Latest Posts

ଏବେ ବି ମିଳିନି ଚାଷୀଙ୍କୁ ତିତଲୀ ବାତ୍ୟା କ୍ଷତିପୂରଣ:ପେନସନ୍,ତିତିଲି କ୍ଷତିପୂରଣ ଦାବିରେ ନବନିର୍ମାଣ କୃଷକ ସଂଗଠନର ଉପବାସ ଓ ଧାରଣା…

ଛତ୍ରପୁର(ସମୃଦ୍ଧ ଓଡିଶା )ଗତ ତିତଲୀ ବାତ୍ୟା କ୍ଷତି ପୂରଣ ଚାଷୀଙ୍କୁ ଦିଆ ସାରିଲାଣି ବୋଲି ଡିଣ୍ଡିମ ପିଟୁଥିବା ବେଳେ  କ୍ଷତି ପୂରଣ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ

ଜମିହୀନ ଦଳିତମାନଙ୍କ ବସୁନ୍ଧରା ଯୋଜନାରେ ୧୦ ଡିସିମିଲି ଜାଗା ସହ କୃଷି ଋଣ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ପଞ୍ଚାୟତରେ ନିମପଲ୍ଲୀ ଦଳିତ ଗ୍ରାମର ଏହି ଜମିହୀନ ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବସୁନ୍ଧରା ଯୋଜନାରେ ୧୦ ଡିସିମିଲି ଜାଗା ସହ କୃଷି

୯ଟି ପ୍ରସଙ୍ଗକୁ ନେଇ ସଂସଦରେ ଆସନ୍ତା କାଲି ଗର୍ଜିବ ବିଜେଡି : ନବୀନ ନିବାସରେ ହେଲା ଚୂଡାନ୍ତ…

ଭୁବନେଶ୍ବର(ସମୃଦ୍ଧ ଓଡିଶା )ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଆସନ ସଂରକ୍ଷଣ ଦାବି ପ୍ରମୁଖ ପ୍ରସଙ୍ଗ ହେବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଚାଷୀ ସମସ୍ୟା ଓ ଧାନର

ରାମ ମନ୍ଦିର ପାଇଁ ଦିଲ୍ଲୀରେ ହିନ୍ଦୁ ସଂଗଠନର ଗର୍ଜନ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ରାମଲୀଲା ମଇଦାନରେ ଏକାଠି ହୋଇଛନ୍ତି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ପରି ସଂଗଠନ

ମର୍ଣ୍ଣିଂ ୱାକ୍ ରେ ବୁଲୁଥିବା ବେଳେ ଜଣେ ମହିଳାଙ୍କୁ ହାତୀ ମାରି ଦେଲା…

ଢେଙ୍କାନାଳ(ସମୃଦ୍ଧ ଓଡିଶା )ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନିରୋପମା ବିଶ୍ୱାଳ।ଆଜି ସକାଳେ ନିରୋପମା

ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌ :୧୫ ଆହତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା ) ପିକ୍‌ସାରି ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍‌।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଖଇରାମୁଣ୍ଡା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ବସ୍‌ଟି ଭାରସାମ୍ୟ

ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ ଜମି ସଂପୂର୍ଣ୍ଣ ପୋଡି ପାଉଁଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କୁଳିଦା ଗ୍ରାମ ପଞ୍ଚାୟତର ଧୂଳିଉଡା ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ ଜମି ସମ୍ପୂର୍ଣ୍ଣ

ଫୁଲ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ:ଫୁଲ ବଗିଚା ଦେଖି ବୁଲୁଛନ୍ତି ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଫୁଲ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତକାଲି ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମର ଜଣେ ଅଗ୍ରଣୀ ଫୁଲ

ମସିହା ଖାଲିରେ କଂଗ୍ରେସ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତଭୂକ୍ତ କୁକୁଡାଖଣ୍ଡି ବ୍ଲକର ମସିହା ଖାଲି ଗ୍ରାମରେ କଂଗ୍ରେସ ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା କିନ୍ନର କାର୍ଯ୍ୟକାରୀ

ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଉପକଣ୍ଠ ଖଜୁରିଆରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ଢେଙ୍କାନାଳ ଅନୁଗୁଳ ରେଳ ଯାତ୍ରୀ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ…

ଭେଙ୍କନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଶ୍ୟାମାଚରଣପୁର ରେଳ ଷ୍ଟେସନ ନିକଟରେ ଢେଙ୍କାନାଳ ଅନୁଗୁଳ ଯାତ୍ରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଅଧିବେଶନ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି

ରଣ୍ଢ। ଶିବ ମନ୍ଦିରରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରଣ୍ଢ। ପଞ୍ଚାୟତ ସ୍ଥିତ ଶିବ ମନ୍ଦିର ପରିସର ମଧ୍ୟରେ ୫୩ ତମ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ବିଜୁ ଯୁବ ବାହିନୀ ତରଫରୁ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ପୃଥକ ଭାବରେ ୨ଟି ସ୍ଥାନରେ ଗଞ୍ଜାମ ସ୍ଥିତ

ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ଆସନ୍ତା ଫେବୃଆରୀ ୧,୨,୩ ତାରିଖ ଦିନ ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ବୁଗୁଡାର ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର

ଛତ୍ରପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କୋର୍ଟ ପରିସରରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ଛତ୍ରପୁର ତାଲୁକ

ଜଳେଶ୍ୱର ସ୍ଥିତ ସାନ୍ତିଆ ସରକାରୀ ଉ.ପ୍ରା.ବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ସାନ୍ତିଆ ସରକାରୀ ଉ.ପ୍ରା. ବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ୮ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା

ଜଳେଶ୍ୱର ଅଞ୍ଚଳରେ ଜାଲ ନୋଟର ଆତଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ବାଲେଶ୍ୱର ବଜାରରୁ ନକଲି ନୋଟ ସହ କିଛି ବ୍ୟକ୍ତି ଧରା ପଡିଥିଲେ ।ଏବେ ଜଳେଶ୍ୱର ଅଂଚଳରେ ଜାଲ ନୋଟର ଆତଙ୍କ ଜନସାଧାରଣଙ୍କୁ

ଢେଙ୍କାନାଳ ରେଳ ଷ୍ଟେସନରେ ରକ୍ତ ଦାନ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଢେଙ୍କାନାଳ ଅନୁଗୁଳ ରେଳଯାତ୍ରୀ ସଂଘ ଆନୁକୂଲ୍ୟରେ ଢେଙ୍କାନାଳ ରେଳ ଷ୍ଟେସନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ସମସ୍ତ

ଅବକାରୀ ଚଢ଼ାଉ, ବିପୁଳ ବିଦେଶୀ ମଦ ଜବତ:୧୧ ଜଣ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ନକଲି ବିଦେଶୀ ମଦ ଜବତ ହେବା ପରେ, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ

ଢେଙ୍କାନାଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଫୁଲ ସାମଲଙ୍କ କୁଶ ପୁତ୍ତଳିକା ଦାହ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଢେଙ୍କାନାଳ ଟାଉନ ହଲରେ ବିଜେପି ମହିଳା ମୋର୍ଚ୍ଚା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଢେଙ୍କାନାଳ ଜିଲ୍ଲା

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଆହତ ହୋଇଥିବା ପୀଡ଼ିତାଙ୍କୁ ଭେଟିଲେ ବିଜେପି ଟିମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନଗର ସ୍ଥିତ ବର୍ମା କଲୋନୀ ନିକଟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଜନ ପରାମର୍ଶ ପଦଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଛତ୍ରପୁର ଠାରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ମଣ୍ଡଳ

ଏନଜିଟି ମାମଲା ରୁଜୁ ହେବା ପରେ ଚେତା ଫେରିଲା ପଶ୍ଚିମବଙ୍ଗ ସରକାରଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କର ଏନଜିଟିର ମାମଲାରୁଜୁ ହେବା ପରେ ପଶ୍ଚିମବଙ୍ଗ ସରକାରଙ୍କର ଚେତା ଫେରିଲା । ଜଳେଶ୍ୱର ବ୍ଲକର କୁଆଂରପୁର ଠାରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି

ଧାନ କ୍ଷେତରେ ନିଆଁ:୨୦ଡିସମିଲରୁ ଉର୍ଦ୍ଧ କ୍ଷେତର ଧାନ ନଷ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ରାୟାରାମନ୍ଦ୍ରପୁର ଗ୍ରାମ ପଞ୍ଚାୟତର କାହ୍ନୁ ହାଁସଦାଙ୍କ ପୁତ୍ର ଶ୍ୟାମସୁନ୍ଦର ହାସଁଦାଙ୍କ ଧାନ କ୍ଷେତରେ ଗତକାଲି ମଧ୍ୟାହ୍ନ ସମୟରେ ଅଜଣା ଦୁର୍ବୁତମାନେ ନିଆଁ ଲଗାଇ

ଢେଙ୍କାନାଳ ସତ୍ୟମ ଇଣ୍ଟରନ୍ୟାସନାଲ ସ୍କୁଲର ୪ର୍ଥ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସତ୍ୟମ ଇଣ୍ଟରନ୍ୟାସନାଲ ସ୍କୁଲର ୪ର୍ଥ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଢେଙ୍କାନାଳ ଷ୍ଟାଡ଼ିୟମର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ୩ଟି

ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ବେଆଇନ ବିଦେଶୀ ମଦ ଜବତ:୩ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ସଦର ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି । ସଦର ଥାନା ଅନ୍ତର୍ଗତ ବୋରିଗାଁରେ ନାରାୟଣ ସାହୁ

ଡିଏଭି ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହା

ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ସଫଳତା:ମହେଶ୍ୱର ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକର ଭିକାରୀ ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ବାଲୁକାଶିଳ୍ପୀ ମହେଶ୍ୱର ସାହୁ ଆଉ ଏକ ସଫଳତା ହାସଲ କରିଛନ୍ତି । କୋଣାର୍କ ଚନ୍ଦ୍ରଭାଗା

ହାଇକୋର୍ଟର ସ୍ତାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ନବୀନ ନିବାସ ପକ୍ଷରୁ ଡାକରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଓକିଲ ସଂଘ ପାଇଁ ଶୁଭ ସୂଚନା । ହାଇକୋର୍ଟର ସ୍ତାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ନବୀନ ନିବାସ ପକ୍ଷରୁ