Latest Posts

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି

ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି ଫ୍ରାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର

‘ସ୍ୱଚ୍ଛତା ହି ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ

ମହାତ୍ମା ଗାନ୍ଧୀଙ୍କ ପରିଚ୍ଛନ୍ନ ଭାରତର ସ୍ୱପ୍ନକୁ ସାକାର କରିବା ଏଇ ଅଭିଯାନର ଲକ୍ଷ୍ୟ      ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ମେସେଜ୍‌ ଜରିଆରେ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ

କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡ଼ିର ସାଙ୍ଗଠନିକ କ୍ଷେତ୍ରରେ ନୂଆ ନିଯୁକ୍ତି ଭୁବନେଶ୍ୱର: ଆଜି ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ କ୍ଷେତ୍ରର କେତେକ ନୂଆ ନିଯୁକ୍ତି ଦେଇଛନ୍ତି । ରାଜ୍ୟସଭା ସାଂସଦ

ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆମାଜନ ସିଇଓ ଦାନ କରିବେ ୧୪ ହଜାର ୫୦୦ କୋଟି ଟଙ୍କା!

ଦିନକୁ ଦିନ ଦେଶରେ ଗରିବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ବି ଅନେକ ଲୋକ ଭୋକ ଉପାସରେ ରହୁଛନ୍ତି। ଗରିବୀ ଦୂରୀକରଣ ପାଇଁ ସରକାର ବହୁ ଯୋଜନା

ଅନୁ ଚୌଧୁରୀଙ୍କ ଅଭିନୀତ କେଉଁ ସିନେମା ସୁପରହିଟ୍ ହୋଇଥିଲା ?

ଯେଉଁ ସମୟରେ ଓଲିଉଡରେ ରଚନା ବାନାର୍ଜୀ ରାଜ୍ କରୁଥିଲେ, ସେହି ସମୟରେ ଅନୁ ଚୌଧୁରୀଙ୍କ ଏଣ୍ଟ୍ରି ହୋଇଥିଲା। ଅନୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ୍‌: ଦୀର୍ଘ ୮ ବର୍ଷ ତଳର ଏକ ମାମଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମାମଲାରେ ଆଜି ମହାରାଷ୍ଟ୍ରର ଏକ

ରାଶିଫଳ

ମେଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ଦିନଟି ଭଲ। କାରବାର ଓ ଆୟରେ ବୃଦ୍ଧି ହେବ। ଛାତ୍ରମାନେ କ୍ୟାରିୟରରେ

ହାଇ ଫ୍ଲାୟର୍‌ ଆନିମେସନ୍‌ ପକ୍ଷରୁ ‘ସୃଜନ ୨୦୧୮’

ଭୁବନେଶ୍ୱର: ଆମର ବାପା, ଜେଜେବାପା ଯେଉଁ ଡିଜିଟାଲ ଭାରତ କଥା ଚିନ୍ତା କରିପାରୁ ନଥିଲେ, ବର୍ତ୍ତମାନର ଯୁବପିଢ଼ି ଏହାର ବହୁତ ଊର୍ଦ୍ଧ୍ୱରେ। ଆମ ପୂର୍ବ ପୁରୁଷମାନେ ୬୫ ବର୍ଷ ବଞ୍ଚିବା

ସାମସଙ୍ଗ୍‌ ଅପେରା ହାଉସ୍‌ରେ ହାଇସ୍ପିଡ୍‌ ଓ୍ଵାଇ-ଫାଇ ସୁବିଧା

ଭୁବନେଶ୍ୱର: ସାମସଙ୍ଗ୍‌ ପକ୍ଷରୁ ଦୁନିଆର ସର୍ବବୃହତ ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର୍‌କୁ ଭାରତୀୟ ସହର ବେଙ୍ଗାଲୁରୁରେ ଖୋଲାଯାଇଛି। ସେଠାରେ ବ୍ରିଟିଶ ଅମଳର ଥିବା ଅପେରା ହାଉସ୍‌କୁ ନବୀକରଣ କରି କଂପାନି ତାହାକୁ

ଧର୍ମେନ୍ଦ୍ର ଅସନ୍ତୋଷ ନେଇ ବିଜେପିର ଗର୍ଜନ

ଏନ୍‌ଟିପିସି ପ୍ରକଳ୍ପ ଅନୁମୋଦନ ମିଳିଲା ନାହିଁ ଭୁବନେଶ୍ୱର: ଏନ୍‌ଟିପିସି ସମେତ ବିଭିନ୍ନ ରାଷ୍ଟାୟତ୍ତ ଉଦ୍ୟୋଗଙ୍କର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ପ୍ରସଙ୍ଗକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି

ବିଜେପି ବୁଥ୍‌ କମିଟି ଗଠନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଧସ୍ତାଧସ୍ତି

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଜି ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସମ୍ମିଳନୀ କକ୍ଷରେ ବୁଥ୍‌ସ୍ତରୀୟ କମିଟି ଗଠନ ବୈଠକ ଚାଲିଥିବା ବେଳେ

ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ବାର ଚିଠି ପରେ ଆଶା କରାଯାଉଥିଲା କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା

ମା ସମଲେଇ:ନୂଆଖାଇ ଜୁହାର ସହିତ ଘରେ ଘରେ ଆରମ୍ଭ ହେଲା ଉତ୍ସବ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାିତ ଲଗ୍ନରେ ମା ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ

ଜେଟଲୀ ବତାନ୍ତୁ ମାଲ୍ୟା ନିଜେ ଗଲେ ନା ଉପରୁ ଅର୍ଡର ମିଳିଲା: ରାହୁଲ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ଓ ରାଫେଲ ଡ଼ିଲ ପ୍ରସଙ୍ଗ ଉପରେ ମୋଦି ସରକାରଙ୍କ ଉପରେ ପ୍ରଥମରୁ ଆକ୍ରମଣ ଚଳାଇଥିବା ବିପକ୍ଷଙ୍କ ହାତରେ ଆଉ ଏକ ପ୍ରସଙ୍ଗ ଲାଗିଛି

ଦେଶବ୍ୟାପୀ ବିରୋଧକୁ ଦେଖି ମଧ୍ୟ କେନ୍ଦ୍ର ନଇଁବାକୁ ରାଜି ନୁହେଁ !

‘ବନ୍ଦ’ବାଟରେ ‘ବନ୍ଦ’; ତେଲ ଦର ବଢିବାରେ ଲାଗିଛି… ଭୁବନେଶ୍ୱର,(ପ୍ରସାଦ ରାଓ): ପେଟ୍ରୋଲ, ଡ଼ିଜେଲ ଓ ଜାଳେଣୀ ଗ୍ୟାସର ଲଗାମଛଡା ଦରବୃଦ୍ଧିକୁ ସମଗ୍ର ଦେଶ ବିରୋଧ କରିଛି । ଭାରତୀୟ ଜାତୀୟ

୨୦ ବର୍ଷ ପୁରୁଣା ମାମଲା ଖୋଲିଲା, ନଭଜୋତ ସିଂହ ସିଦ୍ଧୁ ଜେଲ୍ ଯାଇ ପାରନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ଯାଇ ସେଠାରେ ପାକ୍ ସେନା ନାୟକ ବାଜୱାଙ୍କ ସହ କୁଣ୍ଢାକୁଣ୍ଢି ହେବା ଘଟଣାରେ ସିଦ୍ଧୁ କେନ୍ଦ୍ର

କେଉଁ ଗଣେଶଙ୍କୁ ପୂଜା କଲେ କ’ଣ ମିଳେ ?

ବିଶାଖାପାଟଣା : ଶ୍ୱେତ ରଙ୍ଗର ଶ୍ରୀଗଣେଶଙ୍କ ମୂର୍ତ୍ତି ଅପାର ସୁଖ ସୌଭାଗ୍ୟ ପ୍ରଦାନକାରୀ ହୋଇଥାଏ। ଏହାଙ୍କୁ ପୂଜାର୍ଚ୍ଚନା କରିଲେ ମନୋବାଞ୍ଛିତ ଫଳ ମିଳିଥାଏ। ରବିବାର କିମ୍ବା ନିଜ ଜନ୍ମନକ୍ଷତ୍ରରେ ଆଙ୍ଗୁଳି

କେର୍ଳ୍ରେ ଘଟିଥିବା ବ୍ନ୍ଯ଼ଆ ସହାୟତା ବାବ୍ଦ୍ରେ ଜନସାଧାରଣଙ୍କଠାରୁ ସଂଗ୍ରହ କରି ଟ,୫୧,୨୫୦ର ଏକ ଚେକ ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରୁଛନ୍ତି…

ବ୍ରହ୍ମପୁରରେ ଲାଗିରହିଛି ପବିତ୍ର ଗଣେଶ ପୂଜା ଉପଲକ୍ଷେ ସଜବାଜ

ବ୍ରହ୍ମପୁର- ନେହୁରୁ ନଗର ସପ୍ତମ ଲାଇନରେ ଚାରିବର୍ଷ ଧରି ସାହି ବାସିନ୍ଦାଙ୍କ ସହାୟତା ରେ କରିଆସୁଥିବା କିଛି ଛାତ୍ର ସେଥିମଧ୍ୟରୁ ମହେଶ ଚନ୍ଦ୍ର ପାତ୍ର,ରଂଜିତ ପାଢୀ,ସୁମୀତ ପଟ୍ଟନାୟକ ଲିପୁ,ପପୁ,ସୁରଜ,ବାବୂ ମିଶି

