Latest Posts

ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଏବେ ଉଭୟ କଂଗ୍ରେସ ଓ ପାକିସ୍ତାନ ଜୋରଦାର ଉଦ୍ୟମ କରୁଛନ୍ତି – ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର

ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଏବେ ଉଭୟ କଂଗ୍ରେସ ଓ ପାକିସ୍ତାନ ଜୋରଦାର ଉଦ୍ୟମ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

“ଚାରା ରୋପଣଠାରୁ ପଲିଥିନ ବଣ୍ଟନ, ସିଞ୍ଚାଇ ଯୋଜନାଠାରୁ ସଡ଼କ ନିର୍ମାଣ, ସବୁଠି ଦୁର୍ନୀତି,ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି ଓଡ଼ିଶା ସରକାର:ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି

ଝାରସୁଗୁଡ଼ା : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ା ଏବଂ ତାଳଚେର ସମାବେଶରୁ ମୋଦି ସିଧାସଳଖ ନବୀନଙ୍କ ନାଁ ନେଇ ହମ୍‌ଲା କରିଛନ୍ତି।“ଚାରା ରୋପଣଠାରୁ ପଲିଥିନ ବଣ୍ଟନ। ସିଞ୍ଚାଇ ଯୋଜନାଠାରୁ

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ସେ କେବେ ଏବଂ କେଉଁ ସ୍ଥାନକୁ

ବିଜେଡି ଗଢ଼ିଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ

ଏହି ଗଛର ପତ୍ରରେ ରହିଛି ‘ଡେଙ୍ଗୁ’ ଜ୍ୱରର ଉପଚାର

ଫୁଲ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀର ପାଇଁ ଗଙ୍ଗଶିଉଳି ଫୁଲ ଓ ଏହାର ପତ୍ର ଖୁବ୍ ଉପାଦେୟ । ଗଙ୍ଗଶିଉଳି ଗଛର ଚେର

ଶାଶ୍ଵତ ଯୋଶୀଙ୍କ ସହ ନାଚି ଘାଇଲା କଲେ ଏଲିନା

ଭୁବନେଶ୍ୱର: କିଛି ଦିନ ମଧ୍ୟରେ ଓଲିଉଡ୍‌ର ଆଗ ଧାଡ଼ିର ନାୟିକା ପାଲଟି ଯାଇଛନ୍ତି ଏଲିନା ସାମନ୍ତରାୟ। ୨୦୧୪ରେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘କିଏ ହେବ ମୋ

“ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ମୋ ଉପରେ ରାଗ ସୁଝାଉଛନ୍ତି?”-ଧର୍ମେନ୍ଦ୍ର

ଭୁବନେଶ୍ୱର:  ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ସଂସ୍ଥା ମହାରାଷ୍ଟ୍ର ଏକାଡେମୀ ଅଫ୍ ଇଂଜିନିୟରିଂ ଆଣ୍ଡ ଏଜୁକେସନ ରିସର୍ଚ୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ବୋଲି ସେ

‘ଆପ୍’ ଟିକେଟରେ ନିର୍ବାଚନ ଲଢ଼ିବେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ !

ନୂଆଦିଲ୍ଲୀ:  ବାରମ୍ବାର ଦଳ ବିରୋଧରେ କହି ବିଜେପି ଏମ୍‌ପି ଶତୃଘ୍ନ ସିହ୍ନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବୟାନ ଯୋଗୁ ଅନେକ ସମୟରେ ସରକାରେ ଅଡ଼ୁଆରେ ମଧ୍ୟ ପଡ଼ିଛନ୍ତି। ତେବେ

ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ ! ଆସନ୍ତୁ ଦେଖିବା ?

ବିଶାଖାପାଟଣା(ପ୍ରତାପ କୁମାର ପାଢି) : ଆନ୍ଧ୍ରପ୍ରଦେଶରେ ଆଜି ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ

ଆଜି ଚନ୍ଦ୍ରରେ ଶିରିଡି ସାଇଙ୍କ ଦର୍ଶନ : ଭକ୍ତ ଙ୍କ ପୂଜା ଅର୍ଚନା

ବିଶାଖାପାଟଣା: ଆଜି ରବିବାର ରାତ୍ରିରେ ଶିରିଡି ସାଇବାବାଙ୍କୁ ଚନ୍ଦ୍ରରେ ଦେଖିବା କୁ ମିଳିଛି ସେଥିପାଇଁ ବିଶାଖାପାଟଣା ରେ ଭକ୍ତ ମାନେ ଉତ୍କଣ୍ଠାର ସହ ଚନ୍ଦ୍ର କୁ ଚାହିଁଥିଲେ ଓ ଦେଖିଲେ

ଏଣିକି ଇ – ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର – ଗାଡିଚାଳକମାନଙ୍କୁ ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି କାଗଜପତ୍ର ନେଇ ଯିବାକୁ ପଡିବନାହିଁ ।ସେମାନଙ୍କ ନିକଟରେ ଡିଜିଲକର କିମ୍ବା ଏମ୍‍ପରିବହନରେ ଥିବା କାଗଜପତ୍ରର ଇଲେକ୍‍ଟ୍ରୋନିକ ଫର୍ମାଟକୁ କର୍ତ୍ତୃପକ୍ଷ

