Category: Top News

ଜୈବି ବିବିଧତାର ସନ୍ତୁଳନ ରକ୍ଷାଲାଗି ସାଇକେଲ ଯାତ୍ରା ଓ ସଚେତନତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ସଚେତନତାର ଅଭାବରୁ ଜୈବିବିବିଧତାର ସନ୍ତୁଳନ ଦେଖା ଦେଇଛି । ବର୍ଦ୍ଧିଷ୍ଣୁ ଶିଳ୍ପାୟନ, ଆଧୁନିକ ଜୀବନଶୈଳୀ, ଜଂଗଲ ନଷ୍ଟ ଇତ୍ୟାଦି ଯୋଗୁଁ ଏପରି ବିପଦ

ପ୍ୟାକ୍ସର ଆନ୍ଦୋଳନ ସ୍ଥଗିତ-୧୫୪୧ କ୍ୟୁଣ୍ଟାଲ ଧାନ କ୍ରୟ : ନୂଆବର୍ଷରୁ ଅଧିକ ଧାନ କିଣା ସମ୍ଭାବନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନ ଧରି ସେବା ସମବାୟ ସମିତିର ସମ୍ପାଦକ (ପ୍ୟାକ୍ସ)ମାନଙ୍କର ଧାରଣା ଚାଲିଥିବାରୁ ଚାଷୀ ବ୍ୟାପକ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲା । ଜିଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ୱର

ମହମ୍ମଦନଗରପାଟଣା ମିଶନଶକ୍ତି ଗୃହ କାମରେ ଆସୁନି : ମହିଳାଙ୍କ ଗଣଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମହମ୍ମଦନଗର ପାଟଣା ଠାରେ ନିର୍ମାଣ ହୋଇ ପଡିରହିଥିବା ମିଶନଶକ୍ତିର ଏକ ଗୃହ ନିର୍ମାଣକାର୍ଯ୍ୟ ସରିଥିଲେ ମଧ୍ୟ ମହିଳାଙ୍କ କାମରେ ଆସୁନଥିବାରୁ ଆଜି

ଜାୟାରଜାର୍ପା ଆଦିବାସୀ କ୍ଲବର ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଜମାଳପୁରଠାରେ ଦୀର୍ଘ ୨୧ବର୍ଷ ଧରି ଜାୟାରଜାର୍ପା ଆଦିବାସୀ କ୍ଳବର ଆନ୍ତରାଜ୍ୟ ଫୁଟବଲ ଖେଳ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ଓଡିଶା

୬୦ ରାଜପଥରେ ଓଲଟିଲା ସାମରିକ ବାହିନୀର ଗୋଳାବାରୁଦ ବୋଝେଇ କଣ୍ଟେନର : ବିଷ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଚାଳକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନମ୍ବର ଜାତୀୟ ରାଜପଥରେ ଭାରତୀୟ ସାମରିକ ବାହିନୀର ୧୯ଟି କଣ୍ଟେନର କର୍ଣ୍ଟାଟକରୁ ଖଡଗପୁର ଗଲାବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ହୋଟେଲ ରାଜପଥ ନିକଟରେ ଭାରସାମ୍ୟ ହରାଇ

ଜାୟରା ଜାର୍ପା ଆଦିବାସୀ କ୍ଲବ, ଜମାଳପୁର ତରଫରୁ ୨୧ତମ ୩ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନି ଦିବସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବ ପୂରାତନ ଖେଳ ପଡିଆ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧୀନ ଜମାଳପୁର ପଡ଼ିଆରେ ଜାୟରା ଜାର୍ପା ଆଦିବାସୀ

ବାଲିଆପାଳରେ ୧୭୨ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ ନିତ୍ୟାନନ୍ଦ ସାହୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତର କୁଦମାନସିଂ ଗ୍ରାମରେ  ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ

