Amaravati(Samrudha Odisha)On Friday, Justice Dhiraj Singh Thakur was sworn in as the Chief Justice of the Andhra Pradesh High Court. State Governor S. Abdul Nazeer administered the oath to Justice Thakur, making him the sixth Chief Justice of the high court. Chief Minister Y. S. Jagan Mohan Reddy, cabinet members, leader of the opposition N. Chandrababu Nadu, high court judges, and other senior officials attended the ceremony. The Central government appointed Justice Thakur, a judge of the Bombay High Court, as the Chief Justice of Andhra Pradesh High Court. He succeeded Justice Prashant Kumar Mishra, who was elevated to the Supreme Court.
By Sudhir Patnaik
అమరావతి(సమృద్ధ ఒడిశా)ఆంధ్రప్రదేశ్ హైకోర్టు ప్రధాన న్యాయమూర్తిగా జస్టిస్ ధీరాజ్ సింగ్ ఠాకూర్ శుక్రవారం ప్రమాణ స్వీకారం చేశారు. రాష్ట్ర గవర్నర్ ఎస్. అబ్దుల్ నజీర్ జస్టిస్ ఠాకూర్తో ప్రమాణం చేయించి, ఆయనను హైకోర్టు ఆరవ ప్రధాన న్యాయమూర్తిగా చేశారు. ఈ కార్యక్రమానికి ముఖ్యమంత్రి వైఎస్ జగన్మోహన్రెడ్డి, మంత్రివర్గ సభ్యులు, ప్రతిపక్షనేత ఎన్.చంద్రబాబు, హైకోర్టు న్యాయమూర్తులు, ఇతర ఉన్నతాధికారులు హాజరయ్యారు. బాంబే హైకోర్టు న్యాయమూర్తి జస్టిస్ ఠాకూర్ను ఆంధ్రప్రదేశ్ హైకోర్టు ప్రధాన న్యాయమూర్తిగా కేంద్ర ప్రభుత్వం నియమించింది. సుప్రీంకోర్టుకు పదోన్నతి పొందిన జస్టిస్ ప్రశాంత్ కుమార్ మిశ్రా తర్వాత ఆయన బాధ్యతలు చేపట్టారు.
సుధీర్ పట్నాయక్ ద్వారా
ଅମରାବତୀ (ସମୃଦ୍ଧ ଓଡିଶା) ଜଷ୍ଟିସ ଧୀରଜ ସିଂ ଠାକୁର ଆଜି ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ର ରାଜ୍ୟପାଳ ଏସ୍ ଅବଦୁଲ ନାଜିର ଜଷ୍ଟିସ ଠାକୁରଙ୍କୁ ଶପଥ ପାଠ କରାଇଥିଲେ I ଜଷ୍ଟିସ ଠାକୁରଙ୍କୁ ହାଇକୋର୍ଟର ଷଷ୍ଠ ପ୍ରଧାନ ବିଚାରପତି ରୂପେ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ YS ଜଗନମୋହନ ରେଡ୍ଡୀ, କ୍ୟାବିନେଟ ସଦସ୍ୟ, ବିରୋଧୀ ଦଳର ନେତା ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ , ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ଓ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ । ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଠାକୁରଙ୍କୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ସେ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିବା ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଉତ୍ତରାଧିକାରୀ ହୋଇଥିଲେ।
ରିପୋର୍ଟ : ସୁଧୀର ପଟ୍ଟନାୟକ