Category: Top News

ଗୋପବନ୍ଧୁଙ୍କ ୧୪୧ତମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ସ୍ମୃତିପରିଷଦ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଶ୍ରଦ୍ଧାର୍ଘ ନିବେଦନ କାର୍ଯକ୍ରମ ତାରୁଣ୍ୟ ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି । କବି

୬୦ ନଂ ଜାତୀୟ ରାଜପଥ ନହଞ୍ଚରା ବାଇପାସ୍‌ଠାରେ ବାଇକୁ ପିଟିଲା ପିକ୍‌ଅପ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶନିବାର ମଧ୍ୟାହ୍ନରେ ୬୦ନଂ ଜାତୀୟ ରାଜପଥ ନହଞ୍ଜରା ବାଇପାସ୍ ଅନତି ଦୂରରେ ଏକ ବାଇକ୍‌କୁ ପଛପଟୁ ପିକ୍‌ଅପ୍ ଧକ୍କା ଦେଇଥିଲା । ଫଳରେ ପିକ୍‌ଅପ୍‌ଟି

ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ : ଗାଇଡ୍‌ଲାଇନ୍ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସଂରକ୍ଷଣ ଅଡ଼ୁଆ ତୁଟାଇବା ପାଇଁ ଆଇନ ସଂଶୋଧନ କଲା ପରେ ଏବେ ଜିଲ୍ଲା

ପିପିଲି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିଲି ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି । ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ବିପୁଳ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ

ଗାନ୍ଧୀ ଜୟନ୍ତୀ ଅବସରରେ ବାଲିଆପାଳ ବ୍ଲକ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ମନେ ପଡନ୍ତି ଆଜି ବାପୁ.. ଅହିଂସାର ପାଠ ପଢାଇ ଥିଲେ ଓ ସ୍ୱାଧୀନତାର ରାସ୍ତା ଦେଖାଇ ଥିଲେ ।  ସେନା ତାଙ୍କ ପାଖରେ ଥିଲା ଅସ୍ତ୍ର,

ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳିତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତିର ପିତା ମହାତ୍ମାଗାନ୍ଧି ଏବଂ ଜୟ ଜବାନ ଜୟ କିଷାନର ଉଦ୍‌ଘୋଷକ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିବସ ଥିବାରୁୁ ଆଜି ‘ମେ ଆଇ ହେଲ୍ପ

ଗାନ୍ଧି ଜୟନ୍ତୀ ଅବସରରେ ରାଜପୁର ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାରା ଓଡ଼ିଶାରେ ଆଜି ଗାନ୍ଧି ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଜଳେଶ୍ଵର ବ୍ଲକର ମଧ୍ୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି

ଗାନ୍ଧି ସ୍ମାରକ ନିଧି ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର ଶିଖରପୁର-ଚକହରି ଠାରେ ଅବସ୍ଥାପିତ ଗାନ୍ଧି ସ୍ମାରକ ନିଧି ପକ୍ଷରୁୁ ଆଜି ପୂର୍ବାହ୍ନରେ ମହାତ୍ମା ଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀ

ଗାନ୍ଧି ଜୟନ୍ତୀ ଅବସରରେ ବିଜେଡିର ମେଗା ରକ୍ତଦାନ ଶିବିର : ୨୧୦ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗାନ୍ଧି ଜୟନ୍ତୀରୁ ୧ ମାସ ବ୍ୟାପି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଗ୍ରାମାଂଚଳ ପରିସ୍କାର ପରିଛନ୍ନତା ଓ ବିଭିନ୍ନ ସ୍ଥାନରେ

ରାଜ୍ୟର ଉତ୍ତର ସୀମାରୁ କଂଗ୍ରେସର ଜନ ସଂପର୍କ ପଦଯାତ୍ରା ଆରମ୍ଭ, ଗାନ୍ଧୀଙ୍କ ଆତ୍ମା ପ୍ରତି ଗାଁରେ, ଯୁବ ଆତ୍ମଶୀଳ ଦ୍ୱାରା ବିକାଶ ସମ୍ଭବ : ନିରଞ୍ଜନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ୮ ଦିନ ବ୍ୟାପୀ ଜଳେଶ୍ୱର କଂଗ୍ରେସ ଜନ ସଂପର୍କ ପଦଯାତ୍ରର ଆରମ୍ଭ କରିଛି । ଆଜି ଏହି କାର୍ଯ୍ୟକ୍ରମକୁ ରାଜ୍ୟ

ସବୁ ପାସେଞ୍ଚର ଟ୍ରେନ୍ ଚଳାଚଳ ଲାଗି ଦାବି,୨୪ ଦିନ ପରେ ମେମୋର ରେଳ ଭଡା ଦ୍ୱିଗୁଣିତ : ଜଳେଶ୍ୱରରେ ଉତ୍ତେଜନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲାବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ମେମୋର ରେଳଭଡା ଆଜି

କର୍କଟ ପୀଡ଼ିତ ଗୁଣାକରକୁ ସହାୟତାର ହାତ ବଢ଼େଇଲା ଉତ୍କଳ ଜନନୀ ସେବା ସଙ୍ଗଠନ…

ଜଳେଶ୍ବର (ସମୃଦ୍ଧ ଓଡିଶା) ଜଳେଶ୍ଵରର ଉତ୍କଳ ଜନନୀ ସେବା ସଂଗଠନ ପରିବାର ତରଫରୁ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବସ୍ତା ବ୍ଲକ ଅନ୍ତର୍ଗତ ଚୋରମରା

ନିଶା ନିବାରଣ ପାଇଁ ମେ ଆଈ ହେଲ୍ପ ୟୁ ମୋ ପରିବାରର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ବର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ମେ ଆଈ ହେଲ୍ପ ୟୁ ମୋ ପରିବାର” ତରଫରୁ ଗାନ୍ଧି ଜୟନ୍ତୀ ଉପଲକ୍ଷେ ନିଶା ନିବାରଣ ପାଇଁ ଏକ

ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜଳେଶ୍ୱର ବ୍ଲକ ଓ ନଗରର ଯୁବ ଓ ଛାତ୍ର ବିଜେଡି ଦଳ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ”ସାମାଜିକ ସେବା କାର୍ଯ୍ୟକ୍ରମ”ର ପ୍ରଥମ ଦିନରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଜୁ

ଆଦିବାସୀ ଯୁବକର ମୃତ୍ୟରେ ଶୋକସଭା : ସହାୟତା ହାତ ବଢାଇଲା କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ନଛିମପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁସୀତ ଯୋକାପାଟଣା ଗାଁର ଗୁବା ଟୁଡୁଙ୍କ ପୁଅ ସୁକୁଲ ଟୁଡୁ(୩୫) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅକାଳ

ବିଦ୍ୟୁତ୍ ଆଘାତରେ ଚାଷୀର ମୃତ୍ୟୁ : ସରକାରୀ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ରାୟାଁରାମଚନ୍ଦ୍ରପୁର ଗ୍ରାମର ଭଗବାନ ସାହୁଙ୍କ ପୁତ୍ର ଗୋପାଳ କୃଷ୍ଣ ସାହୁ(୨୮) ଆଜି ଶୁକ୍ରବାର ନିଜ ଘରେ ବିଦ୍ୟୁତ୍ ମରାମତି କରୁଥିବା ସମୟରେ

ପ୍ରଖ୍ୟାତ କଳାକାର ସ୍ୱର୍ଗତ ଯତୀନ୍ଦ୍ର ପରିଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ଛମୌଜ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପ୍ରଖ୍ୟାତ କଳାକାର, ପ୍ରବିଣ ଶିକ୍ଷକ ଓ ଗ୍ରାମ୍ୟ ବିଚାରକ ସ୍ୱର୍ଗତ ଯତୀନ୍ଦ୍ର ନାଥ ପରିଡାଙ୍କ

ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପଶିକ୍ଷା ନିର୍ଦ୍ଦେଶକ : ମୋ ସ୍କୁଲ ଅଭିଯାନର ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ୫ଟି ମୋ ସ୍କୁଲ ଅଭିଯାନରେ ୨ଜଣ ଉପଶିକ୍ଷା ନିର୍ଦ୍ଦେଶକ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପସ୍ଥିତ ରହି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି

ଅବକାରୀ ଓ ପୋଲିସ୍‌ର ତନାଘନା : ୫୪୦ଗ୍ରାମ ବ୍ରାଉନ୍‌ସୁଗର ସହିତ ୪ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଜଳେଶ୍ୱର ଅଞ୍ଚଳରେ ଧଳାଜହର କାରବାର ଥମୁନଥିବା ବେଳେ ଗୁରୁବାର ରାତ୍ରି ୯ଟା ସମୟରେ ଅବକାରୀ ଓ ପୋଲିସ୍‌ର ଭିନ୍ନ ଭିନ୍ନ ଚଢାଉରେ ୫୪୦ ଗ୍ରାମ

ଅକ୍ଟୋବର ମାସ ପାଇଁ ଜାରି ହେଲା ଗାଇଡଲାଇନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାସରେ ଥିବା ପର୍ବପର୍ବାଣିରେ କରୋନା କଟକଣାକୁ

