Category: Top News

ଅଙ୍ଗନୱାଡ଼ି ପାଚିକା ଚୟନକୁ କେନ୍ଦ୍ର କରି ଉତ୍ତେଜନା : ମଝି ରାସ୍ତାରୁ ସିଡିପିଓଙ୍କୁ ଭିଡିନେଲେ ମହିଳା…

ଜଳେଶ୍ଵର/ସିଂଲା (ସମୃଦ୍ଧ ଓଡିଶା) ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ଚୟନକୁ କେନ୍ଦ୍ର କରି ସପକ୍ଷ ବାଦୀ ବିପକ୍ଷ ବାଦୀ ମୁହାମୁହିଁ ଓ ଧସ୍ତାଧସ୍ତି ହୋଇ ମଝି ରାସ୍ତାରୁ ବସ୍ତା ସିଡିପିଓ ଚମ୍ପାମଣି

୬୦ନଂ ଜାତୀୟ ରାଜପଥରେ ଓଲଟିଲା କାର୍ : ଯୋଗାଣ ବିଭାଗ ନିରିକ୍ଷକ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ବାଲେଶ୍ୱରରୁ ଜଳେଶ୍ୱର ଆସୁଥିବା ଯୋଗାଣ ବିଭାଗର ନିରିକ୍ଷକ ସାଗରିକା ରାଉତରାୟଙ୍କ କାରଟି ୬୦ନଂ ଜାତୀୟ ରାଜପଥର ଚାଲନ୍ତିର ଅନତୀ ଦୂରେ ରାସ୍ତାକଡକୁ ଓଲିଟି

ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଏଡସ୍ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଏଡସ୍ ଦିବସ ଅବସରରେ ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ

ରାଜ୍ୟସଭାରେ ଅଙ୍ଗନୱାଡ଼ି କର୍ମୀ/ମିନିକର୍ମୀ/ସହାୟିକା ମାନଙ୍କର ସରକାରୀ ମାନ୍ୟତା ସହ ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବୀ କଲେ ସାଂସଦ ସୁବାସ ଚନ୍ଦ୍ର ସିଂ : ଅଭିନନ୍ଦନ ଜଣାଇଲେ ବାଲେଶ୍ୱର ଜିଲ୍ଲାର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସମଗ୍ର ଭାରବର୍ଷରେ ୨୫ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଥିବା ବେଳେ ଓଡ଼ିଶାରେ ୧ ଲକ୍ଷ ୫୦ ହଜାର ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଛନ୍ତି । ସେମାନେ

ସୁବର୍ଣ୍ଣା ମହାସଂଘର ସମସ୍ୟା ଦୂର ଲାଗି ନୂତନ କମିଟି ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଞ୍ଚଳରେ ଛତୁଆ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର ପାଇଁ ଆଜି ବ୍ଳକ ସ୍ତରୀୟ ଫେଡେରେସନର ଏକ ଜରୁରୀ ବୈଠକ ଆହୁତ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଳେଶ୍ୱର ବିଜେପିର ସାଂଗଠନିକ ବୈଠକ : ପୁରୁଖା ନେତାଙ୍କୁ ନେଇ ୩୧ ଜଣିଆ କମିଟି ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେନତେଣ ପ୍ରକାରେଣ ଜଳେଶ୍ୱର ବ୍ଲକକୁ ବିଜେପି ହାତେଇବା ଲାଗି ବଳ କଷାକଷି ଆରମ୍ଭ କରିଛି । ଏଥିଲାଗି ବିଜେପିର ସାଂଗଠନିକ

୧୪ ପଞ୍ଚାୟତରେ ବିହନ ବିଶୋଧନ କାର୍ଯ୍ୟକ୍ରମ : ଯୋଗଦେଲେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୩ ଜୁନିଅର ବୈଜ୍ଞାନିକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୃଷି କ୍ଷେତ୍ରରେ ଚାଷୀଙ୍କୁ ଅଧିକ ସଶକ୍ତ କରିବା ଲାଗି ବିହନ ସଂଗ୍ରହ ଠାରୁ ଅମଳ ପର୍ଯ୍ୟନ୍ତ ଶଷ୍ୟକୁ ଅଧିକ ସୁରକ୍ଷିତ କରିବା ଲାଗି ସରକାର ବ୍ୟବସ୍ଥା

ସମ୍ଭାବ୍ୟ ବାତ୍ୟାର ସୁରକ୍ଷା ଲାଗି କୃଷି ବିଭାଗର ବାହାରିଲା ସଚେତନତା ରଥ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ୪ ତାରିଖରୁ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ଓ ବାତ୍ୟା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସୂଚନା ଥିବାରୁ ଆଜି ଜଳେଶ୍ୱର କୃଷି ବିଭାଗ

ଶୀତଳା ଠାକୁରାଣୀ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗର ୱେବିନର୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଖୁଲୁଡାସ୍ଥିତ ଶୀତଳା ଠାକୁରାଣୀ ଡଇଗ୍ରୀ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗ ପକ୍ଷରୁ ‘ଫୁଚର ଅଫ ଫାଇନାନ୍ସ ମେନେଜମେଣ୍ଟ ଏଣ୍ଡ କୋଭିଡ୍‌-୧୯ ସଂପର୍କରେ ଏକ

ଦୀନକୃଷ୍ଣ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବଂ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ନାମରେ ନାମିତ ଦୀନକୃଷ୍ଣ କଲେଜରେ ଦୁଇଦିନ ଧରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ

ଜଳେଶ୍ୱରରେ ଛତୁଆ ବଣ୍ଟନ ନେଇ ଅନିଶ୍ଚିତତା-ସୁବର୍ଣ୍ଣା ମହାସଂଘର ଆନ୍ଦୋଳନ ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩ ମାସ ଧରି ଜଳେଶ୍ୱର ବ୍ଳକର ୩୮୦ଟି ଅଂଗନୱାଡି କେନ୍ଦ୍ରକୁ ଯେନତେନ ପ୍ରକାରେଣ ଛତୁଆ ବଣ୍ଟନ କରାଯାଉଥିଲେ ମଧ୍ୟ ଚଳିତ ମାସ ଅନିଶ୍ଚିତତା ଦେଖା

ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୪ତମ ଜନ୍ମଦିନ ପାଳିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୪ତମ ଜନ୍ମଦିନ ପାଳନ ହୋଇଯାଇଛି । ବୌଦ୍ଧିକ ସମାବେଶର ସଭ୍ୟମାନଙ୍କ ଦ୍ୱାରା

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲୋପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ବିଧାୟକ ଅଶ୍ୱିନୀ ପାତ୍ର କାର୍ଡ ବଣ୍ଟନ କାର୍ଯ୍ୟ

ବିଜେପିର ସାଂଗଠନିକ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ବିଜେପିର ସାଂଗଠନିକ ବୈଠକ ସିଦ୍ଧାର୍ଥ ଶଙ୍କର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖୁସି ପ୍ଲାଜାରେ ଅନୁଷ୍ଠିତ

ଭାଗବତ କଥାମୃତ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତ ଅଧିନ ବେଲି ଗୋପିନାଥପୁର ଗ୍ରାମରେ ଶ୍ରୀଶ୍ରୀ ଦ୍ରାରୁବ୍ରହ୍ମ ଭାଗବତଜୀଉ ମନ୍ଦିର ପରିସରରେ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ରାତିଅଧିଆ ଗିରଫଦାରୀ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏସ୍‌ଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିରୋଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ହେବାର ସମ୍ଭାବନା

କୃଷକ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କୃଷକ ମୋର୍ଚ୍ଚପକ୍ଷରୁ ଜଳେଶ୍ୱର ଷ୍ଟେସନ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି

ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାଲଟିର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଗରିବ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ଆଜି ବାଲେଶ୍ୱର ଜିଲାରେ

ସୁନ୍ଦର ଭାରତ ନିର୍ମାଣ ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତରତ୍ନ ଉପାଧିରେ ଭୂଷିତ ବିଖ୍ୟାତ ରାଷ୍ଟ୍ରନିତିଜ୍ଞ, ଆଇନଜ୍ଞ ଡ. ବି.ଆର୍ ଆମ୍ବେଦକର ୧୨୫ତମ ଜନ୍ମ ବାର୍ଷିକି ୨୦୧୫ ମସିହାଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ

ବିଭିନ୍ନ ସ୍ଥାନରେ ଉଜ୍ଜଳ ଆଲୋକକୁ ଉଦ୍‌ଘାଟନ କଲେ ସାଂସଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୪ଟି ପଞ୍ଚାୟତର ୪ଟି ସ୍ଥାନରେ ଉଜ୍ଜଳ ଆଲୋକକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ଆଜି ଉଦ୍‌ଘାଟନ କରିଛନ୍ତି ।

କିଷାନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ଆତ୍ମହତ୍ୟା କରିଥିବା କୃଷକ ପରିବାରକୁ ୨୦ଲକ୍ଷ ଦାବୀ : ବ୍ଲକ କମିଟି ଘୋଷିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର କିଷାନ କଂଗ୍ରେସର ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରରେ କୃଷକର ବହୁବିଧ ସମସ୍ୟା ସମାଧାନ

ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ଟ୍ରାକ୍ଟର : ଅଳ୍ପକେ ବତ୍ତିଲେ କର୍ମଚାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସୌରାତରୁ ରାତିରେ ଚୋରାରେ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଜାଣି ଆଜି ଭୋର ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଚଢାଉ ଲାଗି

ବାବା ବେଶରେ ଆର୍ଶିବାଦ ଦେଇ ଲୁଟିନେଲେ ସୁନାଗହଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଦ୍ୱି ପ୍ରହରରେ ଜନଗହଳିପୂର୍ଣ୍ଣ ବିଚ୍ ବଜାରରେ ଜଣେ ମହିଳାଙ୍କ ଠାରୁ ବାବା ବେଶରେ ଆସି ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଚମ୍ପଟ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଆଦିବାସୀ କ୍ଲବର ଭିତ୍ତିପ୍ରସ୍ତର ସ୍ଥାପନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ମାଳଗଡିଆ ଆଦିବାସୀ ସାହିଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଏକ ଆଦିବାସୀ କ୍ଲବର ଭିତ୍ତି ପ୍ରସ୍ତର

ଜଳେଶ୍ୱରରେ ଅଟ୍ରାସାଉଣ୍ଡ ମେସିନ୍‌ ନଥିବା ଯୋଗୁଁ ଗର୍ଭବତୀ ମହିଳା ଚିକିତ୍ସାରୁ ବଞ୍ଚିତ : ଆଶାକର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାଲଟିରେ ୨ଲକ୍ଷ ୬୪ହଜାର ଲୋକେ ବାସ କରୁଥିବା ବେଳେ କେବଳ ଜଳେଶ୍ୱର ଜିକେ ଭଟ୍ଟର ଡାକ୍ତରଖାନାରେ ପ୍ରତିଦିନ ୧୦ଟି ନବଜାତକ ଜନ୍ମ