Latest Posts

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର:ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ରାଜ୍ୟ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ ସରକାର

ତିତ୍‌ଲି ପ୍ରଭାବରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ମିଥ୍ୟା ରିପୋର୍ଟ ଦେଇଥିବା ଏସଆରସିଙ୍କୁ ବହିଷ୍କାର କର ବୋଲି ଦାବୀ କଲା ବିଜେପି

ଭୁବନେଶ୍ୱର: ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଓ ପରବର୍ତୀ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫

ଯୌନ ଉତ୍ପୀଡ଼ନ ଅଭିଯୋଗ ସଂକ୍ରାନ୍ତରେ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଅକ୍‌ବର୍‌ : ମନ୍ତ୍ରୀପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଗତ ଅଳ୍ପ କିଛି ଦିନ ହେବ କେତେକ ସାମ୍ବାଦିକା ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବାରୁ ତାଙ୍କର ଇସ୍ତଫା ଦାବି କରାଯାଉଥିବା ବେଳେ ଗତ କାଲି  ସକାଳେ କେନ୍ଦ୍ର ମନ୍ତ୍ରୀ

ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠରେ ସଫେଇ କାର୍ଯ୍ୟକ୍ରମ…

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)ଗୋପାଳପୁର କଲେଜ ଛକ ନିକଟରେ ଥିବା ଏକ ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠ ଫାଦରଙ୍କ ନେତୃତ୍ୱରେ ସଫେଇ କାର୍ଯକ୍ରମ କରାଯାଉଛି । ସ୍ଵଛ ଭାରତ କାର୍ଯ୍ୟକ୍ରମର ଏହା ହେଉଛି ଏକ

ଢେଙ୍କାନାଳ ଡ଼ାକକର୍ମଚାରୀମାନଙ୍କର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଶୁଭମ ପାଣି)  ଅଖିଳ ଭାରତ ଡାକକର୍ମଚାରୀ ସଂଘ ପକ୍ଷରୁ ଢେଙ୍କାନାଳ ଡାକ ମଣ୍ଡଳର ଗ୍ରୁପ ସି ପୋଷ୍ଟ ମ୍ୟାନ ଏମଟିଏସ ଓ ଗ୍ରାମୀଣ ଡ଼ାକସେବକ ମାନଙ୍କର ଏକ ଦୁଇଦିନିଆ କାର୍ଯ୍ୟକାରିଣୀ

ଆଜିଠାରୁ ୪ ଦିନିଆ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର :ବିପନ୍ନ ମାନଙ୍କୁ କିପରି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ସେ ନେଇ ଅନୁଧ୍ୟାନ କରିବା ସହ  ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ

‘ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ବାଧତି ବାଧତେ’-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ  ତାଛଲ୍ୟକର ବିବୃତ୍ତିକୁ ନେଇ ରାଜ୍ୟରେ ଦେଖାଦେଇଛି ଅପ୍ରୀତକର ପରିସ୍ଥିତି । “ଆମେରିକାରେ ହୋଇଥିବା ବାତ୍ୟାରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ‘ତିତ୍‌ଲି’ ତା’ହାଠୁ କମ୍‌

ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ପରଲୋକରେ ଗଭୀର ଶୋକ

ବାରିପଦା:ଜଣେ ସଚ୍ଚା ଭାଷାପ୍ରେମୀ, ନିରଳସ ସାହିତ୍ୟ ସାଧକ,ଭାଷା-ସଂସ୍କୃତିର ଗବେଷକ,ମାତୃଭୂମି ପ୍ରାଣ,ଦରଦୀ ପରୋପକାରୀ ମଣିଷ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଗତ ରାତ୍ରୀ ୨ଟାରୁ ଚିର ନିଦ୍ରାରେ ଶୋଇଯାଇଛନ୍ତି। ତାଙ୍କର ମୃତ୍ୟୁ ମୟୂରଭଞ୍ଜ

ବ୍ରହ୍ମପୁର ୟୁନିଅନ କ୍ଳବରେ ନବରାତ୍ରର ଦାଣ୍ଡିଆନାଚ:ବ୍ରହ୍ମପୁର ବିଧାୟକ ସାମିଲ

 ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା): ବ୍ରହ୍ମପୁର ୟୁନିଅନକ୍ଲବ ତରଫରୁ ନବରାତ୍ର ଓ ଦଶହରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ତିନିଦିନହେଲା ଆରମ୍ଭ ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଲବର

ଶାକ୍ତଗୁଣ୍ଡିଚା ଓ ଜହ୍ନିଓଷା ପୂଜାର ମାହାତ୍ମ୍ୟ କଣ ?

ବ୍ରହ୍ମପୁର (ଦାମୋଦର ପାଢ଼ୀ ) ସେବାୟତ ସମାଜର ଏକ ନିଆରା ପରମ୍ପରା ହେଉଛି ଜହ୍ନିଓଷା । ଯାହାକୁ ମଧ୍ୟ ବଳିପୂଜା ଵୋଲି କୁହାଯାଏ । ଜହ୍ନିଓଷା ପୂଜାକରି କୁମାରୀ ମାନେ ଭବିଷ୍ୟତରେ ଭଲ ଗୁଣଵନ୍ତ

ତିତଲି ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା ପ୍ରଦାନରେ ଜିଲ୍ଲାପ୍ରଶାସନ ବିଫଳ: ବିଜେପିର ଜିଲ୍ଲାପାଳ ହଟାଅ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ):ରାୟଗଡା ଜିଲା ଭାରତୀୟ ଜନତା ପାର୍ଟି(ଭାଜପା) ଜିଲାପାଳ ହଟାଅ ଆନ୍ଦୋଳନ ଆରମ୍ଭ କରିଛି । ତିତଲି ପରିଚାଳନା ନେଇ ଜିଲା ପ୍ରଶାସନ ବିଫଳ ହୋଇଥିବା ଦଳ ଅଭିଯୋଗ

ତିତଲି ଓ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା

ଗଜପତି, ଗଞ୍ଜାମ ଓ ରାୟଗଡାର ଗୁଣୁପୁର ସବଡିଭିଜନ୍ ଅଞ୍ଚଳର ସବୁ ପରିବାରକୁ ଦିଆଯିବ ରିଲିଫ୍ ଭୁବନେଶ୍ୱର : ତିତଲି ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଦଶହରାରେ ବଙ୍ଗାଳି ପରମ୍ପରା

କଲିକତା(ସୁଜାତା ବନ୍ଦୋପାଧ୍ୟାୟ) ଓଡିଶାରେ ଦଶହରା ପର୍ବଟି ଗୋଟିଏ ସର୍ବଜନବିଦିତ ନାମ।ଭାରତର ଅନ୍ୟାନ୍ୟ ରାଜ୍ୟରେ ନବରାତ୍ରି, ଦଶମୀ-ଦୁର୍ଗାପୂଜା,ଦଶେରା ନାମରେ ଭି ଏକା ଦିନରେ ପାଲିତ ହୁଏ।ପଶ୍ଚିମବଙ୍ଗ, ବିହାର, ଆସାମ, ଓଡିଶା, ଦିଲ୍ଲୀ

ତିତଲି ବାତ୍ୟାରେ ଆନ୍ଧ୍ରର କ୍ଷତି ୨ହଜାର ୮ଶହ କୋଟି ଆକଳନ:ପ୍ରାଥମିକ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ମାଗିଲେ ୧୨ଶହକୋଟି

ବିଶାଖାପାଟଣା (ପ୍ରତାପ ପାଢି) ଭୟଙ୍କର ତିତଲି ବାତ୍ୟା ଗୁରୁବାର ସକାଳେ ପଲାସା ନିକଟସ୍ଥ ଆକ୍କୁପାଲ୍ଲୀ ଗ୍ରାମର ସ୍ଥଳ ଭାଗରେ ମାଡ଼ କରିଥିଲା । ଫଳରେ ଏହାର ପ୍ରଭାବରେ ବିଜୟନଗରମ ଓ  ଶ୍ରୀକାକୁଲମ ଜିଲ୍ଲାର ଚାରିହଜାର

