

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଶାଖା ତରଫରୁ ମଧୁସୂଦନ ଜୟନ୍ତୀ ପାଳିତ କରାଯାଇଛି । ଏହି ଅବସରରେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମୁନିସିପାଲଟିର ପୂର୍ବତନ ଚେୟାରମ୍ୟାନ ଚନ୍ଦ୍ରମଣି ବେହେରା, ଆଇନଜୀବୀ ଶରତ କୁମାର ସାହୁ, ପ୍ରତାପ ଦାସ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି