର ମଣ୍ଡଳର ସଭାପତି ସପନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ

ଜୈବି ବିବିଧତାର ସନ୍ତୁଳନ ରକ୍ଷାଲାଗି ସାଇକେଲ ଯାତ୍ରା ଓ ସଚେତନତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ସଚେତନତାର ଅଭାବରୁ ଜୈବିବିବିଧତାର ସନ୍ତୁଳନ ଦେଖା ଦେଇଛି । ବର୍ଦ୍ଧିଷ୍ଣୁ ଶିଳ୍ପାୟନ, ଆଧୁନିକ ଜୀବନଶୈଳୀ, ଜଂଗଲ ନଷ୍ଟ ଇତ୍ୟାଦି ଯୋଗୁଁ ଏପରି ବିପଦ

ପ୍ୟାକ୍ସର ଆନ୍ଦୋଳନ ସ୍ଥଗିତ-୧୫୪୧ କ୍ୟୁଣ୍ଟାଲ ଧାନ କ୍ରୟ : ନୂଆବର୍ଷରୁ ଅଧିକ ଧାନ କିଣା ସମ୍ଭାବନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନ ଧରି ସେବା ସମବାୟ ସମିତିର ସମ୍ପାଦକ (ପ୍ୟାକ୍ସ)ମାନଙ୍କର ଧାରଣା ଚାଲିଥିବାରୁ ଚାଷୀ ବ୍ୟାପକ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲା । ଜିଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ୱର