Category: Top News

ମୋ ସ୍କୁଲ ଅଭିଯାନ : ସୁରେନ୍ଦ୍ରନାଥ ନୋଡାଲ ସ୍କୁଲର ପୁରାତନ ଶିକ୍ଷାର୍ଥୀଙ୍କ ୧ଲକ୍ଷ ଟଙ୍କା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ସାରା ରାଜ୍ୟରେ ବିଦ୍ୟାଳୟର ଭିତ୍ତିଭୂମୀକୁ ସୁଦୃଢ କରୁଥିବାରୁ ଏଥିଲାଗି ବିଭିନ୍ନ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡିଛନ୍ତି । ଜଳେଶ୍ୱର ବ୍ଲକର

ଜଳେଶ୍ୱରରେ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ନେସ୍କ ନିବାହୀ ଯନ୍ତ୍ରୀ ସହିତ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚର ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ଅଞ୍ଚଳରେ ଅଘୋସିତ ବିଦ୍ୟୁତ୍ କାଟ, ବିଦ୍ୟୁତ୍ ବିଲ ଅସମାନତା ଓ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟୁତ୍ ବିଲ ଯୋଗାଣ ଦାବିରେ ବିଦ୍ୟୁତ୍

ଜଳେଶ୍ୱର ତହସିଲରେ ପଟ୍ଟା ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଗରିବ ଭୂମୀହିନଙ୍କୁ ଜମିପଟ୍ଟା ଯୋଗାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନସ୍ଥ ବିଭିନ୍ନ ଆର୍‌ଆଇ ସର୍କଲରେ

ଜଳେଶ୍ୱର ନଗର ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ଭଂଜ କଲ୍ୟାଣ ମଣ୍ଡପରେ ନଗର ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନଗର ସଭାପତି ଫାଲଗୁନୀ

୬୦ନଂ ଜାତୀୟ ରାଜପଥରେ କଣ୍ଟେନର ଧକ୍କାରେ ଜଳିଗଲା ସ୍କୁଟି : ଚାଳକ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶୁକ୍ରବାର ବିଳମ୍ବିତ ରାତିରେ ଖଡଗପୁରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା କୁରୁକୁରି ବୋଝେଇ କଣ୍ଟେନର ଓଆର୍‌୦୪ଏଫ୩୫୬୩ ଗାଡିଟି ଜାତୀୟ ରାଜପଥ ୬୦ର ନନ୍ଦିକା ବାଇପାସ୍ ନିକଟରେ ଏକ

ବିପଦଶଂକୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫରମର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟୁତ୍ ବିତରଣ ଓ ରକ୍ଷଣାବେକ୍ଷଣ ଲାଗି ସରକାର ବିଭିନ୍ନ ଯୋଜନା କରି ଘରୋଇ ବିଭାଗକୁ ଦାୟିତ୍ୱ ଦେଇଥିବା ବେଳେ ଏଣିକି ବାଲେଶ୍ୱର ଜିଲାରେ ଟାଟା କମ୍ପାନୀ

ହୃଦ୍‌ରୋଗୀଙ୍କ ଚିକିତ୍ସାର ବ୍ୟବସ୍ଥା ଲାଗି ମେଡିକାଲ କ୍ରିୟାନୁଷ୍ଠାନ କମିଟିର ୬ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ହୃଦ୍‌ରୋଗୀମାନଙ୍କ ଚିକିତ୍ସାଲାଗି ଫକୀରମୋହନ ଚିକିତ୍ସା କେନ୍ଦ୍ର ବାଲେଶ୍ୱରଠାରେ ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ସ୍ୱାସ୍ଥ୍ୟ ସେବାର ୬ଦଫା ଦାବିରେ

ଅହେତୁକ ବସ୍‌ ଭଡା ବୃଦ୍ଧି : ଉଦାସୀନ ପରିବହନ ବିଭାଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଉପାନ୍ତ ଅଂଚଳରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍‌ଚଳାଚଳ ଆପାତତଃ ଚାଲିଥିବା ବେଳେ ଅହେତୁକ ବସ୍‌ଭଡା ବୃଦ୍ଧି ଘଟିଛି । ପରିବହନ ବିଭାଗ ଏହା ଜାଣି