ବିଜେଡିରୁ ବହିଷ୍କାର ହେବା ପରେ ଦାମଙ୍କ ବିଶୋଦଗାର କହିଲେ ନବୀନଙ୍କୁ ଓଡିଶାରୁ ନ ହ୍ଟାଇଲେ ରାଜ୍ୟ ପାଇଁ ବିପଦ, ସରାକାରୀ ଅଧିକାରୀଙ୍କ ଅନୁସାରେ ଦଳ ଚାଲିଛି ……

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଡ଼ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି | ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରାଦ୍ୱୀପ

ସରକାରୀ ଅଫିସରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ଜେଲ୍‌ ଗଲେ ୨ ଅଭିଯୁକ୍ତ

ବୁଗୁଡା : ବୁଗୁଡା ସବ୍‌ଟ୍ରେଜେରୀ କାଯ୍ୟାର୍ଳୟ ପରିସରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଡ଼ିତ ଦୁଇ ଅଭିଯୁକ୍ତ ରାଜା ପାଣି ଓ ରାମଚନ୍ଦ୍ର ମହାରାଣାକୁ ଭଂଜନଗର ଏସ୍‌ଡିଜେଏମ କୋର୍ଟ ଚାଲାଣ

ତେଲେଙ୍ଗାନା: ତୀର୍ଥଯାତ୍ରୀବସ୍‌ ଓଲଟି ୫୭ ମୃତ:ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କଲେ

ଜଗତିୟାଲ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଆଜି ୮୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଖାଇ ମଧ୍ୟକୁ ଖସିପଡ଼ିଛି। ଫଳରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ

ଧାମରାରେ ହେବ ବାଣିଜ୍ୟିକ ବିମାନ ବନ୍ଦର

କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ ଭୁବନେଶ୍ୱର: ଧାମରାଠାରେ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଜି

ପୁଞ୍ଜି ପାଇଁ ଦିଲ୍ଲୀରେ ନବୀନ :ରୋଡ୍‌ ସୋ’ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଓଡ଼ିଶା ପ୍ରତି ପୁଞ୍ଜିପତିଙ୍କ ଆକର୍ଷଣ ବଢାଇବା ଲାଗି ବୁଧବାର ସେ ସେଠାରେ ଶିଳ୍ପପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ

ବଡରାଇସିଂ ପ୍ରାଥମିକ ବିଦ୍ୟାଳୟର ଦୂରାବସ୍ଥା : ମଦପିଇ ଆସୁଛନ୍ତି ପ୍ରଧାନଶିକ୍ଷକ

ମୋହନା : ଗଜପତି ଜିଲା ମୋହନା ବ୍ଲକର ବଡରାଇସିଂ ପ୍ରାଥମିକ ବିଦ୍ୟାଳୟ ଅବବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି। ୨୦୦୮ରେ ଅବସ୍ଥିତ ଏହି ବିଦ୍ୟାଳୟ ୧ମ ରୁ ୫ମ ଶ୍ରେଣୀ

ଗିରଫ ହେଲା କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାରଥିବା ଅଭିଯୁକ୍ତ

କୋଏମ୍ବଟୁର .- କୋଏମ୍ବଟୁର ବିସ୍ଫୋରଣ ମାମଲାରେ ୨୦ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଗରିଫ ହୋଇଛି । ୧୯୯୮ ମସିହାରେ କୋଏମ୍ବଟୁରରେ କ୍ରମାଗତ ବିସ୍ପୋରଣ ହୋଇଥିଲା । ଏଥିରେ

ରାଜରାସ୍ତାକୁ ନଯିବାକୁ ଆନ୍ଦୋଳନରତ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ପରାମର୍ଶ:

ଭୁବନେଶ୍ୱର: ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ଶିକ୍ଷକମାନେ ଆଲୋଚନାକୁ ନଆସି ବାରମ୍ବାର ରାଜରାସ୍ତାକୁ ବାଛୁଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ

ଶିକ୍ଷକ ସମସ୍ୟାର ସରକାର କରିବେ ଆଲୋଚନା

ଭୁବନେଶ୍ୱର: ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା, ବିଦ୍ୟାଳୟର ଅବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଆଣିଥିବା ମୁଲତବି ପ୍ରସ୍ତାବ ଓ

ନିର୍ବାଚନରୁ ହଟିଲା ନୋଟା ବିକଳ୍ପ : ରାଜ୍ୟସଭା ଏବଂ ବିଧାନ ପରିଷଦ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନ ଆୟୋଗ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନର ବାଲାଟ ପେପରରୁ ଉପରୋକ୍ତ ମଧ୍ୟରୁ କେହି ନୁହଁ (ନୋଟା) ବିକଳ୍ପକୁ ମଙ୍ଗଳବାର ହଟାଇ

ଇସିଙ୍କ ନିକଟରେ ଫେରାଦ ହେଲା ବିଜେପି

ନୂଆଦିଲ୍ଲୀ : ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନ ପ୍ରତିନିଧି ଆଇନର ଧାରା ୭୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟ ବିଜେପିର