RSS ମୁଖ୍ୟ ମୋହନ ଭାଗବତ ମୁମ୍ବାଇ ରେ ଉଦ୍ବୁଦ୍ଧନ ଦେଇ ରାଜ ଧର୍ମ ଉପରେ ପ୍ରଶ୍ନ କରିଛନ୍ତି ସାଥିରେ ଥିଲେ ଟା ଟା କମ୍ପାନୀ ର ମୁଖ୍ୟ ରତ୍ନ ଟାଟା. ସେ ପ୍ରଶ୍ନ କରିଥିଲେ ଯେଉଁ ମାନେ ପାୱାର କୁ ଆସୁଛନ୍ତି ଅର୍ଥାତ ସରକାର ରେ ରହନ୍ତି ସେମାନେ ରାଜଧର୍ମ କଣ ବୁଝିବା ଉଚିତ. ରାଜଧର୍ମ କହିଲେ ବ୍ୟବସାୟ ନୁହେ ଲୋକଙ୍କୁ ସେବା କରିବା ହେଲା ରାଜଧର୍ମ