Latest Posts

ବ୍ରହ୍ମପୁର-ଭଞ୍ଜନଗର ଯୋଗାଯୋଗ ବିଚ୍ଛିନ୍ନ: ଜନ ଜୀବନ ଅସ୍ତବ୍ୟସ୍ତ: ଯୁଆଡେ ଦେଖିବ ବନ୍ୟା: ଭାସିଗଲା ପୁରୁଷୋତ୍ତମପୁର,ଆସିକାସହର

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବାତ୍ୟା ‘ତିତ୍‌ଲି’ ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମରେ ୮୬ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର ପଲାସା ଉପକୂଳରେ ଭୋର ୬ ଟାରେ ମାଡ଼ କରିଥିଲା  ଏହା

ରାୟଗଡାରେ ତିତଲିର ତାଣ୍ଡବ ଲୀଳା:ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ,ରେଳ ଚଳାଚଳ ବି ଠପ,ବିପଦ ସଂକେତ ଉପରେ ବଂଶଧାରା

ରାୟଗଡ଼ା (ତୁଷାର ରଞ୍ଜନ ସାହୁ): ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ଓଡିଶା । ତିତଲି ପଶ୍ଚିମବଙ୍ଗ ମୁହାଁ ହୋଇ ସ୍ଥଳଭାଗକୁ ଛୁଇଁବାପରେ ଉଗ୍ର ରୁପ ନେଇଥିଲା ।

ଆନ୍ଧ୍ରରେତିତ୍‌ଲି ବାତ୍ୟାରେ୮ଜଣଙ୍କ ଜୀବନ ଗଲା

ବିଶାଖାପାଟଣା: ଆନ୍ଧ୍ରରେତିତ୍‌ଲି ବାତ୍ୟାର ୮ଜଣଙ୍କ ଜୀବନ ଗଲା। ଆନ୍ଧ୍ରପ୍ରଦେଶରେ ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ତାଣ୍ଡବ ଏଭଳି ହେଲାଯେ ପ୍ରବଳ ବର୍ଷା ସାଙ୍ଗକୁ ୧୫୬ ବେଗରେ ପବନ ବହିବାରୁ ନାହିଁ ନ ଥିବା କ୍ଷତି

ତିତ୍‌ଲି ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର:ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି  ଅନେକ ଅଂଚଳ ଜଳମଗ୍ନ ହୋଇଛି ।

ଶୁକ୍ରବାର ଅମିତାଭଙ୍କ ‘କୌନ ବନେଗା କରୋଡପତି’ରେ ହକି ବିଶ୍ୱକପ୍ ର ସ୍ୱତନ୍ତ୍ର ଅଧ୍ୟାୟ..

– ପ୍ରସାଦ ରାଓ – ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ କୁ ନେଇ ସବୁ ମହଲରେ ଉତ୍ସାହ

ବେଙ୍ଗଲୁରରେ ଚିଟଫଣ୍ଡ ଖେଳକରି ତିହିଡିର ମାଷ୍ଟର ମାଇଣ୍ଡ ଗିରଫ:୯୦ ଲକ୍ଷଟଙ୍କା ହଡପ

ବାଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗଲୁର ସ୍ଥିତ କାମାକ୍ଷାପାଲିଆରେ ରହୁଥିବା ଏହି ଜିଲାର ତିହିଡି ଓ ନାୟାକାଣୀଡିହି ଥାନା ଅଧୀନସ୍ଥ ଚାରିଜଣ ଯୁବକ ସେଠାରେ କେତେକ ଓଡ଼ିଆ ଓ ସ୍ଥାନୀୟ ଲୋକଙ୍କୁ

୨୦ମିନିଟ୍‌ ପାଇଁ ନେଉଛନ୍ତି କୋଟିଏ ଟଙ୍କା ଶ୍ରୀଦେବୀ ଚରିତ୍ରରେ ଅଭିନୟ କରିବାପାଇଁ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏନ୍‌ଟିଆର ବାୟୋପିକ୍‌ରେ ବଲିଉଡ୍‌ର ଚାନ୍ଦନୀ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ । ଏହି ଚରିତ୍ର ମିଳିବା ପରେ ତାଙ୍କୁ ନେଇ

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଉପରକୁ ଚପଲ ମାରି ଗିରଫ ହେଲେ ଚନ୍ଦନ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରକୁ ଆଜି ଚପଲ ଫିଙ୍ଗା ଯାଇଛି । ସଂରକ୍ଷଣକୁ ବିରୋଧ କରି ଜଣେ ଯୁବକ ତାଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ

ଦିନରେ ଶୋଇଲେ ଭୋଗିପାରନ୍ତି ଏପରି ସମସ୍ୟାର …

ବହୁତ ଲୋକଙ୍କୁ ଦ୍ୱିପ୍ରହରରେ ନିଦ ଲାଗିଥାଏ ଓ ସେମାନେ ଶୋଇଥାଆନ୍ତି ମଧ୍ୟ। ତେବେ ଯଦି ଆପଣଙ୍କୁ ପ୍ରତିଦିନ ଦ୍ୱିପ୍ରହରରେ ନିଦ ଲାଗୁଛି ତେବେ ଆପଣ ଅଲ୍‍ଜାଇମର୍‍ (ଭୁଲାପଣ) ନାମକ ଏକ

ରାଶିଫଳ

ମେଷ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ

କୌନ ବନେଗା କରୋଡ ପତିରେ ଭାରତୀୟ ହକି ଟିମ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି । ଏହା ଏକ ଗୌରବର ବିଷୟ

ଗଜପତି ଗଂଜାମରେ ସର୍ବାଧିକ କ୍ଷତିକରି ତିତଲି ଚାଲିଗଲା, ପୁନଃରୁଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦେଶ…

ଭୁବନେଶ୍ବର:ତିତଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ 

ଆଜି ଆପଣଙ୍କ ଦିନ କେମିତି କଟିବ ?ଦେଖନ୍ତୁ..

ମେଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଗେଇ ଆସନ୍ତୁ; ଆପଣଙ୍କୁ ଫାଇଦା ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ।

ତିତ୍‌ଲିର ତାଣ୍ଡବ ଲୀଳା:୧୧୬କି.ମି.ବେଗରେ ପବନ:ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ରହ୍ମପୁର-ଗୋପାଳପୁର ରାସ୍ତା ବିଚ୍ଛିନ୍ନ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌

ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣାମ ଛୁଇଁଲା :୧୧୬ କି.ମି.ବେଗରେ ପବନ,ପଶ୍ଚିମ ବଙ୍ଗ ମୁଁହାଇଲା ତିତଲି

ବିଶାଖାପାଟଣା:ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣା ଛୁଇଁଛି। ୧୯୦ କିଲୋମି ଆଜି ସକାଳ ୬ଟା ୩୦ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁଛି  । ଏହି ସମୟରେ ପବନର ବେଗ

ଢେଙ୍କାନାଳରେ ଧୂମଧାମରେ ଚାଲିଛି ନବରାତ୍ର ପୂଜା:ମା ଦୁର୍ଗାଙ୍କ ଆବିର୍ଭାବ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କର ନବରାତ୍ର ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଏହି ନବରାତ୍ର ପୂଜା ନଅଦିନ ଧରି ଚାଲିବ ଦଶହରା ଦିନ ସମାପ୍ତ

ସମ୍ଭାବ୍ୟ ବାତ୍ୟା ତିତଲିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନର ବ୍ୟାପକ ପ୍ରସ୍ତୁତି,୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର : ଜିରୋ କାଜୁଆଲଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା):ଜିଲ୍ଲାକୁ ଆସୁଥିବା ବାତ୍ୟା ତିତଲି କୁ କିପରି ଦୃଢ ମୁକାବିଲା କରାଯାଇ ପାରିବ ସେ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି

ମିଲମାଲିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଘେରାଉ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ଶତାଧିକ ମିଲର ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସମସ୍ତ ମିଲର

ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା,୭ ମୃତ ୩୫ ଆହତ

ନୁଆଦିଲ୍ଲୀ (ସୁଧାଂଶୁ ଶେଖର ) ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮

ରେଭେନସାର ୧୪୫ ଛାତ୍ରୀଙ୍କୁ ଜରିମାନା

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବିକରି ଗତ ୧ ତାରିଖରେ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୨୦ରୁ ଅଧିକ

ବିଚ ରାସ୍ତା ଉପରେ ଖଲ୍ଲିକୋଟ ବିଡ଼ିଓଙ୍କ ଗାଡ଼ି ଧକ୍କାରେ ୩ ଗାଇ ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟରେ ବିଡ଼ିଓ ଗଗନ ବିହାରୀ ପଟ୍ଟନାୟକଙ୍କ ଗାଡ଼ି ଧକ୍କାରେ ହେବା ଫଳରେ ତିନୋଟି ଗାଇ ମୃତ୍ୟୁବରଣ କରିଥିବା