କୁଦୁମା ଜାତିକୁ ସଂଗ୍ରକ୍ଷଣ ଲାଗି ୩ ସହୀଦଙ୍କୁ ୨୬ତମ ଶ୍ରଦ୍ଧାଞ୍ଜଳି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଓଡିଶାରେ କୁଦୁମା ଜାତି ଅନୁସୂଚିତ ଜନଜାତିର ମାନ୍ୟତା ପାଇନଥିବା ବେଳେ ଲଢିବାଲାଗି ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ଯୋଗ ଦେବାଲାଗି ଜଳେଶ୍ୱରରୁ ପୁରୁଷୋତ୍ତମ ଗଲାବେଳେ

ଭୂମିହିନଙ୍କୁ ପଟ୍ଟାଦାବିରେ ବିଜେପିର ତହସିଲଦାରଙ୍କ ନିକଟରେ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୭ନଂ ୱାର୍ଡ ଶାସନବାର୍ଡରେ ରହୁଥିବା ଭୂମୀହିନ ପରିବାରକୁ ସ୍ଥାୟୀ ପଟା ଦାବିରେ ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ

ରେଳଫାଟକର ଉଚ୍ଛେଦ ଓ ମିନି ଫ୍ଲାୟ ଓଭରବ୍ରିଜ୍ ନିର୍ମାଣର ସର୍ଭେ ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଷ୍ମଣନାଥ ରେଳ ଷ୍ଟେସନର ଉତ୍ତର ଓ ଦକ୍ଷିଣରେ ଥିବା ଯଥାକ୍ରମେ ଦେଉଳା ଓ ନାଙ୍ଗୁଡସାହିଠାରେ ରେଳ ଲେଭେଲ କ୍ରସିଂ ନଂ ୪୨ ଓ ୪୩ ଫାଟକ

ଇ-ଆବର୍ଜନା ସଂଗ୍ରହ : ବୈଦ୍ୟୁତିକ ଓ ବିପଦଜନକ ବଜ୍ୟ ବସ୍ତୁ ଉଠାଇବ ପୌରପାଳିକା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ପ୍ରବେଶଦ୍ୱାର ଜଳେଶ୍ୱର ସହରକୁ ସ୍ୱର୍ଚ୍ଛ ସୁନ୍ଦର ଗଢି ତୋଳିବାଲାଗି ପୌରପାଳିକା ପକ୍ଷରୁ ଇ-ଆବର୍ଜନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ୱାର୍ଡ ଗୁଡିକୁ ଯାଇ

୬୦ନଂ ଜାତୀୟ ରାଜପଥରେ ଗ୍ୟାସ୍‌ଟାଙ୍କି ଫାଟି ୨ ଦୋକାନ ଓ ଟେମ୍ପୋ ପୋଡି ନଷ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ୬୦ନଂ ଜାତୀୟ ରାଜପଥର କୋର୍ଟର ଅନତୀଦୂରରେ ଏକ ଗ୍ରୋସରୀ ଦୋକାନରେ ଗ୍ୟାସ୍‌ଟାଙ୍କି ଫାଟି ୨ଟି ଦୋକାନ ପୋଡି ଯାଇଛି । ନିକଟରେ ଥିବା

ବିଦ୍ୟୁତ୍ ସଂସ୍ପର୍ଷରେ ଆସି ମାଙ୍କଡ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେବି ବହୁ ସ୍ଥାନରେ ମୁକୁଳା ବିଦ୍ୟୁତ୍ ତାର ଟଣା ଯାଇଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟି ଆସୁଛି । ପୂର୍ବରୁ ବିଦ୍ୟୁତ୍ ନେସ୍କୋ ବିତରଣ କରୁଥିଫଫବା

ନଛିମପୁର ବାଇପାସ୍ ରାସ୍ତା ମରଣଯନ୍ତା : ମରାମତି ଲାଗି ପ୍ରକଳ୍ପ ନିର୍ଦ୍ଦେଶଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଉପାନ୍ତ ପଞ୍ଚାୟତ ନଛିମପୁର ଅଂଚଳକୁ ଯିବାଲାଗି ଟୋଲପ୍ଲାଜାର ଉଭୟପଟେ ଥିବା ଗଡାଣି ରାସ୍ତା ଦ୍ୱୟ ଏବେ ଖାଲ ଗର୍ତ୍ତରେ ପରିପୂର୍ଣ୍ଣ ।

