

ଆସିକା (ସମୃଦ୍ଧ ଓଡିଶା) ଆସିକା ବସଷ୍ଟାଣ୍ଡ ପଡିଆଠାରେ ଆସିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଏଥିସହ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆସିକା ବିଧାୟକ, ଖଲ୍ଲିକୋଟ ବିଧାୟକ, ଛତ୍ରପୁର ପିଡି ଡିଆରଡିଏ, ଗଞ୍ଜାମ ଜିଲ୍ଲା ପରିଷଦ ଉପାଦକ୍ଷା, ଆସିକା ବ୍ଲକ ଅଧ୍ୟକ୍ଷ, ବିଡ଼ିଓଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