ଗଞ୍ଜାମରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ:ସନ୍ଧ୍ୟାରେ ପ୍ୟାକେଜ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା ) ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବଡ ନଦୀ ଋଷିକୁଲ୍ୟାରେ ବନ୍ୟା ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ଋଷିକୁଲ୍ୟା ନଦୀରେ ଜଳ

ନବୀନ ପକ୍ଷରୁ ଜୟପ୍ରକାଶ ଜୟନ୍ତୀ ଓ ଲୋହିଆଙ୍କ ଶ୍ରାଦ୍ଧ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନର ମହାନ ନେତା ଜୟପ୍ରକାଶ ନାରାୟଣଙ୍କ ୧୧୬ତମ ଜୟନ୍ତୀ ଓ ସମାଜବାଦୀ ଚିନ୍ତକ ଡ଼. ରାମମନୋହର ଲୋହିଆଙ୍କ ୫୧ତମ ଶ୍ରାଦ୍ଧ

୫ ହାଇକୋର୍ଟ ପାଇଁ ନୂଆ ମୁଖ୍ୟବିଚାରପତିଙ୍କ ନାମ ସୁପାରିଶ କଲେ ସୁପ୍ରିମ କୋର୍ଟ ..

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱାଧୀନ କଲେଜିୟମ୍‍ ଶୁକ୍ରବାର ୫ଟି ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ସୁପାରିସ ଅନୁଯାୟୀ ଜଷ୍ଟିସ୍‍

ସର୍ବାଧିକ ପ୍ରଭାବିତ ଗଞ୍ଜାମ, ଗଜପତି,ରାୟଗଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଲାଗି ନିର୍ଦ୍ଦେଶ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲି ପ୍ରଭାବରେ ଲଗାଣ ବର୍ଷା ହେତୁ ବେହାଲହୋଇଛି ଓଡ଼ିଶା । ବିଶେଷ କରି ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ୩ଟି ଜିଲ୍ଲାରେ ଲଗାଣ

‘ତିତ୍‌ଲି’ ପ୍ରଭାବରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଏକାଧିକ ଷ୍ଟେସନ କ୍ଷତିଗ୍ରସ୍ତ ଯୋଗୁଁ ୧୧ ଟ୍ରେନ୍‌ ବାତିଲ୍‌….

ବିଶାଖାପାଟଣା : ‘ତିତ୍‌ଲି’ ପ୍ରଭାବରେ ପୂର୍ବତଟ ରେଳପଥ ଅଧୀନରେ ଥିବା ଏକାଧିକ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପଲାସା ଷ୍ଟେସନ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ବାତ୍ୟା ପରେ ବନ୍ୟା, ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ ବୋଲି ଜିଲ୍ଲାପାଳଙ୍କ ନିର୍ଦେଶ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା): ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଗଂଜାମ ଜିଲ୍ଲା ବନ୍ୟା ବିପନ୍ନଙ୍କ ପାଇଁ ଆକାଶ ମାର୍ଗରୁ ରିଲିଫ ଯୋଗାଣ ହେବ । ଏଥିପାଇଁ

ତିତ୍‌ଲିର ପ୍ରଭାବରେ ଚିଲିକାରେ ବନ୍ୟା: ଖୋଲିଲା ନୂଆ ମୁହାଣ, ୧୫ଟି ଗାଁ’କୁ ବିପଦ ଘନେଇଲା !