ମୋଦିଙ୍କୁ ଇମ୍ରାନଙ୍କ କଟାକ୍ଷ : ବେଳେବେଳେ ଛୋଟ ଲୋକ ବଡ଼ ଚୌକିରେ ବସିଯାଆନ୍ତି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ କଥାବାର୍ତ୍ତାକୁ ଭାରତ ପକ୍ଷରୁ ବାତିଲ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଭାରତ ସରକାରଙ୍କୁ

ନିର୍ଦ୍ଦେଶକଙ୍କ ଚକକରରେ ପଡ଼ି ନିଜ କ୍ୟାରିଅର୍‌ ବରବାଦ୍‌ କରିଥିଲେ ଅମିଷା ପଟେଲ୍‌

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କରିନା କପୁର ଓହରି ଯାଇଥିଲେ। ତା’ପରେ ସେହି ଭୂମିକାଟି ମିଳିଥିଲା ସୁଇଟ୍‌ ଅମିଷା ପଟେଲ୍‌ଙ୍କୁ। ଅମିଷା

ହାତଗୁଞ୍ଜା ନ ଦେଲେ ଓଡ଼ିଶା ସରକାରରେ ଗରିବଙ୍କ କାମ ହେଉ ନାହିଁ:ପ୍ରଧାନମନ୍ତ୍ରୀ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦ୍‌ଘାଟନ ପରେ ଝାରସୁଗୁଡାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ

ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ’କୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା:ଆଜି ଝାରସୁଗୁଡ଼ା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର’କୁ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ,

ଲିଙ୍ଗଡୋ କମିଶନ ନିୟମ କୁ ବେଖାତିର ଦଳୀୟ ପ୍ୟାଡ଼ରେ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର ( ଆକାଶ ମିଶ୍ର ) : ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ଠୁ କ୍ୟାମ୍ପସ୍ ଚଳଚଞ୍ଚଳ ହୋଇସାରିଛି। ସୂଚନା ଅନୁଯାୟୀ

କେମିତି କରିବେ ନବଗ୍ରହ ଶାନ୍ତି ପୂଜା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୃଥିବୀର ପ୍ରତ୍ୟେକ ପ୍ରାଣୀ, ସେ ମଣିଷ ହେଉ କି ପଶୁପକ୍ଷୀ, ଗଛଲତା ଅଥବା ନିର୍ଜୀବ ବସ୍ତୁ- ସମସ୍ତଙ୍କ ଉପରେ ଗ୍ରହର ପ୍ରଭାବ ପଡ଼ିଥାଏ। ଚନ୍ଦ୍ରମାଙ୍କ

ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର

ଭୁବନେଶ୍ୱର: ମଧୁମେହ ବା ଡାଇବେଟିସ୍‌ ଏକ ଦୀର୍ଘକାଳୀନ ସ୍ଥିତି ଯାହା ବିଭିନ୍ନ କାରଣରୁ ହୋଇଥାଏ। WHO ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଡାଇବେଟିସ୍‌ ଅନ୍ୟତମ।

ଫୁଲବାଣୀ ଟାଉନ ପୁଲିସର ଚଢ଼ାଉ:୮ ଚୋରା ବାଇକ ଜବତ୍‌, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

ଫୁଲବାଣୀ:ଫୁଲବାଣୀ ଟାଉନ ପୁଲିସ ଗୋଟିଏ ବାଇକ ଚୋରିକୁ ନେଇ ତନଘନା ଚଳାଇବା ସହ ସୁରାକ ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ଚୋରା ବାଇକ ଜବତ କରିଛି। ଏଥିରେ

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ନୂଆକଟସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ

ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ

ଭୁବନେଶ୍ୱର,(ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି

କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?

– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ

ଧଉଳିରେ ପର୍ଯ୍ୟଟନ ପର୍ବ ଅବସରରେ ସ୍ୱଚ୍ଛଭାରତ ଚିିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ପର୍ବ ଅବସରରେ ଧଉଳି ଶାନ୍ତିସ୍ତୁପଠାରେ ଭାରତ ପର୍ଯ୍ୟଟନ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି

ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର :ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ସୋଆ ଡିମ୍‍ଡି

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତପା ଦାବିକଲା ବିଜେପି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାମଚଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଓରଫ ଟୁଲକୁ ଛଡାଇ ନେବା

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି । ଏହି କମିଟି ରାଜ୍ୟସ୍ତରରେ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନର

ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଉଦାହରଣ ପାଲଟିଲେ ବଳରାମ ସିଂ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଜଣେ ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଜିଆରପିର କନଷ୍ଟେବଳ ବଳରାମ ସିଂ ଓରଫ ବଳିଆ ସବୁ ମହଲରେ ପ୍ରଶଂସା ସାଉଁଟିଛନ୍ତି । କେବଳ