


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ଆୟୋଜିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋଙ୍କ ସମେତ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ଦେବ ହରି ବେହେରା, ଓଟିଭି ସାମ୍ବାଦିକ ଗଞ୍ଜାମ ହେଡ୍ ଅଶୋକ ବର୍ମା, ସୁଜିତ ପଣ୍ଡା, ରାଧାଶ୍ୟାମ ଆଚାର୍ଯ୍ୟ, ଆଲୋକ ସାହୁ, ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା








ଓଡ଼ିଆ ଓ ଓଡିଶା ର ବିଭିନ୍ନ ସ୍ଥାନରେ କାମ କରିବା ପାଇଁ ଓଡ଼ିଆ ସ୍ୱାଭିମାଳ ପ୍ରତିଷ୍ଠାନ କୁ ମୁଁ ଧନ୍ୟବାଦ ଅର୍ପଣ କରିବା ସହ ସୁଷାନ୍ତ ସାଵତ ଭାଈଙ୍କୁ ଅଭିନନ୍ଦନ ଜଣାଇଛି।
ଧନ୍ୟବାଦ