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଚିଲିକାରେ ଆଉ ଏକ ବଡ଼ ମୁହାଣ ଖୋଲିଯାଇଛି । ନୂଆ ମୁହାଣ ଦେଇ ସମୁଦ୍ର ଜୁଆର ଖୁବ୍ ଜୋର୍‌ରେ ଚିଲିକା ହ୍ରଦ

ନିର୍ମାଣ ଶ୍ରମିକମାନଙ୍କ ଦେଶବ୍ୟାପୀ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ) ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ କନଷ୍ଟ୍ରକସନ ମଜଦୁର ମହାସଂଘର ଆହ୍ୱାନ କ୍ରମେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଙ୍ଘ

ବନ୍ୟା ବିପନ୍ନଙ୍କର ସମସ୍ୟା ବୁଝୁଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଏ କରଡ଼ାବାଡ଼ି, ସୋରୋଡ଼, ପୋଚାଲୁଣ୍ଡି, ବିଷ୍ନୁଚକ୍ର ଆଦି ନଦୀତଟିଆ ଗ୍ରାମ ଗୁଡିକର ନଡ଼ିହିଡ଼ ଭାଙ୍ଗିଯିବାରୁ ବନ୍ୟା ଜଳ ପଶି ସମଗ୍ର ଅଞ୍ଚଳର

ରାଶିଫଳ

ମେଷ: ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଲାଗି ରହିଥିବା ବାଦ ବିବାଦର ପରିସମାପ୍ତି ଘଟିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷିକ୍ଷେତ୍ରକୁ କ୍ରିୟାଶୀଳ କରିପାରନ୍ତି। ଯାନବାହନ ଜନିତ ସୁଖଭୋଗ କରିବେ। ବୃଷ: ପାଇଥିବା

ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଅନିଲ ଅମ୍ବାନିଙ୍କ କମ୍ପାନିକୁ କରାଇଛନ୍ତି ୩୦ହଜାର କୋଟିର ଫାଇଦା-ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି ରାହୁଲ୍‌। ରାଫେଲ

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କ୍ରମାଗତ ଭାବେ ଅବହେଳା

ବିଶାଖାପାଟଣାର୨୭ଜଣମତ୍ସ୍ୟଜୀବୀଙ୍କ ସହ ୩ଟି ଟ୍ରଲର ଉଦ୍ଧାର କଲା ଆର୍ଯ୍ୟପଲ୍ଲୀ ମେରାଇନ ପୋଲିସ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ବିଶାଖାପାଟଣାର ୨୭ଜଣ ମତ୍ସ୍ୟଜୀବୀଙ୍କୁ ଆର୍ଯ୍ୟପାଲ୍ଲୀ ମେରାଇନ ପୋଲିସ ସମୁଦ୍ରରୁ ଉଦ୍ଧାର କରିଛି । ସେମାନଙ୍କ ମାଛଧାରା ୩ଟି ଟ୍ରଲରକୁ ମଧ୍ୟ ଉଦ୍ଧାର କରିଛି । ତିତିଲି ପ୍ରଭାବରେ ବଡ଼ବଡ଼

ଉପବାସ ବ୍ରତ ଭାଙ୍ଗିବା ସମୟରେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ !

ଏବେ ନବରାତ୍ରି ଚାଲିଛି। ଏହି ସମୟରେ କ’ଣ କରିବା ଉଚିତ ଓ କିଭଳି ସତର୍କତା ଅବଲମ୍ବନ ଅବଲମ୍ବନ କରିବା ଉଚିତ, ବିଶେଷ କରି ଉପବାସ ବ୍ରତ ଭାଙ୍ଗିବା ସମୟରେ କେଉଁସବୁ

୧୪ ଜଣଙ୍କୁ ବିଜେଡିର ନୂଆଁ ମୁଖପାତ୍ର ନିଯୁକ୍ତି : ଅମର ଶତପଥି ଆଉଟ

ଭୁବନେଶ୍ୱର:୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୪ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ

ଢେଙ୍କାନାଳରେ ଦାମବାବୁଙ୍କ ସାଧାରଣ ସଭା: ସରକାରଙ୍କ ଦୁନୀର୍ତି ଉପରେ ବର୍ଷିଲେ ଦାମ

ଢେଙ୍କାନାଳ (ଶୁଭମ ପାଣି):ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଗଣେଶ ବଜାର ଉପରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସରକାରଙ୍କ ଉପରେ ବର୍ଷିଲେ ।