ବଡଦିନ ଉପଲକ୍ଷେ ରାଇବଣିଆ ଗଡରେ ଆନ୍ତରାଜ୍ୟ ପିକ୍‌ନିକ୍ ଦଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଡିସେମ୍ବର ୨୫ ବଡଦିନ ଉପଲକ୍ଷେ ଇତିହାସ ପ୍ରସିଦ୍ଧ ରାଇବଣିଆ ଗଡରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଓଡିଶାର କେତେକ ଅଂଚଳରୁ ବହୁ ଯୁବକ ଯୁବତୀ ବଣଭୋଜିରେ

ବିଶିଷ୍ଟ ଜନନାୟକ ପ୍ରଶନ୍ନ ପାଳଙ୍କ ୧୬ତମ ଶ୍ରାଦ୍ଧବାର୍ଶିକୀ ଓ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ବିଶିଷ୍ଟ ଜନନାୟକ, ସମାଜସେବୀ, ୪ଥରର ବିଧାୟକ ପ୍ରଶନ୍ନ ପାଳଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ରାଜପୁର (ବାଘାବାଳୀ) ଛକଠାରେ ତାଙ୍କ ପ୍ରତିମୂର୍ତ୍ତି ଠାରେ

୩କୋଟି୨୫ଲକ୍ଷ ବ୍ୟୟରେ ହେଲା ରେଳ ଅଣ୍ଡର ପାସ୍ : ସାଂସଦ କଲେ ଶିଳାନ୍ୟାସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ରାଜଘାଟ-ଅମର୍ଦ୍ଦାରୋଡ ମଧ୍ୟରେ ରେଳ ଯାତାୟାତରେ ବିଘ୍ନ ଓ ବିଳମ୍ବ ନ ହେବାଲାଗି ଜଳେଶ୍ୱର ବ୍ଳକ ଅଧିନ ମହମ୍ମଦନଗରପାଟଣା ଅଧିନ କୋବାଡିଆଠାରେ ଥିବା ରେଳଫାଟକକୁ ହଟାଇ ୫୧ନଂ

ଶୀତଳାମାତା ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହର ଭିତ୍ତପ୍ରସ୍ତର ସ୍ଥାପନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ରାଜ୍ୟରେ ଘରୋଇ ବିଦ୍ୟାଳୟ ଗୁଡିକ ସହିତ ସମକକ୍ଷ କରିବା ସହିତ ମାଧ୍ୟମିକ ସ୍ତରରେ ରୂପାନ୍ତରୀକରଣ ଯୋଜନା ଆରମ୍ଭ ହୋଇଛି । ଫଳରେ ପର୍ଯ୍ୟାୟକ୍ରମେ ରାଜ୍ୟର

ନୂତନ ପଞ୍ଚାୟତ ଗୃହ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସଚେତନତା ବିନା ଗଣତନ୍ତ୍ର ରାଷ୍ଟ୍ରରେ ବିକାଶ ଅସମ୍ଭବ । ସରକାର ଓ ଜନସାଧାରଣ ପ୍ରତ୍ୟେକଙ୍କର ଏଥିଲାଗି କର୍ତ୍ତବ୍ୟ ରହିଛି ବୋଲି ଖୁଲୁଡାଠାରେ ନୂତନ ପଞ୍ଚାୟତ ଗୃହକୁ

ଅନୁସୂଚିତ ଜାତିରୁ ଜଳେଶ୍ୱର ପୌର ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ବର୍ଷ ପୂର୍ବେ ଗଠନ ହୋଇଥିବା ଜଳେଶ୍ୱର ମ୍ୟୁନିସିପାଲଟିର ଅଧ୍ୟକ୍ଷ ପାଦବୀ ଅନୁସୂଚିତ ଜାତିଲାଗି ସଂରକ୍ଷଣ ହୋଇନଥିବାରୁ ଚଳିତ ବର୍ଷ ସଂରକ୍ଷଣ ଲାଗି ଦାବି ହୋଇଛି ।

