Category: Top News

ପତଞ୍ଜଳି ଯୋଗ ସମିତି ଦ୍ୱାରା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ କ୍ଷୁଦିଆ ମାଝିସାହି ପଞ୍ଚାୟତ କବି ଦୀନକୃଷ୍ଣ ସ୍ମୃତିପୀଠ ମୁଣତୁଣିଆରେ ପତଞ୍ଜଳି ଯୋଗ ସମିତି ଦ୍ୱାରା ଏକ ରକ୍ତଦାନ ଶିବିର ଓ

ମୃତ ଶିକ୍ଷା କର୍ମଚାରୀଙ୍କୁ ଓଷ୍ଟା ପକ୍ଷରୁ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମାଧବଚନ୍ଦ୍ର-ଶିବନାରାୟଣ ନୋଡାଲ ବିଦ୍ୟାଳୟର କର୍ମଚାରୀ କାର୍ତ୍ତୀକ ଚନ୍ଦ୍ର ଦେଙ୍କ ଅକାଳ ବିୟୋଗରେ ଓଷ୍ଟା ପକ୍ଷରୁ ୫ହଜାର ଟଙ୍କାର ସହାୟତା

ଚଳାଚଳ କରିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଓ ଡିଏମ୍‌ୟୁ ଲୋକାଲ ଟ୍ରେନ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୨୦ମାର୍ଚ୍ଚ ୨୫ ତାରିଖରୁ କରୋନା ସଂକ୍ରମଣ ଯୋଗୁଁ ରେଳବିଭାଗ ଯାତ୍ରୀଟ୍ରେନ୍ ଗୁଡିକ ବନ୍ଦ ରଖିଥିଲେ । ବନ୍ଦ ହୋଇଥିବା ବିଭିନ୍ନ ରେଳଗାଡି ମଧ୍ୟରୁ ଆସନ୍ତା ୭

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସରେ ଉଦ୍‌ଘାଟନ ହେଲା ‘ନିମନ୍ତ୍ରଣ’…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ଜନପଥରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସ ଅବସରରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଉଦ୍‌ଘାଟନ କରିଛନ୍ତି

ଅହରାତ୍ର ଅନଶନ ଧାରଣାରେ ବସିଲେ ଚାଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ନାମ୍ପୋ, ଖାଲିନା ଓ ସମ୍ପତ୍ତିଆ ପଞ୍ଚାୟତର ବହୁ ଚାଷୀ ଆଜି ଗୁରୁବାର ପୂର୍ବାହ୍ନରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଅନଶନ

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଶିକ୍ଷାଜିଲା ଅଧିନସ୍ଥ ଖୁଆଡ କ୍ଲଷ୍ଟର ଦୁଇଜଣ ପ୍ରବୀଣ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବଦ୍ଧର୍ନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଆର୍‌ସିସି

ଖଡଗପୁର ରେଳ କ୍ଷେତ୍ର ପ୍ରବନ୍ଧକଙ୍କୁ ଭେଟିଲେ ଜଳେଶ୍ୱରର ବୁଦ୍ଧିଜିବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ପୂର୍ବରୁ ଅଟକୁଥିବା ଡାଉନ୍ ଉତ୍କଳ ଏକ୍ସପ୍ରେସ୍ ଏବେ ଅଟକୁ ନଥିବା, ଖଡଗପୁର-ଭଦ୍ରକ ଡିଏମ୍‌ୟୁ ଚଳାଚଳ କରିବା, ଜଳେଶ୍ୱର ଷ୍ଟେସନର ଉନ୍ନତିକରଣ ଏବଂ ୩ୟ ଲାଇନ୍

ପ୍ରଧାନମନ୍ତ୍ରୀ ଜନଔଷଧି ବ୍ୟବସ୍ଥା ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କମ୍ ମୂଲ୍ୟରେ ଦରକାରୀ ଔଷଧ ଜନସାଧାରଣଙ୍କୁ ଯୋଗାଇବା ପ୍ରଧାନମନ୍ତ୍ରୀ ଜନଔଷଧି ବ୍ୟବସ୍ଥାର ଲକ୍ଷ୍ୟବୋଲି ଆଜି ଜଳେଶ୍ୱର ଇନ୍ ହୋଟେଲ ଠାରେ ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି

ଜାତୀୟ ପୃଷ୍ଟିକର ସପ୍ତାହ ଓ ରାଷ୍ଟ୍ରିୟ ପୋଷଣ ମାସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷପରି ଆଜି ବୁଧବାର ଜଳେଶ୍ୱର ବ୍ଲକର ପଞ୍‌ଚୁଘଣ୍ଟା ଠାରେ ଜାତୀୟ ପୃଷ୍ଟିକର ସପ୍ତାହ ଓ ରାଷ୍ଟ୍ରିୟ ପୋଷଣ ମାସ ପାଳିତ ହୋଇ ଯାଇଛି ।

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘ ପକ୍ଷରୁ ମନୁ ଦାସଙ୍କ ବିୟୋଗରେ ଶୋକସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଷାଣୀ ନୂଆଗାଁସ୍ଥିତ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ର ଠାରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଉପସଭାପତି, ପୂର୍ବତନ କାଉନସିଲର, ସମାଜସେବୀ ମନୋରଞ୍ଜନ ଦାଶଙ୍କ ବିୟୋଗରେ ଏକ

ସେପ୍ଟେମ୍ବର ମାସ ପାଇଁ ଜାରି ହେଲା ଗାଇଡଲାଇନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ନୂଆ ଗାଇଡଲାଇନ୍

ଅବଧିର ୬ ମାସ ବିତିଥିଲେ ବି ଶେଷ ହେଉନି ଗହିରାଖାଳ ସେତୁ – ବିପଦ ଶଙ୍କୁଳ ଝୋଲା ପୋଲ : ବାଧକ ସାଜିଛି ଜରୁରୀ ସେବା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକ ଠାରୁ ବଜାରଶୋଳ ଭାୟା ଫେରିଘାଟ ରାସ୍ତାର ଏକ ବିଜୁ ସେତୁ ନିର୍ମାଣ ଚାଲିଥିବା ବେଳେ ଅବଧିର ୬

ବନ୍ଧନ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବନ କରିବାରେ ବନ୍ଧନ ବ୍ୟାଙ୍କ ଗୁରୁୁତ୍ୱପୂର୍ଣ୍ଣ ଭୂମୀକା ତୁଲାଇ ଆସୁଥିବା ବେଳେ ଏବେ ଓଡିଶାରେ ୧୯୨ଟି ଶାଖା ଖୋଲି କାର୍ଯ୍ୟ କରିଚାଲିଛି ବୋଲି

ବିଜେଡି ମହିଳା ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ରବିବାର ସ୍ଥାନୀୟ ମୂରଲୀ କଲ୍ୟାଣ

ରକ୍ତଦାନ ଶିବିର : ୭୭ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତଭଣ୍ଡାରରେ ରକ୍ତର ଅଭାବ ପୂରଣ ଲାଗି ଜିଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆଜି ବିଜେପି ୮ନଂ ଜୋନ୍ ସୁବର୍ଣ୍ଣରେଖା ମଣ୍ଡଳ

ଜଳେଶ୍ୱର ବିଜେପିରେ ଗୋଷ୍ଠିକନ୍ଦଳ ଦୂର ହେଉ : ବରିଷ୍ଠନେତା ଅରୁଣବେଜ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟରେ

ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ 5T କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଆଜି ଲୋକାର୍ପିତ ହୋଇଥିବା

ଶନିଶ୍ଚର ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହଉସୀମାବାଡି ନିକଟରେ ଥିବା ଶନିଶ୍ଚରଙ୍କ ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ନିରାଡାମ୍ବରଭାବେ ଆଜି ପାଳିତ ହୋଇ ଯାଇଛି । ଆଜକୁ ୬ବର୍ଷ ପୂର୍ବେ ଆଜିର

ଗୋଚର ଜମିରେ ୨୨ କୁଡିଆ ! ମିଳୁନି ଆବାସ ଯୋଜନା : ବିଧାୟକଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବେବି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ରେଳଧାରଣାରେ କାର୍ଯ୍ୟରତ ସିଗ୍‌ନାଲ ଇନିସ୍‌ପେକ୍ଟରଙ୍କ ଟ୍ରେନ୍ ଧକ୍କାରେ ମୃତ୍ୟୁ : ମୃତକ ପରିବାରକୁ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ଜଳେଶ୍ୱର ରେଳ ଷ୍ଟେସନର ୨ନଂ ପ୍ଲାଟଫର୍ମ-ରେଳଧାରଣାରେ ଏକ ସିଗ୍‌ନାଲ ପଏଣ୍ଟ ଅଚଳ ଥିବାରୁ ଇନିସ୍‌ପେକ୍ଟର ବାବୁଲାଲ ହେମ୍ବ୍ରମ (୪୦) ତାର ମରାମତି କରୁଥିଲେ

ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି

ଗରିବ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ହେଲ୍ପଫରୟୁର ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମାକିଡିଆ ଗାଁର ଭିନ୍ନକ୍ଷମ ଗୁଣାଧର ଦାସଙ୍କ ଉଚ୍ଚ ଶିକ୍ଷାଲାଗି ଇଚ୍ଛା ଥିଲେ ମଧ୍ୟ ଆର୍ଥୀକ ଅନଟନ ଯୋଗୁଁ ତାହା ସମ୍ଭବ ହେବନାହିଁ

