ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରର ପୂଜ୍ୟ ପୂଜା ସମିତି ପକ୍ଷରୁ ଷ୍ଟେସନ ରୋଡ଼ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ଓ ଟାଉନହଲ ରୋଡ...
ପୋଲସରା (ସମୃଦ୍ଧ ଓଡିଶା) ଗତକାଲି ପୋଲସରା ବ୍ଲକ ଅନ୍ତର୍ଗତ କୋଙ୍କରଡା ଗ୍ରାମଠାରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ନାଟ୍ୟ ସଂସଦ ତରଫରୁ ଶ୍ରେଷ୍ଠ ପାରିବାରିକ...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତନାଗ୍ରାମ ପଂଚାୟତର ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆୟୋଜିତ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ବର୍ତନାଗ୍ରାମ...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲିଟୀ କାର୍ଯ୍ୟାଳୟରେ ପ୍ରତି ମାସ ୧ ତାରିଖରେ ଜନଶୁଣାଣି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିକଟସ୍ଥ ଆମ୍ବଳିଅଠା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକ ଗୁରୁତର ଆହତ...
ଭାରତବର୍ଷର ଉଦାର ଚିନ୍ତନ ଭିତରେ ଅନେକ ଧର୍ମର ପ୍ରବାହ ଘଟି ଭାରତୀୟମାନଙ୍କ ଆଚରିତ ଧର୍ମରୂପେ ବିବେଚିତ ହୋଇଆସିଛି । ବୈଦିକ ଯୁଗର ସମକାଳରେ...
ରକ୍ତରଞ୍ଜିତ ହୃଦୟକୁ ମୋର ନିଦା ପଥରରେ ଗଢା ଛାତିରୁ କାଢିନେଇରାତ୍ରିର ଅନ୍ଧକାର,ସୂର୍ଯ୍ୟରଶ୍ମି,ଅମ୍ଳଜାନ କିବାଫୁଲଙ୍କର ସୁଗନ୍ଧ ସଂସ୍ପର୍ଶରେ ଜୀବନରେ ଥରୁଟିଏ ମଧ୍ୟ ଆସିନଥିବାନୀରୋଳା ନିଛାଟିଆ...
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା...
ସେ ଏମିତିଆ ଗୋଟେପ୍ରେମିକା ପରି ଲାଗୁଥିବା ଝିଅପ୍ରେମିକା ନୁହଁ ଜମା,ଅନେକ ବାର ମୁଁ ଏଇ ନିର୍ଯ୍ୟାସ ରେ ପହଞ୍ଚିଛିପଚାରି ପାରେନାଗୋଲାପୀ ଗୋଲାପୀ ଓଠଗାଲ...
ସେନେହ ଶରଧା ମମତାରେ ବୋଳାମୋ ଗାଆଁ, ମୋ ମାଆ,ବାରମାସେ ତେର ପୁନେଇ ପରବେପାଳନ୍ତି ସାରା ଓଡ଼ିଆ।ପୁରୁବ ପୁରୁଷ ରଖି ଯାଇଛନ୍ତିକେତେ ଯେ ନୀତି...
ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ବିଜେପିରେ ଯୋଗଦେଲାପରେ ଅପରାଜିତା ଷଢଙ୍ଗୀକୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠି ଅସହ୍ୟ ହୋଇପଡ଼ିଥିବା ଭଳି ଜଣାପଡୁଛି । ଆଜି...
ଭୁବନେଶ୍ବର (ସମୃଦ୍ଧ ଓଡିଶା ) ଆସନ୍ତାକାଲି ବିଜେପିକୁ ଅଲବିଦା କହିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଦଳରୁ...
ଛତ୍ରପୁର (ସମୃଦ୍ଧ ଓଡିଶା)ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଜିଲ୍ଲାର ପୋଲିସ କର୍ମଚାରୀମାନଙ୍କ ପାଇଁ ଛତ୍ରପୁରଠାରେ ଏକ ପୋଲିସ ଅଫିସର୍ସ କ୍ଲବ ଉଦଘାଟିତ ହୋଇଯାଇଛି । ଏହାକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଭାରତୀୟ ହକିର ପୂର୍ବତନ କ୍ୟାପଟେନ୍ ଦିଲ୍ଲୀପ ତିର୍କି ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବା ପରିବର୍ତେ ମ୍ୟାଚ ପୂର୍ବରୁ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତ ୨୩ ନଭେମ୍ବରରୁ ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଯେଉଁ ଗଣ୍ଡୋଗୋଳ...
ଭୁବନେଶ୍ୱର(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଯୁବ ସମାଜସେବୀ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ, ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ସମସ୍ତ ଶିକ୍ଷକ ସମାଜ ଯେଉଁ ମୂଳ ଦାବୀ କରି ଆସୁଛନ୍ତି ଯେ ୧୩ ଡିସେମ୍ବର ୧୯୭୪ ମସିହାରୁ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତ ମାନେ...
ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଛତ୍ରପୁର ବିଧାୟକଙ୍କୁ ହଟାଇବା ପାଇଁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ମେଳି...
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକଲି ଢେଙ୍କାନାଳ ଜିଲ୍ଲା ଶିକ୍ଷା ପ୍ରତିକ୍ଷଣ ଅନୁଷ୍ଠାନର ଶିକ୍ଷକ ଛାତ୍ରଛାତ୍ରୀମାନେ ଏନ.ଆଇ.ଓଏସ ଛାତ୍ରଛାତ୍ରୀମାନଙ୍କର ଓ.ଟି.ଇ.ଟି ର ଫର୍ମ ପୁରାଣ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୬ ଦଫା ଦାବି ପୂରଣ ନେଇ ରାଜ୍ୟରେ ସମସ୍ତ ରକ୍ତଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।...
ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି ଗ୍ରାମର ଜୟରାମ ସ୍ୱାଇଁ ପୋଖରୀରେ ବୁଡି ମୂତ୍ୟୁ ବରଣ କରିଛନ୍ତି । ପୋଲସରା ବିଧାୟକ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅରବିନ୍ଦ ନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ...
ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅର୍ନ୍ତଗତ ରାମଗଡ ପଞ୍ଚାୟତର ଗଜପତି ନଗର ଠାରେ ଭଞ୍ଜ ପାଲା କଳାକାର ସଂଘ(ଗୁରୁଣ୍ଠି) ଗଞ୍ଜାମର ସପ୍ତମ...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ‘ଶକ୍ତି ସଂରକ୍ଷଣ’ କୁଇଜ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ...
ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ଓ ଦିଗପହଣ୍ଡି ପୋଲିସର ମିଳିତ ଭାବେ ତଳ କୁମ୍ଭଝରୀ,...
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସରକାରୀ ଆଇ.ଟି.ଆଇରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭେବ ଆଇ.ଟି.ଆଇର ଅଧ୍ୟକ୍ଷ ଡ଼ଃ....
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ପ୍ରତ୍ୟେକ ବର୍ଷ ଆୟାପ୍ପା ପୂଜା ମକର ଜ୍ୟୋତି ସାନିଧାନ ତରଫରୁ ପୂଜା ଅର୍ଚ୍ଚନା ହୋଇଥାଏ । ପ୍ରତ୍ୟେକ ବର୍ଷ ଭଳି ଏହି...