February 25, 2025
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁର ଓ ଗୋପାଳପୁରରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଗୋପାଳପୁର...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଡ୍ସ୍ ଭଳି ରାକ୍ଷସ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ...
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ବ୍ଲକରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ପୈାରହିତ୍ୟ କରିଥିଲେ...
ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ବିଶ୍ୱ ଏଡ଼ଷ୍ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗୋପାଳପୁର ପୋର୍ଟ ପରିସରରେ ଆଫ୍କନ୍ ଦ୍ୱାରା...
ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ସେ...
ଭବାନୀପାଟଣା(ସମୃଦ୍ଧ ଓଡିଶା )ଲାଞ୍ଜିଗଡ଼ର ବେଦାନ୍ତ ହସ୍ପିଟାଲ୍ ପକ୍ଷରୁ ସୋନପୁରର ଲେପ୍ରା ମହାନଦୀ ଆଇ ହସ୍ପିଟାଲ୍‌ ସହ ମିଶି ଏକ ନିଶୁଳ୍କ ମୋତିଆବିନ୍ଦୁ ଚିକିତ୍ସା ଶିବିର...
ମୋହନା(ସମୃଦ୍ଧ ଓଡିଶା )ଅଡ଼ବା ଥାନା ଗୁଲୁବା ପ˚ଚାୟତ ମୁଟାଗୁଡା ଗ୍ରାମର ଜଣେ ନାବାଳିକା ବର୍ତ୍ତମାନ ୪ ମାସର ଗର୍ଭବତୀ। ଏ ସଂକ୍ରାନ୍ତରେ ସୁଲାଗୁଡା ଗ୍ରାମର...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବର୍ତନାଗ୍ରାମ ପଂଚାୟତର ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆୟୋଜିତ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ବର୍ତନାଗ୍ରାମ...
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିକଟସ୍ଥ ଆମ୍ବଳିଅଠା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକ ଗୁରୁତର ଆହତ...
ଭାରତବର୍ଷର ଉଦାର ଚିନ୍ତନ ଭିତରେ ଅନେକ ଧର୍ମର ପ୍ରବାହ ଘଟି ଭାରତୀୟମାନଙ୍କ ଆଚରିତ ଧର୍ମରୂପେ ବିବେଚିତ ହୋଇଆସିଛି । ବୈଦିକ ଯୁଗର ସମକାଳରେ...
ରକ୍ତରଞ୍ଜିତ ହୃଦୟକୁ ମୋର ନିଦା ପଥରରେ ଗଢା ଛାତିରୁ କାଢିନେଇରାତ୍ରିର ଅନ୍ଧକାର,ସୂର୍ଯ୍ୟରଶ୍ମି,ଅମ୍ଳଜାନ କିବାଫୁଲଙ୍କର ସୁଗନ୍ଧ ସଂସ୍ପର୍ଶରେ ଜୀବନରେ ଥରୁଟିଏ ମଧ୍ୟ ଆସିନଥିବାନୀରୋଳା ନିଛାଟିଆ...
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା...
ସେ ଏମିତିଆ ଗୋଟେପ୍ରେମିକା ପରି ଲାଗୁଥିବା ଝିଅପ୍ରେମିକା ନୁହଁ ଜମା,ଅନେକ ବାର ମୁଁ ଏଇ ନିର୍ଯ୍ୟାସ ରେ ପହଞ୍ଚିଛିପଚାରି ପାରେନାଗୋଲାପୀ ଗୋଲାପୀ ଓଠଗାଲ...
ସେନେହ ଶରଧା ମମତାରେ ବୋଳାମୋ ଗାଆଁ, ମୋ ମାଆ,ବାରମାସେ ତେର ପୁନେଇ ପରବେପାଳନ୍ତି ସାରା ଓଡ଼ିଆ।ପୁରୁବ ପୁରୁଷ ରଖି ଯାଇଛନ୍ତିକେତେ ଯେ ନୀତି...
ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ବିଜେପିରେ ଯୋଗଦେଲାପରେ ଅପରାଜିତା ଷଢଙ୍ଗୀକୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠି ଅସହ୍ୟ ହୋଇପଡ଼ିଥିବା ଭଳି ଜଣାପଡୁଛି । ଆଜି...
ଭୁବନେଶ୍ବର (ସମୃଦ୍ଧ ଓଡିଶା ) ଆସନ୍ତାକାଲି  ବିଜେପିକୁ ଅଲବିଦା କହିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଦଳରୁ...
ଛତ୍ରପୁର (ସମୃଦ୍ଧ ଓଡିଶା)ଗଞ୍ଜାମ  ପୋଲିସ  ଜିଲ୍ଲା ପକ୍ଷରୁ  ଜିଲ୍ଲାର ପୋଲିସ  କର୍ମଚାରୀମାନଙ୍କ ପାଇଁ   ଛତ୍ରପୁରଠାରେ  ଏକ ପୋଲିସ  ଅଫିସର୍ସ  କ୍ଲବ ଉଦଘାଟିତ ହୋଇଯାଇଛି । ଏହାକୁ  ଗଞ୍ଜାମ  ଏସପି ବ୍ରିଜେଶ କୁମାର ରାଏ...
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...