୧୭ କୃଷି ଶ୍ରମିକକୁ ମାଲିକ ଦେଲାନି ପାରିଶ୍ରମିକ : ଫାଣ୍ଡି ଆଗରେ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆମାଝିସାହି ପଂଚାୟତର ଗୋପାଳପ୍ରସାଦ ଗାଁର ୧୭ଜଣ ଶ୍ରମିକ ଆଜି ଜଳେଶ୍ୱର ଥାନ୍ତର୍ଗତ ସମ୍ପତ୍ତିଆ ଗାଁ ନବକୁମାର କାମିଳାଙ୍କ ଧାନବିଲ ରୋଇବାକୁ ଆସିଥିଲେ

ରାସ୍ତା ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ବାଇକ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିର ବଡବଜାର ପୋଲ ଉପରେ ଆଜି ଶନିବାର ମଧ୍ୟାହ୍ନରେ ଏକ ବାଇକ୍ ହୁତ୍ ହୁତ୍ ହୋଇ ଜଳି ଯିବା ଫଳରେ ରାସ୍ତାରେ

ଆଦିବାସୀ ଅଧ୍ୟୁସିତ ପଟସପୁରରେ ପିଇବା ପାଣିର ସମସ୍ୟା ଉତ୍କଟ-ନଳକୂପର ନାହିଁ ପ୍ଲାଟଫର୍ମ : ଦୁଷିତ ପାଣି ଲୋକଙ୍କ ଭରସା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର କାଳିକ ପଞ୍ଚାୟତରେ ଲୋକଙ୍କ ପିଇବା ପାଣି ସମସ୍ୟା ବଢିବାରେ ଲାଗିଛି । ଆଦିବାସୀ ଅଧ୍ୟୁସିତ ଏହି ପଞ୍ଚାୟତରେ ଆବଶ୍ୟକ

ଦେବିକନ୍ୟା ମେକପ୍ ଷ୍ଟୁଡିଓ ଲୋକାର୍ପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ବଡବଡ ନଗରୀ ପରି ଜଳେଶ୍ୱରରେ ଦେବିକନ୍ୟା ମେକପ୍ ଷ୍ଟୁଡିଓ ସୌନ୍ଦର୍ଯ୍ୟକରରଣ ମାନବୃଦ୍ଧି କରିବ । ଆଧୁନିକ ପ୍ରଶିକ୍ଷଣର ବ୍ୟବସ୍ଥା ସହିତ ବହୁ ମହିଳାଙ୍କୁ ରୋଜଗାରକ୍ଷମ

ଅନୀଲ କୁମାର ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର : ୫୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ଶାସନବାର୍ଡସ୍ଥିତ ସିଦ୍ଧେଶ୍ୱର କ୍ଲବର ପୂର୍ବତନ ସଂପାଦକ ତଥା ଜଳେଶ୍ୱର ଅଟୋ ମାଲିକ ସଂଘର ପ୍ରାକ୍ତନ ସଂପାଦକ ଅନୀଲ କୁମାର ସାହୁଙ୍କ ସ୍ମୃତିରେ କ୍ଲବ

ଜଳେଶ୍ୱରରେ ଇଣ୍ଡୋର ଷ୍ଟାଡିୟମ ଲାଗି ୧୦ କୋଟି ମଞ୍ଜୁର : ବିଧାୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ର ଓ ଯୁବ ଶକ୍ତିକୁ ଅଧିକ ସଶକ୍ତ କରିବା ଏବଂ ଖେଳୁଆଡ ମନୋଭାବ ସୃଷ୍ଟିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟାଡିୟମର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର

ରୋଟାରୀ ଓ ଇନର୍ ହୁଇଲ କ୍ଲବର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରୋଟାରୀ ଇଣ୍ଟରନେସ୍‌ନାଲ ଓ ମହିଳା ମାନଙ୍କର ଇନରହୁଇଲ କ୍ଲବ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଅଛି । ବୁଧବାର ସଂଧ୍ୟାରେ ବାଲେଶ୍ୱର ଜିଲାର