ନୂଆବଜାର ରାସ୍ତା ନବିକରଣ ଲାଗି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାରଠାରୁ ଅଲାଲପୁର ଯାଏ ଯାଇଥିବା ରାସ୍ତାକୁ ନବିକରଣ କରିବାଲାଗି ୫ କୋଟି ଓଙ୍କାର ଏକ ପ୍ରକଳ୍ପ ପ୍ରାୟ ୪ବର୍ଷ ଧରି ପଡି ରହିଛି ।

ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଓ ବକ୍ତୃତାମାଳା ଆଲୋଚନା : ‘ଜୀବନ ବିଦ୍ୟାଳୟ’ ମାନବ ଜାତିର ମାର୍ଗଦର୍ଶକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟର ୭୦ଟି ସ୍ଥାନରେ ପ୍ରଫେସର ଚିତ୍ତରଂଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଓ ବକ୍ତୃତାମାଳା ଆଲୋଚନା ତଥା ‘ଆଉ ଏକ ସକାଳ’ ସମ୍ପର୍କରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ

ମୋ ସ୍କୁଲ ଅଭିଯାନରେ ଶ୍ରୀନାଥଚନ୍ଦ୍ର ସୀମାନ୍ତ ଉଚ୍ଚ ବିଦ୍ୟାଳୟ ପୁରାତନ ଶିକ୍ଷାର୍ଥୀଙ୍କ ୬ଲକ୍ଷ ଟଙ୍କା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଶିକ୍ଷା ବିଭାଗର ଅନୁଷ୍ଠାନ ଗୁଡିକର ଭିତ୍ତି ଭୂମୀ ସୁଦୃଢ କରିବାରେ ଏକ ମାଇଲଖୁଣ୍ଟଭାବେ କାର୍ଯ୍ୟ କରୁଛି । ଏହି ଯୋଜନାରେ ପୁରାତନ

୬୭ ବର୍ଷର ଜଳେଶ୍ୱର କାର୍ଯ୍ୟାଳୟ-ରାଜସ୍ୱ ସଚିବଙ୍କ ହସ୍ତକ୍ଷେପ : ନିର୍ମାଣ ଲାଗି ୧କୋଟି ୫୪ ଲକ୍ଷ ମଞ୍ଜୁର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରକୁ କେନ୍ଦ୍ର କରି ୧୯୫୪ ମସିହାରେ ଜଳେଶ୍ୱର ତହସିଲ ଗଢି ଉଠିଥିଲା । ୬୭ ବର୍ଷ ଅତିକ୍ରାନ୍ତ ହେଲେ ମଧ୍ୟ ଏହି ଆଜେ୍‌ବେଷ୍ଟ

ବିଦ୍ୟାଳୟ ହତାରେ ଓଡିଆ ଭାଷା ସାହିତ୍ୟର ୫ ମହାମନିଷୀଙ୍କ ମୂର୍ତ୍ତିୀ : ପ୍ରତିବିଦ୍ୟାଳୟ ଲାଗି ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ଭାଷା ସାହିତ୍ୟ ପ୍ରତି ଶିଶୁ ମାନଙ୍କର ଅଧିକ ଆକର୍ଷଣ ଏବଂ ଉପାନ୍ତ ଅଂଚଳରେ ଓଡିଆ ପ୍ରିତୀ ଲାଗି ପ୍ରତିବିଦ୍ୟାଳୟ ହତାରେ ଓଡିଆ ଭାଷା ସାହିତ୍ୟର

ବିଜେପି ସୁବର୍ଣ୍ଣରେଖା ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜନୈତିକ ଦଳ ପକ୍ଷରୁ ପଂଚାୟତ ନିର୍ବାଚନ ଲାଗି ସଜବାଜ ଆରମ୍ଭ ହେଲାଣି । ଜଳେଶ୍ୱର ବ୍ଲକର ଭଣ୍ଡାର ପଲି ଗ୍ରାମରେ ଜଳେଶ୍ୱର ବିଜେପିର ସୁବର୍ଣ୍ଣରେଖା ମଣ୍ଡଳର

୧୦୯ ବର୍ଷର ବୃଦ୍ଧାଙ୍କ ପରଲୋକ : ଗ୍ରାମବାସୀଙ୍କ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଛିମପୁର ପଂଚାୟତର ଉପାନ୍ତ ନାଙ୍ଗୁଡସାହି ଗାଁର ଜଣେ ୧୦୯ ବର୍ଶର ବୃଦ୍ଧା ଭଦ୍ରାମଣୀ ଜେନାଙ୍କର ପରଲୋକ ଘଟିଛି ।