Category: Top News

ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମାରୋହ ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟରେ ଉଦଘାଟିତ ହୋଇ ଅଛି ।

ନିମାପଡାରେ ଲକ୍ଷାଧିକ ଟଙ୍କା ମୂଲ୍ୟରେ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ନିମାପଡା(ସମୃଦ୍ଧଓଡିଶା) ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହିତ

ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ରାଉରକେଲା ବିଜେଡିର ଦାବିପତ୍ର

ରାଉରକେଲା(ସମୃଦ୍ଧଓଡିଶା) ରାଉରକେଲା ଅବକାରୀ ଅଧୀକ୍ଷକ,ସେକ ଆସଫ ଅଲ୍ଲୀଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡି ର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି,ଆଗକୁ ମାଙ୍କ ଦୁର୍ଗାପୂଜା ପାଇଁ ରାଉରକେଲା ରେ

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ତ୍ରୈବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସାଧାରଣ ଦୁର୍ବିପାକଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି

ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୁବନେଶ୍ୱର ନିଳlଦ୍ରି ବିହାରରେ ଅବସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳନ ହୋଇଯାଇଅଛି l ଓଡ଼ିଶାରେ- ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ପୋଷଣ ମାହ (ଜାତୀୟ ପୁଷ୍ଟି ମାସ) ଉତ୍ସବ ପାଳିତ ହୋଇଯାଇଛି । ରାଜ୍ୟର ଶିଶୁମାନଙ୍କ

ଭାରତ ମସଲା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର : ୪୦୦ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

କଟକ(ସମୃଦ୍ଧଓଡିଶା):ସାମାଜିକ ଦାୟିତ୍ଵବୋଧତା କୁ କମ୍ପାନୀର କର୍ତ୍ତବ୍ୟ ଭାବେ ଦୀର୍ଘ ୨୫ ବର୍ଷ ଧରି ସମ୍ପାଦନ କରି ଆସୁଥିବା ଭାରତ ମସଲା ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ବାରଙ୍ଗସ୍ଥିତ

ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

କଟକ (ସମୃଦ୍ଧଓଡିଶା )କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ

ଦ୍ୱିତୀୟ ଦିନରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ସର୍ବ ପ୍ରଥମେ ମୁଁ ଓଡିଶା ପୋଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ

ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଉଦ୍‌ଯାପିତ : ଲୋକଙ୍କୁ ସାଙ୍ଗରେ ନେଇ ଚାଲିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଅଭିଭାଷଣରେ ସବୁ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପାଳନ କଲା ପୋଷଣ : ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ପୋଷଣ ମାହ (ଜାତୀୟ ପୁଷ୍ଟି ମାସ) ଉତ୍ସବ ପାଳିତ ହୋଇଯାଇଛି । ରାଜ୍ୟର ଶିଶୁମାନଙ୍କ

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ

ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ

ଜିଲ୍ଲାପାଳ ସମ୍ମିଳନୀ : ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଲୋକସେବା ଭବନର କନଭେନସନ ହଲରେ ଆଜି ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ ଓ

ଜିଲ୍ଲାପାଳ ସମ୍ମିଳନୀରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସଂପର୍କିତ ଆଲୋଚନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା” ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା ।

ରାଜ୍ୟ ସରକାର ତୁରନ୍ତ ସମସ୍ତଙ୍କୁ ପ୍ରତିଶୃତି ଅନୁଯାଇ ଭତ୍ତା ପ୍ରଦାନ ନ କଲେ ରାଜ୍ୟ ସଂଘର୍ଷ ସମିତି ଆନ୍ଦୋଳନ କରିବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷ ରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସମିତିର ପ୍ରତିଷ୍ଠା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ସମ୍ମିଳନୀ ର ପ୍ରାରମ୍ଭ ରେ ଅତିଥି

ଓଡ଼ିଶା ନାଟ୍ୟ ସଂଘର ୩୭ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଓଡ଼ିଶା ନାଟ୍ୟ ସଂଘ, ରାଉରକେଲା ଶାଖା ଓ ଏକତ୍ର ରାଉରକେଲା ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟସଂଘ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ, ପଦଯାତ୍ରା ଓ ଆଲୋଚନା ଚକ୍ର

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ

ଓଡିଶାକୁ ତୃତୀୟ ସର୍ବବୃହତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ଜନସାଧାରଣ ଓ ସାରା ଦେଶ ଏବଂ ବିଶ୍ୱର ପର୍ଯ୍ୟଟନପ୍ରେମୀମାନଙ୍କୁ ଓଡିଶା ମାଟିରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା

ନାଫେଡ୍‌ ମାଧ୍ୟମରେ ପିଆଜ ବିକ୍ରୟ : କିଲୋଗ୍ରାମ ପିଛା ୩୫ ଟଙ୍କା

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟରେ ପିଆଜର ମୂଲ୍ୟ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନାଫେଡ୍‌ ମାଧ୍ୟମରେ ସରକାର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ଧରି ନାଫେଡ୍‌ ଦ୍ୱାରା

ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବସରକାରଙ୍କ ଦ୍ୱାରା ଅଣା ଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ -୨୦୨୦ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା

ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ : ପ୍ରତି ତିନି ମାସରେ ବିଭିନ୍ନ ଯୋଜନାର ବ୍ଲକସ୍ତରୀୟ ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଦୁଇ ଦିନିଆ ଜିଲ୍ଲାପାଳ

ଏଣିକି ଗାଦିମଡ଼ା ବାବୁଙ୍କୁ ନିସ୍ତାର ନାହିଁ କି କୌଣସି ପରିସ୍ଥିତିରେ ଦୁର୍ନୀତି ବରଦାସ୍ତ କରାଯିବନି : ଜିଲ୍ଲାପାଳଙ୍କୁ ତାଗିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଏଣିକି ଗାଦିମଡ଼ା ବାବୁଙ୍କୁ ନିସ୍ତାର ନାହିଁ କି କୌଣସି ପରିସ୍ଥିତିରେ ଦୁର୍ନୀତି ବରାଦାସ୍ତ କରାଯିବନି, ଜନ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବେ ଅଫିସର, ଜିଲ୍ଲାପାଳଙ୍କ ହାତରେ ତ୍ୱରାନିତ୍ୱ ହେବ

ସ୍ଵଚ୍ଛ ଭାରତ ମିଶନର ଦଶବର୍ଷ ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର(ସମୃଦ୍ଧଓଡିଶା) ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶନ୍ଧି ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ

ପୁରୁଣା ପେନସନ ଲାଗୁକରିବା ଦାବିରେ ସବୁ ଜିଲ୍ଲାରେ ଆକ୍ରୋଶ ମାର୍ଚ୍ଚ : ପୁରୁଣା ପେନସନ ଆମର ହକ୍‌

ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ରସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶ ଓ ରାଜ୍ୟରେ କର୍ମଚାରୀ ମହଲରେ ତୀବ୍ର  ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର(ସମୃଦ୍ଧଓଡିଶା)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଘଡ଼ ଘଡ଼ି ସହ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆଜି ପୁରୀ ଜିଲାର ସମସ୍ତ ସ୍କୁଲକୁ 

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକର ସ୍ୱର ଉତ୍ତୋଳନ

ରାଉରକେଲା: (ସମୃଦ୍ଧଓଡିଶା) ସ୍ମାର୍ଟ ସିଟି ରାଉରକେଲା ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ସହ ମହିଳା ଶିଶୁ ମାନଙ୍କ ପ୍ରତି ବ୍ୟଭିଚାର, ଦୁଷ୍କର୍ମ ଆଦି ବଢି ଚାଲିଛି। ସମ୍ପ୍ରତି

ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଉତ୍ତମ ପ୍ରଦର୍ଶନ କରି ଓଡିଶା ପାଇଲା ୨ୟ ସ୍ଥାନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଶ୍ୱ ତମାଖୁ ବର୍ଜନ ଦିବସ – ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି ​​|