
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଭାଗିରଥି ସାଗରରେ ୨୨ ଦିନଧରି ଚାଲିଥିବା ଚନ୍ଦନ ଯାତ୍ରାର ଆଜିଠାରୁ ୫ ଦିନ ବ୍ୟାପି ବିଭିନ୍ନ ବେଶ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ ଗରୁଡ଼ ଗୋବିନ୍ଦ ବେଶ ଅନୁଷ୍ଠିତ କରାଯାଇଥିଲା । ଆଜି ମଦନମୋହନଙ୍କୁ ଭାଗିରଥି ସାଗରରେ ଭଉଁରୀ କରାଯାଇଥିଲା । ଆସନ୍ତାକାଲି ମଦନ ମୋହନଙ୍କ ବସ୍ଛୟ ହରଣ ବେଶ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।