ତୁରନ୍ତ ସମସ୍ତ ସରକାରୀ ଧାନ କ୍ରୟ କେନ୍ଦ୍ର ଖୋଲିବା ଓ ବାତ୍ୟା ଏବଂ ଚକଡା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ସିପିଆଇ (ଏମ୍) ତରଫରୁ ଗଣଧାରଣା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ତୁରନ୍ତ  ସମସ୍ତ ସରକାରୀ ଧାନ ମଣ୍ଡି ଖୋଲିବା ଏବଂ ବାତ୍ୟା ଓ ଚକଡା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ସମସ୍ତ ଚାଷୀଙ୍କ ରୂଣ ଛାଡ

ଉତ୍ତର ଉପାନ୍ତ ଲକ୍ଷ୍ମଣନାଥ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ଲୋକାର୍ପିତ, ଖଡଗପୁର-ଭଦ୍ରକ ମଧ୍ୟରେ ୨୬ଟି ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ତ୍ୱରାନ୍ନିତ : ଡିଆର୍‌ଏମ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳ ପଥର ଖଡଗପୁର ଡିଭିଜନ ଅଧିନରେ ଓଡିଶାର ଲକ୍ଷ୍ମଣନାଥ ଠାରୁ ରାଣିତାଲ ପର୍ଯ୍ୟନ୍ତ ରହିଛି । ଏ ସମସ୍ତ ଷ୍ଟେସନର ଆଧୁନିକ କରଣ କାର୍ଯ୍ୟ

ବ୍ୟାସ କବି ଫକୀରମୋହନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଗୁରୁବାର ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ କାର୍ଯ୍ୟାଳୟ ମଧ୍ୟରେ ଉଦ୍‌ଘାଟିତ ହୋଇ ଯାଇଛି । ଅନୁଷ୍ଠିତ ଉନ୍ମୋଚନ ସଭାରେ

ବିଭିନ୍ନ ବ୍ଲକର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ପଲ୍ଲୀ ହାଉସ ପରିଦର୍ଶନ ସହ ତାଲିମ ଗ୍ରହଣ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଳକ ଆର.ଆର.ପୁର ଗ୍ରାମ ପଞ୍ଚାୟତ ସ୍ଥିତ ପଞ୍ଚଲିଙ୍ଗେଶ୍ବର ମହିଳା ମହାସଂଘ ଅନ୍ତର୍ଭୁକ୍ତ ମହାଲକ୍ଷ୍ମୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏକତାଳିରେ ଥିବା ପଲ୍ଲୀହାଉସ ପରିଦର୍ଶନ

୨ ଟି ରକ୍ତଦାନ ଶିବର : ୮୩ ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟକରି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଆଜି ବୁଧବାର ଓଲମରା ଗ୍ରାମପଞ୍ଚାୟତଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ

ଜଳେଶ୍ୱରରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ରୋଜାଲିନ୍ ବେହେରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଆରକ୍ଷୀ ଅଧିକ୍ଷକ (ଏସ୍‌.ପି) ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି ନଂ ୩୦୮୬/୨୧ ମୂଳେ ମଙ୍ଗଳବାର ପୋଲିସ ବିଭାଗର କେତେକ ଅଦଳବଦଳ କରାଯାଇଛି ।

ସେବା ସମବାୟ ସମିତିର ଆନ୍ଦୋଳନ ଅବ୍ୟାହତ : ଜଳେଶ୍ୱର ଆର୍‌ଏମ୍‌ସିର ଧାନ କିଣା ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସେବା ସମବାୟ ସମିତିର କର୍ମଚାରୀମାନଙ୍କ ୫ ଦଫା ଦାବିନେଇ ଆନ୍ଦୋଳନ ଫଳରେ ଖରିଫ ଋତୁରେ ଉତ୍ପନ୍ନ ଧାନ ଚାଷୀଙ୍କ ଠାରୁ ସରକାର କିଣିବାରେ ସମସ୍ୟା ସୃଷ୍ଟି

ସାପ୍ତାହିକ ଖବର କାଗଜ ‘ଅଭିନନ୍ଦନ’ର ୧୩ତମ ସ୍ୱନକ୍ଷତ୍ର ଉତ୍ସବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ଖବରକାଗଜ ‘ଅଭିନନ୍ଦନ’ର ୧୩ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅଭିନନ୍ଦନର ସମ୍ପାଦକ ଇଂ ଜଗଦୀଶ ମିଶ୍ରଙ୍କ