ଢେଙ୍କାନାଳରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ମୁଖ୍ୟଅତିଥି …

ଢେଙ୍କାନାଳ (ଶୁଭମ ପାଣି )ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ହୋଇଯାଇଛି ।ଏହା ସପ୍ତାହେ ବ୍ୟାପି ଏଠାରେ ଚାଲିବ। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ 

ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ:ଆସନ୍ତାକାଲି ସକାଳ ୫ଟା ୩୦ସୁଦ୍ଧା ଛୁଇଁବ ସ୍ଥଳଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି

ସିମିଳିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନକରି ସାଂସଦ ସୌମ୍ୟବାବୁ କହିଲେ ଖାଦ୍ୟ ସୁରକ୍ଷା ଓଡ଼ିଶାକୁ ନୂଆ ପରିଚୟ ଦେଇଛି…

ସିମିଳିଗୁଡା: କୋରାପୁଟଜିଲ୍ଲା ସିମିଲିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ଖାଦ୍ୟ ସୁରକ୍ଷା ଓଡିଶାକୁ ଏକ ନୁଆଁ ପରିଚୟ ଦେଇଛି।  ଘରେ କେହି ଭୋକରେ ରହିଲେ

ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ପ୍ରତିକ ଧାରଣା ଆରମ୍ଭ

ରାୟଗଡା(ତୁଷାର ରଞ୍ଜନ ସାହୁ)ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତି ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୮ ଦଫା ଦାବି

ଜୁଆ ଆଡ୍ଡା ଉପରେ ଚମାଖଣ୍ଡି ପୋଲିସର ଚଢ଼ାଉ:୬ ଗିରଫ ଟଙ୍କା ମୋବାଇଲ ଜବତ

ଛତ୍ରପୁର: ଚମାଖଣ୍ଡି  ପୋଲିସ ଗତ ସୋମବାର ରାତିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ଉକରି ୩୧ହଜାର ପାଞ୍ଚଶହ ଟଙ୍କା, ୨ଟି ମୋଟର ସାଇକେଲ, ୬ଟି ମୋବାଇଲ ଜବତ କରିବାସହ ୬ଜଣ

ବଧୂ ହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର ଗିରଫ

ଛତ୍ରପୁର-ଛତ୍ରପୁର ଥାନା ବଡ଼ମାଧପୁର ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ମାମଲାରେ ଛତ୍ରପୁର ପୋଲିସ ସୋମବାରଦିନ ସ୍ୱାମୀ ଓ ଶ୍ବଶୂରକୁ ଗିରଫ କରିଛି । ମୃତବଧୂ ମିନତୀ ପରିଡାଙ୍କ ସ୍ୱାମୀଙ୍କ ନାଁ ଅଜୟ

ଗୋପବନ୍ଧୁଜୟନ୍ତୀ ପାଳନହେଲା ଢେଙ୍କାନାଳରେ

ଢେଙ୍କାନାଳ (ଶୁଭମ ପାଣି) ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ଗତକାଲି ହଉଚି 142ତମ ଜନ୍ମ ଦିବସ ଥିଲା । ସେହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ

ହିନ୍ଦୋଳରେ ମୁଁ ହିରୋ କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ

ଢେଙ୍କାନାଳ (ଶୁଭମ ପାଣି) ହିନ୍ଦୋଳ ବ୍ଲକ ଓ ଏନଏସିର ବିଜୁ ଯୁବବାହିନୀ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ମୁଁ ହିରୋ କାର୍ଯ୍ୟକ୍ରମ ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟରେ ଚାଲୁଅଛି । ଏହି କାର୍ଯ୍ୟକ୍ରମକୁ

ଢେଙ୍କାନାଳ ପ୍ରେସକ୍ଳବ ପକ୍ଷରୁ ଶହିଦ ବାଜୀ ରାଉତଙ୍କ ଜନ୍ମଦିନରେ ସାଧାରଣ ସଭା

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପ୍ରେସକ୍ଲବ ପକ୍ଷରୁ ଶହୀଦ ବାଜୀ ରାଉତଙ୍କ ଜନ୍ମଦିନ ପାଳନ ଅବସରରେ ଗୋପବନ୍ଧୁ ଟାଉନ ହଲରେ ଗତକାଲି ସନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା