ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ବରିଷ୍ଠ ବିଜେଡ଼ି ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ସଭା...
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବଳଦେବ ଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଏକ ବନ୍ଧୁ ମିଳନ...
ଛତ୍ରପୁର (ସମୃଦ୍ଧ ଓଡିଶା) ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ କୁସୁ ରବି ଦାସ ଭିକାର, ଦକ୍ଷିଣ ଜିନପୁର, କଲିକତା, ମୁମ୍ବାଇ ଯାଉଥିବା ବେଳେ...
ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅଧିନସ୍ଥ ସମସ୍ତ ମକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବିରେ ଛତ୍ରପୁର ଓକିଲ ସଂଘ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତବର୍ଷ ନାରୀକୁ ଭଗବାନ ସ୍ୱରୂପ ମା’ର ସମ୍ମାନ ଦେଇଛି ବୋଲି ଆଜି ଆଙ୍କୋଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଅନୁଷ୍ଠାନ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିନ ହୋଇଯାଇଛି ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଗରୀବ ଆଦିବାସୀ ଦଳିତ ଏବଂ ଅନ୍ୟ ବର୍ଗର ମହିଳା ସଂପୂର୍ଣ୍ଣରୂପେ ଆଜି ଅସୁରକ୍ଷିତ । କିଛିଦିନ ତଳେ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚିଟଫଣ୍ଡ ମାଧ୍ୟମରେ ବିଜେଡି ସରକାର ଓଡିଶାବାସୀଙ୍କୁ ଲୁଟିଛନ୍ତି । କେବଳ ଓଡିଶା ନୁହେଁ ଗରୀବ ଓଡିଆ ମାନଙ୍କୁ ସୁରଟରେ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପି ଦଳ ରାଜ୍ୟର ଗଣମାଧ୍ୟମ ମାଧ୍ୟମରେ ଧାନର ଅଭାବୀ ବିକ୍ରି, କାଂଟଛାଂଟ ଏବଂ ତାର ପ୍ରାପ୍ୟ ପାଇବାରେ କିଭଳି...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅର୍ଥାତ ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଅନୁଷ୍ଠାନର ୩୭ତମ...
ରାୟଗଡ଼ା(ସମୃଦ୍ଧ ଓଡିଶା )ଗରିବ ନିରାଶ୍ରୟ ଲୋକଙ୍କୁ ରାତିରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ରାତିରେ ଆହାର ଯୋଜନା ଆରମ୍ଭ କରିଥିଲେ ।...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ସି.ବି.ଆଇ. ଡାଇରେକ୍ଟର ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ତାଙ୍କ ନିଜ ପଦବୀରେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେବାର...
ଜଳେଶ୍ୱର(ସମୃଦ୍ଧ ଓଡିଶା )ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିର ଅଧୀନସ୍ଥ ୧ନଂ ୱାର୍ଡରେ ଥିବା ଝାଡେଶ୍ୱରପୁର ବସ୍ତିରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢାଉ...
ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଝିଅଙ୍କୁ ଅପହରଣ ଧମକ । ଇମେଲରେ ଏହି ଧମକ ଆସିବା ପରେ କେଜ୍ରିୱାଲଙ୍କ ପରିବାର...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରି ସମାନ୍ତରାଳ ଭାବେ ଅଗଷ୍ଟ ୧୫ ତାରିଖରୁ ସମଗ୍ର ରାଜ୍ୟରେ ‘ବିଜୁ...
ଜଳେଶ୍ୱର (ସମୃଦ୍ଧ ଓଡିଶା )ମହିଳାମାନଙ୍କୁୁ ସମାଜରେ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଆଜି...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆତ୍ମିକ ବିକାଶର ଉଦ୍ରେକ ନ ହେଲେ ଦେଶର ବିକାଶ ଅସମ୍ଭବ । ଯୁବସମାଜକୁ ସଠିକ୍ ଭାବେ ମାର୍ଗଦର୍ଶନ କରାଯାଇପାରିଲେ...
ନେତାଜୀ ନେତାଜୀ ସଭିଙ୍କ ମୁଖରେ ଥିଲା ସେହି ଏକ ନାମ ,ଇତିହାସ ମାନସ ପଟରେ ତୁମେ ରଚିଲ ସୁନ୍ଦର କର୍ମ ….।୧।କଟକ ମାଟିରେ...
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ଏକ ଅାଲୋଚନା ଚକ୍ର ଅନୁଷ୍ଠିତ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଆଜି ଚାଷୀକୂଳ ହତାଶ ହୋଇ ପଡିଛନ୍ତି । ଚାଷୀ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇଲେକେଫ୍ରା ହୋମିଓପ୍ୟାଥିର ଉଦ୍ଭାବକ ଡ଼ା. କାଉଣ୍ଟ ସିଜର୍ ମେଟ୍ଟିଙ୍କ୨୧୦ତମ ଜୟନ୍ତୀ ଶ୍ରୀଜଗନ୍ନାଥ ଇଲେକେଫ୍ରା ହୋମିଓ ମେଡିକାଲ କଲେଜ, ଆମ୍ବପୁଆ...
ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନର...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ୱାଇଡବ୍ଲ୍ୟୁସିଏ ବ୍ରହ୍ମପୁର ଓ ରାମନାରାୟଣ ମହାବିଦ୍ୟାଳୟ ଡୁରାର ମିଳିତ ସହଯୋଗରେ ଡୁରା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି...
ରାମନାଗୁଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଚାଷୀ ସଂଗଠନ ପକ୍ଷରୁ ୯ ଦଫା ଦାବି ନେଇ ରାଜ୍ୟପାଳ ଉଦେଶ୍ୟରେ ତହସିଲଦାରଙ୍କୁ...
ମକର ରେ ଦିନ ବକର ହୁଅଇ ଆଈ ମୋର କହୁଥିଲା କେତେ ସକାଳରୁ ମକର ଚାଉଳ ବୋଉ ମୋର ବାଢୁଥିଲା ସେଇ ଚାଉଳରୁ...
ତୁଚ୍ଛା ସାମାଜିକ ସମ୍ମାନକୁପୁଞ୍ଜି କରି କେତେ ଦିନ ଚାଲିଥିବଏମିତି ଏକ ଦାମ୍ପତ୍ୟ ଜୀବନସମୟ ଟା ସବୁ ଠିକ କରିଦେବ,ଠିକ କରିଦେବ, ଫେରାଇ ଆଣିବହଜିଲା...
ମାଗି ଅଣା ତୁଣ ସଡକେ ଜୀବନ ର ଅନ୍ତଯାଏ ପ୍ରେମ ଗୋଟିଏ ମନ ନେଇ ମହକେ ।।ନର ହେଉ ଅବା ନାରୀ ଜୀବନ...
ବଢ଼ିରେ କେବେ ନଈ କୂଳ ଲଙ୍ଘିଲା ଆବଦ୍ଧ ନଈ ର କେବେ ବନ୍ଧ ଭାଙ୍ଗିଲା କେବେ ଦିନେ ତମ ସହ ଦେଖା ହୋଇଥିଲାପ୍ରଥମ...
ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଝିଅ ଓ କଂଗ୍ରେସ ପ୍ରମୁଖ ରାହୁଲ୍ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କର ଆଜି ଜନ୍ମଦିନ।...
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଚାଷୀଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନି। ସରକାରଙ୍କ ଅପାରଗତାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଣ୍ଡି ଖୋଲାଯାଇପାରିନି। ତେଣୁ...