ହରିଓମ୍ ଧର୍ମସଭା ଓ ପ୍ରବଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଧିନ ନଛିମପୁର ଗ୍ରାମର ଆନନ୍ଦ ବଜାର ଠାରେ ଶ୍ରୀ ଶ୍ରୀ ସ୍ୱାମୀ ସ୍ୱରୂପାନନ୍ଦ ପରମହଂସଦେବଙ୍କ ହରିଓମ୍ ଧର୍ମସଭା ଓ ମହୋତ୍ସବ ଅନୁଷ୍ଠିତ ହୋଇ

୧୦ନଂ ଜିଲା ପରିଷଦ ଜୋନରେ କଂଗ୍ରେସର ସାଂଗଠନିକ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବର୍ତ୍ତନା ଡେହେରାପଦା ଠାରେ ୧୦ନଂ ଜିଲାପରିଷଦ ଜୋନ୍‌ର କଂଗ୍ରେସ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସକୁ ତୃଣମୂଳ ସ୍ତରରେ

ପାନୀୟ ଜଳର ଭିତ୍ତି ପ୍ରସ୍ତର ସ୍ଥାପନ : ଦୂର ହେବ ୨ଟି ଗାଁର ପାନୀୟ ସମସ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକର ବର୍ତ୍ତନା ବ୍ଲକର ସାନ କସିଦା ଗାଁର ୨ଟି ପିଇବାପାଣି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଅଶ୍ୱନୀ ପାତ୍ର ।

ରୋଗୀ ମୃତ୍ୟୁ ମାମଲାରେ ସିଲ ଥିବା ମା’ କ୍ଲିନିକ୍‌କୁ ଯାଞ୍ଚ କଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବଡବଜାର ଠାରେ ଥିବା ମା କ୍ଲିନିକ୍‌ରେ ଜଣେ ପ୍ରସୂତୀର ମୃତ୍ୟୁ ଘଟଣାରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଗତ ମେ ମାସରେ

ଗ୍ରୀନରେ ଚିଟଫଣ୍ଡରେ ଅଭିଯୁକ୍ତଙ୍କୁ ଠାବଲାଗି ଜଳେଶ୍ୱରରେ ପହଞ୍ଚିଲା ଛତିଶଗଡ ପୋଲିସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରୀନ୍‌-ରେ ଚିଟଫଣ୍ଡ ସମଗ୍ର ଦେଶରୁ ଦୁଇ ହଜାର କୋଟିରୁ ଅଧିକ ଟଙ୍କା ଲୁଟିଥିବା ବେଳେ ଓଡିଶାରୁ ପ୍ରାୟ ୫୦୦ କୋଟି ଟଙ୍କା ଲୁଟିଥିଲେ । ସରକାରଙ୍କ

ରାଶନ କାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କାର କୋଭିଡ୍ ସହାୟତା : ମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଶନ କାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କାର କୋଭିଡ୍ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ରାଜ୍ୟର ରେସନ

ସୁବର୍ଣ୍ଣରେଖାର ଶିଖରପୁର ସେତୁରେ ଲାଗିଲା ଉଜ୍ଜଳ ଆଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର-ରାଇବଣିଆ ଜୀବନରେଖା ଭାବେ ପରିଗଣିତ ଶାନ୍ତିପୁର ରାସ୍ତାର ନବିକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି । କିନ୍ତୁ ଜଳେଶ୍ୱରରୁ ରାଇବଣିଆ ଯାତାୟାତ ଲାଗି

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଲାଗି ବିଜେଡି ମହିଳା ମୋର୍ଚ୍ଚା ସଚେତନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ସ୍ମାଟକାଡ ଶୀଘ୍ର ଓ ସୂଚାରୁରୂପେ ବଣ୍ଟନ ଲାଗି ବିଜେଡି ପକ୍ଷରୁ ମହିଳାମୋର୍ଚ୍ଚାମାନଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ଭଞ୍ଜଭବନରେ