ସ୍ୱାଧିନତାର ୭୪ବର୍ଷ ପରେ ବି ବାଉଁଶବଣୀକୁ ଅପହଞ୍ଚ, ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ : ପୁଅର ଶବକୁ କୋଳରେ ବୋହିଲେ ବାପା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଉନ୍ନତିଲାଗି ମାଳ ମାଳ ଯୋଜନା କରୁଥିବା ବେଳେ ତାହାର ପ୍ରକୃତ ଚିତ୍ର ଦେଖିବାକୁ ମିଳୁଛି ଗ୍ରାମାଞ୍ଚଳରେ । ହଜାର

ନବୋଦ୍ୱୟ ପ୍ରବେଶିକା ପରୀକ୍ଷା : ୩ କେନ୍ଦ୍ରରେ ୭୬୬ ମଧ୍ୟରୁ ପରୀକ୍ଷା ଦେଲେ ୫୯୦…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ନବୋଦ୍ୱୟ ପ୍ରବେଶିକା ପରୀକ୍ଷା ଥିବା ବେଳେ ଜଳେଶ୍ୱର ଅଂଳଚରେ ୩ଟି ପରୀକ୍ଷା କେନ୍ଦ୍ରର ୭୬୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯୦ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି ।

କଳମା ପଞ୍ଚାୟତର ଦୁର୍ନିତୀ : ତଦନ୍ତ କଲେ ଜିଲା ପଞ୍ଚାୟତ ଅଧିକାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କଳମା ପଞ୍ଚାୟତରେ ୩୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ପରେ ୫ଟି ସଚିବଙ୍କ ହସ୍ତକ୍ଷେପ ଓ ଜିଲାପାଳଙ୍କ ନିର୍ଦ୍ଦେଶରେ

ପରଲୋକରେ ଜମିଦାର ରାୟବାହାଦୁର ବିଶ୍ୱନାଥ ପରିଡାଙ୍କ ଶେଷ ଦାୟାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଳପୁର(ଚଉଘନୀ)ର ଜମିଦାରୀ ପ୍ରଥାର ଶେଷ ଦାୟାଦ ଥିବା ଶ୍ରୀହରୀ ଚରଣ ପରିଡା (୯୬) ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି

ଦୀନକୃଷ୍ଣ କଲେଜ ସଂସ୍କୃତ ପ୍ରାଧ୍ୟାପକଙ୍କ ଅବସର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ଗିରି ଆଜି ଅବସର ଗ୍ରହଣ କରିଥିବାରୁ ସଂସ୍କୃତ ବିଭାଗ ପକ୍ଷରୁ ଅବସରକାଳୀନ ସଭା ଅନୁଷ୍ଠିତ

ଦିଆଯାଇଥିବା ପ୍ରତିଶୃତିକୁ ରକ୍ଷା କରାଯାଉନଥିବାରୁ ଓକିଲଙ୍କ ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଅବସ୍ଥାପିତ ନେୱାନୀ ଓ ଫୌଜଦାରୀ କୋଟର ୬୦ନଂ ଜାତୀୟ ରାଜପଥ କଡକୁ ସ୍ଥାନାନ୍ତର ବେଳେ ବାଲେଶ୍ୱର ଜିଲା ଜଜ୍ ଓ ଉଚ୍ଚ ନ୍ୟାୟାଳୟ ପକ୍ଷରୁ

ସମ୍ବାଦ ସାହିତ୍ୟ ଘର, ଜଳେଶ୍ୱର ଶାଖା, ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ତରଫରୁ ବୃକ୍ଷ ରୋପଣ ଓ ବର୍ଷା କବିତା ଆସର ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସମ୍ବାଦ ସାହିତ୍ୟ ଘର, ଜଳେଶ୍ବର ଶାଖା ତରଫରୁ ସଭାପତି ସୁଧାଂଶୁ ଶେଖର ପ୍ରଧାନଙ୍କ ପୌରହିତ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହିଷାମୁଣ୍ଡା, ପରିସରରେ ବର୍ଷା କବିତା ଆସର

୧କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗର ଜବତ : ୬ ଗିରଫ…

କଟକ (ସମୃଦ୍ଧ ଓଡିଶା) ଗତକାଲି ସ୍ପେଶାଲ ସ୍କୁୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧କୋଟିରୁ ଉର୍ଦ୍ଧ୍ବ) ମୂଲ୍ୟର ବ୍ରାଉନ ସୁଗର