Latest Posts

ପ୍ରାଥମିକ ଶିକ୍ଷକଙ୍କୁ ସହାୟତା ଘୋଷଣା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦିଲ୍ଲୀପ ତିର୍କୀଙ୍କ ବକ୍ତବ୍ୟକୁ ନେଇ ବିଜେପି ସଜନ ଶର୍ମାଙ୍କ ନିନ୍ଦା ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଭାରତୀୟ ହକିର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କି ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବା ପରିବର୍ତେ ମ୍ୟାଚ ପୂର୍ବରୁ ଦଳର କ୍ଷମତା ଉପରେ ପ୍ରଶ୍ନ ଉଠାଇବା

କିଟ ବିଶ୍ଵ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳକୁ ନେଇ ଏବିଭିପି ଘୋର ନିନ୍ଦା କଲା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତ ୨୩ ନଭେମ୍ବରରୁ ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଯେଉଁ ଗଣ୍ଡୋଗୋଳ ହୋଇଥିଲା ତାହା ବର୍ତମାନ ଭୁବନେଶ୍ୱରର ଶୈକ୍ଷିକ

ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଯୁବ ସମାଜସେବୀ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ, ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ସଭାକକ୍ଷରେ ଅନୁଷ୍ଠିତ

କଂଗ୍ରେସ ଦ୍ୱାରା ହିଁ ଶିକ୍ଷକମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ସମସ୍ତ ଶିକ୍ଷକ ସମାଜ ଯେଉଁ ମୂଳ ଦାବୀ କରି ଆସୁଛନ୍ତି ଯେ ୧୩ ଡିସେମ୍ବର ୧୯୭୪ ମସିହାରୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥି ପ୍ରଚଳନ

ତିତଲିରେ ୮୧୩ କୋଟି ଟଙ୍କା ଖର୍ଚ୍ଚର ହିସାବ ମାଗୁଛି ବିଜେପି….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତ ମାନେ ଏବେବି ଦୁସ୍ଥିତିରେ ରହିଛନ୍ତି । ସମ୍ପୃକ୍ତ

ଛତ୍ରପୁର ବିଧାୟକଙ୍କୁ ହଟାଇବା ପାଇଁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମେଳି: ବଢ଼ିଲା ବିଜେଡି ସମସ୍ୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଛତ୍ରପୁର ବିଧାୟକଙ୍କୁ ହଟାଇବା ପାଇଁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିଲେଣି । ଏନେଇ ଗତକାଲି ଛତ୍ରପୁର

ଢେଙ୍କାନାଳ ଡାଏଟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ..

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକଲି ଢେଙ୍କାନାଳ ଜିଲ୍ଲା ଶିକ୍ଷା ପ୍ରତିକ୍ଷଣ ଅନୁଷ୍ଠାନର ଶିକ୍ଷକ ଛାତ୍ରଛାତ୍ରୀମାନେ ଏନ.ଆଇ.ଓଏସ ଛାତ୍ରଛାତ୍ରୀମାନଙ୍କର ଓ.ଟି.ଇ.ଟି ର ଫର୍ମ ପୁରାଣ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି

୬ ଦଫା ଦାବି ପୂରଣ ନେଇ ରାଜ୍ୟରେ ସମସ୍ତ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୬ ଦଫା ଦାବି ପୂରଣ ନେଇ ରାଜ୍ୟରେ ସମସ୍ତ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ଓଡ଼ିଶାର ସମସ୍ତ ରକ୍ତଭଣ୍ଡାରରେ ସୃଷ୍ଟି

ପୋଖରୀରେ ବୁଡି ମୂତ୍ୟୁ ବରଣ କରିଥିବା ପରିବାରକୁ ଭେଟିଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି ଗ୍ରାମର ଜୟରାମ ସ୍ୱାଇଁ ପୋଖରୀରେ ବୁଡି ମୂତ୍ୟୁ ବରଣ କରିଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ମେଡିକାଲରେ ପହଞ୍ଚି

ଭ୍ୟାନର ରେଡ଼ିଏଟର ଫାଟି ୪ ଛାତ୍ର ଆହତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅରବିନ୍ଦ ନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନର ରେଡ଼ିଏଟର ଫାଟିଯିବାରୁ ସମ୍ମୁଖରେ ବସିଥିବା

ଭଞ୍ଜ ପାଲା କଳାକାର ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ପାଲା ଗାୟକ ସମ୍ମିଳନୀ ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ରାମଗଡ ପଞ୍ଚାୟତର ଗଜପତି ନଗର ଠାରେ ଭଞ୍ଜ ପାଲା କଳାକାର ସଂଘ(ଗୁରୁଣ୍ଠି) ଗଞ୍ଜାମର ସପ୍ତମ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲାସ୍ତରୀୟ

ବ୍ଲକସ୍ତରୀୟ ‘ଶକ୍ତି ସଂରକ୍ଷଣ’ କୁଇଜ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁରରେ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ‘ଶକ୍ତି ସଂରକ୍ଷଣ’ କୁଇଜ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁରରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି

ଅବକାରୀ ପୋଲିସ ବିଭାଗର ଚଢ଼ାଉ ବିପୁଳ ମଦ,ପୋଚ ସହ ୪ ଗିରଫ…

ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ଓ ଦିଗପହଣ୍ଡି ପୋଲିସର ମିଳିତ ଭାବେ ତଳ କୁମ୍ଭଝରୀ, ଉପର କୁମ୍ଭଝରୀ, ବ୍ରହ୍ମପୁର ଗେଟ ବଜାର,

ବ୍ରହ୍ମପୁର ସରକାରୀ ଆଇ.ଟି.ଆଇରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସରକାରୀ ଆଇ.ଟି.ଆଇରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭେବ ଆଇ.ଟି.ଆଇର ଅଧ୍ୟକ୍ଷ ଡ଼ଃ. ରଜତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକୁ

ଛତ୍ରପୁରରେ ଆୟାପ୍ପା ଭକ୍ତଙ୍କ ପୂଜାଅର୍ଚ୍ଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ପ୍ରତ୍ୟେକ ବର୍ଷ ଆୟାପ୍ପା ପୂଜା ମକର ଜ୍ୟୋତି ସାନିଧାନ ତରଫରୁ ପୂଜା ଅର୍ଚ୍ଚନା ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆୟାପ୍ପା ପୂଜା ମକର

ବିଶ୍ୱ କପ ହକିର ଉଦଘାଟନୀ ମ୍ୟାଚ:ମୁଖ୍ୟମନ୍ତ୍ରୀଙ୍କୁ କୁଣ୍ଢାଇ ପକାଇଲେ ସଲ୍‌ମାନ ଖାଁ…

କଟକ (ସମୃଦ୍ଧ ଓଡିଶା) ବିଶ୍ୱ କପ ହକିର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ । କିନ୍ତୁ ଏହାର ସେଲିବ୍ରେସନ ହୋଇଥିଲା କଟକର ବାରବାଟୀ ଷ୍ଟାଡିୟମରେ । ବାରବାଟୀ ପଡିଆ

କେମିତି ଚାଲିଛି ଶଙ୍କର ଚକ୍ଷୁ ଚିକିତ୍ସାଳୟ:ଜିଲ୍ଲାପାଳଙ୍କୁ ଜଣାଇଲେ ପରିଚାଳକ…

ଛତ୍ରପୁର (ସମୃଦ୍ଧ ଓଡିଶା) ହିଂଜିଳି ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ଟ୍ରଷ୍ଟି ଏସ. ବିଶ୍ୱନାଥ ଓ ପରାମର୍ଶଦାତା ଲୋକସମ୍ପର୍କ ଅଧିକାରୀ ବି.ଶ୍ରୀନିବାଶ ରାଓ, ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା

ଭିଡିଓ କନଫରେନସିଂ ଜରିଆରେ ବଡ ବଜାର ଥାନାକୁ ଆଦର୍ଶ ଥାନା ରୂପେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସୋମବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୩୫ଟି ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି । ଏହି

ନାଚ ଗୀତ ସହ ହକି ଖେଳ ଦେଖିଲେ ଢେଙ୍କାନାଳବାସୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସିନି ଷ୍ଟାଡିୟମରେ ହକି ଖେଳ ପାଇଁ ବିଭିନ୍ନ ସଙ୍ଗୀତକାରମାନେ ଢେଙ୍କାନାଳ ଶିବା ଡ୍ୟାନ୍ସ ପକ୍ଷରୁ ଦେଶାତ୍ମକ ଡ୍ୟାନ୍ସ ପରିବେଷଣ କରିଥିଲେ । ବହୁତ ଦର୍ଶକ ମିନିଷ୍ଟାଡିୟମରେ

ବାଲିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭୂମିପୂଜା…

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମପଞ୍ଚାୟତର ଲଡକାପଲ୍ଲୀ ଗାଁରେ ରାସ୍ତା ନିର୍ମାଣ ପାଇଁ ୩୫୦ ଲକ୍ଷଟଙ୍କାର  କାମ ଆରମ୍ଭ ପାଇଁ ଭିତ୍ତି ପ୍ରସ୍ଥର କରାଯାଇଛି ଏଥିରେ  ସ୍ନେହଲତା

କୁନ୍ଦୁଲି ପୀଡ଼ିତା ଦଳିତ ଝିଅ ବୋଲି ନ୍ୟାୟ ମିଳିଲା ନାହିଁ : ଦଳିତ ନେତା ମେୱାନି

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) କେନ୍ଦ୍ରର ଏନଡିଏ ସରକାର ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି । କେବଳ ଭୋଟ ନେବା ପାଇଁ ଭୂତାଉଛନ୍ତି

ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା ପାଇଁ ଦାବୀ କରି ଆନ୍ଦୋଳନ ଜାରି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) – ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା, ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ, ଚାକିରୀର ବୟସସୀମା ୬୫ବର୍ଷ, ଅବସରକାଳୀନ ଭତା ଆଦି

ଗାୟକ ମହମ୍ମଦ ଅଜିଜଙ୍କ ପରଲୋକରେ ବ୍ରହ୍ମପୁରରେ ଗଭୀର ଶୋକ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିନ୍ଦୀ ଓ ଓଡ଼ିଆ ଚଳଚିତ୍ର ଜଗତରେ ନିଜର ସଙ୍ଗୀତ ମାଧ୍ୟମରେ ସୁନାମ ଅର୍ଜନ କରିଥିବା ଖ୍ୟାତିନାମା ଗାୟକ ମହମ୍ମଦ ଅଜିଜଙ୍କ ଗତକାଲି ମୁମ୍ବାଇରେ ପରଲୋକ ହୋଇଛି ।

ଓଡିଶାର ସୁନ୍ଦରଗଡ ଜିଲ୍ଲାହକିର ଏନ୍ତୁଡିଶାଳ : ଜୁଏଲ ଓରାମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହକି ବିଶ୍ୱକପ୍ ଆଳରେ ବିଜେଡି ସରକାର ଦଳୀୟ ପ୍ରଚାର ପ୍ରସାର କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜର ପରିଚୟ ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ

ଜଳେଶ୍ୱରରେ ଏଲ.ସି.ଡି ମାଧ୍ୟମରେ ହକି ବିଶ୍ୱକପ୍ ଉତ୍ସବ ଉପଭୋଗ କଲେ ଦର୍ଶକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଯୁବ ବାହିନୀ ତରଫରୁ ଗତକାଲି ଜଳେଶ୍ୱର ମ୍ୟୁନିସିପାଲିଟୀର ବିଭିନ୍ନ ଜାଗାରେ ଏଲ.ସି.ଡି ଲଗାଇ ୧୪ ତମ ପୁରୁଷ ହକି ବିଶ୍ୱକପ୍-୨୦୧୮ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ

ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଚଢାଉ ୭୨ ଲିଟର ଦେଶୀମଦ ସହ ୪ଜଣ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅବକାରୀ ବିଭାଗ ତରଫରୁ ଗତକାଲି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଶ୍ଚିମପୁର, ଲେଙ୍ଗୁଡ ସାହି ଓ ଜଳେଶ୍ୱର ମ୍ୟୁନିସିପାଲିଟୀ ଅନ୍ତର୍ଗତ ଶାନ୍ତିଆ ଗ୍ରାମ ଉପରେ ଚଢାଉ କରି ୭୨

ନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଛାତ୍ରଙ୍କ ପାଇଁ ବିଦ୍ୟାଳୟରେ ଶୋକ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଯାଇନଦୀରେ ବୁଡି ଯାଇ ପ୍ରାଣ ହରାଇଥିବା ଦୁଇଜଣ ଛାତ୍ରଙ୍କପାଇଁ ଗବରଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ଶୋକ ସଭାଅନୁଷ୍ଠିତ ହୋଇଯାଇଛି । ପ୍ରାଣ ହରାଇଥିବା

ରାୟଗଡାରେ ବନ୍ଦ ଦୋକାନ ଉପରେ ଗୁଳି ମାଡ଼ ଘଟଣାରେ ଜଣେ ଗିରଫ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ସ୍ଥିତ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରେକମେଣ୍ଡେ ଡ୍ରେସ ଦୋକାନ ଉପରକୁ ଗୁଳି ମାଡ଼ ଘଟଣାରେ ପୁଲିସକୁ ସଫଳତା ମିଳିଛି । ପୁଲିସ

ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ୱାସ୍ଥ ବିଭାଗ ପକ୍ଷରୁ ଛତ୍ରପୁର ସଦର ମହକୁମା ମେଡ଼ିକାଲର ପରିଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କାୟାକଳ୍ପ ଏସେସରିସ ଟିମର ଚାରି ଜଣ ସଦସ୍ୟ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଯୁଗ୍ମ