ଭେଲୋରା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲ୍ଲା ଵସ୍ତା ବ୍ଲକ ଅନ୍ତର୍ଗତ କୁଳିଦା ପଞ୍ଚାୟତର ଧୂଳିଉଡା ଠାରେ ନାଵାର୍ଡ୍ ଓ ବ୍ୟାଙ୍କର ମିଳିତ ସହଯୋଗ ତଥା ବ୍ୟାଙ୍କର ରିଜିଓନାଲ୍ ମ୍ୟାନେଜର  ଅତୁଲ

ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅମର କୁମାର ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଳକ ଅନ୍ତର୍ଗତ ଖୁଲୁଡ଼ା ଶୀତଳା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର କୁମାର ମହାନ୍ତି ଦୀର୍ଘ ୩୭ ବର୍ଷ ନିରନ୍ତର କାର୍ଯ୍ଯ ତୁଲାଇବା

ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଇବେଟିସ୍ ପରୀକ୍ଷା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବୁଧବାର ବିଶ୍ୱ ହୃଦୟ ଦିବସ ପରିପ୍ରେକ୍ଷୀରେ ଜଳେଶ୍ୱର ମ୍ୟୁନିସିପାଲଟିରେ ଥିବା ରୋଟାରୀ କ୍ଲବ ଅନୁକୂଲ୍ୟରେ ମାଗଣା ଡାଇବେଟିସ୍ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି

ଜାଲ ସାଟିଫିକେଟରେ ଆଶାକର୍ମୀ ଚୟନକୁ ନେଇ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୧୩ ନଂ ଓ ୫ନଂ ୱାଡ ଲାଗି ଉଦ୍ଦିଷ୍ଟ ଆଶାକର୍ମୀ ଚୟନରେ ଜାଲ ସାଟିଫିକେଟ୍‌ରେ ଚଞ୍ଚକତା ଭାବେ ଚୟନ କରାଯାଇଥିବାକୁ ନେଇ ଗ୍ରାମବାସୀମାନେ

ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ବଣ୍ଟନ କଲେ ଅତିରିକ୍ତ ତହସିଲଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପୌରାଞ୍ଚଳର ୯ ନଂ ୱାର୍ଡରେ କେତେକ ଗରିବ ଲୋକଙ୍କ ଚାଳ ଛପର ନଷ୍ଟ ହୋଇଥିବାରୁ ସେମାନେ

ଗ୍ରାମ୍ୟ ଜମି ପଟା ବଣ୍ଟନକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ବିରୋଧ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ ଅଧିନ ଖୁଦିଆ ମାଝିସାହି ପଂଚାୟତର ତୋଟାପଟା ଗ୍ରାମରେ ଥିବା ପତିତ କିସମ ଜାଗାକୁ ତହସିଲ ପକ୍ଷରୁ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଥିବାରୁ

ବାଲି ସୌରାତ ନିଲାମକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ବାଲି ସୌରାତକୁ ବିରୋଧ କରି ତଟବର୍ତ୍ତୀ ଶିଖରପୁର ଗ୍ରାମବାସୀଙ୍କ ପକ୍ଷରୁ ଆଜି ମଙ୍ଗଳବାର ଜଳେଶ୍ୱର ତହସିଲ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଜିଲାପାଳ

ସମାଜସେବୀ, ପରୋପକାରୀ, ଦରଦୀବନ୍ଧୁ ଓ ଆଦର୍ଶ ଶିକ୍ଷକ ଯତୀନ୍ଦ୍ର ନାଥ ପରିଡ଼ାଙ୍କ ମୃତ୍ୟୁ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଅଞ୍ଚଳର ଜନନାୟକ, ଦରଦି ବନ୍ଧୁ, ସମାଜସେବୀ, ପରୋପକାରୀ, ଯାତ୍ରା ନିର୍ଦ୍ଦେଶକ, ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ, ଛମୌଜ ଗ୍ରାମର ପରିଚାଳନା କମିଟିର ଉପ ସଭାପତି ଯତୀନ୍ଦ୍ର

ସୁବର୍ଣ୍ଣରେଖା ବନ୍ୟାରେ ୬୪ ଗାଁ ଜଳବନ୍ଦୀ : ୩୫ ହେକ୍ଟର ଜମି ପାଣି ଘେରରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ଲଗାତାର ୨ଥର ବନ୍ୟା ଆସିବାରୁ ଏବେ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ତଳିଆ ଅଂଚଳରୁ ବନ୍ୟାପାଣି କମିନାହିଁ । ଅଦ୍ୟାବଧି ବହୁ ଗାଁ